୯୯% ଲୋକ ଜାଣନ୍ତି ନାହିଁ ବାଦାମ ଖାଇବାର ଉପାୟ – ଏବେ ନିଶ୍ଚୟ ଜାଣିରଖନ୍ତୁ..

ବାଦାମ ଅଥବା ଆଲମଣ୍ଡ ବାବଦରେ କିଏ ବା ନଜାନେ। ଏହା ଆମ ଦୈନନ୍ଦିନ ଜୀବନ ର ଏକ ଉତ୍ତମ ଖାଦ୍ୟ ପଦାର୍ଥ ହେଇଥାଏ ଆଉ ତାହା ଖାଇବା ଦ୍ୱାରା ଆମକୁ ପ୍ରଚୁର ଫାଇଦା ମିଳେ। ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ଭରପୁର ମାତ୍ର ରେ ଥାଏ ଆଉ ଏହା ଭିଟାମିନ ତଥା ମିନେରାଲ ରେ ଭରପୁର ହେଇ ଥାଏ। ଏଥିରେ ହେଲଦୀ ଫ୍ୟାଟ ଭରପୁର ଥାଏ ତଥା ଏଥିରେ କ୍ୟାଲୋରୀ ବହୁତ କମ ଥାଏ। ଏଥିରେ ଆମେ ଦେଖିବାକୁ ଯିବା ର ପ୍ରାୟ ମୁଠା ଭରା ବାଦାମ ରୁ ଆମକୁ କିଛି ଦସ କ୍ୟାଲୋରୀ ହି ମିଳେ ଯାହା କି ବହୁତ କମ ଅଟେ। ଏହା ଆମକୁ ଅଧିକ କ୍ୟାଲୋରୀ ଦେଇ ନଥାଏ। ତ ଆଜି ଆମେ ଆପଣଙ୍କୁ ବାଦାମ ର ଫାଇଦା ବାବଦରେ କହିବୁନି ବରଂ ଆମେ ଆପଣଙ୍କ ପାଖରେ ବାଦାମ ଖାଇବାର ଠିକ ଉପାୟ ବାବଦରେ କହିବାକୁ ଯାଉଛୁ।
ଉପାୟ କହିବା ଆଗରୁ ଆପଣ ବାଦାମ ଭିତରେ ଥିବା କିଛି ଫାଇଦା ବାବଦରେ ଜାଣି ହି ନିଅନ୍ତୁ। ବାଦାମ ରେ ଭରପୁର ମାତ୍ରା ରେ ପ୍ରୋଟିନ ଥାଏ ଯାହା କି ଆମ ରୋଗ ପ୍ରତିରୋଧକ କ୍ଷମତା କୁ ବଢ଼ାଇ ଥାଏ। ଏହାର ସେଣ୍ଟର ପ୍ରୋଟିନ ଆମ ଶରୀର ର କୋଷ ଭିତର ର କ୍ଷମତା ବି ବୃଦ୍ଧି କରେ। ବାଦାମ ଖାଇବା ଦ୍ୱାରା ଆମକୁ କ୍ୟାନ୍ସର ହୋଇ ନଥାଏ।
ରିସର୍ଚ୍ଚ ମୁତାବିକ ବାଦାମ ଆମ ଶରୀର ର ଖରାପ କୋଲେଷ୍ଟେରୋଲ କୁ ବି କମ କରିଥାଏ। ତେଣୁ ଏବେ ଆମେ ଜାଣିବା ବାଦାମ ଖାଇବାର ଠିକ ଉପାୟ ଆଉ ତରିକା। ବାଦାମ ଖାଇବାର ଠିକ ଉପାୟ ହେଉଛି କି ଆପଣ ବାଦାମ କୁ ରାତି ସାରା ପାଣି ରେ ଭିଜେଇ ରଖି ଦିଅନ୍ତୁ। ତା ପରେ ଆପଣ ସକାଳୁ ତାର ଚୋପା ଛଡେଇ ଖାଆନ୍ତୁ। ଏବେ ଆପଣ ମାନଙ୍କ ଭିତରୁ କିଛି କହିବେ କି ବାଦାମ ର ଚୋପା ରେ ବହୁତ ନ୍ୟୁଟ୍ରିଏଣ୍ଟ ଥାଆନ୍ତି ଯାହା କି ଆପଣଙ୍କ ପାଇଁ ବହୁତ ଉପଯୋଗୀ ହେଇ ଥାଆନ୍ତି। ମାତ୍ର ଆପଣଙ୍କୁ ଆମେ କହି ରଖୁଛୁ କି ବାଦାମ ର ଚୋପା ରେ ବହୁତ ଏଞ୍ଜାଇମ ଇନହେବିଟର ଥାଆନ୍ତି।
ଏହା ସେହି ଜିନିଷ ଯାହା କି ବାଦାମ ଗଛ ରେ ହେଉଥିବା ସମୟରେ ତାକୁ ବାହାର ର କୀଟ ତଥା ପତଙ୍ଗ ମାନଙ୍କ ଠାରୁ ରକ୍ଷା କରି ଥାଏ। ଏଞ୍ଜାଇମ ଇନହେବିଟର ମାନେ ବହୁତ କିଛି ଜୈବିକ ପ୍ରୋଟିନ ତଥା ଫ୍ୟାଟ କୁ ଡାଇଜେଷ୍ଟ ହେବାରୁ ବଞ୍ଚାଇ ଥାଆନ୍ତି। ତେଣୁ ଆପଣ ଯେତେବେଳେ ଏହାକୁ ଖାଇବାକୁ ଚେଷ୍ଟା କରନ୍ତି ଆପଣ ସେହି ଜିନିଷ କୁ ହି ଖାଆନ୍ତି ଯେଉଁଗୁଡା ଆପଣଙ୍କ ପାଇଁ ଉପଯୋଗୀ ହେଇନଥାଏ ଆଉ ଏହା ଆପଣଙ୍କ ଶରୀର ରେ ଥିବା ପ୍ରୋଟିନ ତଥା ଫ୍ୟାଟ କୁ ହଜମ ହେବାରୁ ଅଟକାଇ ଥାଏ। ତେଣୁ ଏହା ଆପଣଙ୍କ ଶରୀର ପାଇଁ ଉପଯୋଗୀ ହେଇ ନଥାଏ।
ଆପଣ ରାତିସାରା ବାଦାମକୁ ଭିଜେଇ ରଖିବା ଦ୍ୱାରା ଆପଣଙ୍କ ପାଇଁ ଚୋପା ନରମ ହେଇଯାଏ। ଏହାଦ୍ୱାରା ଆପଣ ସକାଳୁ ବାଦାମ ର ଚୋପା କୁ ଭଲ ଭାବରେ ଛଡେଇ ଖାଇ ପାରିବେ ଆଉ ତାହା ଦ୍ୱାରା ଆପଣଙ୍କୁ ବାଦାମ ର ଭଲ ଫାଇଦା ମିଳିବ।