March 11, 2025

Odia Express

Leading Odia News Portal of Odisha

ଆଜିର ସବୁଠୁ ମଜାଦାର ଜୋକ୍ସ – ଯେବେ ବାପା ୧୮ ବର୍ଷୀୟ ଝିଅକୁ ପଚାରିଲେ ତୋତେ କେମିତି ସ୍ୱାମୀ ଦରକାର, ମିଳିଲା ଏମିତି ଜବାବ୍ ହୋଇଗଲେ ବେହୋସ୍..

ଆଜିକାଲି ମଡର୍ଣ୍ଣ ଯୁଗରେ ବ୍ୟକ୍ତି ଚିନ୍ତାପୁର୍ଣ୍ଣ ଜୀବନ ବଞ୍ଚିବା ପାଇଁ ବାଧ୍ୟ ହେଉଛି, ଦିନ ସାରା କର୍ମବ୍ୟସ୍ତ ଓ ତାପରେ ଥକାପଣ ଏତେ ହୋଇଯାଏ କି କେହି ବି ପରିବାର ସଦସ୍ୟଙ୍କ ସହ ବସିକରି ଟିକିଏ ଦୁଃଖସୁଖ କିମ୍ବା ହସଖୁସି କରିପାରେ ନାହିଁ , କାରଣ ସମୟର ଅଭାବ କାରଣରୁ ଏବେ ଜଣେ ଅନ୍ୟ ଜଣଙ୍କ ସାଥିରେ ଚାହିଁକରି ବି ସମୟ କଟାଇପାରେ ନାହିଁ , ଏମିତିରେ କେହି ବି ଡିପ୍ରେସନକୁ ଯିବା ସାଧାରଣ କଥା ହୋଇଯାଏ , ଏମିତିରେ ଆଜି ଆମେ ପୋଷ୍ଟରେ ଆମେ ଆପଣଙ୍କ ପାଇଁ କିଛି ମଜାଦାର୍ ଜୋକ୍ସ ନେଇକରି ଆସିଛୁ , ଯାହାକୁ ପଢିବାପରେ ଆପଣ ନିଜ ଷ୍ଟ୍ରେସ୍ ଭୁଲିଯିବେ , ଓ ହସିହସି ବେଦମ୍ ହୋଇଯିବେ ଆସନ୍ତୁ ଜାଣିବା ସେହି ମଜାଦାର୍ ଚୁଟକୁଲା ବିଷୟରେ ।

ଜଣେ ଓକିଲ ଗୋଟେ ସୁନ୍ଦର ଝିଅକୁ ପଚାରିଲେ- ଗତ ରାତିରେ ତୁମେ କେଉଁଠି ଥିଲ ? ଝିଅ ଉତ୍ତରରେ- ମୁଁ ମୋର ପଡୋଶୀ ସହ ରେଷ୍ଟୁରାଣ୍ଟକୁ ଯାଇଥିଲି, ଓକିଲ ପଚାରିଲେ- ଠିକ୍ ଅଛି ତ କାଲି ରାତି ? ଝିଅ-ମୋର ଅନ୍ୟ ଜଣେ ପଡୋଶୀଙ୍କ ସହ ରେଷ୍ଟୁରାଣ୍ଟ ଯାଇଥିଲି, ଓକିଲ ଧିରେ ପଚାରିଲେ- ଆଜି କଣ ପୋଗ୍ରାମ ଅଛି ତାହେଲେ? ଦ୍ୱିତୀୟ ଓକିଲ ଚିଲ୍ଲାଇକରି କହିଲା- ଓବଜେକ୍ସସନ୍ ମାଇଁ ଲର୍ଡ, ଏହି ପ୍ରଶ୍ନ ମୁଁ ଆଗରୁ ତାଙ୍କୁ ପଚାରି ସାରିଛି ।

ସନ୍ତା –ମୋତେ ବାହାଘରରେ ବିଏମ୍ ଡବଲୁ ମିଳିଛି । ବାନ୍ତା- କିନ୍ତୁ ତୋର ପାଖରେ କିଛି ତ କାର୍ ନାହିଁ । ସନ୍ତା- ଏବେ ଗଧ, ବିଏମ୍ ଡବଲୁ ମତଲବ ବହୁତ ମୋଟି ୱାଇଫ୍ ।

ଦିନେ ସାନ୍ତା ବାନ୍ତାକୁ କାହାଣି ଶୁଣାଉଥିଲା , ସନ୍ତା- ଜଣେ ଶାଶୁ ନିଜ ୩ ଜଣ ଜ୍ୱାଇଁଙ୍କୁ ପ୍ରେମକୁ ପରୀକ୍ଷା କରିବାପାଇଁ ଏକ ନଦୀରେ ଡେଇଁ ପଡିଲା , ତାହାର ପ୍ରଥମ ଜ୍ୱାଇଁପୁଅ ତାକୁ ଯାଇକରି ବଞ୍ଚାଇନେଲା,  ଶାଶୁ ଖୁସି ହୋଇକରି ତାଙ୍କୁ ଏକ ମାରୁତି କାର୍ ଦେଇଥିଲେ , ଦ୍ୱିତିୟ ଦିନ ସେ ପୁଣି ନଦୀକୁ ଡେଇଁ ପଡିଲେ , ଏହି ଥର ଦ୍ୱିତୀୟ ଜ୍ୱାଇଁ ତାଙ୍କୁ ଆଉଥରେ ବଞ୍ଚାଇନେଲେ , ଶାଶୁ ଆଉଥରେ ସେ ଖୁସି ହୋଇକରି ଦ୍ୱିତୀୟ ଜ୍ୱାଇଁକୁ ଏକ ବାଇକ୍ ଗିଫ୍ଟ କରିଦେଲେ , ତୃତୀୟ ଦିନ ଆଉଥରେ ଶାଶୁ ସେମିତି କଲେ ଓ ନଦୀରେ ଡେଇଁ ପଡିଲେ, କିନ୍ତୁ ଏହିଥର ତୃତିୟ ଜ୍ୱାଇଁ ଙ୍କୁ ଜଣାଥିଲା କି ଏବେ ଖାଲି ସାଇକେଲ୍ ବାକି ଅଛି, ଏମିତିରେ ନଦୀରେ ଡେଇଁବା ମୁର୍ଖତା ହେବ , ଶାଶୁ ବୁଡିଗଲା,  ତାପର ଦିନ ତୃତୀୟ ଜ୍ୱାଇଁକୁ ଏକ ମର୍ସଡିଜ୍ ଗାଡି ଗିଫ୍ଟମିଳିଲା , ବାନ୍ତା- ଆଶ୍ଚର୍ଯ୍ୟ ହୋଇକରି କେମିତି ଭାଇ ? ସନ୍ତା- ଆରେ ତାର ଶଶୁର ଖୁସି ହୋଇ ଗିଫ୍ଟ କରିଥିଲେ ।

