ବାବୁଜୀ ଜରା ଧୀରେ ଚଲୋ” ର ଏହି ଅଭିନେତ୍ରୀ ଆଜି ଏତେ ବଦଳିଯାଇଛନ୍ତି – ଦେଖିଲେ ଚିହ୍ନି ପାରିବେ ନାହିଁ ..

ବଲିଉଡ୍ ରେ ଆଇଟମ୍ ନମ୍ବରର ଏକ ସ୍ଥାନ ନିଶ୍ଚିତ ଥାଏ , ଫିଲ୍ମରେ କେତେ ବି ଟେନସନ୍ ବାଲା ସିନ୍ ଥାଉ ନା କାହିଁକି କିନ୍ତୁ ଗୋଟେ ଆଇଟମ୍ ଗୀତ ଲୋକଙ୍କ ମନକୁ ବହୁତ ଆଶ୍ୱସ୍ତି ଦେଇଥାଏ । ସେମିତି ବଲିଉଡ୍ ରେ ବହୁତ ଆଇଟମ୍ ସଙ୍ଗ୍ ହୋଇଛି । କିନ୍ତୁ ଏମିତି ଜବରଦସ୍ତ ଆଇଟମ୍ ବୋଧେ କେହି ବି ଦେଇନଥିବେ , ଯେମିତି କି ଫିଲ୍ମ ଦମ୍ ରେ ଦେଖାଯାଇଥିଲା , ମନେ ଥିବ କି ଆପଣଙ୍କୁ ସେହି ଅଭିନେତ୍ରୀ ଯିଏ ମଇଁଷି ପିଠି ଉପରେ ବସି ଗୀତର ଆରମ୍ଭ କରିଥିଲେ, ସେହି ସମୟରେ ଗୀତଟି ବହୁତ ବୋଲ୍ଡ ଗୀତ ଥିଲା । ଯାହାର ଲିରିକ୍ସ ରୁ ନେଇକରି କୋରିଓଗ୍ରାଫି ବହୁତ ଉତ୍ତୋଜିତ ଥିଲା , ଆଜି ଆମେ ସେହି ଅଭିନେତ୍ରୀଙ୍କ ବିଷୟରେ କହିବୁ ।ଫିଲ୍ମ ଦମ୍ ରେ ବିବେକ ଓବରାୟଙ୍କ ସହ ଲିଡ୍ ରେ ହିରୋଇନ୍ ଦିୟା ମିର୍ଜା ଥିଲେ , ଏହି ଫିଲ୍ମକୁ ଲୋକେ ବହୁତ ପସନ୍ଦ କରିଥିଲେ , ସେହି ଗୀତ ବାବୁଜି ଜରା ଧୀରେ ଚଲୋ ବିଜଲି ଖଡି ଏହା ବିଜଲି ଖଡି, ଏହି ଗୀତରୁ ୟାନା ଗୁପ୍ତା ସବୁଆଡେ ତେହେଲକା ମଚାଇଦେଇଥିଲେ , ସେ ଡ୍ୟାନ୍ସ ମୁଭସ୍ ଓ ତାଙ୍କର ମେକଅପ୍ ଏହି ଗୀତରେ ଜୀବନ୍ତ କରିଦେଇଥିଲା
ଏହି ଫିଲ୍ମ ଆଜି ୧୫ ବର୍ଷ ପୁରୁଣା ହୋଇସାରିଛି , କିନ୍ତୁ ଏହି ଗୀତ ପରେ ୟାନା ଗୁପ୍ତା ବଡ ପରଦାରୁ ଗାୟବ ହୋଇଯାଇଥିଲେ, ୟାନା ଗୁପ୍ତାଙ୍କ ଜନ୍ମ ୨୩ ଅପ୍ରେଲ୍ ୧୯୭୯ କୁ ଚକୋସ୍ଲୋଭିଆ ର ବର୍ନୋରେ ହୋଇଥିଲା , ସେ ବହୁତ କମ୍ ବୟସରେ ଗ୍ଲାମର୍ ଇଣ୍ତଷ୍ଟ୍ରିରେ କାମ ଆରମ୍ଭ କରିଥିଲେ , ୟାନା କେବଳ ୧୬ ବର୍ଷ ବୟସରେ ସର୍ଟ ଫିଲ୍ମ, ମଡେଲିଙ୍ଗ୍ ଓ ଆଡ୍ସରେ କାମ କରିବା ଆରମ୍ଭ କରିଦେଇଥିଲା , ସେ ନିଜ କ୍ୟାରିୟରର ଆରମ୍ଭ ଲାଖମି ବ୍ରାଣ୍ତର ସହ ଯୋଡି ହୋଇଥିଲେ । ଏତିକି ନୁହେଁ ୟାନା କିଙ୍ଗଫିସର୍ ର ସବୁଠାରୁ ଫେମସ୍ ମଡେଲ୍ ରୁ ଜଣେ ଥିଲେ , ସେ କ୍ୟାଲେଣ୍ତର ଫଟୋସୁଟ୍ ପାଇଁ ବହୁତ୍ ବିକିନି ସୁଟ୍ସ୍ କରିଛନ୍ତି , ୟାନା ଜଲକ୍ ଦିଖଲାଜା, ଓ ଖତରୋଁ କେ ଖିଲାଡି ପରି ଶୋରେ ଭାଗନେଇଥିଲେ
ଏହା ସହ ସେ ବିଗ ବସ୍ ରେ ଆସିବାରେ ବି ଚର୍ଚ୍ଚା ହୋଇଥିଲା , ୟାନା କେବଳ ଗୀତ ନୁହେଁ ବରଂ ଅନ୍ୟ କାରଣରୁ ବେଶ୍ ଚର୍ଚ୍ଚିତ ହୋଇଥିଲେ, ୟାନା ଙ୍କ ନାଁ ଆଉଥରେ ଚର୍ଚ୍ଚା ହୋଇଥିଲା , ଯେବେ ସେ ଏକ ପାର୍ଟିରେ ବିନା ପ୍ୟାଣ୍ଟିରେ ପହଞ୍ଚିଯାଇଥିଲେ , ସେ ଏହି କଥାକୁ ସ୍ୱୀକାର କରିଥିଲେ ଇ ସେ ଜାଣିଶୁଣି ପ୍ୟାଣ୍ଟି ପିନ୍ଧିନଥିଲେ , ୟାନା କହିଲେ କି ତାଙ୍କୁ ନୋ ପ୍ୟାଣ୍ଟି ଗାର୍ଲର ଟ୍ୟାଗ୍ ଲାଗିଛି , ସେ କହିଲେ କି ପ୍ୟାଣ୍ଟି ନ ପିନ୍ଧି ଏଥିପାଇଁ ସେ ଆସିଥିଲେ କି ସେ ଡ୍ୟାନ୍ସ କରିବାରେ ବହୁତ ଅସୁବିଧା ହେଉଥିଲା , ସେ ସମୟରେ ବିନା ପ୍ୟାଣ୍ଟିର ଫଟୋ ବେଶୀ ଭାଇରାଲ୍ ହୋଇଥିଲା ।
ୟାନାଙ୍କ ଅସଲି ନାଁ ୟାନା ସିନକୋବା ଅଟେ , ଯେବେ ୟାନା ଇଣ୍ତିଆ ଆସିଥିଲେ ସେ ଏକ ଆର୍ଟିଷ୍ଟ ସହ ତାଙ୍କୁ ପ୍ରେମ ହୋଇଥିଲା, ଯାହାଙ୍କ ନାଁ ସତ୍ୟକମ୍ ଗୁପ୍ତା, ୨୦୦୧ ରେ ଦୁହେଁ ବିବାହ କରିଥିଲେ , କିନ୍ତୁ ଅଧିକା ଦିନ ଯାଏଁ ରିଲେସନ୍ ରହିଲା ନାହିଁ , ୨୦୦୫ ରେ ଦୁହେଁ ଛାଡପତ୍ର ନେଇଥିଲେ, ପରେ ୟାନା ତାଙ୍କ ନାଁର୍ ଆଗରେ ଗୁପ୍ତା ଯୋଡି ନେଇଥିଲେ , ଓ ଛାଡପତ୍ର ପରେ ବି ସେ ଗୁପ୍ତା ଟାଇଟେଲ୍ ରଖିଲେ ।