ଆଜିର ସବୁଠୁ ମଜାଦାର୍ ଜୋକ୍ସ : ପପୁ ପ୍ରଥମଥର ଉଡାଜାହାଜରେ ବସିଲା, ଯେପରି ଉଡାଜାହାଜର ଟାୟାର୍ ଉଠିଲା ତେବେ ପପୁ ଯାହା କଲା ଜାଣିଲେ ହସି ହସି ବେଦମ ହେଇଯିବେ ଆପଣ..

କେବେ କେବେ ମନ ଖୁସି କରିବାପାଇଁ ବାହାନା ଖୋଜିଥାଏ କାରଣ ସବୁ ସମୟରେ ବିନା କାରଣରେ ଖୁସି ରହିପାରିବ ନାହିଁ ଆଜିକାଲିର କର୍ମବ୍ୟସ୍ତ ଜୀବନରେ ଖୁସି ରହିବା ବହୁତ୍ ଜରୁରୀ ହୋଇଥାଏ , ଏଥିପାଇଁ ଆଜି ଏହି ପୋଷ୍ଟରେ ଆମେ ଆପଣଙ୍କ ପାଇଁ ଖୁସି ରହିବାର କାରଣ ନେଇକରି ଆସିଛୁ , ହଁ ଆଜ୍ଞା, ଆମେ ଆପଣଙ୍କ ପାଇଁ କିଛି ମଜାଦାର୍ ଚୁଟକୁଲା ନେଇକରି ଆସିଛୁ ଯାହାକୁ ପଢିଲେ ଆପଣଙ୍କ ମନ ଖୁସି ହୋଇଯିବ , ତେବେ ଡେରି କଣ ପାଇଁ ଚାଲନ୍ତୁ ଆରମ୍ଭ କରିବା ।
୧) ବିବାହର ମଣ୍ତପରେ ପୁଅ ଝିଅକୁ କହେ କି ମୋର ୧୦ ଜଣ ଝିଅଙ୍କର ସହ ଆଫେୟାର୍ ରହିଛି , ଝିଅ- ମୋତେ ଜଣାଥିଲା ,ଯେବେ କୁଣ୍ତଳୀ ମିଶୁଛି ତେବେ କ୍ୟାରେକ୍ଟର ହିଁ ମିଶିବ ପୁଅ ବେହୋସ୍ ।
୨) ଜାପାନରେ ୫ଜି ସିମ୍ ଲଞ୍ଚ କରିଦେଲେ , ଚିନ୍ କାଚର ପୁଲ୍ ବନାଇଦେଲେ , ଓ ଇଣ୍ତିଆର ଲୋକ ଗଛରେ ହାର୍ଟ ଚିହ୍ନ କରି କଲ୍ଲୁ ଓ ପୁଷ୍ପା ଲେଖୁଛନ୍ତି ।
୩) ମୋଟୁ ଛୋଟୁକୁ କହିଲା- ମୋତେ ବହୁତ ଅଫସୋସ୍ ହେଲା ଶୁଣିକରି କି ତୁମର ସ୍ତ୍ରୀ ତୁମର ରୋଶେୟା ସହ ଫେରାର୍ ହୋଇଯାଇଛି । ଛୋଟୁ କହିଲା- ହଁ ଦୁଃଖ ତ ମୋତେ ବି ହୋଇଛି, ସେମିତି ବଢିଆ ଖାଇବା ବନାଇବା ବାଲା ରୋଷେୟା କେଉଁଠି ଖୋଜିପାରିବି ।
୪) ଶିକ୍ଷକ-ଏମିତି କେଉଁ ବେପାର କୁହ ଯାହା କେଉଁ ବି ଜାଗାରେ ଚାଲିପାରିବ । ଛାତ୍ର- ମଦର ଦୋକାନ ଶ୍ମଶାନ ଭିତରେ ଖୋଲିଦିଅ, ସେଠାରେ ବି ଚାଲିଯିବ ।
୫) ପପୁ ଟ୍ରେନରେ ଯାଉଥିଲା, ସେହି ସମୟରେ ତାର ସାମ୍ନାରେ ଠିଆହୋଇଥିବା ଜଣେ ବ୍ୟକ୍ତି ପକେଟ୍ ରେ ହାତ ମାରିଲା , ବ୍ୟକ୍ତି ଦେଖିଲା ଓ ରାଗରେ ଚିତ୍କାର କରି କହିଲା , ତୁମେ ମୋର ପକେଟ୍ ରେ ହାତ କାହିଁକି ମାରିଲ , ପପୁ-ମୋତେ ଦିଆସିଲି ଦରକାର ଏଥିପାଇଁ , ବ୍ୟକ୍ତି -ଆଶ୍ଚର୍ଯ୍ୟ ହୋଇ ଆରେ ତୁମେ ମୋତେ ମାଗିଦେଇଥାନ୍ତ , ପପୁ- ମୁଁ ଅଜଣା ଲୋକଙ୍କର ସହ କଥା ହୁଏନାହିଁ ।
