ଆଜିର ସବୁଠୁ ମଜାଦାର୍ ଜୋକ୍ସ : ଝିଅ ପୁଅକୁ କୁଣ୍ଢାଇ ତାର କାନରେ କହିଲା କିଛି ଏମିତି କୁହ ଯାହା ଦ୍ୱାରା ମୋର ହୃଦୟ ଧକ୍ ଧକ୍ କରିବାକୁ ଲାଗିବ,ତାପରେ ପୁଅ ଯାହା କହିଲା..

ଆଜିକାଲିର କର୍ମବ୍ୟସ୍ତ ଜୀବନ ମଧ୍ୟରେ ପ୍ରାୟ ସବୁ ଲୋକ ଚିନ୍ତାରେ ରୁହନ୍ତି , ଚିନ୍ତାରେ ରହିଲେ ମଣିଷକୁ ନାନାପ୍ରକାରର ରୋଗ ଘେରେଇ ନେଇଯାଏ , ଡାକ୍ତରଙ୍କ ମାନିଲେ ବ୍ୟକ୍ତି ତେବେ ସୁସ୍ଥ୍ୟ ରହିବ ଯେବେ ସେ ଭିତରୁ ଖୁସି ରହିବ ଓ ସେ ଲୋକ କଥା ତ ଶୁଣିଥିବେ କି ହସ ହେଉଛି ଏକ ଉତ୍ତମ ମେଡିସିନ୍ ମଣିଷ ଜୀବନ ପାଇଁ , ଏଥିପାଇଁ ଆଜି ଏହି ପୋଷ୍ଟରେ ଆମେ ଆପଣଙ୍କ ପାଇଁ କିଛି ଏମିତି ମଜାଦାର୍ ଜୋକ୍ସ ନେଇକରି ଆସିଛୁ ଯାହା ସୋସିଆଲ୍ ମିଡିଆରେ ବହୁତ ଭାଇରାଲ୍ ହେଉଛି , ଓ ଆମେ ଆଶା କରୁଛୁ କି ଏହାକୁ ପଢିବାପରେ ଆପଣ ବିନା ହସି ରହିପାରିବେ ନାହିଁ, ତେବେ ଆଉ ଡେରି କାହିଁକି ଆସନ୍ତୁ ଆରମ୍ଭ କରିବା ହସିବା ଓ ହସାଇବାର ମଜାଦାର୍ ସିଲସିଲା ,
୧)ପପୁର ଚପଲ ଚୋରି ହୋଇଗଲା , ସେ ରାଗରେ ଶ୍ମଶାନ ଚାଲିଆସିଲା , ସେଠାରେ ବସିଗଲା ଓ କହିବାକୁ ଲାଗିଲା ଚପଲ ଚୋର୍ କେଉଁଆଡେ ଯିବୁ ଦିନେ ନା ଦିନେ ଏଠାକୁ ଆସିବୁ ।
୨) ରାହୁଲ୍ ଗାଁ ଗ୍ରସ୍ତ କଲା , ସମସ୍ୟାଗୁଡିକ ପଚାରିଲା, ଗୋଟେ ଗାଁରେ ଜଣେ ବୟସ୍କ ବ୍ୟକ୍ତି କହିଲେ କି ଗାଁରେ ଶ୍ମଶାନଘାଟର ସମସ୍ୟା ଅଛି , ରାହୁଲ୍ କହିଲା- ଆପଣ ଚିନ୍ତା କରନ୍ତୁ ନାହିଁ ଆଗାମୀ ଥର ସରକାର ଆମର ହେଲେ ତେବେ ସବୁ ଘରେ ଶ୍ମଶାନଘାଟ ବନାଇଦେବୁ, ବୟସ୍କ- ଜୋତା କୁଆଡେ ଗଲା ମୋର ?
