October 13, 2024

Odia Express

Leading Odia News Portal of Odisha

IAS ଇଣ୍ଟରଭିୟୁ ରେ ପଚରାଗଲା – ସେ କେଉଁ ଜିନିଷ ଅଟେ ଯାହା ବାହାରେ ମାଗଣାରେ ମିଳେ ଓ ମେଡିକାଲ୍ ରେ ପଇସା ଦ୍ୱାରା ମିଳିଥାଏ ? ଉତ୍ତର ଶୁଣିକି ହେଇଗଲା ଚାକିରୀ..

ବନ୍ଧୁଗଣ, ଆଜି ଆମେ ଆଇଏଏସ୍ ଇଣ୍ଟରଭ୍ୟୁରେ ପଚାରାଯାଇଥିବା କିଛି ପ୍ରଶ୍ନଗୁଡିକ ନେଇକରି ଆସିଛୁ ,ଯାହା ଆଇଏଏସ୍ ଇଣ୍ଟରଭ୍ୟୁ ସମୟରେ ପଚାରାଯାଇଥାଏ , ଏହା ଜାଣିଲେ ଆପଣଙ୍କୁ ମଜା ବି ଆସିବ ଓ କିଛି ଜ୍ଞାନ ବି ପାଇବେ , ଏହି ପ୍ରଶ୍ନଗୁଡିକ ଇଣ୍ଟରଭ୍ୟୁରେ ଆପଣଙ୍କ ଦିମାଗ ଯାଞ୍ଚ କରିବାପାଇଁ ପଚାରାଯାଇଥାଏ , ସେମିତି ଦେଶ ସାରା ଲକ୍ଷାଧିକ ଲୋକ ୟୁପିଏସ୍ ସି ପରିକ୍ଷା ପାଇଁ ପ୍ରସ୍ତୁତି କରିଥାନ୍ତି , ସେମାନେ ଲିଖିତ ପରିକ୍ଷା ସହ ଇଣ୍ଟରଭ୍ୟୁ ପାଇଁ ପ୍ରସ୍ତୁତି କରିଥାନ୍ତି , ୟୁପିଏସ୍ ସି ପରିକ୍ଷା ସହ ଇଣ୍ଟରଭ୍ୟୁ ବହୁତ କଠିନ ହୋଇଥାଏ , ଏଥିପାଈଁ ଆଜି ଆମେ ସେହି ଇଣ୍ଟରଭ୍ୟୁରେ ପଚାରାଯାଇଥିବା କିଛି ପ୍ରଶ୍ନଗୁଡିକ ଆପଣଙ୍କ ସମ୍ମୁଖରେ ନେଇ ଆସିଛୁ , ଯାହା ଆପଣଙ୍କ ସାଧାରଣ ଜ୍ଞାନ ବଢାଇବାରେ ସହାୟକ ହେବ , ଆସନ୍ତୁ ଜାଣିବା ।

୧)ଗୋଟେ ବର୍ଷରେ ପ୍ରାୟ କେତେ ମିନିଟ୍ ହୋଇଥାଏ ? ଉତ୍ତର : ୫୨୫୬୦୦ ମିନିଟ୍ ।

୨) ସିଙ୍ଗିଡାକୁ ଇଂରାଜୀରେ କଣ କୁହାଯାଏ ? ଉତ୍ତର : Curry puff Rissole

୩) ମୁଁ ଆପଣଙ୍କ ଭଉଣୀ ସହ କେଉଁଆଡେ ଫେରାର୍ ହୋଇଯିବି ଆପଣ କଣ କରିବେ ? ଉତ୍ତର : ଯଦି ଆପଣ ମୋ ଭଉଣୀ କୁ ନେଇ ପଳାନ୍ତି ତେବେ ମୁଁ ଜାଣିବି କି ଆପଣଙ୍କ ଠାରୁ ଭଲ ଯୋଗ୍ୟ ମ୍ୟାଚ୍ ଆଉ କେହି ବି ହେଇପାରିବେ ନାହିଁ ।

୪) ସେ କେଉଁ ଜିନିଷ ଅଟେ ଯାହା ବାହାରେ ଫ୍ରୀରେ ଓ ମେଡିକାଲ୍ ରେ ପଇସା ଦ୍ୱାରା ମିଳିଥାଏ ? ଉତ୍ତର : ଏକ୍ସିଜେନ୍ ।

