ରାମାୟଣ ଅନୁସାରେ ସକାଳୁ ସ୍ୱପ୍ନ କିପରି ହୋଇଥାଏ ସତ, କଣ ହୋଇଥାଏ ସ୍ୱପ୍ନଫଳ ଜାଣନ୍ତୁ

ସ୍ୱପ୍ନ ଆମର ଜୀବନରେ ପ୍ରତ୍ୟକ୍ଷ ଓ ଅପ୍ରତ୍ୟକ୍ଷ ରୁପରେ ଯୋଡି ହୋଇଛି , ବହୁତଥର ଆମେ ସ୍ୱପ୍ନରେ ସେହି ଘଟଣାଗୁଡିକ ଦେଖିଥାଉ ଯାହା ଭୁତକାଳ ସହ ଯୋଡି ହୋଇଥାଏ, ଓ ବହୁତଥର ତାହା ବି ଦେଖିନେଇଥାଉ ଯାହା ଭବିଷ୍ୟରେ ଘଟିବାର ଅଛି, ବ୍ୟବହାରିକ ରୁପରେ ବୁଝିଲେ ଦିନସାରା ହେଉଥିବା ଗତିବିଧିଗୁଡିକ ଦିମାଗରେ ବିଶ୍ଳେଷଣ କରିଥାଏ , ଯାହା ଆମର ଭବିଷ୍ୟପାଇଁ ଅନୁଭବ ମିଳିଥାଏ ଓ ଏହା ସ୍ୱପ୍ନ ରୁପରେ ଦେଖାଯାଇଥାଏ । ଏଥିପାଇଁ ମାନାଯାଇଛି କି ଯାହା ଆମେ ଦେଖିଥାଉ ସ୍ୱପ୍ନରେ ତାହା କେବେ ନା କେବେ ମୁର୍ତ୍ତ ରୁପ ନେଇଥାଏ, ଏହା ସହ ଏକ ମାନ୍ୟତା ଅଛି ସକାଳୁ ସମୟରେ ସ୍ୱପ୍ନ ଦେଖିଲେ ତାହା ନିଶ୍ଚିତ ରୁପରେ ସତ ହୋଇଥାଏ , ଏମିତି ବ୍ୟବହାରିକ ରୁପରେ ଦେଖାଯାଇଥାଏ, ଓ ଏହାର ଶାସ୍ତ୍ରରେ ଓ ପ୍ରାଚୀନ ଗ୍ରନ୍ଥରେ ବର୍ଣ୍ଣନ କରାଯାଇଛି
ସକାଳ ସ୍ୱପ୍ନ ସତ ହେଲେ ସଂବନ୍ଧିତ ରାମୟଣରେ ଏକ ସୁନ୍ଦର ପ୍ରସଙ୍ଗ ଅଛି, ଓ ଆଜି ଆମେ ସେହି ପ୍ରସଙ୍ଗ ଉପରେ କଥା କହିବାକୁ ଯାଊଛୁ । ଏହି ପ୍ରସଙ୍ଗ ସେହି ସମୟର ଅଟେ ଯେବେ ରାବଣ ଛଳରେ ସୀତା ମାତାଙ୍କୁ ଅପହରଣ କରିନେଇଥିଲା, ଓ ଅଶୋକ ବାଟିକାରେ ବନ୍ଧକ ବନାଇ ରଖିନେଲା , ସେହି ସମୟରେ ମାତା ସୀତାଙ୍କ ଦେଖାଶୁଣା ଓ ପହରା ଦେବାପାଇଁ ରାକ୍ଷସୀ ଅଶୋକ ବାଟିକାରେ ନିଯୁକ୍ତ ହୋଇଥିଲେ, ଏଥିରେ ତ୍ରିଜଟା ନାମକ ଏକ ରାକ୍ଷସୀ ଥିଲେ , ସେ ଦିନେ ସକାଳ ସମୟରେ ସ୍ୱପ୍ନ ଦେଖିଲେ ଓ ତାହା ସେ ଅନ୍ୟ ରାକ୍ଷସୀମାନଙ୍କୁ କହିଲେ ଯାହା କିଚି ଏହି ପ୍ରକାରର ଅଟେ “ ତ୍ରିଜଟା ନାମ ରାକ୍ଷସୀ ଏକା, ରାମ ଚରଣ ରତି ନିପୁଣ ବିବେକା ସବହ୍ନୌ ବୋଲି ସୁନଏସି ସ୍ୱପ୍ନ, ସୀତାହି ସେଝ କରହୁ ହିତ ଅପନା , ଅର୍ଥାତ୍- ଏକ ତ୍ରିଜଟା ନାମକ ରାକ୍ଷସୀ ଥିଲା ଯାହା ରାମଙ୍କ ଚରଣ ପ୍ରୀତି ଥିଲେ , ଓ ସେ ବିବେକରେ ନିପୁଣ ଥିଲେ, ସେ ସମସ୍ତଙ୍କୁ ଡକାଇକରି ନିଜ ସ୍ୱପ୍ନ ଶୁଣାଇଲା< ଓ କହିଲା , ସୀତାଙ୍କ ସେବା କରି ନିଜ ହିତ ସାଧନା କର ।
ସ୍ୱପ୍ନ ବାନର ଲଙ୍କା ଜାରି, ଜାତୁଧାନ ସେନା ସବ୍ ମାରି ଖର ଆରୁଢ ନଗନ ଦଶସୀସା, ମୁଣ୍ତିତ ସିର ଖଣ୍ତିତ ଭୁଜ ବିସା , ଅର୍ଥାତ୍- ତ୍ରିଜଟା ନିଜ ସ୍ୱପ୍ନ ବିଷୟରେ କହିଥିଲେ କି ମୁଁ ସ୍ୱପ୍ନରେ ଦେଖିଲି କି ଏକ ବାନର ଲଙ୍କା ଜଳାଇଦେଇଛି , ଓ ରାକ୍ଷସ ସେନାଙ୍କୁ ମାରିଦେଇଛ୍, ଦଶାନନ ମାନେ ରାବଣ ଲଙ୍ଗଳା ହୋଇକରି ଗଧ ଉପରେ ବସିଛି , ତାହାର ମୁଣ୍ତ ଲଣ୍ତା ହୋଇଛି, ୨୦ଟି ଭୁଜା କଟାହୋଇଛି । ଏହି, ବିଧି ଶୋ ଦକ୍ଷିଣ ଦିଶି ଯାଇ, ଲଙ୍କା ମନହୁ ବିଭିଷଣ ପାଇ, ନଗର ଫିରି ରଘୁବୀର ଦୋହାଇ, ତବ ପ୍ରଭୁ ସୀତା ବୋଲି ପଠାଇ, ଏହାପରେ ତ୍ରିଜଟା କହନ୍ତି କି ରାବଣ ଦକ୍ଷିଣ ମାନେ ଯମପୁରୀ ଦିଗରେ ଯାଉଛି, ଓ ମାନିଲେ ଲଙ୍କା ବିଭିଷଣ ପାଈଚି , ନଗରରେ ରାମଙ୍କ ଦୁହାଇ ଆସିଚି , ସୀତାଙ୍କୁ ଡକାଇ ପଠାଇଛନ୍ତି , ୟହ ସପନା ମେଁ କହଁ ପୁକାରୀ ହୋଇହି ସତ୍ୟ ଗୟେ ଦିନ ଚାରି, ତାସୁ ବଚନ ସୁନି ସବ ଡରି, ଜନକସୁତା କେ ଚରନାହ୍ନି ପରି
ଅର୍ଥାତ୍- ନିଜ ସ୍ୱପ୍ନ ବିଷୟରେ କହିବାପରେ ତ୍ରିଜଟା କହନ୍ତି କି ଏହି ସ୍ୱପ୍ନ ଚାରି ଦିନ ପରେ ସତ୍ୟ ହେବ , ତାହାର ବଚନ ଶୁଣିକରି ସବୁ ରାକ୍ଷସୀମାନେ ଡରିଗଲେ , ଓ ଜାନକୀଙ୍କ ଚରଣରେ ପଡିଗଲେ, ଏହା ତ ଆପଣ ସମସ୍ତେ ଜାଣିଛନ୍ତି କି ସ୍ୱପ୍ନ ସତ ହୋଇଥିଲା, ହନୁମାନଜୀ ଲଙ୍କା ଜଳାଇଥିଲେ, ଓ ଶ୍ରୀରାମ ରାବଣଙ୍କ ବଧ କରିବାପର୍ ରାଜଘାଟ ବିଭିଷଣଙ୍କୁ ଦେଇଥିଲେ , ମାନେ ରାମାୟଣ କାଳରୁ ମାନ୍ୟତା ଅଛି କି ସକାଳ ସମୟରେ ସ୍ୱପ୍ନ ସୀଧା ସତ୍ୟ ହୋଇଥାଏ ।