୩)ସ୍ତ୍ରୀ –ମୋତେ ବର୍ଗର ଖାଇବାର ଅଛି । ସ୍ୱାମୀ-ଗୋଟେ ବର୍ଗର ଆଣିକରି ଦେଲା, ସ୍ତ୍ରୀ-ଧନ୍ୟବାଦ, ସ୍ୱାମୀ-କେବଳ ଧନ୍ୟବାଦ, ସ୍ତ୍ରୀ- ଭଲ ତାହାଲେ ତୁମକୁ ଗୋଟେ କିସ୍ ଦରକାର ନା? ସ୍ୱାମୀ-ବକବାସ୍ କରନି, ଏହି ବର୍ଗରକୁ ଅଧା ଖା ମୋତେ ଅଧା ଦେ, ମୁଁ ବି ଖାଇବି ।
୪) କ୍ୟାରିୟରକୁ ନେଇକରି ଗୋଟେ କଥା ଦିମାଗରେ ଆସିଲା , ଡାକ୍ତରୀ ପଡୁଥିବା ଲୋକ ଡାକ୍ତର ହିଁ କରନ୍ତି , କିନ୍ତୁ ଇଞ୍ଜିନିୟରିଙ୍ଗ୍ ପଢାପରେ ଆପଣ ଚପରାଶିରୁ ନେଇକରି ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ କିଛି ବି ହୋଇପାରିବେ , ଓ ହଁ ଯଦି ଭାଗ୍ୟର ସାଥ୍ ରହିଲା ତେବେ ଇଞ୍ଜିନିୟର ବି , କହିବାର ମତଲବ ଏହା କି ଇଞ୍ଜିନିୟରିଙ୍ଗ୍ ରେ ବହୁତ ସ୍କୋପ୍ ଅଛି , କିଏ କହୁଛି ଇଞ୍ଜିନିୟରିଙ୍ଗ୍ କରି କେବଳ ଇଞ୍ଜିନିୟର ହୋଇଥାନ୍ତି , ରଘୁରାମ ରାଜନ୍(ଇଲେକ୍ଟ୍ରିକାଲ୍ ଇଞ୍ଜିନିୟର୍) କେଜରିୱାଲ୍- ମେକାନିକାଲ୍ ଇଞ୍ଜିନିୟର୍) ଏ ଆର୍ ରେହମାନ୍- ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟର, ନାଗାର୍ଜୁନା- ବ୍ୟାଚେଲର୍ ଅଫ୍ ଇଞ୍ଜିନିୟରିଙ୍ଗ୍, ପରେ ଜାଣିବାକୁ ତେବେ ମିଳିଲା କି ଯେବେ ଓସାମା ବିନ୍ ଲାଡେନ୍ ବି ସିଭିଲ୍ ଇଞ୍ଜିନିୟର୍ ଥିଲା ।
୫) ମ୍ୟାରେଜ୍ ବ୍ୟୁରୋ ବାଲା ଝିଅକୁ – ମ୍ୟାଡାମ୍ ! ପୁଅ ଭଲ ଇନକମ୍ କରୁଛି, କିନ୍ତୁ ଟିକିଏ କଳା ଅଟେ, ଝିଅ- ଭାଇ ସାହେବ ଏହି କ୍ୱାଲିଟୀରେ ଟୀକିଏ ଦ୍ୱିତୀୟ କଲର୍ ଦେଖାଇବେ ପ୍ଲିଜ୍ ।
୬) ଆଜିକାଲି ସେହି ଝିଅମାନେ ଭଲ ସ୍ୱାମୀ ପାଇଁ ସୋମବାର ବ୍ରତ ରଖିଥାନ୍ତି ଯିଏ ଫେସବୁକ୍ ରେ I Hate Monday ଓ All Boys are Dog ର Status ପକାଉଛନ୍ତି ,
୭) ସ୍ୱାମୀ ସ୍ତ୍ରୀକୁ କହିଲା –ଯଦି ମୋର ଲଟେରି ଲାଗିଯାଏ ତେବେ ତୁମେ କଣ କରିବ ? ସ୍ତ୍ରୀ-ମୋର ଅଧା ପଇସା ନେଇକରି ତୁମକୁ ଛାଡିଦେବି, ସ୍ୱାମୀ-ମୋର ୧୦୦ ଟଙ୍କାର ଲଟେରି ବାହାରିଛି, ଏହି ନିଅ ୫୦ ଟଙ୍କା ଓ ପଳା ଏଠୁ ,
୮) କୋର୍ଟକୁ ପପୁ ଛାଡପତ୍ର ପାଇଁ ଗଲା , ପପୁ-ଜର୍ଜକୁ କହିଲା- ସାର୍ I am not happy with my wife. ତେବେ ସ୍ତ୍ରୀ କହିଲା –କମିନା , ସବୁ ମହୋଲା ଖୁସି ଅଛି ଖାଲି ତୋର ନଖରା ବାହାରୁଛି ।
୯) କାଲି ରାତିରେ ପିଇବାପରେ କିଛି ଏମିତି ହେଇଗଲା ସାଙ୍ଗମାନେ , ହୋଟେଲ୍ ଭାବିକରି ଅଦାଲତ ଚାଲିଗଲି, ସାମ୍ନାରେ ବସିଥିବା ଜର୍ଜ କହିଲା- ଅର୍ଡର ,ଅର୍ଡର, ମୁଁ କହିଦେଲି – ଗୋଟେ ଚିକେନ୍ ଓ ଦୁଇ କ୍ୱାର୍ଟର ।
