କରୋନା ସମୟରେ ଅସଲ ଦାନବୀର ସାଜିଲେ ଏମାନେ – ରତନ ଟାଟାଙ୍କ ଠାରୁ ନେଇକରି ମୁକେଶ ଅମ୍ବାନୀଙ୍କ ପର୍ଯ୍ୟନ୍ତ କୋରନାରେ ଏମାନେ ଏତେ କୋଟି ଟଙ୍କାର ଦାନ ଦେଇଦେଲେ ଏହି ୫ ଜଣ..

କୋରନା ଭାଇରସ୍ ପୁରା ଦୁନିଆଁ ପାଇଁ ଏକ ବଡ ସଙ୍କଟର ରୁପ ନେଇସାରିଛି , ଏହା ଏମିତି ଏକ ଭାଇରସ୍ ଅଟେ ଯାହାକି ଛୁଇଁଲେ ବ୍ୟାପିଥାଏ, ଏମିତିରେ ପିଡିତ ଲୋକଙ୍କର ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ସବୁ ଦେଶ ଏହାର ଭାକ୍ସିନ୍ ବନାଇବାର ପ୍ରୟାସରେ ଲାଗିଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ସଂମ୍ଭବତଃ କିଛି ମେଡିସିନ୍ ବାହାରିପାରିନାହିଁ , ଯିଏକି ଏହି ଭାଈରସକୁ ଜଡରୁ ଦୁର କରିଦେବ , ଏହି ମହାମାରୀ ସହ ଲଢିବାପାଇଁ ଦେଶର ସରକାର ସବୁ ପ୍ରକାରର ଚେଷ୍ଟା କରୁଛନ୍ତି , ସେମିତି ଏଇ ଲକ୍ ଡାଉନ୍ ମଧ୍ୟରେ ଦୁନିଆଁର ସବୁଠାରୁ ଧନୀ ବ୍ୟକ୍ତି ଏହି ମହାମାରୀ ସମୟରେ ଆଗକୁ ବଢିଛନ୍ତି , ଆଜି ଆମେ ଆପଣଙ୍କ୍ ଦୁନିଆଁର ୫ ଜଣ ଧନୀଶାଳୀ ବ୍ୟକ୍ତି ଓ ତାଙ୍କ ଦାନ ଦେଇଥିବା ରାଶି ବିଷୟରେ କହିବାକୁ ଯାଊଛୁ , ଯିଏକି କୋରନା ସମୟରେ ଲୋକଙ୍କୁ ସାହାଯ୍ୟ ପାଇଁ ଡୋନେଟ୍ କରିଛନ୍ତି ।
୧) ଜେଫ୍ ବେଜସ୍ : ଜେଫ୍ ବେଜସ୍ ଙ୍କ ନାଁ ଦୁନିଆଁର ସବୁଠାରୁ ଧନୀଶାଳୀ ବ୍ୟକ୍ତିଙ୍କ ଲିଷ୍ଟରେ ଆସିଥାଏ ଯିଏକି ଏବେ ବି ପ୍ରଥମ ସ୍ଥାନରେ ଅଛନ୍ତି , ସେ ଆମାଜନ୍ ର ସଂସ୍ଥାପକ ଅଟନ୍ତି କୋରନା ପିରିୟଡ୍ ସମୟରେ ଏବେ ପର୍ଯ୍ୟନ୍ତ ସେ ୩ ଆରବ ଡଲାର୍ ର ଏକ ବଡ ଦାନ ଦେଇଛନ୍ତି , ଏହା ତାଙ୍କ ଦେଶ ପ୍ରତି ଏକ ଦାୟିତ୍ୱବାନ ନାଗରିକ ବୋଲି ପ୍ରମାଣିତ କରୁଛି ।
