ଆଜିର କ୍ରିକେଟ ପାଇଁ ଚତୁର ପ୍ରଶ୍ନ ଓ ଉତ୍ତର ବିଷୟରେ – ବୁଦ୍ଧିମାନ ଲୋକ ହେଇଥିଲେ ଉତ୍ତର ଦିୟନ୍ତୁ କିପରି ଦୁଇଜଣ ଖେଳାଳି ଶତକ ହାସଲ କରିବେ..ସଠିକ ଉତ୍ତର ଦେଖି ନିୟନ୍ତୁ

ଆଜି ଆମେ ଏଠାରେ ସାଧାରଣ ଜ୍ଞାନ ଭିତ୍ତିକ ୧୫ ଟି ଚତୁର ପ୍ରଶ୍ନ ବିଷୟରେ ଜାଣିବା।ତେବେ ଆସନ୍ତୁ ଜାଣିବା ସେ ପ୍ରଶ୍ନ ଓ ଉତ୍ତର ଗୁଡିକୁ।ଆଉ ତାସହିତ ଏହାର ଉତ୍ତର ମଧ୍ୟ ଖିବାକୁ ଯାଉଛୁ ଯାହାକୁ ଆପଣ ପଢିବା ପ୍ରେ ନିଶ୍ଚିନ୍ତ ଭବାରେ ଯେକୌଣସି ଏଣ୍ଟ୍ରାସ କ୍ରାକ କରି ପାରିବେ।ଏବେ ଆସନ୍ତୁ ଜାଣିବା ସେ ପ୍ରଶ୍ନ ଓ ଉତ୍ତର ଗୁଡିକୁ।
ଏବେ ଆମେ ଜାଣିବା ଏକ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୧:-ଓଡ଼ିଆ ଡିକ୍ସନାରୀରେ କେଉଁ ଶବ୍ଦଟି ଭୁଲ ଲେଖାଯାଇଛି ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଭୁଲ।
ଏବେ ଆମେ ଜାଣିବା ଦୁଇ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୨:-କେଉଁ ଭଉଣି ଙ୍କର ସ୍ୱାମୀ ଆମର ଭେଣେଇ ନୁହଁନ୍ତି ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ହସ୍ପିଟାଲ ରେ ଥିବା ଶିଷ୍ଟର ବା ନର୍ସ ମାନଙ୍କର।
ଏବେ ଆମେ ଜାଣିବା ତିନି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୩:-ସେ କିଏ ଯିଏ ଅନ୍ୟକୁ ଖୁଆଏ କିନ୍ତୁ ନିଜେ ଖାଇ ନଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଚାମୁଚ।
ଏବେ ଆମେ ଜାଣିବା ଚାରି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୪:-ରାତି ହେଲେ କାନ୍ଦେ ଦିନରେ ଚୁପ ରୁହେ ସେ କିଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ମହମବତୀ।
ଏବେ ଆମେ ଜାଣିବା ପାଞ୍ଚ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୫:-କାହାର ଶଯ୍ୟା ଅଛି କିନ୍ତୁ ସେ ସୁଅନ୍ତି ନାହିଁ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ନଦୀ।
ଏବେ ଆମେ ଜାଣିବା ଛଅ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୬:-କିଏ ବାରମ୍ବାର ଧକା ଖାଏ ହେଲେ କିଛି କୁହେ ନାହିଁ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା କବାଟ।
ଏବେ ଆମେ ଜାଣିବା ସାତ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୭:-ରାମାୟଣ ରେ ରାବଣର ଭାଇ __ ଥିଲା ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା କିଏ।ଏହାର କାରଣ ହେଲା ବାକ୍ୟ ଶେଷରେ ପ୍ରଶ୍ନ ବାଚକ ଚିନ୍ହ ଅଛି ତେଣୁ ଏଠି କିଏ ଲେଖିବାକୁ ପଡିବ।
ଏବେ ଆମେ ଜାଣିବା ଆଠ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୮:-‘cow’ କୁ ତେରଟି ଅକ୍ଷରରେ କେମିତି ଲେଖିବେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା see o double you ।
