ବହୁତ ଭାଗ୍ୟଶାଳି ହୋଇଥାନ୍ତି ଏହି ୩ ଟି ନାମର ଝିଅ – ନିଶ୍ଚୟ ଏହି କଥା ଜାଣିରଖନ୍ତୁ..

ଚାଣକ୍ୟ ନୀତି ଆଚାର୍ଯ୍ୟ ଚାଣକ୍ୟ ଙ୍କ ଦ୍ଵାରା ରଚିତ ହୋଇଥିବା ଏକ ନୀତି ଗ୍ରନ୍ଥ ଅଟେ।ଯେଉଁ ଥିରେ ଜୀବନକୁ ସୁଖମୟ ଓ ସଫଳ କରିବା ପାଇଁ ଉପାୟ ଦିଆଯାଇଛି।ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ୍ ଜ୍ଞାନୀ ବ୍ୟକ୍ତି ଥିଲେ ଯେକି ନିଜ ନୀତି ଦ୍ବାରା ଚନ୍ଦ୍ରଗୁପ୍ତ ମୋର୍ଯ୍ୟ ଙ୍କୁ ରାଜ ସିଂହାସନ ରେ ବସାଇ ଦେଇଥିଲେ।ଆଜି ଚାଲନ୍ତୁ ଜାଣିବା ଚାଣକ୍ୟ ଙ୍କ କିଛି ନୀତି ଯାହା ଆପଣଙ୍କୁ କୌଣସି ନା କୌଣସି କ୍ଷେତ୍ର ରେ ଆପଣଙ୍କର କାମରେ ଆସିପାରେ।
ଆଜିର ଏହି ଆଧୁନିକ ଯୁଗରେ ପ୍ରେମର ଅର୍ଥ ସମ୍ପୂର୍ଣ୍ଣ ଭାବରେ ବଦଳି ଯାଇଛି। ଏକ ସମୟ ରେ କୌଣସି ବ୍ୟକ୍ତି ଚିଠି ଦ୍ବାରା ନିଜ ମନର କଥା କୁ ଅନ୍ୟ ଆଗରେ ପ୍ରକାଶ କରୁଥିଲା। ହେଲେ ବର୍ତମାନ ଯୁଗରେ ଯେକୌଣସି ବ୍ୟକ୍ତି ସୋସିଆଲ ମିଡ଼ିଆ ସାହାଯ୍ୟ ରେ ନିଜ ମନର କଥା କୁ ପ୍ରକାଶ କରି ପାରୁଛି।
ବିଶ୍ୱାସ ଏକ ଏପରି ଜିନିଷ ଯାହା ଆପଣଙ୍କ ର ସମ୍ପର୍କ କୁ ଦୃଢ଼ କରିଥାଏ। ଯଦି ଆପଣଙ୍କର ସାଥୀ ଆପଣଙ୍କ ଉପରେ ବିଶ୍ୱାସ କରେ ନାହିଁ , ତେବେ ଆପଣଙ୍କର ସମ୍ପର୍କ ଅଧା ବାଟରେ ହିଁ ଭାଙ୍ଗିଯାଏ। ତେଣୁ ଯଦି ଆପଣ ବି ଚାହୁଁଛନ୍ତି କି ଆପଣଙ୍କୁ ଏପରି ସାଥୀ ଟିଏ ମିଳୁ ଯିଏ ଆପଣଙ୍କୁ କେବେ ମଧ୍ୟ ଧୋକା ଦେବ ନାହିଁ। ତେବେ ଚାଲନ୍ତୁ ଜାଣିବା କିଛି ଏପରି ଝିଅ ମାନଙ୍କ ନାମ ଯିଏ କେବେ ମଧ୍ୟ ଧୋକା ଦିଅନ୍ତି ନାହିଁ।
