March 25, 2025

Odia Express

Leading Odia News Portal of Odisha

ଯେଉଁ ପୁରୁଷ କିମ୍ବା ସ୍ତ୍ରୀ ଲୋକଙ୍କ ପାଦର ଦ୍ୱିତୀୟ ଆଙ୍ଗୁଠି ବଡ ହୋଇଥାଏ , ତାଙ୍କର ଖାସିୟତ୍ ଜାଣିଲେ ଆପଣ ଚକିତ ହୋଇଯିବେ..

ଆମେ ବହୁତଥର ଦେଖନ୍ତି କି ଆମର ପାଦର ଆଙ୍ଗୁଠି ବରାବର୍ ହୋଇଥାଏ , କିନ୍ତୁ ବହୁତ ଲୋକ ଅଛନ୍ତି ଯାହାଙ୍କର ପାଦର ଆଙ୍ଗୁଠି ତେଢା ମେଢା ହୋଇଥାଏ , କେବେ ଆଙ୍ଗୁଠି ପାଦର ଆଙ୍ଗୁଠି ବଡ ସାନ ହୋଇଥାଏ , ଏହି ଆଙ୍ଗୁଠି ପାଦର ଆଙ୍ଗୁଠି ଠାରୁ ଛୋଟ ଓ ବଡ ହେବାର ବହୁତ ସାରା ମତଲବ ହୋଇଥାଏ , ଯଦି ଆପଣଙ୍କ ପାଦର ଆଙ୍ଗୁଠି ସହ ଦୁହେଁ ପାଦର ଆଙ୍ଗୁଠି ବରାବର ହୋଇଥାଏ , ଓ ବାକି ଆଙ୍ଗୁଠି ଛୋଟ ହୋଇଥାଏ ତେବେ ଆପଣ ଜଣେ ପରିଶ୍ରମୀ ଭାବେ ଜଣାଯାଆନ୍ତି । କିନ୍ତୁ ଯେଉଁ ପୁରୁଷ କିମ୍ବା ସ୍ତ୍ରୀଙ୍କ ପାଦର ଦ୍ୱିତୀୟ ଆଙ୍ଗୁଠି ବଡ ହୋଇଥାଏ , ତେବେ ଏହାର ବି କିଛି ମତଲବ ହୋଇଥାଏ ।

ଶାସ୍ତ୍ରରେ ଶରୀରର ସବୁ ଅଙ୍ଗର ବିଷୟରେ ବହୁତ କିଛି ଲେଖାଯାଇଛି , ତାଙ୍କର ଲକ୍ଷଣଗୁଡିକ ଦେଖିକରି ବ୍ୟକ୍ତିତ୍ୱ ସହ ତାଙ୍କର ଭବିଷ୍ୟ ବନାଇବାର ବିଧି ସାମୁଦ୍ରିକ ଶାସ୍ତ୍ର କହନ୍ତି  ସାମୁଦ୍ରିକ ବିଦ୍ୟା ମୁତାବିକ ମଣିଷର ମୁଣ୍ତରୁ ନେଇକରି ପାଦ ପର୍ଯ୍ୟନ୍ତ ସବୁ ପାର୍ଟ ପାଇଁ ଖାସ୍ ଲକ୍ଷଣ ଦେଖାଯାଏ , ସବୁ ମଣିଷର ଅଙ୍ଗର ଗଢଣ ଅଲଗା ଅଲଗା ହୋଇଥାଏ , ଓ ସେହି ଗଢଣ ଆକାର ଓ ବ୍ୟକ୍ତିତ୍ୱ ରହସ୍ୟରୁ ଜଣାପଡିଥାଏ , କେଉଁ ମଣିଷର ପାଦର ଆକାର ଦେଖିକରି ଜଣାପଡିଯାଏ କି ସେ ମହିଳା କିମ୍ବା ପୁରୁଷର ବ୍ୟବହାର , ଆଚାର ବିଚାର ଓ କାର୍ଯ୍ୟକ୍ଷେତ୍ରରେ କିପରି ହୋଇଥାଏ ।

