February 6, 2025

Odia Express

Leading Odia News Portal of Odisha

ସାହିଦ୍ ଙ୍କ ଏହି ହିରୋଇନ ଏବେ ଦେଖା ଯାଉଛନ୍ତି ପୁର୍ବ ଅପେକ୍ଷା ବହୁତ ସୁନ୍ଦର, ଫଟୋ ଦେଖିକରି ଆପଣ ବି କହିବେ ବାଃ -ନିଶ୍ଚୟ ଦେଖନ୍ତୁ..

ବଲିଉଡ୍ ର ଚାର୍ମିଙ୍ଗ୍ ବୟ ସାହିଦ୍ କାପୁର୍ ଏମିତି ବହୁତ ସାରା ଅଭିନେତ୍ରୀଙ୍କ ସହ ଦେଖିଥିବେ , କିନ୍ତୁ ସାହିଦ୍ ଙ୍କ ସହ ଗୋଟେ ଅଭିନେତ୍ରୀ ଯୋଡି ବହୁତ କମାଲ୍ ଥିଲା , ଯାହାକୁ ନେଇକରି ଚର୍ଚ୍ଚା ବି ବହୁତ ହେବାକୁ ଲାଗିଥିଲା,  କିନ୍ତୁ ଏହି ସଂମ୍ପର୍କ ହେବାପୁର୍ବରୁ ସାହିଦ୍ ଏହାକୁ ଶେଷ କରିବାକୁ ଭାବିନେଇଥିଲେ,  ଯାହାପରେ ସାହିଦ୍ କେବେ ସେହି ଅଭିନେତ୍ରୀନ ସହ ଦେଖାଯାଇନାହାନ୍ତି , ଆଜି ବର୍ଷର ପରେ ଅଭିନେତ୍ରୀ ରହସ୍ୟରୁ ପର୍ଦା ଉଠାଇବାକୁ ଯାଊଛୁ , ଚାଲନ୍ତୁ ଜାଣିବା ଆମର ଏହି ଲେଖରେ କଣ ଖାସ୍ ଅଛି । ଗୋଟେ ପରେ ଗୋଟେ ହିଟ୍ ଫିଲ୍ମ ଦେବାପରେ ଅଭିନେତ୍ରୀ ଅଚାନକ ଲାଇମ୍ ଲାଇଟ୍ ଦୁରେଇ ଗଲେ, ଏତିକି ନୁହେଁ ଏବେ ତାଙ୍କୁ ଖୋଜିବାକୁ ପଡୁଛି , ଆମେ କଥା ହେଉଛୁ ଫିଲ୍ମ ବିବାହର , ଫିଲ୍ମ ବିବାହରେ ପୁନମ୍ ଅଭିନୟ କରିଥିବା ଅମ୍ରିତାଙ୍କୁ ଜାଣିଥିବେ , ଏହି ଫିଲ୍ମ ଆଜି ବି ଲକ୍ଷାଧିକ ଲୋକଙ୍କର ହୃଦୟରେ ରାଜ୍ କରୁଛି , ଯାହାଙ୍କର ଆରେଞ୍ଜ ମ୍ୟାରେଜ୍ ହେଇଥିଲା ।

ଯେବେ ଏହି ଫିଲ୍ମ ରିଲିଜ୍ ହୋଇଥିଲା,  ତେବେ ଠାରୁ ଏହି ଫିଲ୍ମର କ୍ରେଜ୍ ବହୁତ ଅଛି , ଫିଲ୍ମରେ ପୁନମ୍ ଅଭିନୟ କରିଥିବା ଅମୃତା ରାଓଙ୍କ ଅଭିନୟ ସମସ୍ତଙ୍କ ହୃଦୟ ଜିତିଥିଲା,  ଏତିକି ନୁହେଁ ଅମୃତା ଙ୍କୁ ପୁନମ୍ ନାଁରେ ଡାକୁଥିଲେ,  କିନ୍ତୁ ଅଚାନକ ଅମୃତା ବଲିଉଡ୍ ଦୁନିଆଁକୁ ନିଜଠାରୁ ଅଲଗା କରିଦେଲେ  , ଏବେ ତାଙ୍କ ଫ୍ୟାନ୍ସ ବି ତାଙ୍କ ଠାରୁ ନାରାଜ୍ ଅଛନ୍ତି । ଗତ ପାଞ୍ଚ ବର୍ଷରୁ ଅମୃତା ଫିଲ୍ମ ଲାଇଫ୍ ରୁ ଦୁରେଇ ଯାଇଛି , କିନ୍ତୁ ଛୋଟ ପର୍ଦାରେ କେବେ କେବେ ନଜର ଆସନ୍ତି , ହଁ ଆଜ୍ଞା, ୨୦୧୬ ରେ ଅମୃତା ମୋର ଆବାଜ୍ ପରିଚୟ ହେବାର ନଜର ଆସିଥିଲେ,  ଯାହାପରେ ସେ କେଉଁଆଡେ ହଜିଗଲେ,  ଏମିତି ନୁହେଁ ଅମୃତାଙ୍କ ଫିଲ୍ମ ପ୍ଲପ୍ ହୋଇଗଲା , ବରଂ ଏହି ଫିଲ୍ମଗୁଡିକ ଯୁବାଙ୍କ ମଧ୍ୟରେ ଆଜି ବି ପସନ୍ଦ କରାଯାଉଛି , ଇସ୍କ ବିକ୍ସ ସେହି ସମୟରେ ଯୁବାଙ୍କ ପାଇଁ ପସନ୍ଦର ଫିଲ୍ମ ଥିଲା କିନ୍ତୁ ସେ ନିଜ ଇଚ୍ଛାନୁସାରେ ହିଁ ଫିଲ୍ମରୁ ଦୁରେଇ ଦେଲେ ।

ଅମୃତା ନିଜ ସୁନ୍ଦରତାକୁ ନେଇ ଜଣାଯାଊଥିଲେ,  ଆଶ୍ଚର୍ଯ୍ୟର କଥା ଏହା କି ଅମୃତା ଏବେ ନିଜ ବିବାହର ବାର୍ଷିକି ମନାଉଛନ୍ତି , ଯାହାର ଫଟୋ ସେ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି , ଅମୃତା ନିଜ କ୍ୟାରିୟରରେ ଭଲ ଭଲ ଫିଲ୍ମ ଦେଇଛନ୍ତି , କିନ୍ତୁ ସେ ସଫଳତା ସେ ହାସିଲ୍ କରିପାରିଲେ ନାହିଁ , ଯାହାର ତାଙ୍କୁ ଦରକାର ଥିଲା କହିଦେବୁ କି ଅମୃତାଙ୍କ ବିବାହ ୨ ବର୍ଷ ପୁର୍ବେ ୧୫ ମେ କୁ ହୋଇଯାଈଥିଲା ।

ଏବେ ତାଙ୍କ ଫଟୋଗୁଡିକ ଦେଖିଲେ ଲାଗେ କି ସେ ଆଗ ଅପେକ୍ଷା ଅଧିକା ସୁନ୍ଦରୀ ଲାଗୁଛନ୍ତି , ସେମିତି ପୁରୁଣା ଷ୍ଟାଇଲ୍ କିନ୍ତୁ ପୁର୍ବ ଅପେକ୍ଷା ଅଧିକା ସୁନ୍ଦର ଲାଗୁଛନ୍ତି,  ଅମୃତା କେଉଁ ବଡଚିନ୍ତାରେ ଅଛନ୍ତି , କିନ୍ତୁ ତାଙ୍କ ଫଟୋରୁ ଦେଖି ଲାଗୁଛି କି ସେ ପୁର୍ବ ଅପେକ୍ଷା ଅଧିକା ଫିଟ୍ ଅଛନ୍ତି  ସେମିତି ଅମୃତା ଫିଲ୍ମରେ ଫେରିବେ କି ନାହିଁ , ଏହା ତାଙ୍କ ଉପରେ ନିର୍ଭର କରିଥାଏ , କିନ୍ତୁ ତାଙ୍କ ଫ୍ୟାନ୍ସ ଙ୍କୁ କେବେ ସେ ଦୁରେଇ ନାହାନ୍ତି , ଯାହାର କାରଣରୁ ସେ ସୋସିଆଲ୍ ମିଡିଆ ସହ ଯୋଡି ହୋଇଛନ୍ତି ।

Leave a Reply

Your email address will not be published. Required fields are marked *