March 21, 2025

Odia Express

Leading Odia News Portal of Odisha

ଏହି ପଶୁ ମାନଙ୍କୁ ଘରେ ପୋଷିବା ଦ୍ୱାରା ଘରେ ଧନର ବର୍ଷା ହୋଇଥାଏ..

ନମସ୍କାର,ଆମେ ଆପଣ ମାନଙ୍କୁ ସ୍ୱାଗତ ଜଣାଉଛୁ,ଆଜି ଆମେ ଜାଣିବା କେଉଁ କେଉଁ ପଶୁ ମାନଙ୍କୁ ନିଜ ଘରେ ପୋଷିବା ଦ୍ୱାରା ଆମକୁ ଧନର ପ୍ରାପ୍ତି ହୋଇଥାଏ ଆମେ ଜାଣିବା ସେ ବିଷୟରେ।ସବୁ ଦୁନିଆରେ ବହୁତ ଲୋକ ନିଜ ଘରେ ନିଜର ସୌକ ପୁର୍ଣ୍ଣ କରିବା ପାଇଁ ବିଭିନ୍ନ ପ୍ରକାର ଜୀଵ ଜନ୍ତୁକୁ ପୋଷିଥାନ୍ତି।ବହୁତ ଲୋକ ଜାଣିନଥାନ୍ତି କି ଘରେ ପୋଷୁଥିବା ଗୃହ ପାଳିତ ପଶୁ ମାନଙ୍କ ଦ୍ୱାରା ଆମକୁ ଧନ ଲାଭ ହୋଇଥାଏ।ଏମିତି ଲୋକଥାନ୍ତି ଘରକୁ ଆସୁଥିବା ଜୀଵ ଜନ୍ତୁ ମାନଙ୍କୁ ଆମେ ପଥର ଫୋପାଡ଼ି ତାଙ୍କୁ ଘରୁ ତଡି ଦେଇଥାଉ।

ସେଥିପାଇଁ ଆମେ ଆଜି ଏଠାରେ କହିବାକୁ ଯାଉଛୁକି କେଉଁ ଜୀଵ ଜନ୍ତୁ ମାନଙ୍କୁ ଘରେ ପୋଷିବା ଦ୍ୱାରା ଆମକୁ ଧନ ପ୍ରାପ୍ତି ହୋଇପାରେ।ଘରେ କୁକୁର ପୋଷିବା ନିହାତି ଆଵଶ୍ୟକ ପ୍ରାୟ ସମୟରେ ଲୋକ କୁକୁର ଦେଖି ତା ଉପରକୁ ପଥର ଫୋପାଡ଼ନ୍ତି ନହେଲେ ତାକୁ ଡ଼ରେଇ ଘରୁ ତଡି ଦିଅନ୍ତି କିନ୍ତୁ ଆପଣ ମାନେ ବୋଧେ ଜାଣି ନାହାନ୍ତି କୁକୁର ହିଁ ଧନ ପ୍ରାପ୍ତିର ସବୁଠାରୁ ଲାଭ ଦାୟୀ ଉପାୟ ହୋଇଥାଏ।କୁକୁରକୁ ଘରେ ପୋଷିବା ଦ୍ୱାରା ତଥା ସନ୍ଧ୍ୟା ସକାଳେ ରୁଟି ଖାଇବାକୁ ଦେବା ଦ୍ୱାରା ଘରର ଆୟ ବୃଦ୍ଧି ହୋଇଥାଏ ଆଉ ଅପାର ଧନ ପ୍ରାପ୍ତି ହୋଇଥାଏ।

କୁକୁରକୁ ଭଗବାନ ଭୈରବନାଥଙ୍କ ସେବକ ବୋଲି ଆମେ ମାନି ଥାଉ।ସେଥିପାଇଁ ଆମେ କେବେବି କୁକୁରର ଅପମାନ କରିବା ଉଚିତ ନୁହେଁ।ଯଦି ଆପଣ କୁକୁରର ଅପମାନ କରୁଛନ୍ତି ତାହେଲେ ଭଗବାନ ଭୈରବନାଥ ଆମ ଉପରେ ରାଗି ଯାଆନ୍ତି ବା କୋପ କରନ୍ତି।ଯଦି ଆପଣଙ୍କ ଘରକୁ କୌଣସି କୁକୁର ଆସୁଛି ତାହେଲେ ଆପଣ ନିଶ୍ଚିନ୍ତ ଭବାରେ ରୁଟି ଖାଇବାକୁ ଦିଅନ୍ତୁ।ତାପରେ ଘରେ କଇଁଛ ନିଶ୍ଚିତ ହେବା ଦରକାର।ବାସ୍ତୁ ଅନୁସାରେ କଇଁଛକୁ ଘରେ ପୋଷିବା ବହୁତ ଶୁଭ ଲକ୍ଷଣ ହୋଇଥାଏ।କଇଁଛ ମା ଲକ୍ଷ୍ମୀଙ୍କ ବାହାନ ଅଟେ ଆଉ ଏମିତି ମାନ୍ୟତା ଅଛିକି ଯେଉଁଠାରେ କଇଁଛ ରହିଥାଏ ସେଠାରେ ମା ଲକ୍ଷ୍ମୀଙ୍କ ବାସ ନିଶ୍ଚିନ୍ତ ହୋଇଥାଏ।

