January 26, 2025

Odia Express

Leading Odia News Portal of Odisha

ଯଦି ଶନିଦେବ ସ୍ୱପ୍ନରେ ଦେଖାଯାଆନ୍ତି ତେବେ ବୁଝିଯିବେ କି ଜଲଦି ଆପଣଙ୍କ ଜୀବନରେ ଆସିଯିବ ସୁଖର ଭଣ୍ତାର..

ସବୁ ଦେବତାଙ୍କ ମଧ୍ୟରେ ଶନିଦେବ ଏମିତି ଏକ ଦେବତା ଅଟନ୍ତି । ଯାହାଙ୍କୁ ନାରାଜ୍ କରିବାର ରିସ୍କ କେହି ବି ଭକ୍ତ ନେଇପାରିବେ ନାହିଁ , ଯଦି ଥରେ ଶନିଦେବ ଆପଣଙ୍କ ଠାରୁ ରୁଷ୍ଟ ହୋଇଗଲେ ତେବେ ଆପଣଙ୍କ ଜୀବନରେ ଦୁଃଖର ବାଦଲ ଆସିଯିବ,  ଏହି କଥା ସତ୍ କି ଯଦି ଆପଣ ଥରେ ଶନିଦେବଙ୍କୁ ପ୍ରସନ୍ନ କରିଦେଲେ ତେବେ ବୁଝିଯିବେ କି ଆପଣଙ୍କ ଜୀବନରେ ଚିନ୍ତା ଗୁଡୀକ ସମାପ୍ତ ହୋଇଯିବ,  ଏମିତିରେ ପ୍ରଶ୍ନ ଉଠେ କି ଆପଣଙ୍କୁ କେମିତି ଲାଗିବ ଯେବେ ଶନିଦେବ ପ୍ରସନ୍ନ ହୋଇଛନ୍ତି ବୋଲି , ବହୁତ ଥର ଆମେ ଅଜଣାରେ ଏମିତି ଭୁଲ୍ କରିବସୁ ଯାହା ଦ୍ୱାରା ଆମକୁ ଜଣାଯାଏ ନାହିଁ । ଏମିତିରେ ଶନିଦେବଙ୍କୁ ଅଲଗା ଅଲଗା ମାଧ୍ୟମରେ ସଙ୍କେତ ଦେଇକରି ଏହି ଭୁଲ୍ ର ଅନୁଭବ କରିଥାନ୍ତି । ଆପଣ ସମସ୍ତେ ଶୋଇବା ସମୟରେ ସ୍ୱପ୍ନ ଦେଖିଥାନ୍ତି , ବହୁତଥର ଏହି ସ୍ୱପ୍ନରେ ଆମକୁ ଅଜବ ଧରଣର ଜିନିଷ ଦେଖିବାକୁ ମିଳିଥାଏ,  ଏମିତି କିଛି ଜିନିଷର ସିଧା ସଂବନ୍ଧ ଆପଣଙ୍କ ଜୀବନରେ ସିଧା ପଡିଥାଏ , ଆଜି ଆମେ ଆପଣଙ୍କୁ ସ୍ୱପ୍ନ ଦେଖାଯିବାର କିଛି ସଙ୍କେତ୍ ବିଷୟରେ କହିବୁ , ଯାହାକୁ ସ୍ୱୟଂ ଶନିଦେବ ନିଜ ଭକ୍ତଙ୍କୁ ଦେଖାଇକରି କେଉଁ ଜିନିଷ ପାଈଁ ଆଗୁଆ ସଙ୍କେତ ଦେଇଥାନ୍ତି ।