୨) ବିଲ ଗେଟସ୍ : ବିଲ ଗେଟ୍ସଙ୍କ ନାଁ ଦୁନିଆଁ ସାରା ଧନୀ ବ୍ୟକ୍ତିଙ୍କ ଲିଷ୍ଟରେ ଦ୍ୱିତୀୟ ନମ୍ବରରେ ଆସିଥାଏ , ବିଲ୍ ଗେଟସ୍ ଙ୍କ ନାଁ ଦୁନିଆଁ ସାରା ଧନୀ ବ୍ୟକ୍ତିଙ୍କ ଲିଷ୍ଟରେ ଦ୍ୱିତୀୟ ନମ୍ବରରେ ଆସିଥାଏ , ଏବେ ବିଲ ଗେଟ୍ସ ବହୁତ ବର୍ଷରୁ ନମ୍ବର ୱାନ୍ ପୋଜିସନ୍ ରେ ଥିଲେ କିନ୍ତୁ ତାଙ୍କୁ ଜେଫ୍ ବେଜସ୍ ପଛରେ ପକାଇଦେଲେ , ଓ ଦ୍ୱିତୀୟ ସ୍ଥାନରେ ଆଣି ପହଞ୍ଚାଇଦେଲେ , କିନ୍ତୁ ବିଲ୍ ଗେଟ୍ସଙ୍କ ନାଁ ଦୁନିଆଁର ସବୁଠାରୁ ଅଧିକା ଦାନୀ ସେଲିବ୍ରେଟିଙ୍କ ଉପରେ ଆସିଥାଏ , ସେ ନିଜ ପୁରା କ୍ୟାରିୟରରେ ୫୦ ଆରବ ଡଲାର୍ ର ବଡ ଦାନ କରିଛନ୍ତି , ସେମିତି କୋରନା ପିରିୟଡ୍ ରେ ସେ ଗରିବ ଲୋକଙ୍କ ପାଇଁ ସେ ସବୁବେଳେ ସାହାଯ୍ୟ କରିବାପାଇଁ ଆଗକୁ ଆସନ୍ତି ।
୩) ମୁକେଶ ଅମ୍ବାନୀ : ମୁକେଶ ଅମ୍ବାନୀ ସବୁଠାରୁ ଧନୀ ଶାଳୀ ବ୍ୟକ୍ତି ଲିଷ୍ଟରେ ଉପରେ ଆସନ୍ତି , ସେ ଦାନପୁଣ୍ୟ ମାମଲାରେ ବହୁତ ଦୟାବାନ ଅଟନ୍ତି । କୋରନା କାଳରେ ପ୍ରଧାନମନ୍ତ୍ରୀ କେୟାର ଫଣ୍ତସ୍ ରେ ୫୦୦ କୋଟି ଦାନ କରିଛନ୍ତି , ଏତିକି ନୁହେଁ ସେ ଗୁଜୁରାଟ ଓ ମହାରାଷ୍ଟ୍ର ସରକାରଙ୍କୁ ୫-୫ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ଫଣ୍ତଙ୍କୁ ଦାନ କରିଛନ୍ତି ।
୪) ବର୍ଣ୍ଣାର୍ଡ ଅର୍ଣ୍ଣାଲଡ୍ : ବର୍ଣ୍ଣାର୍ଡ ଅର୍ଣ୍ଣାଲଡ୍ ଏକ ଫ୍ରେଞ୍ଚ ରିଚ୍ ବିଜନେସ୍ ମ୍ୟାନ୍ ଅଟନ୍ତି , ଓ ଆର୍ଟ କଲେକ୍ଟର ଅଟନ୍ତି , ସେ କୋରନା ଓ ଲକ୍ ଡାଉନ୍ ସମୟରେ ସେ ନିଜ ଦେଶର ସରକାରଙ୍କୁ ୨୨୬ ମିଲିୟନ୍ ଡଲାର୍ ଏକ ବଡ ଡୋନେସନ୍ ଦେଇଥିଲେ ।
୫) ରତନ ସିଂ ଟାଟା : ଟାଟା ଗ୍ରୁପ୍ ଅଫ୍ ଇଣ୍ତଷ୍ଟ୍ରିଜ୍ ର ମାଲିକ ରତନ ଟାଟା କୋରନା କାଳରେ ପ୍ରଭାବିତ ସମୁଦାୟଙ୍କ ପାଇଁ ପ୍ରଧାନମନ୍ତ୍ରୀ କେୟାର୍ ଫଣ୍ତକୁ ଦାନ କରିଛନ୍ତି , ସେ ଦାନର ସମୟରେ କହିଥିଲେ କି ଏହି ଦାନର ଉପଯୋଗ ଚିକିତ୍ସା ପଦୋଉନ୍ନତି କର୍ମି ଓ ଟେଷ୍ଟ କିଟସ୍ କିଣିବାପାଇଁ କରାଯିବ ।