February 11, 2025

Odia Express

Leading Odia News Portal of Odisha

ଏହି ଖବରକୁ ପଢିବା ମାତ୍ରେ ଚାହା ବନାଇବାପରେ ଭୁଲ୍ ରେ ପକାଇବେ ନାହିଁ ଏହାର ଚାହାପତି – ନିଶ୍ଚୟ ପଢି ନିୟନ୍ତୁ..

ନୁଆ ଦିନର ଆରମ୍ଭ ହେଉ କିମ୍ବା ଅଳସ ଭାଙ୍ଗିବାର କଥା ଆସୁ କିମ୍ବା କେଉଁ ସାଙ୍ଗମେଳରେ ଗପସପ କରୁଥିବା ସମୟରେ ହେଉ ଖାଲି ଦରକାର ହୋଇଥାଏ ଗୋଟିଏ ଚାହାର୍ କପ୍ , ଯାହା ସକାଳୁ ସଂନ୍ଧ୍ୟା ଛଡା ଦିନ ସାରା ଅଫିସ୍ ମଧ୍ୟରେ କେତେ ଚାହା ପିଇଦେଉଥିବେ , ଚାହାରେ କେଫିନ୍ ହୋଇଥାଏ,  ଯାହା ମସ୍ତିସ୍କର ସେହି କ୍ରିୟାକୁ ଜାଗୃତ କରିଥାଏ , ଯାହା ଉତ୍ତୋଜନା ଓ ଜୋଶରେ ସଂବନ୍ଧ ରଖେ , ଚାହା କିମ୍ବା କଫି ପିଇଲେ ତୁରନ୍ତ ଶରୀରରେ ଏନର୍ଜୀ ଆସିଯାଏ , କିନ୍ତୁ ଚାହା ପିଇଲେ ଯେତେ ଫାଇଦା ହୋଇଥାଏ ତାହାର୍ ପତି ବି ବହୁତ କାମକୁ ଆସେ ।

ଆମେ ବହୁତଥର ଚାହା ପିଇଲା ପରେ ଚାହାପତ୍ତିକୁ ନଷ୍ଟ ଭାବି ତାକୁ ପକାଇଦେଇଥାଉ କିନ୍ତୁ ଏମିତି କରିବା ଉଚିତ୍ ନୁହେଁ ବରଂ ସେହି ଚାହାପତ୍ତି ବହୁତ କାମକୁ ଆସିପାରେ ,ସବୁଠାରୁ ପ୍ରଥମେ ଚାହା ବନାଇବାପରେ ବଳିଥିବା ଚାହାର୍ ପତ୍ତିକୁ ଫିଙ୍ଗିବାପରିବର୍ତ୍ତେ ଭଲ ଭାବରେ ସଫା କରିଦିଅନ୍ତୁ , ଚାହାପତ୍ତିକୁ ଏପରି ସଫା କରନ୍ତୁ ଯାହାଦ୍ୱାରା ତାହାର ମିଠାପଣ ପଳାଇବ , ତାପରେ ଏହି ଚାହାର ପତ୍ତିକୁ ଅଲଗା ଅଲଗା କାମରେ ବ୍ୟବହାର କରିପାରିବେ , ଫୁଟିଥିବା ଚାହାର ପତ୍ତି ବହୁତ ଫାଇଦା ଅଛି ଯାହା ବିଷୟରେ ଜାଣିନଥିବ , ଆସନ୍ତୁ ଜାଣିବା ତାହାର ଫାଈଦା ବିଷୟରେ ।