୧) ଯଦି ଆପଣଙ୍କୁ ଶନିଦେବ ସ୍ୱପ୍ନରେ ଦେଖାଦିଅନ୍ତି , ଓ ସେ କଳା ମଇଁଷିରେ ବସିଥିବାରନଜର ଆସେ ତେବେ ବୁଝିଯିବେ କି ଆପଣଙ୍କ ଜୀବନରେ କେଉଁ ବଡ ଦୁର୍ଘଟଣା ଘଟିବାର ଅଛି , ଏହି ଦୁର୍ଘଟଣାରୁ ଦୁରେଇ ରହିବାପାଇଁ ଆପଣଙ୍କୁ ଶନିଦେବଙ୍କ ମନ୍ଦିରରେ ରାଶିର ତେଲ ଅର୍ପଣ କରିବାକୁ ହେବ , ତାହା ସହ ଶନିବାର ଦିନ ଶନିଦେବଙ୍କ ନାଁରେ ବ୍ରତ ରଖିବାକୁ ହେବ , ଏହାର ବିପରିତ ଯଦି ଆପଣଙ୍କୁ କେବଳ ସ୍ୱପ୍ନରେ କଳା ମଇଁଷିଦେଖାଦିଏ ତେବେ ତେବେ ଜାଣିବେ କି ଦୁର୍ଘଟଣା ଆପଣଙ୍କ ସହ ନୁହେଁ ବରଂ ଆପଣଙ୍କ ନିକଟସ୍ଥ ସଂମ୍ପର୍କୀୟଙ୍କ ସହ ହେବାର ଅଛି,  ଏମିତି ସ୍ଥିତିରେ ଆପଣ ଏହି ଉପାୟ କରି ନିଜ ପାଖ ସଂମ୍ପର୍କିୟଙ୍କୁ କ୍ଷମା କରିବାର ବିନତି କରିବେ

୨) ଯଦି ଆପଣ ସ୍ୱପ୍ନରେ କାଉ ଦାନା ଖାଉଥିବାର କିମ୍ବା ଭୋଜନ ଗ୍ରହଣ କରୁଥିବାର ଦେଖାଯାଏ , ତେବେ ବୁଝିବେ କି ଏହା ଆର୍ଥିକ ଅସୁବିଧା ଦୁର ହେବାର ସଙ୍କେତ ହେବ , ଆପଣଙ୍କୁ କହିଦେବୁ କି ଶନିଦେବଙ୍କ ବାହାନ କାଉ ହୋଇଥାଏ,  ଏହି ସ୍ୱପ୍ନରେ କାଉ ଯଦି ଦାନା ଖାଉଥିବାର ନଜର ଆସେ ତେବେ ଜାଣିବେ କି ଆପଣଙ୍କ ଆର୍ଥିକ ଅସୁବିଧା ଦୁର ହେବାର ଅଛି,  ଓ ଯଦି କାଉ ସହ ଶନିଦେବ ଦେଖାଦିଅନ୍ତି ତେବେ ବୁଝିଯିବେ କି ଆପଣଙ୍କୁ ବହୁତ ବଡ ଧନଲାଭ ହେବାର୍ ଅଛି, ଏମିତିରେ ଆପଣଙ୍କୁ ଶନିଦେବଙ୍କ ପୁଜା ବା ଆରାଧନା କରି ତାଙ୍କୁ ପ୍ରସନ୍ନ କରିବାର ଅଛି

୩) ଯଦି ଆପଣଙ୍କୁ ସ୍ୱପ୍ନରେ ନିଜେ ଶନିଦେବଙ୍କ ଆରାଧନା କରୁଥିବାର ନଜର ଆସେ କିମ୍ବା ଶନିଦେବଙ୍କର ମନ୍ଦିର ଦେଖାଯାଏ ଓ ଆପଣ ତାଙ୍କ ପ୍ରତିମା ସାମ୍ନାରେ ନିଜେ ଠିଆ ହୋଇଥିବାର ନଜର ଆସେ ତେବେ ଶନିଦେବ ଆପଣଙ୍କୁ ମନେ ପକାଉଛନ୍ତି କି ଆପଣଙ୍କ ପୁଜା ପାଠରେ କିଛି ଟା ତ୍ରୁଟି ହୋଇଛି, ଏମିତିରେ ଆପଣଙ୍କୁ ନିୟମିତ ଶନିଦେବଙ୍କ ମନ୍ଦିର ଯିବା ଓ ତେଲ ଚଢାଇବା ଓ ତାଙ୍କର୍ ଆରାଧନା କରିବା ଇତ୍ୟାଦି କରିବାକୁ ହେବ , ଯଦି ଆପଣ ସଠିକ୍ ସମୟରେ ସବୁ କିଛି କରିଦେବେ ତେବେ ଶନିଦେବ ନାରାଜ୍ ହେବେ ନାହିଁ

Leave a Reply

Your email address will not be published. Required fields are marked *