ବିଲେଇର ଏହି ସଙ୍କେତ ଆମକୁ ବନେଇ ପାରେ କୋଟି ପତି..

ବହୁତ ଲୋକ ଅନ୍ଧ ବିଶ୍ୱାସରେ ଘେରି ହୋଇ ରହିଥାନ୍ତି,ସେମାନେ ବିଜେ ଅନ୍ଧ ବିଶ୍ଵାସରେ ରହିବା ସହିତ ଅନ୍ୟକୁ ମଧ୍ୟ ଅନ୍ଧ ବିଶ୍ୱାସରେ ପକେଇଥାନ୍ତି।ଆଜି ଆମେ ଆପଣଙ୍କ ପାଇଁ ଏକ ମହତ୍ୱ ପୁର୍ଣ୍ଣ ବିଷୟ ଵସ୍ତୁ ନେଇ ଆସିଅଛୁ।ଆଉ ସେ ବିଲେଇ ମାନଙ୍କର ଏହି ସଙ୍କେତ ଆପଣଙ୍କୁ ବନେଇ ପରେ କୋଟି ପତି।ସାଙ୍ଗମାନେ ବିଳେଇର ଏହି ଇସାରା କରିଥାଏ ଭବିଷ୍ୟତ ଆଡ଼କୁ ଇସାରା।ଆଉ ଆପଣ ଜାଣିଥିବେ ବିଲେଇକୁ ସବୁ ଖରାପ ବୋଲି ମାନିଥାନ୍ତି।କୁହନ୍ତି ଯେଉଁ କାମକୁ ଯାଉଥିବ ଯଦି ବିଲେଇ ଆପଣଙ୍କ ରାସ୍ତା କାଟି ଦେବ ତାହେଲେ ଆପଣଙ୍କ ହେଉତଗିବା କାମ ହୋଇନଥାଏ।
ସାଧାରଣତଃ ବିଳେଇ ବହୁତ ଛୋଟ ପ୍ରାଣୀ ହୋଇଥାଏ।ଆଉ ବିଲେଇ ଆମ ପାଇଁ ଅଶୁଭ ନୁହେଁ ବସ ଆମ ଉପରେ ଆସୁଥିବା ବିପଦ ବିଷୟରେ ଆମକୁ ଜଣାଇଥାଏ ଓ ଆମକୁ ସତର୍କ କରାଇଥାଏ।ତାପରେ ସାଧାରଣତଃ ପ୍ରାଣୀ ଓ ଜନ୍ତୁ ମାନଙ୍କର ପାଖରେ ଥିବା ଛଅ ନମ୍ବର୍ ଇନ୍ଦ୍ରିୟ ବହୁତ ଶକ୍ତିଶାଳୀ ହୋଇଥାଏ ଓ କିଛି ବିପଦ ଆସିବାକୁ ଥିଲେ ଏମାନେ ଆସି ଘର ଆଗରେ ବୋବେଇ ଆମକୁ ସଙ୍କେତ ଦେବାକୁ ଚେଷ୍ଟା କରିଥାଏ।ବିଲେଇ ମଧ୍ୟ ସେମାନଙ୍କ ଭିତରୁ ଗୋଟେ ହୋଇଥାଏ।
ଆଉ ଆମ ମାନଙ୍କ ଭିତରେ ବହୁତ କମ ଲୋକ ଜାଣିଥିବେ ବିଲେଇ ରାସ୍ତା କାଟିବା ଅଶୁଭ କାଇଁ ହୋଇଥାଏ।ଯଦି କୌଣସି ବିଲେଇ ଶୋଇଥିବା ବ୍ୟକ୍ତିର ମୁଣ୍ଡ ଚାଟିଥାଏ ତାହେଲେ ସେ ଲୋକ ନିଶ୍ଚିନ୍ତ ଭବିଷ୍ୟତରେ କୌଣସି ସରକାରୀ ମାମଲାରେ ଫସି ପାରେ ଓ ଅଧିକ ଘାଣ୍ଟି ହୋଇ ପାରେ।ଆଉ ବିଲେଇ ଯଦି ଆସି ଆପଣଙ୍କ ପାଦ ଚାଟୁଛି ତାହେଲେ ଆପଣଙ୍କ ଉପରେ କିଛି ଗୁରୁତ୍ୱ ପୁର୍ଣ୍ଣ ବିପଦ ନହେଲେ ଆପଣଙ୍କ ଦେହ ଖରାପ ହେବାର ସମ୍ଭାବନା ଅଛି।ସୋଇଥିବା ଲୋକ ଉପରେ ଡେଇଁ ଚାଲିଯାଏ ତାହେଲେ କଷ୍ଟ ଭୋଗିବାକୁ ପଡିଥାଏ।
