IAS ପରୀକ୍ଷାରେ ଏପରି ପ୍ରଶ୍ନ – ଶରୀରରେ ଏମିତି କେଉଁ ଅଙ୍ଗ ଅଛି ଯାହା ଛୁଆବେଳରୁ ଆରମ୍ଭ କରି ବୁଢା ହେଲା ପର୍ଯ୍ୟନ୍ତ କେବେ ବଢିନଥାଏ ? ଉତ୍ତର ଶୁଣିଲେ ମୁଣ୍ଡରେ ହା ଦେଇଦେବେ ଆପଣ..

ଆପଣମାନେ ଏହା ତ କହିଥିବାର ଶୁଣିଥିବେ କି ଆଇଏଏସ୍ ପରୀକ୍ଷା ପାସ୍ କରିବା କେଉଁ ଛୁଆଖେଳ ନୁହେଁ , ଲିଖିତ ପରିକ୍ଷାରେ ତ ସମସ୍ତେ ଗୋଟେ ଥରରେ ପାସ୍ କରିପାରିବେ କିନ୍ତୁ ଇଣ୍ଟରଭ୍ୟୁରେ ପଚାରାଯାଇଥିବା ପ୍ରଶ୍ନଗୁଡିକ ଉତ୍ତର ଦେବାପାଇଁ ସମସ୍ତଙ୍କ ପକ୍ଷେ ସକ୍ଷମ ହୋଇନଥାଏ, ବହୁତଗୁଡିଏ ପ୍ରଶ୍ନ ଏତେ ଟ୍ରିକି ହୋଇଥାଏ ଯାହା ସହଜରେ ତାହାର ଉତ୍ତର ମିଳିପାରେ ନାହିଁ , ସେଥିରେ ଆପଣଙ୍କୁ ପହେଲି,ରିଜଏନିଙ୍ଗ୍, ଲଜିକ୍ ପ୍ରଶ୍ନ ପଚାରାଯାଇଥାଏ , ଜୋକ୍ସ ଶୁଣାଇବାକୁ ବି କୁହାଯାଈଥାଏ , ୟୁପିଏସ୍ ସି ସିଭିଲ୍ ସେବା ପରୀକ୍ଷା ଇଣ୍ଟରଭ୍ୟୁ ପରେ ଚାକିରି ହାତକୁ ଆସିଥାଏ , ଇଣ୍ଟରଭ୍ୟୁ ବୋର୍ଡ ବିଭିନ୍ନ ମାମଲାରେ ଆଶାର୍ଥୀଙ୍କ ବିଚାର ଜାଣିବାପାଇଁ ଚେଷ୍ଟା କରିଥାନ୍ତି , ବୋର୍ଡ ତାଙ୍କୁ ସେହି ପ୍ରଶ୍ନ ପଚାରିଥାଏ , ଯାହାଜବ୍ ପାଇଁ ଅପ୍ଟିଟ୍ୟୁଡ୍ ଯାଞ୍ଚ କରେ , ଆଜି ଆମେ ଆପଣଙ୍କୁ ଆଇଏଏସ୍ ଇଣ୍ଟରଭ୍ୟୁର କିଛି ଟ୍ରିକି ପ୍ରଶ୍ନ ନେଇକରି ଆସିଛୁ, ଯାହାକୁ ଶୁଣିଲେ ଆପଣଙ୍କ ମୁଣ୍ତ କାମ କରିବା ବନ୍ଦ କରିଦେଇପାରେ , ଆସନ୍ତୁ ଜାଣିବା ।
୧) ଶରୀରରେ ଏମିତି କେଉଁ ଅଙ୍ଗ ଅଛି ଯାହା ଛୁଆବେଳରୁ ଆରମ୍ଭ କରି ବୁଢା ହେଲା ପର୍ଯ୍ୟନ୍ତ କେବେ ବଢିନଥାଏ ?
