IASପରୀକ୍ଷାରେ ପଚାରାଗଲା କି ଆମ୍ବୁଲାନ୍ସକୁ ଓଡ଼ିଆରେ କଣ କୁହାଯାଏ , ଜବାବ୍ ଶୁଣିକରି ଆପଣଙ୍କର ମୁଣ୍ତ ଘୁମାଇଦେବ – ଦେଖନ୍ତୁ ସଠିକ ଉତ୍ତର କଣ..
ଆଜିକାଲି ଜମାନା ବହୁତ ଆଗରେ ଅଛି , ଓ କମ୍ପିଟିସନ୍ ବି ଆସିଯାଇଛି , ଓ ଆଜିକାଲି ସବୁ ଲୋକ ଶିକ୍ଷିତ ହୋଇସାରିଲେଣି, ଓ ବହୁତ ଚାଲାକ୍ ବି ହୋଇଗଲେଣି , ଆପଣ ମାନଙ୍କ ମଧ୍ୟରୁ ବହୁତ ଲୋକ ପରିକ୍ଷା ଦେଉଥିବେ କିନ୍ତୁ ସେଥିରେ କିଛିକାଂଶ ଲୋକ ସଫଳ ହୋଇପାରୁନଥିବେ , କିନ୍ତୁ ଏହି ସବୁ ମଧ୍ୟରେ ଆଇଏଏସ୍ ପରିକ୍ଷା ଦେବା ସହଜ କାମହୋଇନଥାଏ, ଏହାପାଇଁ ବର୍ଷ ବର୍ଷ ଧରି ପାଠ ପଢିବାକୁ ପଡିଥାଏ , ଲିଖିତ ପରୀକ୍ଷା ପାସ୍ କରିବାପରେ ଇଣ୍ଟରଭ୍ୟୁ ପାଇଁ ଡକରା ଆସିଥାଏ । ଏହି ପରୀକ୍ଷା ରାତିଦିନ ପଢିବା ସେତେ ଅଧିକା ହୋଇନଥାଏ, ଏହାପାଇଁ ଆପଣଙ୍କ ଦିମାଗର ପରୀକ୍ଷା ନିଆଯାଏ , ଆପଣଙ୍କ ଭାବନାର ଶକ୍ତି କେତେ ଅଧିକା ଅଛି କେଉଁ ଭଳି ପରିସ୍ଥିତିରେ କିପରି କାମ କରୁଛି ଏହି ପରୀକ୍ଷା ସେହି ବିଷୟରେ ପତ୍ତା କରିଥାଏ କି ସାମ୍ନାରେ ବସିଥିବା କ୍ୟାଣ୍ତିଡେଟ୍ ପାଖରେ କେଉଁ ବୁଦ୍ଧି ଅଛି ଓ ତାହା ସେ କିପରି ଉପଯୋଗ କରୁଛି
ଆଜିର ସମୟରେ ଆଇଆଇଟି ଓ ଆଇଏଏସ୍,ପିସିଏସ୍ ପରୀକ୍ଷା ପାସ୍ ହୋଇଥିବା ଲୋକଙ୍କର ତେଜ୍ ଦିମାଗ ଅଛି ବୋଲି ଜଣାଯାଏ , ଓ ଏମିତିରେ ପରୀକ୍ଷା ଦେଉଥିବା ଲୋକ ବହୁତ ଜଲଦି ପ୍ରଶ୍ନର ଉତ୍ତର ଦେଇଦିଅନ୍ତି । ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କ ଦିମାଗ ତେଜ୍ ହେଉ ତେବେ ଆପଣ ପାଇଁ କିଛି ପ୍ରଶ୍ନ ନେଇକରି ଆସିଛୁ ,ଯାହାର ଜବାବ୍ ଆପଣଙ୍କୁ ଦେବାର ଅଛି , ଯଦି ଆପଣ ଜବାବ୍ ସଠିକ୍ ଦେଲେ ତେବେ ଭଲ କଥା ନହେଲେ ଆମେ ଆପଣଙ୍କୁ ପ୍ରଶ୍ନର ଉତ୍ତର ଭୁଲ୍ ଦେଲେ ଆପଣଙ୍କୁ ପ୍ରଶ୍ନର ଉତ୍ତର ଜଣାନଥିଲେ କିଛି କଥା ନୁହେଁ ଆପଣଙ୍କୁ ସେହି ଜଟିଳ ପ୍ରଶ୍ନର ଜବାବ୍ ତଳେ ପୋଷ୍ଟରେ ଦେଇଦେବୁ, ଏମିତିରେ ଆଜି ଆମେ ଆପଣଙ୍କ ଦିମାଗକୁ ପରଖିବାକୁ ଯାଉଛୁ , କିଛି ଏପରି ସରଳ, ମଜାଦାର୍, ଓ ରୋଚକ ପ୍ରଶ୍ନଗୁଡୀକକୁ ନେଇ , ଯାହାର ଜବାବ୍ ଦେଇକରି ଆପଣ ବି ବୁଝିପାରିବେ କି କେତେ ଆପଣଙ୍କ ଦିମାଗ ଡରି ରହିଚି ।
ପ୍ରଥମ ପ୍ରଶ୍ନ- ନାଶାର ଏକ ଯାନ ଏବେ କେଉଁ ଗ୍ରହ/ଉପଗ୍ରହରେ ପୃଥିବୀ ସମାନ ଦେଖାଯାଉଥିବା ମାଟିର ଖୋଜ୍ କରିଥିଲା ? ପ୍ରଥମ ଉତ୍ତର –ମଙ୍ଗଳ ଗ୍ରହର ଖୋଜ୍ କରାଯାଇଥିଲା,
ଦ୍ୱିତୀୟ ପ୍ରଶ୍ନ- କେଉଁ ସ୍ମୃତିକୁ ସବୁଠାରୁ ପୁରୁଣା ମାନାଯାଇଛି ? ଉତ୍ତର-ମନୁସ୍ମୃତିକୁ ସବୁଠାରୁ ପୁରୁଣା ସ୍ମୃତି ଭାବେ ଜଣାଯାଏ ।
ତୃତୀୟ ପ୍ରଶ୍ନ- କେଉଁ ଆୟୁରେ ଗୌତମ ବୁଦ୍ଧ ଘର ଛାଡିକରି ନିର୍ବାଣ ପ୍ରାପ୍ତି କରିଥିଲେ ? ଉତ୍ତର : ୩୫ ବର୍ଷର ବୟସରେ
ଚତୁର୍ଥପ୍ରଶ୍ନ- ହକିର ଜାଦୁଗର କାହାକୁ କୁହାଯାଏ ? ଉତ୍ତର ; ମେଜର୍ ଧ୍ୟାନଚାନ୍ଦଙ୍କୁ
ପଞ୍ଚମ ପ୍ରଶ୍ନ- ଆମ୍ବୁଲାନ୍ସକୁ ହିନ୍ଦିରେ କଣ କୁହାଯାଏ ? ଉତ୍ତର- ରୋଗୀ ବାହାନ
ଆମେ ଆଶା କରୁଛୁ ଆପଣ ଆମର ଏହି ଆକର୍ଷଣୀୟ ପୋଷ୍ଟକୁ ପସନ୍ଦ କରିବେ ଏବଂ ଆପଣଙ୍କୁ ମଧ୍ୟ ସୂଚନା ଦିଆଯିବ | ତେଣୁ ବନ୍ଧୁଗଣ, ଆମ ଭଳି ଏହି ପ୍ରଶ୍ନଗୁଡିକ ପଢନ୍ତୁ ଏବଂ ସୂଚନା ନିଅନ୍ତୁ |