ଏକ ହେଲିକ୍ୟାପ୍ଟରର ମାଇଲେଜ କେତେ ହୋଇଥାଏ ଓ ଏହାର ମୂଲ୍ୟ କେତେ ହୋଇଥାଏ,ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

କଣ ଆପଣଙ୍କୁ ଜଣାଅଛି ଗୋଟିଏ ହେଲିକ୍ୟାପ୍ଟରର ମାଇଲେଜ କେତେ ହୋଇଥାଏ ଓ ଏହାର ମୂଲ୍ୟ କେତେ ହୋଇଥାଏ।ଯଦି ଆପଣଙ୍କୁ ଏହା ଜଣା ନାହିଁ କୌଣସି କଥା ନାହିଁ ଆଜି ଆମେ ଆପଣଙ୍କୁ କବିବାକୁ ଯାଉଛୁ କି ଗୋଟିଏ ହେଲିକ୍ୟାପ୍ଟରର ମାଇଲେଜ କେତେ ହୋଇଥାଏ ଓ ଏହାର ମୂଲ୍ୟ କେତେ ହୋଇଥାଏ।ଆପଣ ମାନଙ୍କ ମଧ୍ୟରୁ କିଛି ଲୋକ ଏଥିରେ ବସିଥିବେ ତାଙ୍କ ମନରେ ବି ଏହି ପ୍ରଶ୍ନ ଉଠିଥିବ ଏହା କେତେ ମାଇଜେଲ ଦେଖାଇଥାଏ।ହେଲିକ୍ୟାପ୍ଟର ବିମାନ ଭଳି ହିଁ ହୋଇଥାଏ ହେଲେ ଏହାକୁ ଅଲଗା ପ୍ରକାର ତିଆରି କରାଯାଇଥାଏ ବିମାନ ଉଡିବା ପାଇଁ ଜ୍ୟାଟ ଇଞ୍ଜିନର ସହାରା ନେଉଥିବା ବେଳେ ହେଲିକ୍ୟାପ୍ଟର ଉଡିବା ପାଇଁ ପଙ୍ଖା ଇଞ୍ଜିନର ସାହାରା ନେଇଥାଏ।
ବିମାନ ଓ ହେଲିକ୍ୟାପ୍ଟରରେ ଅନେକ ଅନ୍ତର ଅଛି।ହେଲିକ୍ୟାପ୍ଟର ଯୁଦ୍ଧ ପାଇଁ, ଓ ଭିଆଇପି ମାନଙ୍କ ଯିବା ଆସିବା ପାଇଁ ହୋଇଥାଏ।ଏହା ଆପଣ ନିଶ୍ଚୟ ଜାଣିଥିବେ କି ହେଲିକ୍ୟାପ୍ଟରର ଉଡିବାର ବେଗ ବିମାନଠୁ ବହୁତ କମ କିନ୍ତୁ ଏହାର ଏକ କାସ କଥା ଏହାକି ଏହା କୌଣସି ସ୍ଥାନରେ ଓଲ୍ହାଇ ପାରେ ଓ ଉଡିପାରେ କିନ୍ତୁ ବିମାନ କୁ ଓଲ୍ହାଇବା ପାଇଁ ଓ ଉଡିବା ପାଇଁ ପ୍ଲାଟଫର୍ମର ଆବଶ୍ୟକତା ରହିଛି।ଏବେ ଆସନ୍ତୁ ଜାଣିବା ଏକ ହେଲିକ୍ୟାପ୍ଟରର ମାଇଲେଜ କେତେ ହୋଇଥାଏ।
ସବୁ ସ୍ଥାନରେ ଅଲଗା ଅଲଗା ପ୍ରକାର ହେଲିକ୍ୟାପ୍ଟର ଅଛି।କିଛି ହେଲିକ୍ୟାପ୍ଟର ଏତେ ବଡ଼ କି ବଡ଼ ବଡ଼ ଗାଡ଼ିକୁବି ଉଠାଇ ଉଡିପାରିବେ।ଆଉ କିଛି ହେଲିକ୍ୟାପ୍ଟର ଏତେ ଛୋଟ ହୋଇଥାଏ କି ସେଥିରେ କେବଳ ୨ ଜଣ ହିଁ ବସିପାରିଥାନ୍ତି।
