February 6, 2025

Odia Express

Leading Odia News Portal of Odisha

ଅରବାଜ୍ ଖାନ୍ ଓ ମଲାଇକା ଅରୋରାଙ୍କ ଛାଡପତ୍ର କାରଣ ଆସିଛି ଏବେ ସାମ୍ନାକୁ, ଇଣ୍ଟରଭ୍ୟୁରେ କଲେ ବହୁତ ସାରା ଖୁଲାସା..

ବଲିଉଡ୍ ଅଭିନେତା ଅରବାଜ୍ ଖାନ୍ ଙ୍କ ଜନ୍ମ ୦୪ ଅଗଷ୍ଟ ୧୯୬୭ ରେ ହୋଇଥିଲା,  ସେ ନିଜ ଜନ୍ମଦିନ ମନାଇଛନ୍ତି ଅରବାଜ୍ ଖାଁ ବଲିଉଡ୍ ଇଣ୍ତଷ୍ଟ୍ରିର ପ୍ରସିଦ୍ଧ ଲେଖକ ସଲିମ୍ ଖାଁଙ୍କ ପୁଅ ଅଟନ୍ତି , ତାଙ୍କ ମାଙ୍କ ନାଁ ସଲମା ଖାଁ ଅଟେ ଯିଏକି ଜଣେ ଗୃହୀଣି ଅଟନ୍ତି , ଅରବାଜ୍ ଖାଁଙ୍କ ଦୁଇ ଭାଇ ସଲମାନ ଖାଁ ଓ ସୋହେଲ୍ ଖାନ୍ ବଲିଉଡ୍ ଫିଲ୍ମରେ ଅଭିନେତା ଅଛନ୍ତି । ଆପଣଙ୍କୁ କହିଦେବୁ କି ଅରବାଜ୍ ନିଜ କ୍ୟାରିୟରର ଆରମ୍ଭ ୧୯୯୬ ରେ ଆସିଥିବା ଫିଲ୍ମ ଦରାର୍ ରୁ କରିଥିଲେ , ଏହି ଫିଲ୍ମ ଭିତରେ ଅରବାଜ୍ ଖାନ୍ ଙ୍କୁ ଏକ ସାଇକୋ ସ୍ୱାମୀର ଅଭିନୟ କରିବାକୁ ମଉକା ମିଳିଥିଲା  ଏହି ଫିଲ୍ମ ପାଇଁ ତାଙ୍କୁ ଫିଲ୍ମଫେୟାର୍ ବେଷ୍ଟ ଭିଲେନ୍ ଆୱାର୍ଡ ମିଳିସାରିଛି , ସେମିତି ଦେଖିବାକୁ ଗଲେ ଅଭିନେତା ରୁପରେ ଅରବାଜଙ୍କ କ୍ୟାରିୟର କିଛି ଖାସ୍ ରହିନଥିଲା,  ସେ ନିଜ ଭାଇ ସଲମାନ ଖାଁଙ୍କ ସହ ମିଶିକରି ଦବଙ୍ଗ ସହିତ ଅନ୍ୟ ଫିଲ୍ମ ତିଆରି କରିଛନ୍ତି , ଯେଉଁଥିରେ ତାଙ୍କୁ ଭଲ ସଫଳତା ମିଳିଛି

ଯେପରି ଆପଣମାନେ ଜାଣିଛନ୍ତି କି ଅରବାଜ୍ ଖାଁଙ୍କ ବିବାହ ମଲାଇକା ଅରୋରାଙ୍କ ସହ ହୋଇଥିଲା,  ୨୦୧୭ ରେ ତାଙ୍କର ଛାଡପତ୍ର ହୋଇଯାଇଥିଲା,  ଏହି ଛାଡପତ୍ର ପଛରେ କଣ କାରଣ ରହିଥିଲା ଏହାର ଖୁଲାସା ସେମାନେ ଏକ ଇଣ୍ଟରଭ୍ୟୁରେ ଦେଇଥିଲେ , ବଲିଉଡ୍ ରେ ଅଭିନେତା ଅରବାଜ୍ ଖାନ୍ ଓ ମଡେଲ୍ ଅଭିନେତ୍ରୀ ମଲାଇକା ଅରୋରାଙ୍କ ସାକ୍ଷାତ ବର୍ଷ ୧୯୯୩ରେ କଫି ଆଡ୍ ସୁଟ୍ ସମୟରେ ହୋଇଥିଲା,  ଏଇ  ସୁଟ୍ ସମୟରେ ଦୁହେଁ କଥାବାର୍ତ୍ତା କରିଥିଲେ ଓ ପରେ ଦୁହେଁ ଦୁହିଁଙ୍କୁ ପ୍ରେମ କରିବସିଲେ ,ପ୍ରାୟ ୫ ବର୍ଷ ସେ ପରସ୍ପର ଡେଟ୍ କଲେ , ଏହାପରେ ସେ ବିବାହ କରିବାର ନିଷ୍ପତ୍ତି ନେଲେ , ୧୨ ଡିସେମ୍ବର ୧୯୯୮ କୁ ସେ ଦୁହେଁ ଖ୍ରୀଷ୍ଟିଆନ୍ ଓ ମୁସଲିମ୍ ରୀତିନୀତିରେ ବିବାହ ବନ୍ଧନରେ ଆବଦ୍ଧ ହେଲେ ।

