March 21, 2025

Odia Express

Leading Odia News Portal of Odisha

ଆଜିର ମଜାଦାର ପ୍ରଶ୍ନ – ତାହା କଣ ଯାହା ମଇଁ ରେ ଅଛି କିନ୍ତୁ ଡିସେମ୍ବରରେ ନାହିଁ – ନିଆଁ ରେ ଅଛି କିନ୍ତୁ ପାଣିରେ ନାହିଁ ? ବୁଦ୍ଧିମାନ ଲୋକ ଉତ୍ତର ଦିୟନ୍ତୁ..

ଆସନ୍ତୁ ଜାଣିବା କେତେକ ସାଧାରଣ ଜ୍ଞାନ ଭିତ୍ତିକ ପ୍ରଶ୍ନ ଓ ଉତ୍ତର ବିଷୟରେ।ଯେଉଁ ପ୍ରଶ୍ନ ଓ ଉତ୍ତରକୁ ଆଜି କାଲିର ଛୁଆ ମାନେ ନିଶ୍ଚିନ୍ତ ଭବାରେ ଜାଣିବା ଆଵଶ୍ୟକ ହୋଇଥାଏ।ତେବେ ଆସନ୍ତୁ ଜାଣିବା ସେ ପ୍ରଶ୍ନ ଓ ଉତ୍ତର ବିଷୟରେ।ତେବେ ଏପରି ପ୍ରଶ୍ନ ଗୁଡିକ ନିଶ୍ଚୟ ଭବିଷ୍ୟତ ରେ କାମରେ ଆସିବା | ତେବେ ଏହି ଲେଖା ଭଲ ଲାଗୁଥିଲେ ନିଶ୍ଚୟ ସାଙ୍ଗମାନଙ୍କ ସହ ସେୟାର କରିବେ ଓ ଏହାର ମଜାଦାର ଉତ୍ତର ଗୁଡିକ ସଂଗ୍ରହ କରିବା ପାଇଁ ଚେଷ୍ଟା କରନ୍ତୁ

ଏବେ ଆସନ୍ତୁ ଜାଣିବା ଏକ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୧:-ତାହା କେଉଁ ଜିନିଷ ଯାହା ପାଣିରେ ମଧ୍ୟ ଓଦା ହୁଏ ନାହିଁ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଛାଇ।

ଏବେ ଆସନ୍ତୁ ଜାଣିବା ଦୁଇ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୨:-ସବୁ କିଛି ଲେଖା ହୋଇଛି କିନ୍ତୁ କେହି ମଧ୍ୟ ପଢି ପାରୁ ନାହାନ୍ତି,ତାହା କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଭାଗ୍ୟ।

ଏବେ ଆସନ୍ତୁ ଜାଣିବା ତିନି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୩:-ସେ କିଏ ଯିଏ ନିଦରେ ମଧ୍ୟ ଠିଆ ହୋଇ ରହିଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଘୋଡା।

ଏବେ ଆସନ୍ତୁ ଜାଣିବା ଚାରି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୪:-ତାହା କଣ ଯାହାକୁ ଆପଣ କେଉଁଠାରେ ନା କେଉଁଠାରେ ଛାଡି ଦେଇଥାନ୍ତି।ତଥାପି ତାହା ଆପଣଙ୍କ ପାଖରେ ଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଟିପଚିନ୍ହ।

ଏବେ ଆସନ୍ତୁ ଜାଣିବା ପାଞ୍ଚ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୫:-ଆ ହାତରୁ ତା ହାତ ହୁଏ ସେ ବହୁତ।ଯା ହାତରେ ରହିଲା ହୁଏ ସେ ମଜବୁତ ଏହାର ଉତ୍ତର କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଟଙ୍କା।

ଏବେ ଆସନ୍ତୁ ଜାଣିବା ଛଅ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୬:-ତାହା କଣ ଯାହା ପରିସ୍କାର ଥିଲେ କଳା ଓ ଅପରିଷ୍କାର ଥିଲେ ଧଳା ଦେଖାଯାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା କଳାପଟା।

ଏବେ ଆସନ୍ତୁ ଜାଣିବା ସାତ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୭:-ତାହା କଣ ଯାହା ଅନ୍ୟକୁ ଦେଇଥିଲେ ମଧ୍ୟ ନିଜକୁ ରଖିବାକୁ ପଡେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଵଚନ ବା ପ୍ରତିଜ୍ଞା।