ଏବେ ଆମେ Robinson R44 Raven II ହେଲିକ୍ୟାପ୍ଟର ବିଷୟରେ।ରବିନ ସନ କମ୍ପାନୀ ଏହି ହେଲିକ୍ୟାପ୍ଟର ବିଷୟରେ ଅନେକ ତଥ୍ୟ ଦେଇଛନ୍ତି।ତାଙ୍କ କହିବା ଅନୁସାରେ ଏହାର ବେଗ ୧୮୦-୨୪୦ ଘଣ୍ଟା ପ୍ରତି ହୋଇଥାଏ।ଏଥିରେ ଟେଲ ଦୁଇଟି ସ୍ଥାନରେ ଥାଏ ଯେଉଁ ମୁଖ୍ୟ ଟ୍ୟାଙ୍କ ହୋଇଥାଏ ସେଥିରେ ୧୨୦ ଲିଟର ଅୟେଲ ରହିଥାଏ ଓ ଯେଉଁ ଦ୍ୱିତୀୟ ଟ୍ୟାଙ୍କ ହୋଇଥାଏ ତାହାର କାପାସିଟ ୭୦ ଲିଟର ହୋଇଥାଏ।ଏହାର ଓଜନ ୬୫୭ କେଜି ହୋଇଥାଏ।
ଏହା ଏକ ଘଣ୍ଟାରେ ୫୦-୬୦ ଲିଟର ତେଲ ଆବଶ୍ୟକ କରିଥାଏ।ଏହା ଏକ ଲିଟର ତେଲରେ ୩-୪ କିଲୋମିଟର ପର୍ଯ୍ୟନ୍ତ ଯାଇଥାଏ।ଏଥିରୁ ଆପଣ ଅନୁମାନ ଲଗାଇପାରୁଥିବେ କି ହେଲିକ୍ୟାପ୍ଟରର ଆଭରେଜ କେତେ ହୋଇଥାଏ।ଏହାର ଆଭରେଜ ତାର ଓଜନ ଉପରେ ନିର୍ଭର କରେ ଯଦି ହେଲିକ୍ୟାପ୍ଟର ବଡ଼ ହୋଇଥିବ ସେ ଅଧିକ ତେଲ ଆବଶ୍ୟକତା କରିଥାଏ।
ଏବେ ଜାଣିବା ହେଲିକ୍ୟାପ୍ଟରର ଦାମ ବିଷୟରେ।ସାଧାରଣତଃ କୋକ କାର, ବାଇକ ବା ସାଇକେଲ କିଣିବା ପାଇଁ ଭାବିଥାନ୍ତି।କଣ ଆପଣ କେବେ ହେଲିକ୍ୟାପ୍ଟର କିଣିବା ପାଇଁ ଭାବିଛନ୍ତି।ଏଠାରେ ଆମେ ଆପଣଙ୍କୁ ଏକ ସାଧାରଣ ହେଲିକ୍ୟାପ୍ଟରର ଦାମ ବିଷୟରେ କବିବାକୁ ଯାଉଛୁ।ଯେଉଁଥିରୁ ଆପଣ ଅନୁମାନ କରିପାରିବେ ଏକ ହେଲିକ୍ୟାପ୍ଟରର ମୂଲ୍ୟ କେତେ ହୋଇଥାଏ।ଏହାର ବ୍ୟବହାର ବାୟୁସେନା ଛଡା ବଡ଼ ବଡ଼ ସେଲିବ୍ରେଟି ନିଜ ଯିବା ଆଦିବା ପାଇଁ କରିଥାନ୍ତି।ହେଲିକ୍ୟାପ୍ଟର କିଣିବା ସମସ୍ତଙ୍କ ଦ୍ଵାରା ସମ୍ଭବ ନୁହେଁ।କାରଣ ଏହାର ମୂଲ୍ୟ ବହୁତ ଅଧିକ ହୋଇଥାଏ ତେଣୁ କେବଳ ସକ୍ଷମ ଲୋକ ହିଁ ଏହାକୁ କିଣିଥାନ୍ତି।
ଏକ ରିପୋର୍ଟ ଅନୁସାରେ Robinson R44 ର ମୂଲ୍ୟ ୨୫୦,୦୦୦ ୟୁଏସ ଡ଼ଲାର ଅଟେ।ଏହା ଦୁଇଟି ସିଟ ଵାଲା ହେଲିକ୍ୟାପ୍ଟର ଅଟେ।ଏହା ପରେ Bell B206 Jetranger ହେଲିକ୍ୟାପ୍ଟରର ମୂଲ୍ୟ ୭୦୦,୦୦୦ ୟୁଏସ ଡ଼ଲାର ଅଟେ।ଏହା ମଧ୍ୟରେ୫ଟି ସିଟ ଥାଏ।ଏବେ ଆପଣ ଜାଣିପାରିଥିବେ ହେଲିକ୍ୟାପ୍ଟରର ସାଇଜ ଓ ସିଟ ଯେତେ ଅଧିକ ହୋଇଥାଏ ତାର ମୂଲ୍ୟ ସେତେ ଅଧିକ ହୋଇଥାଏ।