ଏବେ ଆମେ ଜାଣିବା ନଅ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୯:-ଇଂରାଜୀ ରେ one ଠାରୁ hundred ପର୍ଯ୍ୟନ୍ତ ଲେଖିଲେ “a” କେତେ ଥର ଆସିଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଥରେବି ନୁହେଁ।
ଏବେ ଆମେ ଜାଣିବା ଦଶ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୦:-ତାହା କେଉଁ ଅନ୍ଧାର ଯାହା ଆଲୁଅରୁ ସୃଷ୍ଟି ହୋଇଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଛାଇ।
ଏବେ ଆମେ ଜାଣିବା ଏଗାର ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୧:-ଆପଣଙ୍କର କେଉଁ ଜିନିଷକୁ ଆପଣ ବଦଳେଇବାକୁ ଚାହାନ୍ତି କିନ୍ତୁ ପାରନ୍ତି ନାହିଁ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଭାଗ୍ୟ।
ଏବେ ଆମେ ଜାଣିବା ବାର ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୨:-ଜଣେ ବ୍ୟକ୍ତିର ଛଅ ଜଣ ଭାଇ ଥିଲେ।ସବୁ ଭାଇଙ୍କର ଛଅ ଜଣ ଭାଇ ଥିଲେ।ତେବେ ସମୁଦାୟ କେତେ ଭାଇ ଥିଲେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ୭ ଜଣ ଭାଇ।
ଏବେ ଆମେ ଜାଣିବା ତେର ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୩:-ତାହା କଣ ଯାହା ଭାରତର ଯେକୌଣସି ସ୍ଥାନକୁ ନେଲେ ମଧ୍ୟ ସେ ସମାନ ରୁହେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଟଙ୍କା।
ଏବେ ଆମେ ଜାଣିବା ଚଉଦ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୪:-ତାହା କେଉଁ ଜିନିଷ ଯାହା ଦିନରେ ଆପଣଙ୍କ ମୁଣ୍ଡଠାରୁ ଅଲଗା ହୋଇଯାଏ ଏବଂ ରାତିରେ ଆପଣଙ୍କ ମୁଣ୍ଡ ସହିତ ଯୋଡି ହୋଇଯାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ତକିଆ।
ଏବେ ଆମେ ଜାଣିବା ପନ୍ଦର ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୫:-ଗୋଟିଏ କ୍ରିକେଟ ମ୍ୟାଚ ଜିତିବା ପାଇଁ ୭ ରନ ଆଵଶ୍ୟକ ଆଉ ଶେଷ ତିନିଟି ବଲ ବାକି ଅଛି।ଉଭୟ ବ୍ୟାଟ୍ସମ୍ୟାନଙ୍କର ବ୍ୟକ୍ତିଗତ ରନ ୯୪ ଅଟେ।ସେମାନେ ମ୍ୟାଚ ଜିତିବା ସହିତ ନିଜ ନିଜର ଶତକ ପୁରା କରି ପାରିବେ କି ନାହିଁ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ହଁ ପୁରା କରି ପାରିବେ।ଦୁଇଟି ବ୍ୟାଟ୍ସମ୍ୟାନଙ୍କ ଭିତରୁ ପ୍ରଥମ ବ୍ୟାଟ୍ସ ମ୍ୟାନ ୬ ମାରିବେ ତାପର ବଲରେ ସିଙ୍ଗିଲ ନେବେ କିନ୍ତୁ ପ୍ରଥମ ବ୍ୟାଟ୍ସମାନ ରନ ଆଉଟ ହୋଇଯିବେ ଓ ଦ୍ଵିତୀୟ ବ୍ୟାଟ୍ସମ୍ୟାନ ଶେଷ ବଲରେ ଛଅ ମାରି ମ୍ୟାଚ ଜିତେଇବା ସହିତ ନିଜର ଶତକ ପୁର୍ଣ୍ଣ କରିବେ।
ଏହା ଥିଲା କେତେକ ସାଧାରଣଜ୍ଞାନ ଭିତ୍ତିକ ପ୍ରଶ୍ନ ଓ ଏହାର ଉତ୍ତର।