January 26, 2025

Odia Express

Leading Odia News Portal of Odisha

ଯାହାକୁ ଆଜି ପର୍ଯ୍ୟନ୍ତ ଆମେ ବୁଝୁଥିଲେ ଛୋଟ ମୋଟ ଅଭିନେତ୍ରୀ, ସେ ବାହାରିଲେ ବଲିଉଡ୍ ସୁପରଷ୍ଟାର୍ ସାହିଦ୍ କାପୁର୍ ଙ୍କ ଭଉଣୀ – ଏବେ ଦେଖିନିୟନ୍ତୁ

ଆମର ବଲିଉଡ୍ ରେ ଏମିତି କଳାକାର ଅଛନ୍ତି ଯିଏକି ନିଜ ଅଭିନୟ ଓ ଦକ୍ଷତା ବଳରେ ଆଜି ବଲିଉଡ୍ ରେ ନିଜ ପରିଚୟ ସୃଷ୍ଟି କରିପାରିଛନ୍ତି , ଯେଉଁଥିରେ ଗୋଟେ ନାଁ ଆସେ ବଲିଉଡ୍ ସୁପରଷ୍ଟାର୍ ସାହିଦ୍ କାପୁର, ସାହିଦ୍ କାପୁରଙ୍କ ବାପା ପଙ୍କଜ କାପୁର୍ ଜିଏକି ଜଣେ ପ୍ରସିଦ୍ଧ ଫିଲ୍ମ ଅଭିନେତା ଅଟନ୍ତି , କିନ୍ତୁ ଫିଲ୍ମ ବ୍ୟାକ୍ ଗ୍ରାଉଣ୍ତ ହେବା ସତ୍ତ୍ୱେ ବି ସାହିଦ୍ କାପୁର କେବେ ବି ସଫଳତା ହାସିଲ୍ କରିବାପାଇଁ ନିଜ ବାପାଙ୍କ ନାଁର ସାହାରା ନେଇନଥିଲେ । ବରଂ ସେ ଜଣେ ବ୍ୟାକ୍ ଗ୍ରାଉଣ୍ତ ଡ୍ୟାନ୍ସର୍ର୍ ,କେବେ ମ୍ୟୁଜିକ୍ ଭିଡିଓଜ୍ ଓ ଟିଭି ବିଜ୍ଞାପନରେ କାମ କରିବାପରେ ସେ ନିଜ ଦମରେ ଫିଲ୍ମରେ କ୍ୟାରିୟର ଆରମ୍ଭ କରିଥିଲେ,  ଯାହାକି ଆଯି ଇଣ୍ତଷ୍ଟ୍ରିରେ ଏକ ଲିଡ୍ ଅଭିନେତା ଭାବେ ଜଣାଯାଆନ୍ତି , ଏବେ ତାଙ୍କ ଫିଲ୍ମ ପଦ୍ମାବତ ରିଲିଜ୍ ହୋଇଥିଲା, ଯେଉଁଥିରେ ସେ ଦମଦାର୍ ଅଭିନୟ କରିଥିଲେ,  ଏକ ଇଣ୍ଟରଭ୍ୟୁରେ ସେ କହିଥିଲେ କି ସେ ଜଣେ ସାଧାରଣ ଷ୍ଟ୍ରଗଲର ଭାବେ ଫିଲ୍ମରେ ଅଡିସନ୍ ଦେବାକୁ ଯାଉଥିଲେ,  କେବେ କେବେ ସେ ଏହା ବି କହୁନଥିଲେ କି ସେ ଲୋକପ୍ରିୟ ଅଭିନେତା ପଙ୍କଜ କାପୁରଙ୍କ ପୁଅ ଅଟନ୍ତି ବୋଲି , ଆଜି ସାହିଦ୍ ନିଜ କଡା ପରିଶ୍ରମ ଓ ସଂଘର୍ଷରୁ ବଲିଉଡ୍ ରେ ଏକ ଖାସ୍ ସଫଳତା ହାସିଲ୍ କରିଥିଲେ ।