ଏସ୍ ନାମର ଝିଅ,ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତି ଙ୍କ ନାମର ପ୍ରଥମ ଅକ୍ଷର ବ୍ୟକ୍ତି ଙ୍କ ବିଷୟରେ ବହୁତ କିଛି କହିଥାଏ। ଯଦି ଆପଣଙ୍କ ପାର୍ଟନର ଙ୍କ ନାମ ଏସ୍ ଅକ୍ଷର ରୁ ଆରମ୍ଭ ହେଇଥାଏ ତେବେ ଆପଣ ବହୁତ ସ୍ଵଭାବ ଶାଳୀ ଅଟନ୍ତି। ଏହି ନାମର ଝିଅ ଟିକେ ଜିଦିଆ ହୋଇଥାନ୍ତି କିନ୍ତୁ ସେମାନଙ୍କର ହୃଦୟ ବହୁତ ଭଲ ହୋଇଥାଏ। ଏହି ନାମର ଝିଅ ମାନେ କେବେ ମଧ୍ୟ ଛନ୍ଦ କପଟ କରନ୍ତି ନାହିଁ ଓ କେବେ ମଧ୍ୟ ବିଶ୍ୱାସ ଭାଙ୍ଗନ୍ତି ନାହିଁ।
ଆର୍ ନାମର ଝିଅ,ଯଦି ଆପଣଙ୍କ ପାର୍ଟନର ଙ୍କ ର ନାମ ଆର୍ ଅକ୍ଷର ରୁ ଆରମ୍ଭ ହୋଇଥାଏ,ତେବେ ଆପଣ ଜଣେ ବହୁତ ଭାଗ୍ୟଶାଳୀ ବ୍ୟକ୍ତି ଅଟନ୍ତି।ଏହି ଝିଅ ମାନଙ୍କ ର ହୃଦୟ ବହୁତ ଭଲ ହୋଇଥାଏ, ଏମାନେ କାହାର ବିଶ୍ୱାସ କୁ ଭାଙ୍ଗନ୍ତି ନାହିଁ। ଏହି ଝିଅ ମାନେ ପ୍ରେମ ଉପରେ ଭରସା ରଖନ୍ତି ନାହିଁ କିନ୍ତୁ ଯଦି କେବେ ଥରେ କାହାକୁ ଭଲ ପାଆନ୍ତି ତେବେ ସେ କେବେ ମଧ୍ୟ ତାଙ୍କ ବିଶ୍ୱାସ କୁ ଭାଙ୍ଗନ୍ତି ନାହିଁ। ଏହି ଝିଅ ମାନଙ୍କ ର ମିଠା ମିଠା କଥା ସମସ୍ତଙ୍କୁ ତାଙ୍କ ଆଡକୁ ଆକର୍ଷିତ କରିଥାଏ। ଏହି ଝିଅ ମାନେ ନିଜ ପାର୍ଟନର ଙ୍କୁ ଖୁସି କରିବା ପାଇଁ କିଛି କରି ପାରନ୍ତି।
ପି ନାମ ର ଝିଅ,ଯଦି ଆପଣ କୌଣସି ସଚ୍ଚା ପ୍ରେମିକା କୁ ଖୋଜୁଥାନ୍ତି ତେବେ ପି ନାମର ଝିଅ ମାନେ ହିଁ ଆପଣଙ୍କ ପାଇଁ ସଠିକ୍ ହୋଇଥାନ୍ତି। ଏହି ନାମର ଝିଅ ଭୁଲ୍ ରେ ବି ଆପଣଙ୍କ ମନ ଦୁଃଖ କରନ୍ତି ନାହିଁ। ଏହି ଝିଅ ମାନେ ଉପରୁ ଯେତିକି ଶକ୍ତ ଦେଖା ଯାଆନ୍ତି ଭିତରୁ ସେତିକି ନରମ ହୋଇଥାନ୍ତି। ଏହି ଝିଅ ମାନେ ଯଦି କେବେ ଜଣଙ୍କୁ ନିଜର ହୃଦୟରେ ବସାଇ ଦିଅନ୍ତି ତେବେ ସେ କେବେ ମଧ୍ୟ ତାଙ୍କ ବିଶ୍ୱାସ କୁ ଭାଙ୍ଗନ୍ତି ନାହିଁ ଓ ସର୍ବଦା ତାଙ୍କୁ ଖୁସି ରଖିବାକୁ ଚେଷ୍ଟା କରନ୍ତି।