February 6, 2025

Odia Express

Leading Odia News Portal of Odisha

ଚତୁର ପ୍ରଶ୍ନ – ମହୁ ଠାରୁ ଅଧିକ ମିଠା _ ଅଟେ,ସୁର୍ଯ୍ୟ ଠାରୁ ଅଧିକ ଗରମ_ ଅଟେ,ଵାଦସାହା ଙ୍କୁ _ ଦରକାର। ଫକୀର ପାଖରେ_ ଅଛି ,ଏଠାରେ କେବଳ ଗୋଟେ ଶବ୍ଦ ଆସିବ ତାହା କଣ ?୯୯ ପ୍ରତିଶତ ଲୋକ ଫେଲ ହେଇଯିବେ…

ଆସନ୍ତୁ ଜାଣିବା କେତେକ ସାଧାରଣଜ୍ଞାନ ଓ ଜ୍ଞାନ ବୁଦ୍ଧି ବର୍ଦ୍ଧକ ପ୍ରଶ୍ନ ଓ ଏହାର ଉତ୍ତର ବିଷୟରେ,ଯାହାକୁ ଜାଣି ଆମର ସାଧାରଣ ଜ୍ଞାନ ବଢି ପାରିବ।ଦୁନିଆ ରେ ଏପରି କିଛି ପ୍ରଶ୍ନ ଥାଏ ଯାହାର ଉତ୍ତର ଶୁଣିବା ପାଇଁ ଆମ ମନରେ ଖୁବ କୌତୁହଳ ସୃଷ୍ଟି ହୁଏ |ତେବେ ଏହି ପ୍ରଶ୍ନ ଓ ଉତ୍ତର ଗୁଡିକ ଖୁବ ମଜାଦାର ହେଇତଃଏ ଓ ଉପସ୍ତିତି ବୁଢ଼ୀ ର ପ୍ରୟୋଗ ରେ ଏହାର ଉତ୍ତର ଦେବାକୁ ପଡେ |ତେବେ ଆଜି ମଧ୍ୟ ଆମେ ଆପଣାକୁ କିଛି ନୂଆ ଚତୁର ପ୍ରଶ୍ନ ବିଷୟରେ କହିବା ପାଇଁ ଯାଉଛୁ |ଆଜିର ୩୦ ଟି ପ୍ରଶ୍ନ ନିଶ୍ଚୟ ଆପଣାକୁ ଭଲ ଲାଗିବ

ଆସନ୍ତୁ ଜାଣିବା ଏକ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୧:-କେଉଁ ଜୀଵ କେବେ ନିଜ ମା କୁ ଦେଖି ନଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ବିଛା।

ଆସନ୍ତୁ ଜାଣିବା ଦୁଇ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୨:-ଏମିତି କେଉଁ ଗଛ ଅଛି ଯାହା ଉପରେ ଆମେ ଚଢି ପାରିବା ନାହିଁ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା କଦଳୀ ଗଛ ଉପରେ।

ଆସନ୍ତୁ ଜାଣିବା ତିନି ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୩:-ସବୁଠାରୁ ବଡ଼ ଅଣ୍ଡା କେଉଁ ପକ୍ଷୀର ହୋଇଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଶତୁର ମୁର୍ଗର।

ଆସନ୍ତୁ ଜାଣିବା ଚାରି ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୪:-କେଉଁ ପକ୍ଷୀ କେବେ ଗଛ ଉପରେ ବସି ନଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଟିଟୋନି ନାମକ ପକ୍ଷୀ।

ଆସନ୍ତୁ ଜାଣିବା ପାଞ୍ଚ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୫:-ଏମିତି କେଉଁ ଜୀଵ ଅଛି ଯିଏ କେବେ ଶୋଇ ନଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ବୁଲଫ୍ରଗ।

ଆସନ୍ତୁ ଜାଣିବା ଛଅ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୬:-ଗୋଟେ ମଣିଷ ୨୪ ଘଣ୍ଟାରେ କେତେ ଥର ନିଶ୍ୱାସ ନେଇ ଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ୧୭ ରୁ ୩୦ ହଜାର ଥର।

ଆସନ୍ତୁ ଜାଣିବା ସାତ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୭:-ବିଶ୍ୱରେ ଏମିତି କେଉଁ ଦେଶ ଅଛି ଯେଉଁଠାରେ ଗୋଟେ ହେଲେ ନଦୀ ନଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ସାଉଦି ଆରବରେ।