୬)ଏକ ନବବିବାହିତ ଦମ୍ପତ୍ତି ବାସନର ଦୋକାନରେ ଝଗଡା କରୁଥିଲେ , ସ୍ତ୍ରୀ-ଏହି ଷ୍ଟିଲ୍ ଗିଲାସ ନିଅ, ଚିରକୁଟ୍- ନା ଟିକିଏ ବଡ ଗିଲାସ ନେବା, ଦୋକାନୀ-ସାହେବ୍, ମହିଳା ଦିବସ ସେମିତି ଚାଲିଯାଇଛି, କିନ୍ତୁ ମ୍ୟାଡାମ୍ ଯାହା କହୁଛନ୍ତି ସେହି ଗିଲାସ ନିଅନ୍ତୁ ନା , ଚିରକୁଟ୍ -ଆରେ ଭାଇ ତୁମକୁ ବିକ୍ରି କରିବାକୁ ମନ ଅଛି , କିନ୍ତୁ ଏହି ଛୋଟ ଗିଲାସରେ ମୋର ହାତ ପୁରାଇଲେ ପଶିବ ନାହିଂ, ମୁଁ ସେଥିରେ ଯିବି କେମିତି, ଦୋକାନୀର ଆଖିରେ ଲୁହ୍ ଆସିଗଲା ,
୭) ଗୋଟେ ପୁଅ ଗଳିରେ ଦୌଡିକରି ଆସିଲା , ଓ ଏପଟେ ପୋଲିସ୍ କୁ ଖୋଜିବାକୁ ଲାଗିଲା, ତାକୁ ଏକ ପୋଲିସ୍ ବାଲା ନଜର ଆସିଲା, କହିଲା ସାର୍ ପ୍ଲିଜ୍ ଜଲଦି ମୋର ସହ ଚାଲନ୍ତୁ ମୋର ବାପାଙ୍କର ଝଗଡା ହୋଇଯାଇଛି , ସେ ଜଲଦି ସେଇ ବାରରେ ପହଞ୍ଚିଗଲେ, ଓ ଦେଖିଲେ ତିନିଜଣ ଲୋକ ପରସ୍ପର ଲଢେଇକରୁଛନ୍ତି , କିଛି ସମୟ ପରେ ପୋଲିସ୍ ବାଲା ସେହି ଛୁଆ ଆଡକୁ ଅନେଇ ପଚାରିଲେ ଏଥିରୁ ତୁମ ବାପା କିଏ , ଛୁଆ ପୋଲିସ୍ ଆଡକୁ ଦେଖି କହିଲା କି ମୁଁ ଜାଣିନି ସାର୍ ଏଇ ଏହି କଥାକୁ ନେଇ ଝଗଡା କରୁଥିଲେ ।
୮) ଝିଅ ଏକ ବାବାଜୀ ପାଖକୁ ଗଲା- ଝିଅ- ବାବା ମୋର ବିବାହ କେବେ ହେବ କୁହ ତ ! ବାବା-ତୋର ନାଁ ମୀନା ଅଟେ , ଝିଅ-ହଁ ବାବା, ବାବା- ତୁ ଦିଲ୍ଲୀ ପବ୍ଲିକ୍ ସ୍କୁଲ୍ ରେ ପଢୁଛୁ, ଝିଅ- ହଁ ବାବା ଆପଣଙ୍କ ତ ଅନ୍ତର୍ଯ୍ୟାମୀ ଅଟନ୍ତି, ବାବା- ତୁ +୨ କ୍ଲାସରେ ପଢୁଛୁ , ଝିଅ- ହଁ ବାବା ଆଗକୁ କୁହନ୍ତୁ ବାବା , ବାବା- ଆଗକୁ କେଉଁଠୁ କହିବି ଆଗାମୀଥର କୁଣ୍ତଳୀ ନେଇକରି ଆସିବୁ , ସ୍କୁଲର ରେଜଲ୍ଟ କାର୍ଡ ନୁହେଁ ।