୧) ଖଣ୍ତିଆକୁ ଭରିବାପାଇଁ ଚାହାର ପତ୍ତିକୁ ବ୍ୟବହାର କରିପାରିବେ , ଚାହାପତ୍ତିରେ ଏମିତି ଏକ ଗୁଣ ଅଛି ଯାହା ବଡ ବଡ ଖଣ୍ତିଆକୁ ବି ଭରିଦେଇଥାଏ , ଏଥିପାଇଁ ଚାହାର୍ ପତ୍ତିର ପାଣିକୁ ନିଜ ଘାରେ ଭଲ ଭାବେ ସଫା କରିଦିଅନ୍ତୁ , ଚାହାପତ୍ତି ଏକ ପ୍ରକାରର ଆଣ୍ଟିସେପଟିକ୍ ପରି କାମ କରିଥାଏ ।

୨) ଆପଣ ଚାହାପତ୍ତିକୁ କାଚ ସଫା କରିବାରେ କରିପାରିବେ , ଏମିତି କରିବାକୁ ହେଲେ ଆପଣଙ୍କୁ ଚାହା ପତ୍ତିକୁ ଭଲ ଭାବେ ସିଝାଇଦେବାର୍ ଅଛି , ଓ ଯେଉଁ ପାଣି ବଳିଯିବ ତାହାକୁ ସ୍ପ୍ରେ ବୋତଲରେ ପକାଇ କାଚକୁ ସଫା କରନ୍ତୁ , ଏଥିରେ କାଚ ଚମକିବାକୁ ଲାଗିବ , ଏହାକୁ ସ୍ପ୍ରେ କ୍ଲିନର୍ ରୁପେ ବ୍ୟବହାର୍ କରିପାରିବେ ।

୩) ଆମ ସମସ୍ତଙ୍କ ଘର ଆଖପାଖ କିମ୍ବା ଘରେ ଛୋଟ ଛୋଟ ଗଛ ରହିଥାଏ , ଆମେ ଚାହାପତ୍ତିର ବ୍ୟବହାର ତାହା ମଧ୍ୟରେ ଏକ ସାର୍ ରୁପେ କରିପାରିବା , ଗଛ ଲତା ବିକଶିତ କରିବାପାଇଁ ସମୟ ସମୟରେ ସାର ଦେବାର ଆବଶ୍ୟକତା ପଡିଥାଏ , ସେଥିପାଇଁ ଚାହାର ପତ୍ତିକୁ ବ୍ୟବହାରରେ ନେଇପାରିବେ , ଏହାର ବ୍ୟବହାର ଗଛ ସୁସ୍ଥ୍ୟ ରହିବ , ଓ ଜଲଦି ବଢିବ , ଓ ଗତ ଲତା ଭଲ ଭାବରେ ଫୁଟି ଉଠିବ ।

୪) ଯେବେ ଆମେ ଘରର କେଉଁ ଫର୍ଣ୍ଣିଚର ସଫା କରିବାରଥାଏ , ତେବେ ଆମେ ଭାବିଥାଉ କି କିପରି  ସଫା କରିପାରିବଆ , କିନ୍ତୁ ଏବେ ଆଉ ସେହି ଟେନସନ୍ ନିଅନ୍ତୁ ନାହିଁ , କାରଣ ଏବେ ଆପଣ ଫର୍ଣ୍ଣିଚରକୁ ଚାହାପତ୍ତି ମାଧ୍ୟମରେ ସଫା କରିପାରିବେ , ଏହା ପାଇଁ ଆପଣ ଚାହାପତ୍ତିକୁ ସିଝାଇ ତାହାକୁ ବ୍ୟବହାରରେ ନେଇପାରିବେ ।

ଏହାପାଇଁ ଆପଣଙ୍କୁ ପାଣିରେ ଧୋଇଦେବେ , ସେହି ପାଣିକୁ ନେଇ ସ୍ଫ୍ରେ ବୋତଲରେ ଫର୍ଣ୍ଣିଚରରେ ଲଗାଈ ତାକୁ ସଫା କରିବେ , ଫର୍ଣ୍ଣିଚରରେ ଲାଗିଥିବା ଦାଗ ଧୁଳି ସବୁ ଦୁର ହୋଇଯିବ

Leave a Reply

Your email address will not be published. Required fields are marked *