ଆସନ୍ତୁ ଜାଣିବା ଆଠ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୮:-ସେ ଏମିତି କେଉଁ ପ୍ରାଣୀ ଅଟେ ଯିଏ ନିଜକୁ ପୁରୁଷରୁ ସ୍ତ୍ରୀକୁ ରୂପାନ୍ତରଣ କରି ପାରିବେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଝିଟିପିଟି ଆଉ ଆକ୍ଟୋପସ।

ଆସନ୍ତୁ ଜାଣିବା ନଅ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୯:-ବିଶ୍ୱରେ ଏମିତି କେଉଁ ଦେଶ ଅଛି ଯେଉଁଠାରେ କପଡା ପରେ ଖବରକାଗଜ ଛପା ହୁଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ସ୍ପେନ ଠାରେ।

ଆସନ୍ତୁ ଜାଣିବା ଦଶ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୦:-ସବୁଠାରୁ ପ୍ରଥମେ ବିମୁଦ୍ରି କରଣ କେଉଁ ଦେଶରେ ହୋଇଥିଲା ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଘନା ଦେଶରେ।

ଆସନ୍ତୁ ଜାଣିବା ଏଗାର ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୧:-ଗୋଟେ ବର୍ଷରେ ମୋଟ କେତେ ମିନିଟ ହୋଇଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ୫,୨୫,୬୦୦ ମିନିଟ।

ଆସନ୍ତୁ ଜାଣିବା ବାର ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୨:-ସେ ଏମିତି କେଉଁ ମଣିଷ ଅଟେ ଯାହାର କେଉଁଠି କୌଣସି ପ୍ରକାରର ଟିକେଟ ଲାଗିନଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ନୂଆ ଜନ୍ମ ହୋଇଥିବା ଶିଶୁର।

ଆସନ୍ତୁ ଜାଣିବା ତେର ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୩:-ଛୋଟ ଭାରତ କେଉଁ ଦେଶକୁ କୁହାଯାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଫିଜି ଦେଶକୁ।

ଆସନ୍ତୁ ଜାଣିବା ଚଉଦ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୪:-ଦେଶରେ ପ୍ରାୟ କେତେ ଲୋକ ତମ୍ବାଖୁ ସମ୍ବନ୍ଧିତ ରୋଗରେ ପୀଡ଼ିତ ହୋଇ ମୃତ୍ୟୁ ବରଣ କରନ୍ତି ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ପ୍ରାୟ ୮ ଲକ୍ଷ୍ୟ ଲୋକ।

ଏବେ ଆସନ୍ତୁ ଜାଣିବା ପନ୍ଦର ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୫:-ଭାରତର ସବୁଠାରୁ ମହଙ୍ଗା ଚଳଚ୍ଚିତ୍ର କେଉଁଟି ଅଟେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ବାହୁବଳୀ ୨।

ଏବେ ଆସନ୍ତୁ ଜାଣିବା ଷୋହଳ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୬:-କେଉଁ ରାଜ୍ୟରେ ପୁଅ ଓ ଝିଅ ଏକାଠି ବୁଲି ପାରିବେ ନାହିଁ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ମିଜରାମରେ।

ଏବେ ଆସନ୍ତୁ ଜାଣିବା ସତର ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୭:-ମଣିଷର ସବୁତଗରୁ ବଡ଼ ଶତ୍ରୁ କେଉଁ ଜୀଵ ଅଟେ ?

ଉତ୍ତର:- ଏହାର ସଠିକ ଉତ୍ତର ହେଲା ମଶା।

ଏବେ ଆସନ୍ତୁ ଜାଣିବା ଅଠର ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୮:-ବିଶ୍ୱର ସବୁଠାରୁ ଦ୍ରୁତ ଦୌଡୁଥିବା ମଣିଷ କିଏ ଅଟେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଉସେନ ବୋଲ୍ଟ।

ଏବେ ଆସନ୍ତୁ ଜାଣିବା ଉଣେଇସି ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୯:-ଭାରତରେ ପ୍ରାୟ କେତେ ପ୍ରତିଶତ ଲୋକ ମୋଟ ସଚ୍ଚୋଟ ଅଟନ୍ତି ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ୨୮% ଲୋକ।

ଏବେ ଆସନ୍ତୁ ଜାଣିବା କୋଡିଏ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୨୦:-ଦୁନିଆର ସବୁଠାରୁ ଛୋଟ ଦେଶ କେଉଁଠି ଅଟେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଭେଟିକାନ ସିଟି।

ଏବେ ଆସନ୍ତୁ ଜାