ଆଜିର ଚତୁର IAS ପରୀକ୍ଷା ପ୍ରଶ୍ନ – ଏମିତି କେଉଁ ଜିନିଷ ଅଟେ ଯାହା ତୁମର ଅଟେ କିନ୍ତୁ ତାକୁ ଅନ୍ୟମାନେ ବ୍ୟବହାର୍ କରନ୍ତି – ଚତୁର ହେଇଥିଲେ ଜବାବ ଦିୟନ୍ତୁ…
ଆଇଏଏସ୍ ,ଆଇପିଏସ୍ ଅଫିସର ହେବା ସ୍ୱପ୍ନ ତ ବହୁତ ପିଲା ଦେଖନ୍ତି , କିନ୍ତୁ ଏହି ପରୀକ୍ଷା ଓ ଇଣ୍ଟରଭ୍ୟୁ କୁ ଶୁଣିକରି ଭଲ ଭଲ ଲୋକଙ୍କର ମୁଣ୍ତରୁ ଝାଳ ଆସିଯାଏ , ଏହି ପରୀକ୍ଷା ଯେତେ କଠିନ ହୋଇଥାଏ , ତାହାର ଶେଷ ଷ୍ଟେଜ୍ ମାନେ ଇଣ୍ଟରଭ୍ୟୁ ରାଊଣ୍ତ ହୋଇଥାଏ , ଇଣ୍ଟରଭ୍ୟୁରେ ଏମିତି କିଛି ଟ୍ରିକି ପ୍ରଶ୍ନଗୁଡୀକ ପଚାରାଯାଇଥାଏ , ଯାହା ଶୁଣିବାକୁ ବହୁତ ମୁସକିଲ୍ ହୋଇଥାଏ , କିନ୍ତୁ ଟିକିଏ ଦିମାଗ୍ ଲଗାଇଲେ ତାହାର ଉତ୍ତର ସହଜରେ ମିଳିଯାଏ , ଯଦି ଆପଣ ବୁଦ୍ଧିମାନ ଅଛନ୍ତି ତେବେ ଏମିତି ପ୍ରଶ୍ନ ଆପଣଙ୍କ ପାଇଁ କେଉଁ ଖେଳ ଠାରୁ କମ୍ ନୁହେଁ , ଏଥିରେ କିଛି ପ୍ରଶ୍ନ ଏକ୍ସପର୍ଟ ଅଲଗା ଅଲଗା ଇଣ୍ଟରଭ୍ୟୁଜ୍ ଶେୟାର୍ କରିଛନ୍ତି , ଆଜି ଆମେ ଆଉଥରେ ସେହିପରି ପ୍ରଶ୍ନଗୁଡୀକ ନେଇକରି ଆସିଛୁ , ଆସନ୍ତୁ ଜାଣିବା ।
୧)ଗୋଟେ ମା ଦୁଇଟି ପୁଅକୁ ଏକା ହିଁ ସମୟରେ ଜନ୍ମ କରିଥିଲେ , କିନ୍ତୁ ସେ ଟ୍ୱିଇନ୍ ମାନେ ଜାଆଁଳା ନୁହନ୍ତି ?
ଉତ୍ତର : ଏହାର ଦୁଇଟି କାରଣ ହୋଇପାରେ , ପ୍ରଥମକି ତିନିଟି ଛୁଆଙ୍କ ସହ ତୃତୀୟ ଝିଅ ହୋଇଥିବ ଯାହାର କାରଣରୁ ତାଙ୍କୁ ଟ୍ରିପଲେକ୍ସ କୁହାଯାଏ , ଏମିତିରେ ଦୁହେଁ ପୁଅ ଜାଆଁଳା କୁହାଯାଇପାରିବ ନାହିଁ , ଦ୍ୱିତୀୟ କାରଣ ଏହା ହୋଇପାରେ କି ଝିଅର ଚେହେରା ମିଶୁଥିବ , ଜାଆଁଳା ତାକୁ କୁହାଯାଏ କି ଯେଉଁ ଚେହେରାର ସେମପୁସେ ରେ ରହିଥାଏ , କିମ୍ବା ନାହିଁ ଯଦି ଗୋଟେ ଆକାର ଚାଲିଯାଇଛି , ତେବେ ଦ୍ୱିତୀୟ ଆସିଲେ ଲୋକେ ଚିହ୍ନିପାରିବେ ନାହିଁ ସେମିତି ଦ୍ୱିତୀୟ ଯେପରି ସୀତା ଓ ଗୀତା ରାମ ଓ ଶ୍ୱାମ ତାଙ୍କୁ ଜାଆଁଳା କହନ୍ତି , ଏମିତିରେ ଏକାପରି କପି ଟୁ କପି କିନ୍ତୁ ବହୁତ ସାରା ଛୁଆ ଏପରି ହୋଇଥାନ୍ତି ଯିଏ ଜନ୍ମ ନେବାପରେ ତାଙ୍କର ଚେହେରା ଅଲଗା ଅଲଗା ହୋଇଥାଏ, କିମ୍ବା ଜାଆଁଳା କହିଥାନ୍ତି , ଏଥିପାଇଁ ପ୍ରଥମ ଉତ୍ତର ସଠିକ୍ ଅଟେ ।
୨) ମହିଳାର କେଉଁ ରୁପ ଅଛି ଯାହାକୁ ସମସ୍ତେ ଦେଖନ୍ତି କିନ୍ତୁ ତାର ସ୍ୱାମୀ ଦେଖିପାରେ ନାହିଁ ? ଉତ୍ତର : ବିଧବା ହେବାର ରୁପ ।
୩) ଯଦି ଆପଣ ଭୋକିଲା ଅଛନ୍ତି , ଆପଣଙ୍କ ପାଖରେ ପଇସା ନାହିଁ , ତେବେ କଣ ଖାଇବା ବାଛିବେ ? ଉତ୍ତର : ବହୁତ ଲୋକ ଭୋକ ଲାଗିଲେ ଚୋରି କରିବା ରାସ୍ତା ବାଛନ୍ତି , କିନ୍ତୁ ଚୋରି କରିବା ଅପରାଧ ଅଟେ ଏହାକୁ ଭୁଲିଯିବା , ଏମିତିରେ ଆଶାର୍ଥୀ ବୁଦ୍ଧିମତା ରେ ଜବାବ୍ ଦିଏ କି ସାର୍ କିଛି ଛୋଟ କାମ କରି ନିଜ ପରିଶ୍ରମରେ ଏକ ସମୟର ଖାଦ୍ୟ ଯୋଗାଡ କରିପାରିବ , ଚାକିରି ମାଗିବା ଚୋରୀ କରିବାଠାରୁ ଉନ୍ନତ୍ ଅଟେ ।
୪) ଗୋଟେ ପୁଅକୁ ଦେଖି ରୀନା କହେ କି ସେ ମୋର ଦାଦାର ଏକ ମାତ୍ର ପୁଅ ର ପୁଅ ଅଟେ , ପୁଅ ରୀନା ସହ ସଂମ୍ପର୍କରେ କଣ ହେବ ? ଉତ୍ତର : ଦାଦାର ଏକ ମାତ୍ର ପୁଅ ଭାଇ, ଭାଇର ପୁଅ- ପୁତୁରା , ରୀନା ସେହି ପୁଅର ପିଉସି ହେଲା ,
୫) ଯଦି କେଉଁ ଛୁଆ ମର୍ଡର କରିଦିଏ ତେବେ ତାକୁ କି ଦଣ୍ତ ମିଳିବ ? ଉତ୍ତର : ନୁଆ ଆଇନ୍ ମୁତାବିକ ନାବାଳିକ ଅପରାଧୀଙ୍କୁ ୧୮ ବର୍ଷ କମାଇକରି ୧୬ ବର୍ଷ କରିଦିଆଯାଇଛି ଧାରା୮୨ ଅନୁସାରେ ୭ ବର୍ଷରୁ କମ୍ ଓ ୮୩ ଅନୁସାରେ ୧୨ ବର୍ଷରୁ କମ୍ ଆୟୁର ଦ୍ୱାରା କରାଯାଇଥିବା ଅପରାଧ ନୁହେଁ , ଯଦି କେଉଁ ନାବାଳିକ ଅପରାଧ କରିଥାଏ , ତେବେ ତାକୁ କମ୍ ସେ କମ୍ ୩ ବର୍ଷ ଓ ଅଧିକା ୭ ବର୍ଷର କଏଦ୍ କରିବାର ପ୍ରାବଧାନ ଅଛି ।
୬) ସେ କେଉଁ ଜିନିଷ ଅଛି ଯାହା ବାହାରେ ମାଗଣାରେ ଓ ମେଡିକାଲରେ ପଇସା ଦେଲେ ମିଳିଥାଏ ? ଉତ୍ତର : ଅକ୍ସିଜେନ୍
୭)ଯଦି ଆପଣଙ୍କୁ ଜଣାପଡେ କି ଆପଣଙ୍କ ସ୍ତ୍ରୀ କେଉଁ ଅନ୍ୟ ଲୋକ ସହ ଆଫେୟାର୍ ରଖିଛି ତେବେ ଆପ୍ନଣ କଣ କରିବେ ? ଉତ୍ତର : ସାର୍ ମୁଁ ଆଡଲଟରି ପାଇଁ ଧାରା ୪୯୭ ପ୍ରାବଧାନ ଦ୍ୱାରା ଅମାନ୍ୟଗତ ପୁରୁଷ ଉପରେ ସ୍ତ୍ରୀ ସହ ସଂବନ୍ଧ ବନାଇବାର ଆରୋପ ଲଗାଇକରି କେସ୍ କରିବି ଏହି ଧାରାରେ ତାର ବିପକ୍ଷରେ କେସ୍ ହୋଇପାରେ, ତାହା ସହ ସ୍ତ୍ରୀକୁ ବୁଝାଇବାକୁ ଚେଷ୍ଟା କରିବି, ଯାହାଦ୍ୱାରା ଆମ ସଂମ୍ପର୍କ ବୁଝାମଣା ହୋଇଯିବ ।
୮) ଟେଲିଫୋନ୍ ର ଡାଇଲିଙ୍ଗ୍ ପ୍ୟାଡ୍ ରେ ସବୁ ଅଙ୍କଗୁଡୀକ ଗୁଣିଲେ କଣ ଅଙ୍କ ପ୍ରାପ୍ତି ହୋଇଥାଏ ? ଉତ୍ତର ଶୁନ
୯) ଆମେ ପାଣି କଣ ପାଇଁ ପିଇଥାଉ ? ଉତ୍ତର : କାରଣ ଆମେ ପାଣିକୁ ଖାଇପାରିବାନାହିଁ , ଚୋବାଇବି ପାଇବା ନାହିଁ ।
୧୦)ପାସୱାର୍ଡକୁ ହିନ୍ଦୀରେ କଣ କୁହାଯାଏ ? ଉତ୍ତର : ପାସୱାର୍ଡକୁ ହିନ୍ଦୀରେ କୁଟ ଶବ୍ଦ ବୋଲି କୁହାଯାଏ ।
୧୧) ଏମିତି କେଉଁ ଜିନିଷ ଅଟେ ଯାହା ତୁମର ଅଟେ କିନ୍ତୁ ତାକୁ ଅଲଗା ବ୍ୟବହାର୍ କରିନିଅନ୍ତି ? ଉତ୍ତର : ନାମ
୧୨) ଝିଅଙ୍କର ସାର୍ଟରେ ପକେଟ୍ କଣ ପାଇଁ ନଥାଏ ?
ଉତ୍ତର : ଝିଅମାନେ ଅଲଗା ପର୍ସ ଧରିଥାନ୍ତି ଏମିତିରେ ସେ ସାର୍ଟର ପକେଟ୍ ରୁ ଜିନିଷ ରଖିବେ ନାହିଁ , ଯେପରି ପୁଅଙ୍କ ପର୍ସ ଆଦି ରଖିଥାନ୍ତି , ଝିଅଙ୍କ ସାର୍ଟରେ ସେ ପକେଟ୍ ୟୁଜଲେସ୍ ହିଁ ରହିବ, ଏଥିପାଇଁ ପକେଟ୍ ତିଆରି ହୋଇନଥାଏ, ଦ୍ୱିତୀୟ କାରଣ ଝିଅଙ୍କର ସାର୍ଟର୍ ସୁନ୍ଦରତା ପକେଟ୍ ଦ୍ୱାରା କଣପାଇଁ ଖରାପ ହେବ , ଏହା ଅନ୍ତର ଝିଅଙ୍କ ଜିନ୍ସ ପେଣ୍ଟର ସହ ବି ହୋଇଥାଏ ।
୧୩) ଇଂରାଜୀ ଆସୁନାହିଁ ତ ପ୍ରଶାସନ କିପରି ଚଲାଇବେ ? ଉତ୍ତର : ଏହାର ଜବାବରେ ସେ କହିଲେ କି ଏହି ପାଣି କାଚର ଗିଲାସରେ ଅଛି, ମୁଂ ଏହାକୁ ପିଇବି ନାହିଁ , ମୁଁ ଷ୍ଟିଲର ଗ୍ଲାସରେ ପାଣି ପିଏ , ଏହି ଉତ୍ତର ଶୁଣିକରି ଇଣ୍ଟରଭ୍ୟୁଅର୍ ନାରାଜ୍ ହୋଇଗଲେ, ପାଣିରେ ଜବାବ୍ ଶୁଣିକରି ଇଣ୍ଟରଭ୍ୟୁ କରୁଥିବା ବୋର୍ଡ ଅଧ୍ୟକ୍ଷ୍ୟ କହିଲେ କି ଆପଣ ବେକାର୍ କଥା କହୁଛନ୍ତି , ଏଥିରେ ସେ କହିଲେ କି ସାର୍ ମୁଁ ଆପଣଙ୍କ ପ୍ରଶ୍ନର ଉତ୍ତର ଦେଉଛି , ପାଣୀର ମହତ୍ତ୍ୱ ଅଛି , ନା ହିଁ ଗିଲାସର , ଯେପରି କାମ ଜରୁରୀ ହୋଇଥାଏ , ଓ ତାକୁ କରୁଥିବା ଦକ୍ଷ ବ୍ୟକ୍ତିର , ନା ହିଁ ଭାଷା ,
୧୪) ଇମାନଦାରୀ କାହାକୁ କହନ୍ତି କିଛି ଉଦାହରଣ ଦେଇକରି ବୁଝାନ୍ତୁ ? ଉତ୍ତର : ମୁଁ କେଉଁ ଦୋକାନରୁ ପରିବା କିଣୁଛି , ଓ ଦୋକାନୀ ପଇସା ଟାଇମ୍ ରେ ଏକ ଜିନିଷ ପଇସା କାଉଣ୍ଟ୍ କରିବା ଭୁଲ୍ କରିଦିଏ , କିନ୍ତୁ ଯଦି ମୁଁ ସେହି ଜିନିଷକୁ ମନେ ପକାଇଦେବି ଓ ପଇସା ଦେଇଦେବି, ତେବେ ଏହାମୋର ଇମାନଦାରୀ ହେବ ।