ଅରବାଜ୍ ଓ ମଲାଇକାଙ୍କ ବିବାହ ହେବାପରେ ଠିକ୍ ତାଙ୍କର ବୈବାହିକ ଜୀବନ କାଟୁଥିଲେ ହଠାତ୍ ବିବାହର କିଛି ବର୍ଷ ପରେ ଏହି ଦୁହେଁଙ୍କ ମଧ୍ୟରେ କେଉଁ କଥାକୁ ନେଇ ମତଭେଦ ହୋଇଯାଇତିଲା ଏହି ଦୁହେଁଙ୍କ ମତଭେଦ ଏତେ ଅଧିକା ହୋଇଯାଇଥିଲା କି ସେ ୨୦୧୭ ରେ ଦୁହେଁ ଅଲଗା ହୋଇଗଲେ , ଓ ଛାଡପତ୍ର ନେଇଗଲେ , ଛାଡପତ୍ରର ପ୍ରାୟ ୧ ବର୍ଷ ପର୍ଯ୍ୟନ୍ତ ଏହି ଦୁହେଁ ଜଣେ ଅନ୍ୟ ଜଣଙ୍କ ବିପକ୍ଷରେ କିଛି କହିନଥିଲେ , କିନ୍ତୁ ଲୋକଙ୍କ ମନରେ ଏହା ପ୍ରଶ୍ନ ଏବେ ବି ଆସେ କି ଏମିତି କଣ କାରଣ ଥିଲା , ଯାହାର କାରଣରୁ ଅରବାଜ୍ ଓ ମଲାଇକା ଅଲଗା କିମ୍ବା ଛାଡପତ୍ର ନେଲେ , କଣ ସେମାନେ ଦୁହେଁ ଖୁସିରେ ନଥିଲେ , ଆପଣଙ୍କୁ କହିଦେବୁ କି ଏକ ଇଣ୍ଟରଭ୍ୟୁ ସମୟରେ ସେମାନେ ନିଜ ଛାଡପତ୍ର ବିଷୟରେ ଖୁଲାସା କଲେ ।

ଅରବାଜ୍ ଇଣ୍ଟରଭ୍ୟୁରେ କହିଲେ କି ମଲାଇକାଙ୍କ ସହ ତାଙ୍କର ସବୁ ଠିକ୍ ଚାଲୁଥିଲା , କିନ୍ତୁ ଏହା ଭାଙ୍ଗିଗଲା, ଯଦି କିଛି ବି ଭୁଲ୍ ହୋଇନି ତେବେ ଦୁହେଁଙ୍କୁ ନିଜ ଜୀବନ ନିଜେ ଚଳିବା ଉଚିତ୍ , ଓ ଏହା ନିର୍ଣ୍ଣୟ ନେବା ଉଚିତ୍ । ଆପଣଙ୍କୁ କହିଦେବୁ କି କରିନା କାପୁର୍ ଏକ ଶୋରେ ମଲାଇକା ଅରୋରା ଅରବାଜ୍ ଖାଁ ଛାଡପତ୍ର ଉପରେ କହିଥିଲେ , ଆପଣ କେଉଁ ସଂମ୍ପର୍କକୁ ଛାଡି ଆଗକୁ ବଢୁଛନ୍ତି ଯଦି କାହାକୁ ନା କାହାକୁ ଦାୟୀ ଦେଉଛନ୍ତି ଆମେ ଏଇ ରିଲେସନରେ ଖୁସି ନଥିଲୁ, ଆମେ ଜଣେ ଅନ୍ୟଜଣଙ୍କୁ ଖୁସି ରଖିପାରୁନଥିଲୁ, ଯାହାର କାରଣରୁ ଆଖପାଖ ଲୋକଙ୍କର ଉପରେ ଏହା ଖରାପ ପ୍ରଭାବ ପଡୁଥିଲା ।

କହିଦେବୁ କି ଅରବାଜ୍ ଖାଁ ଓ ମଲାଇକା ଅରୋରାଙ୍କ ଛାଡପତ୍ର ପରେ ଏବେ ବି ଭଲ ବନ୍ଧୁତା ଅଛି, ଏହି ଦୁହେଁଙ୍କ ମଧ୍ୟରେ ଭଲ ସଂମ୍ପର୍କ ଦେଖିବାକୁ ମିଳେ , ଅରବାଜ୍ ଖାଁ ଏବେ ଜର୍ଜିଆ ଆଣ୍ଡ୍ରିୟାନୀ ଙ୍କୁ ଡେଟ୍ କରୁଛନ୍ତି , ଓ ଖବର ଅନୁସାରେ ଏମିତି କୁହାଯାଉଛି କି ମଲାଇକା ଅରୋରା ଅର୍ଜୁନ୍ କାପୁରଙ୍କୁ ଡେଟ୍ କରୁନାହାନ୍ତି , ଏଇ ଦୁହେଁ ନିଜ ନିଜ ଲାଇଫ୍ ରେ ଆଗକୁ ବଢିସାରିଛନ୍ତି ।

Leave a Reply

Your email address will not be published. Required fields are marked *