ହ୍ୟାଣ୍ତସମ୍ ସ୍ୱାମୀ ମିଳିଥାଏ ଏହି ୪ ଟି ନାମ ଥିବା ଝିଅଙ୍କୁ , ତାଙ୍କୁ ସବୁବେଳେ ରଖିଥାଏ ନିଜ ନଜର ଆଢୁଆଳରେ

ବିବାହକୁ ନେଇ ସବୁ ଝିଅଙ୍କ ମନରେ ବହୁତ ସାରା ସ୍ୱପ୍ନ ହୋଇଥାଏ , ବିବାହ କରିବା ସବୁ ଝିଅର ଜୀବନରେ ସବୁଠାରୁ ସ୍ମରଣୀୟ ଓ ସୁନ୍ଦର ମୁହୁର୍ତ୍ତ ହୋଇଥାଏ , ସବୁଝିଅ ଚାହଁନ୍ତି କି ତାର ହେବାକୁ ଥିବା ସ୍ୱାମୀ ସୁନ୍ଦର ହେଉ ଓ ଦେଖିବାକୁ ଭଲ ଲାଗୁଥିବ , ଓ ତାର ଯତ୍ନ ନେଉଥିବ, ଓ ତାର ସବୁ ଦରକାରିତା ଗୁଡିକ ଧ୍ୟାନ ରଖିବ । ସବୁଠାରୁ ବଡ କଥା ଏହା କି ସେ ତାର ସବୁ କଥା ମାନୁହିବ ଓ ତାର ସେବା କରୁଥିବ , କିନ୍ତୁ ଏମିତି ଭାଗ୍ୟ ସବୁ ଝିଅଙ୍କ ମଧ୍ୟରେ ରହିବା ଏହା ସଂମ୍ଭବ ନୁହେଁ , କେଉଁ ଝିଅର ଭାଗ୍ୟରେ ସୁନ୍ଦର ସ୍ୱାମୀ ମିଳିଥାଏ ତ କାହାର ଭାଗ୍ୟରେ କିଛି ଅଲଗା ଲେଖାହୋଇଥାଏ ,କିନ୍ତୁ ଏହି ସବୁ କଥାକୁ ଦେଖିଲେ ତେବେ ଏଥିରୁ କିଛି ରାଶିଗୁଡିକ ବି ବହୁତ ଗୁରୁତ୍ୱପୁର୍ଣ୍ଣ ଭୁମିକା ନିଭାଇଥାନ୍ତି , ରାଶିଗୁଡିକର ଅନୁସାରେ ଏହା ନିର୍ଦ୍ଧାରିତ ହୋଇଥାଏ କି କାହାର ଜୀବନରେ ସୁଖପୁର୍ବକ ବ୍ୟତୀତ ହେବ ଓ କାହାକୁ ଏକ ଭଲ ସ୍ୱାମୀ ମିଳିବ , ଓ କାହାକୁ ଖରାପ ସ୍ୱାମୀ ମିଳିବ , ଆଜି ଆମେ ଏହି ଲେଖ ମାଧ୍ୟମରେ ଏମିତି ୪ ଜଣ ନାଁଥିବା ଝିଅଙ୍କ ବିଷୟରେ ସୁଚେଇଦେବାକୁ ଯାଉଛୁ, ଯାହାଙ୍କୁ ହ୍ୟାଣ୍ତସମ୍ ସ୍ୱାମୀ ମିଳିଥାଏ ।
A ନାମ ବାଲି ଝିଅ :ଯେଉଁ ଝିଅଙ୍କର ନାଁ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ ସୁନ୍ଦର ଓ ଭଲ ସ୍ୱାମୀ ପାଇଥାନ୍ତି , ତାଙ୍କର ସ୍ୱାମୀ ତାଙ୍କୁ ବହୁତ ଅଧିକା ପ୍ରେମ କରେ , ଓ ସବୁବେଳେ ସାଥ୍ ଦେଇଥାଏ , ତାଙ୍କର ସ୍ୱାମୀ କିଛି ବି ଅସୁବିଧା ଘଟାଇବାକୁ ଦିଏ ନାହିଁ , ଏହି ନାଁର ଝିଅମାନେ ନିଜ ଭାଗ୍ୟର ଯୋଗୁଁ ଭଲ ସ୍ୱାମୀ ପ୍ରାପ୍ତି କରିଥାନ୍ତି ।
P ନାମବାଲି ଝିଅ : ଯେଉଁ ଝିଅମାନଙ୍କ ନାଁ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନଙ୍କୁ ସୁନ୍ଦର ଓ ହ୍ୟାଣ୍ତସମ୍ ସ୍ୱାମୀ ମିଳିଥାଏ , ଓ ସେ ବହୁତ ଯତ୍ନବାନ ହୋଇଥାଏ। ଓ ଦିନ ରାତି ସେବା କରିଥାଏ , ଏମାନଙ୍କ ସ୍ୱାମୀ ନିଜ ସ୍ତ୍ରୀକୁ କେବେ ଏକେଲାପଣ ଅନୁଭବ କରିବାକୁ ଦିଏ ନାହିଁ , ଓ ବହୁତ ଭଲ ପାଏ , ଏମାନେ ସେଥିପାଇଁ ଭାଗ୍ୟଶାଳୀ ହୋଇଥାନ୍ତି କାରଣ ଏମାନଙ୍କୁ ଭଲ ସ୍ୱାମୀ ମିଳିଥାଏ ।
S ନାମ ବାଲି ଝିଅ : ଯେଉଁ ଝିଅମାନଙ୍କର ନାଁ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନଙ୍କୁ ସୁନ୍ଦର ସ୍ୱାମୀ ମିଳିଥାଏ , ଓ ତାଙ୍କର କେଉଁ କଥା ବି ନଶୁଣି ରୁହେ ନାହିଁ , ଓ ସବୁ କଥାକୁ ଗୁରୁତ୍ୱନେଇ ଧ୍ୟାନର ସହ ଶୁଣେ , ଓ ମାନି ବି ଥାଏ , ଓ କେବେ ବି ଜୀବନରେ ଦୁଃଖ ଦିଏ ନାହିଁ , ସବୁ ଜିନିଷ ଭଲ ଭାବରେ ଧ୍ୟାନ ଦେଇଥାଏ ।
M ନାମ ବାଲି ଝିଅ : ଯେଉଁ ଝିଅମାନଙ୍କର ନାଁ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ , ତାଙ୍କୁ ବହୁତ ସୁନ୍ଦର ଓ ବୁଦ୍ଧିମାନ ଓ ଭଲ ପାଉଥିବା ସ୍ୱାମୀ ମିଳିଥାଏ , ଏହି ନାଁର ଝିଅ ବହୁତ ଭାଗ୍ୟବତୀ ହୋଇଥାନ୍ତି ଏମାନଙ୍କୁ ସେଥିପାଇଁ ଭଲ ସ୍ୱାମୀ ମିଳିଥାଏ , ଏମାନଙ୍କ ସ୍ୱାମୀ ଦେଖିବାକୁ ବହୁତ ଆକର୍ଷଣ ହୋଇଥାଏ କିନ୍ତୁ ତାଙ୍କର ସ୍ୱାମୀ ବହୁତ୍ ଚାଲାକ୍ ସ୍ୱଭାବର ହୋଇଥାଏ , ଏହି ନାଁ ର ଝିଅଙ୍କର ସ୍ୱାମୀ ଅଧିକାଂଶ ସରକାରୀ କର୍ମଚାରୀ ହୋଇଥାନ୍ତି