୫) ନବଜାତ ଶିଶୁ କେତେ ରଙ୍ଗକୁ ଦେଖିପାରିବ ? ଉତ୍ତର : କେବଳ ଦୁଇଟି ରଙ୍ଗ ଗୋଟେ କଳା ଓ ଧଳା ।

୬) ସବୁ ପକ୍ଷୀ ଆଗ ଆଡକୁ ଉଡିଥାନ୍ତି ସେ ଏକମାତ୍ର ପକ୍ଷୀର ନାଁ କୁହନ୍ତୁ ଯିଏ ପଛକୁ ଉଡିଥାଏ ? ଉତ୍ତର : କିବି ପକ୍ଷୀ

୭) ସଡକରେ ଚାଲିବା ଅପେକ୍ଷା ବରଫରେ ଚାଲିବା କଠିନ କଣ ପାଇଁ ହୋଇଥାଏ ? ଉତ୍ତର : ବରଫରେ ଘର୍ଷଣ କମ୍ ହୋଇଥାଏ , ସଡକରେ ଅଧିକା

୮)ସେ କେଉଁ ଜୀବ ଅଟେ ଯିଏ ଭୋକ ଲାଗିଲେ ପଥର ବି ଖାଇପାରିବ , ଉତ୍ତର- ଶୁତୁରମୁର୍ଗ

୯) ଏମିତି କେଉଁ ଜିନିଷ ଅଛି ଯାହା ପାଣିରେ ବି ଜଳିପାରେ ? ଉତ୍ତର : ସୋଡିୟମ୍

୧୦) ୱାର୍ଟସଆପ୍ ଚ୍ୟାଟ୍ ରେ hmm ର ମତଲବ କଣ ଅଟେ ?

ଉତ୍ତର: ଏହାର ମତଲବ ଏହା କି ହଁ , ଏହାର ମତଲବ ସାମ୍ନାବାଲା ଆପଣଙ୍କ କଥାରେ ସହମତ ଅଛି , ଓ ବହୁତ ଲୋକ କଥାକୁ ଶେଷ କରିବାପାଇଁ ବି hmm ଲେଖିଦିଅନ୍ତି ।

୧୧)ଗୁଡି ଆକାଶରେ ଉଡିଥାଏ କିନ୍ତୁ ଗୁରୁତ୍ୱଆକର୍ଷଣ କାରଣରୁ ସେ ତଲକୁ କାହିଁକି ଆସେ ନାହିଁ ?

ଉତ୍ତର  ଗୁଡି ଆକାଶରେ ତେବେ ଉଡିଥାଏ ଯେବେ ଆକାଶରେ ପବନର ପ୍ରବାହ ଉପର ଓ ତଳ ଆଡୁ ହୋଇଥାଏ , ଯେଉଁଥିରେ ଗୁଡି ଉପରେ କମ୍ ପ୍ରେସର୍ ଓ ତଳେ ଅଧିକା ପ୍ରେସର ପାଇ ଥାଏ,  ପବନର ପ୍ରବାହ ଶେଷ ହେଲେ ଓ ଗୁଡି ଉଡାଉଥିବା ଲୋକ କଣ୍ଟ୍ରୋଲ୍ ଛାଡିଲେ ଗୁଡି ତଳେ ଆସିପଡିଥାଏ ।

୧୨) କେଉଁ ଜୀବ ଅଛି ଯୀଏ ବିନା ଭୋଜନ କରି ତିନି ଦିନ ଭୋକିଲା ବା ଜୀବିତ ରହିପାରିବ ? ଉତ୍ତର : ବିଲେଇ

୧୩) ରାହୁଲ୍ ର ଫଟୋ ତରଫକୁ ଇସାରା କରି ବିଜୟ କହିଲା କି ତାହାର ଭଉଣୀ ର ବାପା ମୋର ସ୍ତ୍ରୀ ର ମା ଙ୍କ ସ୍ୱାମୀ ଅଟେ , ବିଜୟ ଓ ରାହୁଲ୍ ସଂମ୍ପର୍କରେ କଣ ହେବେ ? ଉତ୍ତର : ଭଉଣୀ

୧୪) ଏମିତି କେଉଁ ଜିନିଷ ଅଛି ଯାହା ତୁମର ଅଟେ କିନ୍ତୁ ତାକୁ ଅଲଗା ଲୋକ ବ୍ୟବହାର କରନ୍ତି ? ଉତ୍ତର : ନାମ

୧୫) ଏମିତି କେଉଁ ପ୍ରଶ୍ନ ଅଛି ଯାହାର ଜବାବ୍ କେଉଁଠି ବି ଦିଆଯାଇପାରିବ ନାହିଁ ? ଉତ୍ତର- କଣ ଆପଣ ଶୋଇଛନ୍ତି କି ?

Leave a Reply

Your email address will not be published. Required fields are marked *