ଉତ୍ତର : ଆଖି ।
୨) ଏମିତି କେଉଁ ପ୍ରଶ୍ନ ଅଛି ଯାହାର ଜବାବ୍ ସବୁବେଳେ ବଦଳୁଥାଏ ? ଉତ୍ତର : ଟାଈମ୍ କଣ ହୋଇଛି , ଏହି ପ୍ରଶ୍ନର ଜବାବ୍ ସବୁବେଳେ ନିରନ୍ତର ବଦଳୁଥାଏ ।
୩) ଯଦି ଆପଣଙ୍କୁ ଜଣାଯାଏ କି ଆପଣଙ୍କ ସ୍ତ୍ରୀ କେଉଁ ଅନ୍ୟ ବ୍ୟକ୍ତିର ସହ ଆଫେୟାର୍ ରଖିଛନ୍ତି ତେବେ ଆପଣ କଣ କରିବେ ? ଉତ୍ତର :ସାର୍ ପ୍ରଥମେ ମୁଁ ଆଡଲ୍ଟ ଧାରା ୪୯୭ର ପ୍ରାବଧାନ ଦ୍ୱାରା ଅଲଗା ପୁରୁଷଙ୍କ ଉପରେ ସ୍ତ୍ରୀ ସହ ସଂବନ୍ଧ ବନାଇବାର ଆରୋପ ଲଗାଇ କେସ୍ କରିବି , ଏହି ଧାରାରୁ ତାହା ବିପକ୍ଷରେ କେସ୍ ହୋଇପାରେ , ତାହା ସହ ସ୍ତ୍ରୀକୁ ବୁଝାଇବାକୁ ଚେଷ୍ଟା କରିବି, ଯାହା ଦ୍ୱାରା ସଂମ୍ପର୍କ ଆଉଥରେ ସୁଧୁରିଯାଉ ।
୪) ଯଦି ଆପଣ ଭୁଲ୍ ବଶତଃ ହ୍ୟାଣ୍ତ ସାନିଟାଇଜରକୁ ସେବନ କରିନେଲେ ତ କଣ ହେବ ? ଉତ୍ତର: ଆଲକୋହଲ୍ ବ୍ବାଲା ହ୍ୟାଣ୍ତ ସାନିଟାଇଜର୍ ପିଇଲେ ଶରୀରରେ ନର୍ଭସ୍ ସିଷ୍ଟମକୁ କ୍ଷତି କରିପାରେ , ସାନିଟାଇଜର୍ ଆଲକୋହଲ୍ ହେବା କାରଣରୁ ପୁରା ବୋତଲ ପିଇଲେ ବ୍ୟକ୍ତିକୁ ନିଶା ହୋଇପାରେ , ଏହା ଛଡା ବ୍ଲଡ୍ ସୁଗାର୍, କୋମା ଓ ବାତ ବି ମାରିପାରେ ।
୫) ଯଦି ଆପଣଙ୍କ ସ୍ୱାମୀ ଆପଣଙ୍କୁ ୪ ଟି ଛୁଆ ଜନ୍ମ କରିବାକୁ କହେ ତେବେ କଣ କରିବେ ? ଉତ୍ତର : ଏହି ପ୍ରଶ୍ନ ଏକ ମହିଳା କ୍ୟାଣ୍ତିଡେଟ୍ କୁ ପଚାରାଗଲା ତ ସେ କହିଲେ କି ପ୍ରଥମେ ସ୍ୱାମୀଙ୍କୁ ବୁଝାଇବି ଏହା ଠିକ୍ ନୁହେଁ , ତାପରେ ଯଦି ସେ ନ ମାନନ୍ତି ତେବେ ତାଙ୍କୁ ମୁଁ ରାଇଟ୍ ଟୁ ରିଜେକ୍ଟ ଅଧିକାରରେ ନାହୀଁ କହିଦେବି ।
୬) ତାହା କଣ ଯାହା ଖାଇବାପରେ ଲଗାତାର ବଢିବାରେ ଲାଗେ ? ଉତ୍ତର-ଲୋଭ, ଥରେ କାହାକୁ ଲୋଭ ଆସିଗଲେ ସେ ବଢିବାକୁ ଲାଗେ ।
୭) କେଉଁ ଦେଶର ଲୋକେ କୁକୁରର କ୍ଷୀରକୁ ପାନ କରନ୍ତି ? ଉତ୍ତର : ଇଣ୍ଟରନେଟ୍ ରୁ ମିଳିଥିବା ସୁଚନା ମୁତାବିକ ମୋନୋ ଦେଶର ଲୋକ କୁକୁରର କ୍ଷୀର ପିଇଥାନ୍ତି , ମୋନୋ ଦେଶର ଲୋକେ ମୁଳତଃ ଆମେରିକାର ହୋଇଥାନ୍ତି , କୁକୁରର କ୍ଷୀର ପିଇବା ଭୁଲ୍ ମାନାଯାଏ ।