ଯଦି ଆପଣ କଇଁଛ ପୋଷି ପାରୁ ନାହାନ୍ତି ତାହେଲେ ଘରେ ପିତ୍ତଳ କଇଁଛକୁ ପୋଷିବା ନିହାତି ଆଵଶ୍ୟକ ହୋଇଥାଏ ତେଣୁ ଆପଣ ନିଜ ଘରେ ପିତ୍ତଳ କଇଁଛ ରଖିବା ନିହାତି ଆଵଶ୍ୟକ ହୋଇଥାଏ।ଏହା ଦ୍ୱାରା ଆପଣଙ୍କ ଘରେ ଧନ ପ୍ରାପ୍ତି ହେବା ସହିତ ଘରେ ସୁଖ ସଂବୃଦ୍ଧିର ପ୍ରାପ୍ତି ହୋଇଥାଏ।ଘରକୁ ବେଙ୍ଗ ଆସିବା ମଧ୍ୟ ଶୁଭ ହୋଇଥାଏ।ଆପଣଙ୍କ ଘରକୁ ବହୁତ ସମୟ ବେଙ୍ଗ ଆସିଥାନ୍ତି ଆଉ ଆପଣ ତାଙ୍କୁ ପ୍ରାୟ ସମୟ ବାହାରକୁ ଫୋପାଡ଼ି ଦିଅନ୍ତି।ଘରୁ ରୋଗ ବ୍ୟାଧି ଦୁର କରିବା ପାଇଁ ବେଙ୍ଗ ପୋଷିବା ବହୁତ ଜରୁରୀ ହୋଇଥାଏ।ଆପଣ ଅସଲି ବେଙ୍ଗ ନପୋଷି ପାରିଲେ ଆପଣ ପିତ୍ତଳ ବେଙ୍ଗ ଘରେ ରଖିବେ ଓ ବାହାରକୁ ଯିବା ସମୟରେ ତାକୁ ଦେଖିକି ଜିବେ।

ମାଛ ପୋଷିବା ମଧ୍ୟ ବହୁତ ଶୁଭ ହୋଇଥାଏ,ମାଛ ପୋଷିବା ଦ୍ୱାରା ଆମକୁ ଧନ ପ୍ରାପ୍ତି ହୋଇଥାଏ।ବଡ଼ ବଡ଼ ଦୋକାନୀ ନହେଲେ ଧନୀ ଲୋକ ନିଜ ଘରେ ମାଛ ପୋଷିଥାନ୍ତି।ଆଉ ତାଙ୍କୁ ସବୁଦିନ ଖାଇବାକୁ ଦେଇଥାନ୍ତି।ଘରେ ସୁନା ରଙ୍ଗର ମାଛ ରଖିବା ଦ୍ୱାରା ସୁଖ ସଂବୃଦ୍ଧି ପ୍ରାପ୍ତି ହୋଇଥାଏ।ମାଛକୁ ଖାଇବା ଖୋଇବା ଦ୍ୱାରା ଗ୍ରହ ସମସ୍ୟା ଦୁର ହୋଇଥାଏ।ଘରେ ଠେକୁଆ ପୋଷିବା ଦ୍ୱାରାଘରକୁ ସୁଖ ଓ ସଂବୃଦ୍ଧି ଆସିଥାଏ।କେବେବି ଧନ ଅଭାବ ହୋଇନଥାଏ।ଯେଉଁ ଘରେ ଯୋଡି ଠେକୁଆ ଥାଏ ସେ ଘରେ କେବେବି ଝଗଡା ହୋଇନଥାଏ।ଶୁଆ ପୋଷିବା ଦ୍ୱାରା ଘରକୁ ଆସୁଥିବା ଅସୁବିଧା ଆଗରୁ ଜଣା ପଡ଼ିଯାଏ।ଘୋଡା ପୋଷିବା ଦ୍ୱାରା ଘରେ ଘରେ ଧନ ବୃଦ୍ଧି ହୋଇଥାଏ।

Leave a Reply

Your email address will not be published. Required fields are marked *