ଏବେ ଆସନ୍ତୁ ଜାଣିବା ଆଠ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୮:-ଏ ଭଳି କେଉଁ ଦେଶ ଅଛି ଯେଉଁଠାରେ ସ୍ଵାଧୀନତା ଦିବସ ପାଳନ କରାଯାଏ ନାହିଁ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ନେପାଳ।

ଏବେ ଆସନ୍ତୁ ଜାଣିବା ନଅ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୯:-ମୁଁ ସମସ୍ତଙ୍କ ଥରେ ଅଛି କିନ୍ତୁ ମତେ କେହି ପସନ୍ଦ କରନ୍ତି ନାହିଁ ?ମୁଁ କିଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଡର।

ଏବେ ଆସନ୍ତୁ ଜାଣିବା ଦଶ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୦:-ତାହା କଣ ଯାହା ମଇଁ ରେ ଅଛି କିନ୍ତୁ ଡିସେମ୍ବରରେ ନାହିଁ।ନିଆଁ ରେ ଅଛି କିନ୍ତୁ ପାଣିରେ ନାହିଁ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଗରମ।

୧୧) ପ୍ର: ଏମିତି କୋଉ କୋଟ ଅଛି ତାକୁ କୋଉ ପୁରୁଷ ପଇଁଷି ପାରିବେ ନାହିଁ କେବଳ ମହିଳା ମନେ ହିଁ ପିନ୍ଧି ପାରିବେ ।

ଉ: ପେଟିକୋଟ

୧୨) ପ୍ର: କୁହାଯାଏ ମୁଁ ଅନ୍ଧାର ର ରାଣୀ ,ମୁଁ ଯେବେ ଜଳେ ବହେ ପାଣି ।

ଉ: ମହମବତୀ

୧୩) ପ୍ର: ଆମେ ସବୁ ଜାଗରେ ଜିତ ମାଗେ ଏମିତି କୋଉ ଜାଗା ଅଛି ଯୋଉଠି ଆମେ ହାର ମାଗେ ।

ଉ: ଫୁଲ ଦୋକାନ

୧୪) ପ୍ର: ସେଇଟା କଣ ଯାହାକୁ ଆମେ ଯେତେ ଗୋଇଠା ମାରିଲେ ବି ସେ ଆମର କିଛି ବି କରେନି ।

ଉ: ଫୁଟବଲ।

୧୫) ପ୍ର: ଏମିତି ସେଇଟା କଣ ଯାହାକି ଦିନ ରାତି ଚାଲି ଥାଏ।

ଉ: ଘଣ୍ଟା

୧୬) ପ୍ର: କେଉଁ ଦେଶର ଲୋକ ମାନେ ବେସି ପୂଜା କରନ୍ତି

ଉ: ଭାରତ ରେ।

୧୭) ପ୍ର: କେଉଁ ଯିବ ର ହାଡ ବହୁତ ମଜବୁତ ।

ଉ: ବାଘ

୧୮) ପ୍ର: କେଉଁ ଦେଶରେ ପାଞ୍ଚ ପ୍ରଧାନମନ୍ତ୍ରୀ ଙ୍କ ଫୋଟୋ ଉଠା ଯାଇ ନାହିଁ ।

ଉ: ଆମେରିକା

୧୯) ପ୍ର: କେଉଁ ଜୀବର ହୃଦୟ ଗୋଟେ ମିନିଟ ରେ ୯ ଥର ଧକ ଧକ ହୁଏ ।

ଉ: ବ୍ଲୁ ହ୍ୱଲ ର

୨୦) ପ୍ର: କୁକୁର କୁ ଛାଡି ଅନ୍ୟ କୋଉ ଜୀବକୁ ବମ ଖୋଜିବା ଶିକ୍ଷା ଡିଆ ଯାଏ ।

ଉ: ମହୁମାଛି କୁ।

ଏହା ଥିଲା ୨୦ ଟି ସାଧାରଣଜ୍ଞାନ ଭିତ୍ତିକ ପ୍ରଶ୍ନ ଓ ଏହାର ଉତ୍ତର।

Leave a Reply

Your email address will not be published. Required fields are marked *