March 17, 2025

Odia Express

Leading Odia News Portal of Odisha

ଯେବେ ଯୁବରାଜ ସିଂ ରୋହିତ୍ ଶର୍ମାଙ୍କୁ ଦେଇଥିଲେ ନିଜ ଭଉଣୀ ରିତିକାଙ୍କ ଠାରୁ ରହିବାକୁ ଦୁରରେ ରହିବାକୁ ଧମକି, ଜାଣନ୍ତୁ ମଜାଦାର୍ କଥା..

ଭାରତୀୟ କ୍ରିକେଟ୍ ଟିମ୍ ରୁ ସନ୍ୟାସ ନେଇଥିବା ସିକ୍ସର୍ କିଙ୍ଗ୍ ଯୁବରାଜ ସିଂ ନିଜ ଭଉଣୀ ରିତିକାଙ୍କୁ ନେଇକରି ବହୁତ ପଜେଟିଭ୍ ଅଛନ୍ତି , ଥରେ ସେ କ୍ରିକେଟର୍ ରୋହିତ୍ ଶର୍ମାଙ୍କୁ ବୁଝାଇବାପାଇଁ ଭଉଣୀ ରିତିକାଙ୍କ ଠାରୁ ଦୂରେଇ ରହିବାକୁ ଧମକ ଦେଇଥିଲେ ।ଭାରତୀୟ ଟିମ୍ ପୁର୍ବ ଖେଳାଳୀ ଓ ସିକ୍ସର କିଙ୍ଗ୍ କୁହାଯାଉଥିବା ସୁପରଷ୍ଟାର୍ କ୍ରିକେଟିୟର୍ ଯୁବରାଜ ସିଂ ଙ୍କୁ ଆଜି କେଉଁ ପରିଚୟର ଆବଶ୍ୟକତା ପଡୁନାହିଁ , ଯୁବରାଜ ସିଂ ବର୍ଷ ୨୦୦୭ ରେ ଟୀ ଟେଣ୍ଟି ଓ ୨୦୧୧ ରେ ୱାର୍ଲଡ୍ କପ୍ ପ୍ରଦର୍ଶନ ରେ ଭଲ ପ୍ରଦର୍ଶନ ଦେଖାଇଥିଲେ,  ତାଙ୍କ ଖେଳ ଦେଖି ଲୋକେ ଦିୱାନା ହୋଇଯାଇଥିଲେ,  ଯୁବରାଜ ସିଂଙ୍କ ପ୍ରୋଫେସନାଲ୍ ଲାଇଫ୍ ବିଷୟରେ ଆପଣମାନେ ସମସ୍ତେ ତ ଜାଣିଛନ୍ତି ।

କିନ୍ତୁ କଣ ଆପଣ ତାଙ୍କ ପର୍ସନାଲ୍ ଲାଇଫ୍ ବିଷୟରେ ଜାଣିଛନ୍ତି , ଯଦି ନୁହେଁ ତେବେ ଆପଣଙ୍କୁ କହିବାକୁ ଯାଉଛୁ ଯୁବରାଜ ସିଂ ଓ ରୋହିତ୍ ଶର୍ମାଙ୍କ ମଧ୍ୟରେ ସଂମ୍ପର୍କ ବିଷୟରେ କିଛି ଖାସ୍ , ଯାହାକୁ ବୋଧେ ଆପଣ ଜାଣିନାହାନ୍ତି । ଆପଣ ମାନଙ୍କ ମଧ୍ୟରୁ ବହୁତ ଲୋକ ଏହି ବିଷୟରେ ଜାଣିଛନ୍ତି କି ରୋହିତ୍ ଶର୍ମାଙ୍କ ସ୍ତ୍ରୀ ରିତିକା ସଜଦେହ ଅଟନ୍ତି , କିନ୍ତୁ କଣ ଆପଣ ଜାଣିଛନ୍ତି କି ରିତିକା ସଜଦେହ କିଏ ? ରିତିକା ସଜଦେହ ଯୁବରାଜ ସିଂଙ୍କ ଭଉଣୀ ଅଟନ୍ତି , ହଁ ଆଜ୍ଞା , ରିତିକା ଯୁବରାଜଙ୍କ ଭଉଣୀ ଅଟନ୍ତି , ସେ ସବୁବର୍ଷ ଯୁବରାଜଙ୍କୁ ରାକ୍ଷୀ ବାନ୍ଧନ୍ତି , ଖାସ୍ କଥା ଏହା କି ଯୁବରାଜ ନିଜ ଭଉଣୀ ପାଇଁ ସବୁବେଳେ ପଜେଟିଭ୍ ରୁହନ୍ତି , ଥରେ ରୋହିତ୍ ଶର୍ମାଙ୍କୁ ଯୁବରାଜ ମଜାକ୍ ରେ କହିଦେଇଥିଲେ କି ମୋର ଭଉଣୀଠାରୁ ଦୁରେଇ ରହିବ

