March 17, 2025

Odia Express

Leading Odia News Portal of Odisha

ସକାଳୁ ଉଠି ଏହି କାମ କରନ୍ତୁ ଆଉ ଦେଖନ୍ତୁ ଏହାର ଲାଭ – ଜୀବନରେ ସବୁବେଳେ ସଫଳ ହେବେ ଆପଣ…

ଆଜି ଆମେ ଏଠାରେ ଜାଣିବା ସକାଳୁ ଉଠୁ ଉଠୁ କେଉଁ କାମ କରିବା ଦ୍ୱାରା ଆପଣଙ୍କ ଘରେ ଧନର କୌଣସି ହାନି ରହିବନାହିଁ।ସେ କେଉଁ କାମ ଯାହା ଆପଣଙ୍କୁ କରିବାର ଅଛି ଆସନ୍ତୁ ଜାଣିବା।ଆମ ହିନ୍ଦୁ ସମାଜରେ ଅନେକ ମାନ୍ୟତା ଓ ପରର୍ମ୍ପରା ରହିଛି ଯାହା ଆମକୁ ଧ୍ୟାନ ରଖିବାର ଅଛି।ଆମ ଦିନ ଚର୍ଯା ସକାଳୁ ଉଠିବାରୁ ଆରମ୍ଭ ହୋଇଥାଏ ଓ ସମ୍ପୂର୍ଣ୍ଣ ଦିନ ଭଲ ବ୍ୟତୀତ ହୋଇଥାଏ।ସକାଳୁ ସକାଳୁ ଯଦି ଆମେ କିଛି ମହତ୍ୱ ପୁର୍ଣ୍ଣ କାମ କରିଥାଉ ତାହେଲେ ଆମ ଦିନ ସବୁବେଳେ ଭଲ କଟିବ।ତାସହିତ ଘରେ ଧନର ଅଭାବ ରହିବ ନାହିଁ ଓ ଏହିକାମ କରିବା ଦ୍ୱାରା ଦେବୀ ଦେବତା ବହୁତ ଖୁସି ହୋଇଯାନ୍ତି।ଆସନ୍ତୁ ଜାଣିବା ସେ କେଉଁ କାମ ସବୁ।

୧.ତାପରେ ଆପଣ ନିଜ ପାପୁଲିକୁ ଯୋଡି ତାର ଦର୍ଶନ କରନ୍ତୁ ଆଉ ପାପୁଲି ଦର୍ଶନ କରିବା ସମୟରେ ଆପଣ ଏହି ମନ୍ତ୍ରର ଜାପ କରନ୍ତୁ।ସେ ମନ୍ତ୍ରଟି ହେଉଛି:-“କରାଗ୍ରେ ଵସତୀ ଲକ୍ଷ୍ମୀ,କର ମଧ୍ୟେ ସରସ୍ୱତୀ
କର ମୂଳେତୁ ଗୋବିନ୍ଦମ ପ୍ରଭାତେ କର ଦର୍ଶନମ”
ମାନେ ହାତର ଆଗ୍ର ଭାଗରେ ମା ଲକ୍ଷ୍ମୀଙ୍କ ବାସ ଅଛି,ମଝି ଭାଗରେ ମା ସରସ୍ୱତୀଙ୍କ ବାସ ଅଛି,ଆଉ ହାତର ମୂଳରେ ଭଗବାନ ଗୋବିନ୍ଦଙ୍କ ବାସ ଅଛି।ଆପଣ ଏହି ମନ୍ତ୍ରକୁ ଉଚ୍ଚାରଣ କରିବା ପରେ ଆପଣ ନିଜ ହାତକୁ ଘସି ମୁହଁରେ ଲଗେଇ ନେବେ।ଆପଣ ଏମିତି କରିବା ଦ୍ୱାରା ଆପଣଙ୍କ ସବୁ କାମ ପୁର୍ଣ୍ଣ ହୋଇଥାଏ।

୨.ସକାଳୁ ମାଟିକୁ ନମସ୍କାର କରିବା,କାରଣ ଆମେ ମାଟି ଉପରେ ଗୋଡ଼ ରଖିଲେ ଆମକୁ ଦୋଷ ଲାଗେ ସେଥିପାଇଁ ଆମ ପାଦରଖିବା ଆଗରୁ ଭୂମି ମାଙ୍କୁ ଭୁଲ ମାଗି ନେବା।

୩.ଗାଈକୁ ରୁଟି ଖାଇବାକୁ ଦେବା,ସକାଳୁ ଯେତେବେଳେ ଆପଣଙ୍କ ଘରେ ପ୍ରଥମ ରୁଟି ତିଆରି ହୁଏ ଆପଣ ତାକୁ ଗାଈକୁ ଖାଇବାକୁ ଦେବେ ବୋଲି ଅଲଗା ରଖି ନେବେ।ଏମିତି କରିବା ଦ୍ୱାରା ଘରେ ଧନର ବୃଦ୍ଧି ହେବା ସହିତ ବିପଦ ଟଳିଯାଏ।

୪.ଭଗବାନ ସୁର୍ଯ୍ୟ ନାରାୟଣଙ୍କ ଜଳ ଅର୍ପିତ ଜରିବେ,ସକାଳୁ ଉଠି ବ୍ରହ୍ମ ମୁହୂର୍ତ୍ତରେ ଗାଧେଇ ତାଙ୍କୁ ଜଳ ଅର୍ପଣ କରିବା ଉଚିତ।ଏମିତି ମରିବା ଦ୍ୱାରା ସବୁ କଷ୍ଟ ଦୁର ହୋଇଥାଏ ଓ ଆମ ଘରେ ଟଙ୍କା ପଇସାର ବୃଦ୍ଧି ହୋଇଥାଏ।

୫.ଆପଣ ଯେତେବେଲେ ଘରୁ କୌଣସି ଗୁରୁତ୍ୱପୂର୍ଣ୍ଣ କାମ ପାଇଁ ବାହାରକୁ ଯାଉଛନ୍ତି ତାହେଲେ ଆପଣ ନିଜ ବାପା,ମା ଓ ବଡ଼ ଗୁରୁଜନ ମାନଙ୍କ ଆଶୀର୍ବାଦ ନେବା ଉଚିତ।ଯାହାଫଳରେ ଆପଣଙ୍କ ଭିତରେ ସକାରାତ୍ମକ ଉର୍ଯା ବଢିବ ଓ ଘରେ ଧନର ବୃଦ୍ଧି ହୋଇଥାଏ।

୬.ବହୁତ ଲୋକ ସକାଳୁ ଉଠନ୍ତି ଓ କାମ କରିବା ଆରମ୍ବ କରି ଦିଅନ୍ତି କିନ୍ତୁ ଆପଣ ଏମିତି କରିବେ ନାହିଁ।ଆପଣ ଶୋଇ କରି ଉଠିବା ମାତ୍ରକେ ବିଛଣା ଉପରେ ବସି ଆପଣଙ୍କ ଇଷ୍ଟ ଦେବୀ ଦେବତାଙ୍କ ଧ୍ୟାନ କରିବା ଉଚିତ।ଆଉ ଆପଣ ଯଦି କାହାକୁ ନିଜର ଗୁରୁ ଭାବରେ ବାଛି ନେଇଛନ୍ତି ତାହେଲେ ତାଙ୍କର ମଧ୍ୟ ଧ୍ୟାନ କରନ୍ତୁ।ଯାହାଦ୍ୱାରା ଆପଣଙ୍କ ଘରେ ଧନର ଅଭାବ ରହିବ ନାହିଁ।

Leave a Reply

Your email address will not be published. Required fields are marked *