ଦୀପାବଳି ଦିନ ଆମେ ଉଭୟ ମା ଲକ୍ଷ୍ମୀ ଓ କାଳୀଙ୍କୁ ପୂଜା କରିଥାଏ ।ଯଦି ସେ ଦିନ ରାତିରେ କୌଣସି ବିଲେଇ ଆମ ଘରକୁ ଆସୁଛି ତାହେଲେ ଆପଣ ସେ ସମୟରେ ତାକୁ କିଛି ଖାଇବାକୁ ଦିଅନ୍ତୁ।ଆଉ ଏହା ପରେ ଆପଣ ଦେଖିବେ ଆପଣଙ୍କ ଘରେ ବର୍ଷ ସାରା କୌଣସି ପଇସାର ଅଭାବ ରହିବ ନାହିଁ ଓ ଆପଣ ସହଜରେ ନିଜର ସବୁ କାମ କରି ପାରିବେ ଘରେ କେବେ ପଇସାର ଅଭାବ ଦେଖାଜୀବ ନାହିଁ।ସାଧାରଣତଃ ବିଲେଇ ରାହୁଙ୍କାର ବାହାନ ହୋଇଥାଏ।ବିଲେଇ ଘରେ ଆସି କାନ୍ଦିବା ଦ୍ୱାରା ସେ ଘରର ଲୋକଙ୍କୁ କିଛିନା କିଛି ବଡ଼ ବିପଦ ସହିବାକୁ ପଡିବ।ବିଲେଇ ଯେତେବେଳେ ଭଲ ହେବା କଥା ଭଲ ଲୋକମାନେ ତାଙ୍କୁ ପାଳନ୍ତି ପୋଷନ୍ତି କିନ୍ତୁ ଏହା ଆମ ପାଇଁ ଖରାପ ହୋଇନଥାଏ।ବିଲେଇ କେବଳ ଆମକୁ ଆଗକୁ ଆସୁଥିବା ବିପଦ ବିଷୟରେ ଅଵଗତ କରାଇ ଥାଏ।
ଯଦି ବିଲେଇ ପରସ୍ପର ଭିତରେ ଝଗଡା କରୁଛନ୍ତି ତାହେଲେ ଧନ ହାନିର ବାଟ ହୋଇଥାଏ।ଯେତେବେଳେ ବିଲେଇ ରାସ୍ତାର ବାମରୁ ଡାହାଣକୁ ରାସ୍ତା କାଟିଥାଏ ତାହେଲେ ସେଇଟା ଆମ ପାଇଁ ଶୁଭ ହୋଇଥାଏ।ସେ ସମୟରେ ଆପଣଙ୍କ ସହିତ କିଛି ଖରାପ ହୋଇନଥାଏ।ସାଙ୍ଗମାନେ ବିଲେଇ ରାହୁ ଗ୍ରହର ବହାନ ହୋଇଥିବାରୁ ବିଲେଇ ଆପଣଙ୍କୁ ଦର୍ଶାଇଥାଏକି ରାହୁ ଗ୍ରହଙ୍କ କୋପ ଆପଣଙ୍କ ଉପରେ ଅଛି ବୋଲି।ଏହା ଦ୍ୱାରା ଆପଣଙ୍କ ଶରୀରରେ ନିଶ୍ଚିତ ଭାବରେ କିଛି ଖଣ୍ଡିଆ ହୋଇଥାଏ।