୮)ଲୋଟାକୁ ଇଂରାଜିରେ କଣ କୁହାଯାଏ ? ଉତ୍ତର : ମେଟାଲ୍ ପଟ୍
୯) ପିମ୍ପୁଡିମାନେ ଲାଇନ୍ ରେ କଣପାଇଁ ଚାଲନ୍ତି ? ଉତ୍ତର ଯେବେ ପିମ୍ପୁଡି ଖାଦ୍ୟର୍ ସନ୍ଧାନରେ ଥାନ୍ତି ତେବେ ସେ ଆଗ ମୁଖିଆ ପିମ୍ପୁଡି ଚାଲିବା ସମୟରେ ରସାୟନ ଛାଡି ଚାଲିଥାନ୍ତି , ଯାହାଦ୍ୱାରା ପଛ ପିମ୍ପୁଡି ତାକୁ ସୁଙ୍ଘିକରି ଆଗକୁ ବଢିଥାନ୍ତି , ଓ ଲଗାତାର ତାଙ୍କ ସଂଖ୍ୟା ବଢିକରି ଏକ ଲାଇନ୍ ର ରୁପ ନେଇଯାଏ ।
୧୦) ସେ କିଏ ଅଟେ ଯିଏ ସବୁ ନିଜ କାମ ହାତର୍ ପରିବର୍ତ୍ତେ ନାକରେ କରିଥାଏ ? ଉତ୍ତର : ଡଲଫିନ୍
୧୧) ଗୋଟେ ଘଡି ଲଗାତାର୍ ତେଜ୍ ହେଉଛି, ରବିବାର ସକାଳ ୮ ଟା ବାଜି ୫ ମିନିଟ୍ ପଛରେଥିଲା, ଯଦି ମଙ୍ଗଲବାର ସକାଳ ୮ ଟା ବାଜି ୭ ମିନିଟ୍ ଆଗକୁ ଥିଲା ତେବେ ଏଥିରୁ ସଠିକ୍ ସମୟ କେବେ ଦେଖାଇବ ।ଉତ୍ତର: ଠିକ୍ ୧୧,୩୦ ମିନିଟ୍ ରେ
୧୨) ଗୋଟେ ଡ୍ରାଇଭର୍ ଭୁଲ୍ ରାସ୍ତାରେଯାଉଥିଲା, କିନ୍ତୁ ପୋଲିସ୍ ତାକୁ ଅଟକାଇଲା ନାହିଁ , ଉତ୍ତର- କାରଣ ଡ୍ରାଇଭର୍ ପଦଯାତ୍ରା କରୁଥିଲା ,
୧୩) ଏମିତି କେଉଁ ଜିନିଷ ଅଛି ଯାହା ପାଣି ପିଇଲେ ମରିଯାଇଥାଏ , ଉତ୍ତର-ଶୋଷ
୧୪) ଗୋଟେ ବ୍ୟକ୍ତି ଏକ ଅନ୍ଧାରଘରେ ବସିଛି , ରୁମରେ ଲଣ୍ଠନ, ଲାଇଟ୍ ,ମୋବାଇଲ୍ କିଛି ବି ନାହିଁ , ସେ ତା ସତ୍ତ୍ୱେ କିପରି ପଢିପାରୁଛି, ଉତ୍ତର: ରୁମରେ ବସିଥିବା ବ୍ୟକ୍ତି ଅନ୍ଧ ଅଟେ, ଓ ବ୍ରେଲ୍ ଲିପିରେ ସେ ପଢୁଛି, ଏହି ଲିପି ଅନ୍ଧାରରେ ବି ପଢିପାରିବେ , କାରଣ ଏଥିପାଇଁ ଆଙ୍ଗୁଠିର ବ୍ୟବହାର ହୋଇଥଏ ।
୧୫) ଦୁଇଟି ଘରେ ନିଆଁ ଲାଗିଛି, ଗୋଟେ ଘର ଧନୀ ଲୋକର, ଓ ଦ୍ୱିତୀୟଘର ଗରିବ ଲୋକର, ପୋଲିସ୍ କେଉଁ ଘରକୁ ପ୍ରଥମେ ନିଆଁ ଲିଭାଇବାକୁ ଯିବ ? ଉତ୍ତର : କହିଦେବୁ କି ପୋଲିସ୍ ନିଆଁ ଲିଭାଏ ନାହିଁ ଏଥିପାଇଁ ସେ ଫ୍ରାଏର୍ ବ୍ରିଗେଡ୍ କୁ ଡକାଇବ ।