March 23, 2025

Odia Express

Leading Odia News Portal of Odisha

ଗଙ୍ଗା ଜଳ ଭଳି ପବିତ୍ର ହୋଇଥାନ୍ତି ଏହି ୫ ଟି ନାମ ଧାରି ଝିଅ – ଦେଖନ୍ତୁ କେଉଁ ନାମ ସବୁ ସାମିଲ ଅଛନ୍ତି ..

ଚାଣକ୍ୟ ନୀତି ଚାଣକ୍ୟଙ୍କ ଦ୍ୱାରା ରଚିତ ଏକ ନୀତି ଗ୍ରନ୍ଥ ଅଟେ ଏଥିରେ ଜୀବନକୁ ସୁଚାର ଭାବରେ ଚଲେଇବା ପାଇଁ ବିଭିନ୍ନ ପ୍ରକାରର ନୀତିର ଉଲ୍ଲେଖ କରାଯାଇ ଅଛି।ଏହି ଗ୍ରନ୍ଥ ମୁଖ୍ୟ ଲକ୍ଷ୍ୟ ହେଉଛି ମାନବ ସମାଜର ସବୁ ପରିସ୍ଥିତିରେ ଜୀବନକୁ ଏକ ବ୍ୟବହାରିକ ଶିକ୍ଷା ଦେବା ପାଇଁ ଏ ଗ୍ରନ୍ଥ ରଚନା କରାଯାଇଛି।ଚାଣକ୍ୟ ଜଣେ ମହାନ ନୀତିକାର ଥିଲେ ଯାହା କାରଣରୁ ସେ ଚନ୍ଦ୍ରଗୁପ୍ତ ମୋର୍ଯ୍ୟ ଙ୍କୁ ରାଜା ବନେଇ ପାରି ଥିଲେ।ଆଜି ଆମେ ଚାଣକ୍ୟଙ୍କର କିଛି ମହତ୍ୱ ପୁର୍ଣ୍ଣ ନୀତି ବିଷୟରେ ଜାଣିବା ଯାହା ଆମ ଭବିଷ୍ୟତର କୌଣସି ନା କୌଣସି ମୋଡରେ କାମରେ ଆସିବ।

ଆଜି ଆମେ ଏଠାରେ ଆପଣଙ୍କୁ ଜ୍ୟୋତିଷ ଶାସ୍ତ୍ରର ବହୁତ ଅଦ୍ଭୂତ ଜ୍ଞାନ ବିଷୟରେ ଜଣେଇବାକୁ ଯାଉଛୁ।ଜ୍ୟୋତିଷ ଶାସ୍ତ୍ରରେ କୁହାଯାଏ କି ଗଙ୍ଗା ଜଳ ଭଳି ପବିତ୍ର ଓ ସଫା ହୋଇଥାନ୍ତି ଏହି ୫ ଟି ନାମର ଝିଅ।କଥାରେ ଅଛି ଏ ଦୁନିଆରେ କୌଣସି ଝିଅକୁ ବୁଝିବା ସମ୍ଭବ ନୁହେଁ।ଏମିତିତ ଏ ଦୁନିଆରେ କୌଣସି ଝିଅ କୁ ବୁଝିବା ସାମାନ୍ୟ ନୁହଁ କାରଣ ଗୋଟେ ଝିଅର ମୁଣ୍ଡରେ କେତେବେଳେ କଣ ଚାଲେ ଏଇଟା କେହି କହିପାରିବେ ନାହିଁ,ଅଜ୍ଞା ହଁ ସେଥିପାଇଁ ଝିଅଙ୍କୁ ପ୍ରହେଳିକା ମଧ୍ୟ କୁହାଯାଏ ଯାହାର ରହସ୍ୟ ଉଜାଗର କରିବା ସମସ୍ତଙ୍କ ପକ୍ଷେ ବହୁତ କଷ୍ଟ ଅଟେ।ଆପଣମାନେ ତ ଜାଣିଥିବେ କଥାରେ ଅଛି ସ୍ୱୟଂ ଭଗବାନ ଯିଏ ନାରୀକୁ ଗଢିଛନ୍ତି ଯେତେବେଳେ ସେ ଝିଅଙ୍କୁ ବୁଝି ପାରନ୍ତିନି ତ ଆମ ଭଳି ସାଧାରଣ ମଣିଷ କେଉଁଠୁ ବୁଝିପାରିବେ।

