March 21, 2025

Odia Express

Leading Odia News Portal of Odisha

ନୀତା ଅମ୍ବାନୀଙ୍କ ଠାରୁ ଅଧିକା ସୁନ୍ଦର ଅଟନ୍ତି ମୁକେଶ୍ ଅମ୍ବାନୀଙ୍କ ଭଉଣୀ, ଫଟୋ ଦେଖିକରି ଭାବିବାକୁ ବାଧ୍ୟ ହେବେ ଆପଣ..

ଭାରତରେ ଯେବେ ବି ଧନୀ ବ୍ୟକ୍ତିରଙ୍କ କଥା ଆସେ ତେବେ ସବୁଠାରୁ ପ୍ରଥମେ ଗୋଟେ ନାଁ ଆସିଥାଏ ତେବେ ଗୋଟେ ନାଁ ଆସିଥାଏ ଓ ସେ ହେଲେ ମୁକେଶ ଅମ୍ବାନୀଙ୍କ ନାଁ, ଯିଏକି ଭାରତରେ ସମସ୍ତେ ଜାଣିଛନ୍ତି ସେମିତି ଏହା କହିବା ଭୁଲ୍ ହେବ ନାହିଁ କି ଆସିବା ଦିନରୁ ଅମ୍ବାନୀ ପରିବାର ଚର୍ଚ୍ଚିତ ରହିଛନ୍ତି , କାରଣ ଏହା କି ସେ ସବୁବେଳେ ଏମାନଙ୍କ ବିଷୟରେ ସମସ୍ତେ ଜାଣିବାକୁ ଇଚ୍ଛା ରଖନ୍ତି , ସେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ହେଉ ନା କାହିଁକି, ସମସ୍ତେ ଜାଣିବାକୁ ଚାହଁନ୍ତି କି ତାଙ୍କର ଗୋଟିଏ ଦିନର ଖର୍ଚ୍ଚରୁ ନେଇକରି ତାଙ୍କ ଖାଇବା ପିଇବା ସବୁ ଜିନିଷର ଜାନକାରୀ ରହିବା ଦରକାର,  ଏହି କାରଣ ଅଛି ଏମାନଙ୍କ ସହ ସବୁ ଖବର ଚର୍ଚ୍ଚିତ ରହିଥାଏ । ଯଦି ଆପଣଙ୍କୁ ମନେ ଥିବ ତେବେ ପ୍ରାୟ ୧ ବର୍ଷ ପୁର୍ବରୁ ଟେଲିକମ୍ ବଜାରରେ ଫ୍ରୀର ଇଣ୍ଟରନେଟ୍ ଉପଲ୍ଲବ୍ଧ କରାଇକରି ଅମ୍ବାନୀ ବହୁତ ଚର୍ଚ୍ଚିତ ହୋଇଥିଲେ  ସେ ଭାରତର ସବୁଠାରୁ ଧନୀ ବ୍ୟକ୍ତି ରେ ସାମିଲ୍ ହୋଇଥିଲେ ।

ଆଜି ଆମେ ଆପଣଙ୍କୁ ଅମ୍ବାନୀଙ୍କ ବିଷୟରେ ନୁହେଁ ବରଂ ତାଙ୍କ ପରିବାରର ଏମିତି ଏକ ସଦସ୍ୟଙ୍କ ବିଷୟରେ କହିବାକୁ ଯାଊଛୁ ଯାହାଙ୍କୁ ବୋଧେ ଆପଣ ଅଜଣା ଥିବେ , ଆପଣଙ୍କୁ କହିଦେବୁ କି ଆଯି ଆମେ ଅମ୍ବାନୀଙ୍କ ପରିବାରର ଏମିତି ଏକ ସଦସ୍ୟଙ୍କ ବିଷୟରେ କହିବାକୁ ଯାଊଛୁ, ଯିଏ ଲାଇମ୍ ଲାଇଟ୍ ରୁ ଦୁରେଇ ଅଛନ୍ତି ।