କହିଦେବୁ କି ରିତିକା ସ୍ପୋର୍ଟ୍ସ ମ୍ୟାନେଜମେଣ୍ଟ ଇଭେଣ୍ଟ କମ୍ପାନୀ ଚଳାଉଛନ୍ତି , ସେହି ସମୟରେ ଯୁବରାଜ ସିଂ ରିତିକାଙ୍କ କ୍ଲାଇଣ୍ଟ ଥିଲେ , ସେ କାମ ପାଈଁ ଦୁହେଁ ସାକ୍ଷାତ ହୋଇଥିଲା<  ଯାହାପରେ ଯୁବରାଜ ରିତିକାଙ୍କୁ ଭଉଣୀ ବନାଇଦେଲେ , ଯାହାପରେ ରିତିକା ସବୁ ବର୍ଷ ଯୁବରାଜଙ୍କୁ ରାକ୍ଷୀ ବାନ୍ଧିବା ଆରମ୍ଭ କରିଦେଇଛନ୍ତି । ଏହି ସବୁ ମଧ୍ୟରେ ୨୦୧୫ ରେ ରୋହିତ୍ ଶର୍ମା ଓ ରିତିକା ସଜଦେହଙ୍କ ବିବାହ ହୋଇଯାଇଥିଲା,  ଯୁବରାଜ ସିଂ ରୋହିତ୍ ଶର୍ମାଙ୍କୁ ତାଙ୍କ ଭଉଣୀ ରିତିକାଙ୍କ ଠାରୁଦୁରରେ ରହିବାକୁ ଧମକ ବି ଦେଇଥିଲେ , ଏହି କଥାର ଖୁଲାସା ନିଜେ ରୋହିତ୍ ଶର୍ମା ଏକ ଇଣ୍ଟରଭ୍ୟୁରେ କହିଥିଲେ ।

କହିଦେବୁ କି ଭାରତୀୟ ଟିମ୍ ର ଦିଗଜ୍ଜ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା କେଉଁ ପ୍ରମୋସନ୍ ସୁଟ୍ କୁ ନେଇକରି ରିତିକାଙ୍କୁ ସାକ୍ଷାତ କରିଥିଲେ,  ସେହି ସମୟରେ ରିତିକା ଓ ରୋହିତ୍ ନୁହେଁ ବରଂ ଯୁବରାଜ ସିଂ ବି ମହଜୁଦ୍ ଥିଲେ,  ସେହି ସମୟରେ ଯୁବରାଜ ରୋହିତ୍ ଙ୍କ ପାଖକୁ ଗଲେ ଓ କହିଲେ କି ମୋର ଭଉଣୀ ସିଏ , ତାଠାରୁ ଦୁରେଇ ରହିବୁ , କିନ୍ତୁ ରୋହିତ୍ ଓ ରିତିକାଙ୍କ ଭାଗ୍ୟରେ ଆଉ କିଛି ଘଟିବାର ଥିଲା, ଯାହାକୁ ନେଇ ସେ ୨୦୧୫ ରେ ବିବାହର ପବିତ୍ର ବନ୍ଧନରେ ପରସ୍ପର ବାନ୍ଧି ହୋଇଗଲେ,  ଓ ରୋହିତ୍ ଶର୍ମା ମୁମ୍ବାଇର ବୋରିବଲି ସ୍ପୋର୍ଟ୍ସ କ୍ଲବରେ ରିତିକାଙ୍କୁ ପ୍ରପୋଜ କରିଦେଲେ , ଖାସ୍ କଥା ଏହା କି ଏହି ଗ୍ରାଉଣ୍ତରେ ରୋହିତ୍ ଶର୍ମା ଏଥିପାଈଁ ବାଛିଥିଲେ କାରଣ ଏହି  ଠାରୁ କ୍ରିକେଟ୍ କ୍ୟାରିୟର ସେ ଆରମ୍ଭ କରିଥିଲେ , ଯାହାପରେ ଆଜି ତାଙ୍କ ନାଁ ଭାରତୀୟ କ୍ରିକେଟ୍ ଟିମ୍ ର ଦିଗଜ ବ୍ୟାଟ୍ସମ୍ୟାନରୁ ଜଣେ ଅଟନ୍ତି ।

Leave a Reply

Your email address will not be published. Required fields are marked *