ସାଧାରଣତ ଝିଅ ପିଲା ମାନଙ୍କର ବ୍ୟବହାର ଏତେ ଅଲଗା ଥାଏ କି ସେ କେତେବେଳେ କେଉଁ କଥାରେ କଣ ପ୍ରତିକ୍ରିୟା ଦେବେ ସେଇଟା କେହି କହିପାରିବେ ନାହିଁ ହେଲେବି ଏ ଦୁନିଆରେ ଏମିତି ବହୁତ ଝିଅ ଅଛନ୍ତି ଯେଉଁମାନେ ଗଙ୍ଗାଜଳ ଭଳିଆ ସ୍ଵଛ ଏବଂ ନିର୍ମଳ ଅଟନ୍ତି ଆଉ ବହୁତ ଶାନ୍ତ ସ୍ୱଭାବର ଅଟନ୍ତି ଆଉ ସେଠି ଆହୁରି କେତେକ ଝିଅ ଅଛନ୍ତି ବହୁତ ଚଲାଖ,ଚତୁର ବେଇମାନି ଅଟନ୍ତି ଆଉ ଭରସା ଯୋଗ୍ୟ ଅଟନ୍ତି ନାହିଁ।ଆଜି ଆମେ ଏ ବିଷୟରେ କହିବାକୁ ଯାଉଛୁ ଯଉଁମାନେ ବହୁତ ପବିତ୍ର ଅଟନ୍ତି।

ଯେଉଁମାନଙ୍କ ନାମ ଏଇ ସବୁ ଅକ୍ଷର ରୁ ଆରମ୍ଭ ହୋଇଥାଏ ସେ ବହୁତ ପବିତ୍ର ଅଟନ୍ତି।ଆଜି ସେମାନଙ୍କ ବିଷୟରେ ବିସ୍ତାର ରେ କହିବାକୁ ଯାଉଛୁ ସବୁଠାରୁ ପ୍ରଥମେ ଆସିବ B ନାମକ ଝିଅ ବହୁତ ଶାନ୍ତ ସ୍ଵଭାବର ଅଟନ୍ତି।ନିଜ ଜୀବନ ସାଥି ପ୍ରତି ବହୁତ ବିଶ୍ୱାସୀ ଅଟନ୍ତି,ଆଉ କୌଣସି ବି ଅସୁବିଧାରେ ପଡିଥିବା ନିଜ ସାଥୀର ହାତ ଛାଡ଼ନ୍ତି ନାହିଁ ଓ ଏମାନଙ୍କ ବ୍ୟବହାର ବହୁତ କୋମଳ ହୋଇଥାଏ।ଏହି ନାମଧରି ଝିଅ ଯଉଁମାନେ ଗଙ୍ଗା ଠାରୁ ବି ପବିତ୍ର ଅଟନ୍ତି।ଦ୍ଵିତୀୟରେ ଆସିବ N ନାମକ ଝିଅ ଏମାନେ ବହୁତ ତେଜସ୍ୱି ଅଟନ୍ତି।ନିଜ ପରିବାର ଆଉ ନିଜ ସାଥି ର ବହୁତ ଧ୍ୟାନ ରଖନ୍ତି ଏମିତି କିଛି କରନ୍ତିନି କି ଯାହାଦ୍ୱାରା ନିଜ ପରିବାର ମାନ ସନ୍ନମ୍ମାନ ତଳେ ପଡୁକି ନିଜ ସାଥି କୁ କଷ୍ଟ ହଉ।ଏମାନଙ୍କର ସ୍ଵଭାଵବି ବହୁତ ଭଲ ହୋଇଥାଏ,ସେଥିପାଇଁ ଏହି ନାମଧରି ଝିଅ ଯଉଁମାନେ ବି ଗଙ୍ଗା ଠାରୁ ପବିତ୍ର ଅଟନ୍ତି।