ଆମେ ଆପଣଙ୍କୁ କହିଦେବୁ କି ମୁକେଶ ଅମ୍ବାନୀଙ୍କ ଏକ ଭଉଣୀ ଅଛନ୍ତି  ଯାହାଙ୍କୁ ବହୁତ କମ୍ ଲୋକ ଜାଣିଛନ୍ତି , ମୁକେଶ ଅମ୍ବାନୀଙ୍କ ସେମିତି ୨ ଭଉଣୀ ଅଛନ୍ତି , ଓ ଏମାନେ ଦୁହେଁ ଲାଇମ୍ ଲାଇଟ୍ ରୁ ଦୁରରେ ଅଛନ୍ତି , ସେମିତିଆପଣ ମୁକେଶ ଅମ୍ବାନୀ ଓ ତାଙ୍କ ସ୍ତ୍ରୀ ନୀତା ଓ ଅନିଲ୍ ଅମ୍ବାନୀ ଓ ତାଙ୍କ ସ୍ତ୍ରୀ ନିତା ଅମ୍ବାନୀଙ୍କ ବିଷୟରେ ବହୁତଥର ଖବର ଶୁଣିଥିବେ , କିନ୍ତୁ ଅମ୍ବାନୀ ଖାନଦାନର ଦୁହେଁ ଝିଅଙ୍କ ବିଷୟରେ କମ୍ ଖବର ପାଇଥିବେ,  କହିଦେବୁ କି ଧୀରୁଭାଇ ଅମ୍ବାନୀଙ୍କର ଦୁଇ ପୁଅ ଓ ଦୁଇ ଝିଅ ଅଛନ୍ତି , ଗୋଟେ ଝିଅଙ୍କ ନାଁ ନିନା କୋଠାରୀ ଅଟେ,  ଓ ଦ୍ୱିତିୟ ଝିଅଙ୍କ ନାଁ ଦିପ୍ତି ସଲଗାଂବକର୍ ।

ଜଣେଇଦେବୁ କି ଗୋବାରେ ସଲଗାଂବକର ଏକ ବିଖ୍ୟାତ ପରିବାର ଅଟେ,  ଦେଶର ପ୍ରସିଦ୍ଧ ଫୁଟବଲ୍ ଟିମ୍ ର ନାଁ ଅଛି, ସଲଗାଂବକର ଓ ଏହି ଟୀମ୍ ର ମାଲିକ ଅଟନ୍ତି, ଦିପ୍ତିଙ୍କ ସ୍ୱାମୀ ଦତ୍ତରାଜ ସଲଗାଂବକର , ଚାଳନ୍ତୁ ଆପଣଙ୍କୁ କହିବୁ ସଲଗାଂବକର ଓ ଅମ୍ବାନୀଙ୍କ ମଧ୍ୟରେ କେଉଁ ପ୍ରକାର ସଂମ୍ପର୍କ ହୋଇଥିଲା,  ଦିପ୍ତି ଓ ଦତ୍ତରାଜ ସିଂ ଏହି ବାହାଘର ଏକ ଲଭ୍ ମ୍ୟାରେଜ୍ ଥିଲା  କୁହାଯାଏ କି ଏମାନଙ୍କ ପ୍ରେମ କାହାଣୀ କେଉଁ ଫିଲ୍ମ କାହାଣୀରୁ କମ୍ ନୁହେଁ ।

ଏତିକି ନୁହେଁ ଦିପ୍ତି ଅମ୍ବାନୀଙ୍କ ବାପା ଧିରୁଭାଇ ଅମ୍ବାନୀ ଓ ଦତ୍ତରାଜ ଙ୍କ ବାପା ବାସୁଦେବ ସଲଗାଂବକର ଜଣେ ଅନ୍ୟ ଜଣଙ୍କୁ ଭଲ ସାଙ୍ଗ ଥିଲେ,  ଏହି ଦୁହେଁଙ୍କ ଖାସ୍ କଥା ଏହାକି ଏହି ଦୁହେଁ ଯାହା ବି ହାସିଲ୍ କରାଯାଇଥିଲା,  ସେ କେବଳ ନିଜ ଦମରେ ହାସିଲ୍ କରାଯାଈଥିଲା , ଏହି କାରଣ ଥିଲା ଦିପ୍ତି ଓ ଦତ୍ତରାଜ ଛୁଆବେଲରୁ ହିଁ ଜଣେ ଅନ୍ୟ ଜଣଙ୍କ ବହୁତ ପାଖାପାଖି ଥିଲେ,  ଏହି ଦୁହେଁ ସଂମ୍ପର୍କ ପରିବାର ଲୋକ ବି ସ୍ୱିକାର କରିଦେଇଥିଲେ,  ବହୁତ ଧୁମ୍ ଧାମରେ ତାଙ୍କ ବିବାହ ହୋଇଥିଲା ।

Leave a Reply

Your email address will not be published. Required fields are marked *