ଯେଉଁ ଲୋକଙ୍କର ପାଦର ପାଖ ଆଙ୍ଗୁଠି ଅଧିକା ଲମ୍ବା ଓ ତାହାପରେ ତାର ପାଖ ଆଙ୍ଗୁଠି ଛୋଟ ଓ ବାକି ଆଙ୍ଗୁଠି ଗୁଡିକ ଛୋଟ ହୋଇଥାଏ , ତେବେ ମନୁଷ୍ୟ ଉର୍ଜାବାନ୍ ହୋଇଥାଏ । ଏମିତିରେ ମଣିଷ ସାଧାରଣତଃ କ୍ରେଜି ସ୍ୱଭାବର ହୋଇଥାଏ , ଓ କିଛି କରିବାର ଦକ୍ଷତା ରଖିଥାଏ , ଏମିତି ଲୋକ କେଉଁ କାମକୁ ପୁରା କରିବାକୁ ପୁରା ଜୋଶ୍ ଓ ଉର୍ଜା ମାନେ ଏନର୍ଜୀ ଦେଖାଇଥାନ୍ତି , ଏମିତି ଲୋକ ବି କ୍ରେଜି ହୋଇଥାନ୍ତି ଏମାନଙ୍କ ପାଗଳାମି ଓ ମସ୍ତି କରିବାର ତରିକା ଅଲଗା ହୋଇଥାଏ , ପାଦର ଆଙ୍ଗୁଠିର ପାଖ ଆଙ୍ଗୁଠି ଯାହାର ଛୋଟ ହୋଇଥାଏ , ସେମାନେ ସବୁବେଳେ ଖୁସି ରହିଥାନ୍ତି , କିମ୍ବା ଖୁସି ରହିବାର ପ୍ରୟାସ କରନ୍ତି , ଏହା ଛଡା ଯାହାଙ୍କ ପାଖ ବାଲା ଆଙ୍ଗୁଠି ବଡ ହୋଇଥାଏ , ସେମାନେ ସ୍ମରଣଶକ୍ତି ବହୁତ ସୁସ୍ଥ୍ୟ ହୋଇଥାଏ , କିନ୍ତୁ ଏମିତି ଲୋକ ଶାରରୀକ ରୁପରେ ଦୁର୍ବଳ ହୋଇଥାନ୍ତି , ଏମିତି ଲୋକ ସବୁ କାମକୁ ଭାବିଚିନ୍ତି ଓ ବହୁତ ଭଲ ଭାବେ ନିଖୁଣ ଭାବେ ସଂମ୍ପାଦନ କରନ୍ତି ।

ଯେଉଁ ଭଳି ପାଦର ପାଖ ଆଙ୍ଗୁଠି ବଡ ହୋଇଥାଏ ତାହା ମାଇନା ରଖେ କି ସେହି ପ୍ରକାରର ଯଦି ଆଙ୍ଗୁଠି ଓ ପାଖ ଆଙ୍ଗୁଠି ଏକ ସମାନ ହୋଇଥାଏ ତେବେ ଏହା ସାମୁଦ୍ରିକ ଶାସ୍ତ୍ରରେ ମାଇନା ହୋଇଥାଏ , ଯଦି ଆପଣଙ୍କ ପାଦର ଆଙ୍ଗୁଠି ସହ ଦୁହେଁ ଆଙ୍ଗୁଠି ଏକା ସମାନ ହୋଇଥାଏ , ଓ ବାକି ଆଙ୍ଗୁଠି ଛୋଟ ହୋଇଥାଏ । ତେବେ ଏହାର ମତଲବ ଏହା କି ଆପଣ ସମାଜରେ ସେ ନିଜ ପରିଶ୍ରମ ପାଇଁ ଚିହ୍ନା ଯାଆନ୍ତି , ଏମିତି ବହୁତ ଲୋକ ଅଛନ୍ତି ଯିଏ ଅନ୍ୟଙ୍କ ସହ ଲଢେଇ ଝଗଡାରୁ ଦୁରେଇ ରୁହନ୍ତି ।

Leave a Reply

Your email address will not be published. Required fields are marked *