୧୦) ଗୋଟେ ବ୍ୟକ୍ତି ଟ୍ରେନରେ ଯାତ୍ରା କରୁଥିଲା ତେବେ ତାକୁ କେଉଁ ବି ସିଟ୍ ମିଳିଲା ନାହିଁ , ପାଖରେ ଗୋଟିଏ ବସ୍ତା ଥୁଆହୋଇଥିଲା, ବ୍ୟକ୍ତି ସେ ବସ୍ତାବାଲାକୁ କହିଲା- ଭାଈ ସାହେବ ମୁଁ ଏହି ବସ୍ତାରେ ବସିଯିବି ଆପଣଙ୍କୁ କିଛି ଅସୁବିଧା ନାହିଁ ତ ? ବସ୍ତାବାଲା କହିଲା- ନାହିଁ ଭାଈ- ତରଭୁଜ ଅଛି ଫାଟିଯିବ , ବ୍ୟକ୍ତି- ଓହଃ ତାହାଲେ ଏଥିରେ ତରଭୁଜ ଅଛି , ବସ୍ତା ବାଲା- ନାହିଁ ବସ୍ତାରେ ଦୁଇଟି କିଳା ଅଛି ବାକି ତୁମେ ନିଜେ ବୁଝିଯାଅ ।
୧୧) ଶିକ୍ଷକ- ଏହି ଶବ୍ଦର ବାକ୍ୟ ଗଠନ କର- ସାପର ଲାଞ୍ଜରେ ପାଦ ରଖିବା , ଛାତ୍ର- ସ୍ତ୍ରୀକୁ ବାପଘର ଯିବାକୁ ମନା କରିବା , ଶିକ୍ଷକ- ବୁଝିପାରୁନି କି ଏହାକୁ ବାହାରକୁ ବାହାର କରିବି ନା କ୍ଲାସର ମନିଟର୍ କରାଇବି ।
୧୨) ଜଣେ ଖାନ୍ ସାହେବଙ୍କୁ ଖାଇବାପରେ ଆଙ୍ଗୁଠି ଚାଟିବାର ଅଭ୍ୟାସ ବହୁତ ଥିଲା , ଥରେ ଗୋଟେ ଭୋଜିରେ ସେ ଖାଇବାପରେ ଆଙ୍ଗୁଠି ଚାଟିବା ଆରମ୍ଭ କରିଦେଇଥିଲେ , ପାଖରେ ଥିବା ଜଣେ ବ୍ୟକ୍ତି ନିଜ ହାତ ଆଗକୁ କରି କହିଲେ ଭାଇ ଟିକିଏ ଏଇଟାକୁ ବି ସଫା କରିଦିଅ ।
୧୪) ପଡୋଶୀ- ସାଙ୍ଗ ତୋର ଘରୁ ସବୁବେଳେ ହସର ଆବାଜ୍ ଆସୁଛି, ଏହି ଖୁସିମୟ ଜୀବନର ରାଜ୍ କଣ ? ପପୁ-ମୋର ସ୍ତ୍ରୀ ମୋତେ ଜୋତାରେ ପିଟେ, ଲାଗିଗଲେ ସେ ହସିଥାଏ , ନ ଲାଗିଲେ ମୁଁ ହସିଥାଏ , ଭଗବାନଙ୍କ କୃପା ଅଛି କି ହସଖୁସିରେ ଜୀବନ ଅତିବାହିତ ହେଉଛି ।
୧୫) ତିନିଜଣ କଳା ସାଙ୍ଗ ଏକା ସାଙ୍ଗରେ ଯାଉଥିଲେ , ତେବେ ଅଚାନକ ଏକ ଦେବୀ ପ୍ରକଟ ହେଲେ –ଦେବି କହିଲେ- ମୁଁ ତୁମର ଗୋଟିଏ ଇଚ୍ଛା ପୁରା କରିବି, ତୁମେ ଯାହା ମାଗୁଛ ମାଗିନିଅ, ପ୍ରଥମ ବ୍ୟକ୍ତି କହିଲା- ମୋତେ ଗୋରା କରିଦିଅ, ଓ ସେ ଗୋରା ହୋଇଗଲା, ଦ୍ୱିତୀୟ କହିଲା- ମୋତେ ବି ଗୋରା କରିଦିଅ ସେ ବି ଗୋରା ହୋଇଗଲା, ତୃତୀୟ ବ୍ୟକ୍ତି ହସିକରି କହିଲା- ଏହି ଦୁହେଁଙ୍କୁ ପୁଣିକଳା କରିଦିଅ, ଶିକ୍ଷା- ସବୁ ସାଙ୍ଗଙ୍କ ମଧ୍ୟରୁ ଜଣେ କମିନା ସାଙ୍ଗ ହୋଇଥାଏ ।
୧୬) ଝିଅ କୁଣ୍ଢାଇକି ପୁଅକୁ କାନରେ କହିଲା –କିଛି ଏମିତି କୁହ ଯାହା ଦ୍ୱାରା ମୋର ହୃଦୟ ଧକ୍ ଧକ୍ କରୁ, ପୁଅ- ହେଇଟି ଦେଖ ତୋର ପଛରେ ତୋର ବାପା ଠିଆ ହୋଇଛନ୍ତି, ଏମିତି ଧରିକି ରହିଥା ନହେଲେ ଧରା ପଡିଯିବୁ ।