ତିନି ନମ୍ବର ରେ ଆସିବେ L ନାମକ ଝିଅ ଏମାନେ ବହୁତ ଶାନ୍ତ ଅଟନ୍ତି ଆଉ ନିଜ ସମ୍ପର୍କ କୁ ବାନ୍ଧି ରଖିବା ଭଲ ଭାବରେ ଜାଣିଛନ୍ତି।ଏହି ନାମ ଧାରି ଝିଅ ସମସ୍ତଙ୍କ ଭାବନା ର ସମ୍ପୂର୍ଣ୍ଣ ଧ୍ୟାନ ରଖନ୍ତି ସେ ଯେମିତି ହଉ ତାଙ୍କଠୁ ଛୋଟ କିମ୍ବା ବଡ ହେଉ କିନ୍ତୁ ଇଏ କେବେ କାହାକୁ ଦୁଃଖ କିମ୍ବା କଷ୍ଟ ଦିଅନ୍ତି ନାହିଁ ଆଉ ସମସ୍ତଙ୍କ ସହ ଆଦରର ସହ କଥା ହୁଅନ୍ତି।ଏହି କାରଣରୁ ଏମାନଙ୍କୁ ଗଙ୍ଗା ଠାରୁ ବି ପବିତ୍ର ବୋଲି ମାନନ୍ତି।ଚତୁର୍ଥ ରେ ଆସିବେ K ନାମକ ଝିଅ ଏ ମାନେ ବହୁତ ଲାଜକୁଳି ଅଟନ୍ତି ତଥାପି ନିଜ ପରିବାର ର ମାନ ମର୍ଯ୍ୟାଦା ପ୍ରତି ବହୁତ ଯତ୍ନଶୀଳ ଅଟନ୍ତି।ନିଜଠାରୁ ବଡମାନଙ୍କୁ ସମ୍ମାନ ଓ ନିଜଠାରୁ ସାନମାନଙ୍କୁ ସ୍ନେହ ଦେଇଥାନ୍ତି,ମାନେ ଆମେ କହିବାକୁ ଜୀବାତ ଏମାନେ ସବୁ ପ୍ରୟାସ କରନ୍ତି ନିଜ ପରିବାର କୁ ଖୁସିରେ ରଖିବା ପାଇଁ ଓ ସେମାନଙ୍କର ଇଛା ପୁର୍ଣ୍ଣ କରନ୍ତି।

ସଭା ଶେଷରେ ଆସିବେ S ନାମକ ଝିଅ।ସାଧାରଣତଃ ଏହି ନାମର ଝିଅ ବହୁତ କମ ଥାଆନ୍ତି।ଏମାନଙ୍କ ସ୍ଵଭାଵ ଅନ୍ୟମାନଙ୍କ ପ୍ରତି ବହୁତ ଭଲ ହୋଇଥାଏ,ଏମାନେ ବହୁତ ଜୋରରେ କଥା କହିଥାନ୍ତି।ଏମାନେ କାହାକୁ ହତାଦର କରନ୍ତି ନାହିଁ।ନିଜ ଜୀବନ ସାଥିକୁ ଖୁସିରେ ରଖିବାକୁ ସମ୍ପୂର୍ଣ୍ଣ ଭାବରେ ଚେଷ୍ଟା କରନ୍ତି।ଜ୍ୟୋତିଷ ଶାସ୍ତ୍ରରେ ଏହି ୫ ଟି ନାମ ଧାରୀ ଝିଅ ନିଜ ସାଥୀର ବହୁତ ଧ୍ୟାନ ରଖିଥାନ୍ତି।

Leave a Reply

Your email address will not be published. Required fields are marked *