ସେ ନିଜ ଫିଲ୍ମ କ୍ୟାରିୟର ୨୦୦୩ ରେ ଆରମ୍ଭ କରିଥିଲେ ତାଙ୍କ ପ୍ରଥମ୍ ଫିଲ୍ମ ଇସ୍କ ବିକ୍ସ ଥିଲା ଯାହା ବକ୍ସ ଅଫିସ୍ ରେ ଅଧିକା ସଫଳ ହୋଇପାରିନଥିଲା କିନ୍ତୁ ଏହି ଫିଲ୍ମ ପରେ ସାହିଦ୍ ବଲିଉଡ୍ ରେ ବହୁତ ହିଟ୍ ଫିଲ୍ମ ଦେଇଥିଲେ,  ଓ ଏହାଦ୍ୱାରା ତାଙ୍କର ପ୍ରଶଂସକଙ୍କ ସଂଖ୍ୟା ବୃଦ୍ଧି ପାଇଲା । ସହିଦ୍ କାପୁର ଫିଲ୍ମ ବିବାହ ଓ ଜବ୍ ୱିଇ ମେଟ୍ ବି ବହୁତ ପସନ୍ଦ କରାଯାଇଥିଲା,  ଓ ଝିଅଙ୍କ ମଧ୍ୟରେ ଅଧିକା ଚର୍ଚ୍ଚିତ ହୋଇଯାଈଥିଲା,  ତାଙ୍କର କ୍ୟାରିୟର ବହୁତ ସଂଘର୍ଷମୟ ହୋଇଥିଲା,  କିନ୍ତୁ କେବେ ସେ ହାର୍ ମାନିନଥିଲେ,  ଆଜି ଆମେ କଥା ହେଉଛୁ ସାହିଦ୍ କାପୁରଙ୍କ ଭଉଣୀଙ୍କ ବିଷୟରେ , ସାହିଦଙ୍କ ଭଉଣୀଙ୍କ ନାଁ ସନାହ କାପୁର୍ ଅଟେ, ସନାହ କାପୁର ସାହିଦ୍ ଙ୍କ ବାପା ପଙ୍କଜ କାପୁରଙ୍କ ଦ୍ୱିତୀୟ ସ୍ତ୍ରୀ ସୁପ୍ରିୟା ପାଠକଙ୍କ ଝିଅ ଅଟନ୍ତି , ଯେବେ କି ସାହିଦ୍ କାପୁର ଓ ଇଶାନଖଟ୍ଟର ପଙ୍କଜ କାପୁରଙ୍କ ପ୍ରଥମ ସ୍ତ୍ରୀ ନିଲିମା ଆଜିମ୍ ଙ୍କ ପୁଅ ଅଟନ୍ତି , ସନାହ କାପୁର ସାହିଦ୍ କାପୁରଙ୍କ ଛୋଟ ଭଉଣୀ ଅଟନ୍ତି ।

କହିଦେବୁ କି ଅଭିନେତା ସାହିଦ୍ କାପୁରଙ୍କ ସଉତୁଣି ଭଉଣୀ ସନା କାପୁରଙ୍କ କହିବା କଥାକି ସାହିଦ୍ ଯେମିତି ଯତ୍ନବାନ ଅଟନ୍ତି ତାଙ୍କ ପରି ଭାଇ ପାଇ ନିଜକୁ ମୂଁ ଗର୍ବ କରୁଛି , ଏକ ଇଣ୍ଟରଭ୍ୟୁରେ ସନା କହିଥିଲେ କି ସାହିଦ୍ ଙ୍କ ପରି ଭାଇ ପାଇ ମୁଁ ବହୁତ ଭାଗ୍ୟବାନ ମନେ କରୁଛି, ଆମର ମଧ୍ୟରେ ବୟସର ଅନ୍ତର ଅଛି , ସେ ନିଜ ଆସ୍ଖିର ସାମ୍ନାରେ ମୋତେ ବଡ ହେବାର ଦେଖିଛନ୍ତି , ଏଥିପାଇଁ ସେ ମୋର ବହୁତ ଧ୍ୟାନ ରଖନ୍ତି ।

ଆପଣଙ୍କୁ କହିଦେବୁ କି ସାହିଦ୍ କାପୁରଙ୍କ ଭଉଣୀ ସନା କାପୁର ବହୁତଥର ସୋସିଆଲ୍ ମିଡିଆରେ ନିଜର ବୋଲଡ୍ ଫଟୋ ଗୁଡିକ ସେୟାର୍ କରନ୍ତି , ସନା କାପୁର୍ ତାଙ୍କ ଭାଇ ସାହିଦ୍ କାପୁରଙ୍କ ସହ ଫିଲ୍ମ ଶାନଦାର୍ ରେ ଦେଖାଯାଇଥିଲା,  ଏହି ଫିଲ୍ମ ବକ୍ସ ଅଫିସରେ ସେମିତି ଖାସ୍ କମାଲ୍ କରିପାରିନଥିଲା<  ସନାଙ୍କୁ ଏହି ବଲିଉଡ୍ ରୁ ଜାଣିବାକୁ ମିଳିଲା ।ସନା କପୁରଙ୍କ କହିବା କଥା ସେ ଯେଉଁ ବି ଫିଲ୍ମ କରିବେ ତେବେ ତାଙ୍କ ନିଜର ନିର୍ଣ୍ଣୟ ହେବ , ତାଙ୍କ ବାପା ପଙ୍କଜ କାପୁର କିମ୍ବା ଭାଇ ସାହିଦ୍ କାପୁର କେଉଁ ବି ପ୍ରକାରର ଦଖଲ ନେବେନି ।

Leave a Reply

Your email address will not be published. Required fields are marked *