୯) ବାପା- ପୁଅକୁ ଗୋଟେ ସମୟ ଥିଲା ଯେବେ ମୋର ପାଖରେ ୧୦ ଟଙ୍କାର କ୍ଷୀର ପରିବା ଓ ଜଳଖିଆ ନେଇକରି ଆସୁଥିଲି, ପୁଅ ବାପାଙ୍କୁ- ଏବେ ସଂମ୍ଭବ ନୁହେଁ ବାପା- କାରଣ ଏବେ ସେଠାରେ ସିସିଟିଭି ଲାଗିଛି ।
୧୦)ମାଲିକାଣୀକୁ ବାହାରେ ଚିତ୍କାର ଶୁଭିଲା, ମାଲିକାଣୀ-ବୋହୁ କିଏ ବାହାରେ ଅଛି ? ବୋହୁ-ମା, ଭିକାରି ଥିଲା ମୁଁ ପଠାଇଦେଲି, ମାଲିକାଣୀ ରାଗରେ – ଆରେ ମୋତେ ବିନା ପଚାରି ଭିକାରିକୁ କାହିଁକି ପଠାଇଲୁ, ତାକୁ ଯା ଡାକିକି ଆଣେ , ବୋହୁ ଯେପରି ଭିକାରୀକୁ ଡକାଇଲା, ଭିକାରୀ ଖୁସିରେ ଫେରିଆସିଲା, ମାଲିକାଣୀ- ଶୁଣ ଭିକାରୀ, ଏହି ଘରର ମାଲିକାଣୀ ମୁଁ ହେଲା, ଭୁଲ୍ ରେ ଏଠାକୁ ଭିକ ମାଗିବାକୁ ଆସିଛୁ ଯଦି ଚିହ୍ନିବୁ, ଯା ଏଠୁ ।
୧୧) ଇଂରେଜ ସିପାହୀକୁ ଏହି ବ୍ୟକ୍ତିର କାନ କାଟିଦିଅ, ପପୁ- ନା ମୋର କାନ କାଟ ନାହିଁ ମୁଁ ନହେଲେ ଅନ୍ଧ ହୋଇଯିବି, ଇଂରେଜ ମୁର୍ଖ କିଏ କାନ କାଟିଲେ ଅନ୍ଦ ହୋଇଯାଏ କି ? ପପୁ-କାନ କାଟିବ ତ ମୋର ଚଷମା ତୋର ବାପାର କାନରେ ଲଗାଇବି କି ?
୧୨) ଆଜିକାଲି ଯାହାର ଚାରି ପାଞ୍ଚଜଣ ବୟଫ୍ରେଣ୍ତ ଅଛନ୍ତି, ସେ କହିଥାଏ କି ପ୍ରେମ ଅନ୍ଧ ହୋଇଥାଏ , ଆରେ , ପ୍ରେମ ଅନ୍ଧ ନୁହେଁ ଭଉଣୀ ତୁମେ ପ୍ରେମ ଅନ୍ଧ କରିଦେଇଛି, ଉପରେ ଲେଖାଯାଇଥିଲା- ଏହାକୁ ପଢିବା ମନା ଅଟେ , କିନ୍ତୁ ଏହାର ଉତ୍ତର ପଢିବେ ନିଶ୍ଚିତ ।
୧୩) ଥରେ ଗୋଟେ ଅନ୍ଧ, ଛୋଟ ଓ ଗଞ୍ଜା ମହିଳା କଥା ହେଉଥିଲେ, ଅନ୍ଧ ମହିଳା କହିଲା- ଦେଖ ଭଉଣୀ-କେତେ ଭଲ ଫୁଲ ହୋଇଛି, ତାହାର କଥା ଶୁଣି ଛୋଟି ମହିଳା କହିଲା- ବାଃ ଛିଡାଇଆଣିବି କି, ଏହି କଥାରେ ଗଞ୍ଜା ମହିଳା କହିଲା- ହଁ ମୋତେ ବାଳରେ ଲଗାଇବାର ଅଛି, ଏହି ସମୟରେ ଜଣେ ବ୍ୟକ୍ତି ଏମାନଙ୍କ କଥାଶୁଣି ବେହୋସ୍ ।
୧୪) ପପୁ ପ୍ରଥମଥର ଏରୋପ୍ଲେନ୍ ରେ ବସିଲା, ଯେପରି ପ୍ଲେନ୍ ଉଡିଲା ତାର ଟାୟାର୍ ଉପରକୁ ଉଠିଲା, ପପୁ ଜୋର୍ ରେ ଚିତ୍କାର କଲା , ଓ କହିଲା ମୁଁ ପ୍ରଥମରୁ ଡରିକି ଅଛି,, ଓ ତୁ ପାଗଳ ଷ୍ଟଣ୍ଟ୍ କରୁଛୁ ।