ସାଙ୍ଗର ବାହାଘରରେ ୩ ଜଣ ଇଡିୟର୍ଡସ୍ :ପ୍ରଥମ ଯୁବକ-ସାଙ୍ଗ ମୋର ସେ ହଳଦିଆବାଲି ମୋର । ଦ୍ୱିତୀୟ ଯୁବକ- ସେ କଳା ବାଲି ମୋର, ତୃତୀୟ ଯୁବକ- ଆଚ୍ଛା ସେ ଲାଲ୍ ବାଲି ମୋର, ବର- ଶଳା ଲଜ୍ଜା କର, ତୁମେ ମାନେ ଲାଲ ବାଲିର ହିଁ ବାହାଘରରେ ଆସିଛ, କମିନା ।

ଗୋଟେ ଗାଁରେ ଜଣେ ବୁଢି ମହିଳା ରହୁଥିଲେ ଯିଏ ଗୋଟେ ବସ୍ କଣ୍ତକ୍ଟରକୁ ଖାଇବାପାଇଁ କାଜୁ ଓ ବାଦାମ୍ ଦେଉଥିଲେ , ଦିନେ କଣ୍ତକ୍ଟର ପଚାରିଦେଲେ ମା ଆପଣ ବହୁତ୍ ଭଲ ଓ ନିରିହ ଅଟନ୍ତି, ମୋତେ ସବୁଦିନ କାଜୁ ଓ ବାଦାମ ଦେଉଛନ୍ତି କିନ୍ତୁ କେବେ ନିଜେ ଏହାକୁ ଖାଉନାହାନ୍ତି , ବୁଢି ବୃଦ୍ଧା କହିଲେ- ହଁ ପୁଅ ଏଥିପାଇଁ କି ମୋର ନିଜର ଦାନ୍ତ ନାହିଁ , କଣ୍ତକ୍ଟର କହିଲା –ତେବେ ମା ତୁମେ କିଣୁଛ କଣ ପାଇଁ ?ବୁଢୀ ବୃଦ୍ଧା କହିଲେ- ମୋତେ ଏହାର ଉପରେ ଲାଗିଥିବା ଚକଲେଟ୍ ବହୁତ ପସନ୍ଦ ଅଟେ ।

ବିବାହର ୫ ବର୍ଷ ପରେ ଭ୍ୟାଲେଣ୍ଟଟାଇନ୍ ଡେ ଦିନ ସ୍ୱାମୀ ନିଜ ସ୍ତ୍ରୀ ପାଇଁ ଧଳା ଗୋଲାପ ନେଇଆସିଲା,  ସ୍ତ୍ରୀ- ଏହା କଣ ଧଳା ଗୋଲାପ ? ଭ୍ୟାଲେଣ୍ଟ ଟାଇନ୍ ଡେ ଦିନ ତ ଲାଲ ଗୋଲାପ ଦିଅନ୍ତି ନା ! ସ୍ୱାମୀ- ଏବେ ଜୀବନରେ ପ୍ରେମରୁ ଅଧିକା ଶାନ୍ତିର ଦରକାର ଅଛି ।

ସାନ୍ତା- ବାନ୍ତାକୁ –ତୁମେ ଖାଇବେ କଣ ଖାଇବ ? ବାନ୍ତା ଉତ୍ତରରେ- ଆଜି କିଛି ଖାସ୍ ବନାଉଛ କି ? ସାନ୍ତା- ହଁ ଆଜି ଛେଳିର ଜିଭ ପକାଇଛି , ବାନ୍ତା- କିନ୍ତୁ ମୁଁ ମୁହଁରୁ ବାହାରିଥିବା ଜିନିଷ ଖାଏ ନାହିଁ , ସାନ୍ତା- ଅଛା ତାହାହେଲେ ଅଣ୍ତା ବନାଇଦେବି ।

ଝିଅର ୧୮ତମ ଜନ୍ମଦିନରେ ବାପା ଝିଅ ତୁ ଏବେ ବହୁତ ବଡ ହୋଇଯାଇଛୁ, ଏବେ ତୋର ବାହାଘର କରେଇଦେବା, ଝିଅ-ହଁ ବାପା ଜଲଦି କରିଦିଅ ନା, ବାପା –ଏତେ ବ୍ୟସ୍ତ କାହିଁକି ହୋଇଯାଉଛୁ , ଭଲ ହେଲା କହ କେମିତି ସ୍ୱାମୀ ଦରକାର ? ଝିଅ ଲାଜେଇକରି କହିଲା – ପିଙ୍କ୍ କଲରର ।

Leave a Reply

Your email address will not be published. Required fields are marked *