March 21, 2025

Odia Express

Leading Odia News Portal of Odisha

ପରୀକ୍ଷାରେ ସର୍ବାଧିକ ମାର୍କ ରଖିବାର କିଛି ଗୁପ୍ତ ଉପାୟ – ଆଜି ଜାଣିରଖନ୍ତୁ ଓ ନିଜ ପିଲାଙ୍କୁ ଶିଖାନ୍ତୁ..

ଆଜି ଆମେ ଆପଣଙ୍କ ପାଖରେ କିଛି ଏମିତି ଟିପ କହିବାକୁ ଯାଉଛୁ ଯାହା ଜାଣିବା ପରେ ଆପଣ ବହୁତ ଖୁସ ହେଇଯିବେ ଆଉ ଆପଣ ବି ନିଜ ପରୀକ୍ଷା ରେ ଅଧିକ ରୁ ଅଧିକ ମାର୍କ ରଖିବା ପାଇଁ ପଢିବାକୁ ଆରମ୍ଭ କରିବେ। ଆଜି ଆମେ ଆପଣଙ୍କ ପାଖରେ ପରୀକ୍ଷା ରେ କିପରି ଅଧିକ ରୁ ଅଧିକ ମାର୍କ ରଖିବେ ତାହା ବାବଦରେ କହିବାକୁ ଯାଉଛୁ। ଆମେ ଆପଣଙ୍କ ଆଜି କିଛି ଏପରି ଚତୁର ଉପାୟ କହିବାକୁ ଯାଉଛୁ ଯାହା ଜାଣିବା ପରେ ଆପଣ ଭାବିବେ କି ଆପଣଙ୍କ ପାଇଁ ଏହା କେତେ ଉପଯୋଗୀ ତଥା ଆପଣଙ୍କ ପାଇଁ ଏହା କିପରି ଉପଯୋଗୀ।

ଆମ ସ୍ଟଡି ଟିପର ପ୍ରଥମ ଉପାୟ ହେଉଛି ଶେଷ ୧୦ ବର୍ଷ ର ସମସ୍ତ ପ୍ରଶ୍ନ ସମାଧାନ କରିବା। ଆପଣ ଏହା ଶୁଣିବା ପରେ ଭାବିବେ କି ଏହା ତ ସେହି ଲୋକ ମାନେ କରନ୍ତି ଯେଉଁମାନେ କିଛି ବି ପଢି ନଥାନ୍ତି। ମାତ୍ର ଏହା ବହୁତ ହି ପ୍ରଭାବିଶାଳୀ ପ୍ରକ୍ରିୟା ଅଟେ। ଏହା ନୁହଁ କି ଆପଣ ବାସ ସାଂପଲ ପେପର କୁ ଘୋଷିବାକୁ ଲାଗନ୍ତୁ। ମାତ୍ର ଆଅଅଁ ତାକୁ ସମାଧାନ କରନ୍ତୁ ଆଉ ଆପଣ ଗୋଟେ ବିଷୟ ରୁ ସେହି ପ୍ରଶ୍ନ ଉଥାନ୍ତୁ ଆଉ ତାକୁ ସମାଧାନ କରନ୍ତୁ। ତା ପରେ ଆପଣ ଦ୍ୱିତୀୟ ବର୍ଷ ବି ଆସିଥିବା ସେହି ବିଷୟ ର ପ୍ରଶ୍ନ ସମାଧାନ କରନ୍ତୁ। ଏହା ଆପଣଙ୍କ ପରୀକ୍ଷା ର ମୂଳ ଅଟେ। ଏହା ଦ୍ୱାରା ଆପଣ ନିଜର ପାଠ କୁ ଏକ ଗ୍ରୁପ ରେ ବିଭାଵ କରନ୍ତୁ। ଏହାଦ୍ୱାରା ଆପଣଙ୍କ ପାଇଁ ପଢିବା ସହଜ ହୁଏ।

୨: ଏହାର ଦ୍ୱିତୀୟ ପ୍ରକ୍ରିୟା ପାଠ କୁ ବିଭାଜିତ କରିବା। ଏହାର ଅର୍ଥ ଆଅଅଁ ଯଦି ଏକ ଗଣିତ ବହି ଖୋଲିକି ଦେଖିବେ ତ ସେଥିରେ ଆପଣଙ୍କର ଅତି ବେସି ରେ ୨୦ ବିଷୟରେ ହି ପ୍ରଶ୍ନ ଥିବ। ଆଉ ଆପଣଙ୍କୁ ସବୁ ବିଷୟ ରେ ଅତି ବେଶୀରେ ୨୦ ପ୍ରଶ୍ନ ହି ସମାଧାନ କରିବାର ଅଛି। ନା କି ଆପଣ ହଜାର ହଜାର ପ୍ରଶ୍ନ ସମାଧାନ କରିବେ। ତ ଆପଣ ବାସ ନିଜର ସେହି ସମସ୍ତ ବିଷୟ କୁ ଖାତା ଅଥବା ବହି ରେ ଲେଖି ଦିଅନ୍ତୁ। ଏହାଦ୍ୱାରା ଆପଣ ବିଷୟ ବାବଦରେ ଏକ ଆଇଡ଼ିଆ ପାଇଯିବେ ଆଉ ଆପଣଙ୍କୁ ପୁରା ବିଷୟ ତଥା ପୁରା ବହି ହି ମନେ ରହିଯିବ। ଏହିପରି ଆପଣ ବହୁତ ଜଲଦି ବହୁତ ସିଲବସ୍ କୁ ସମାପ୍ତ କରିବେ।

୩: ଟେନ୍ସନ: ଏହାକୁ ଦୂର କରିବା ପାଇଁ ଆପଣ ବାସ ନିଜର ମୁଣ୍ଡ କୁ ପରୀକ୍ଷା ସମୟରେ ରିଲାକ୍ସ ରଖନ୍ତୁ। ମାତ୍ର ଆପଣ ପରୀକ୍ଷା ଠାରୁ ଯେତେବେଳେ ବହୁତ ଦୂରରେ ଅଛନ୍ତି ତ ଆପଣ ନିଜର ମୁଣ୍ଡ କୁ ବାର ବାର ସେହି କଥା କହିବାକୁ ଚେଷ୍ଟା କରନ୍ତୁ କି ଆପଣ କେତେ ଫେଲ ହେଇଛନ୍ତି ଆଉ ଆପଣ କଣ କରିବେ। ଏହାଦ୍ୱାରା ଆପଣ ବେସି ପଢିପାରିବେ।

Leave a Reply

Your email address will not be published. Required fields are marked *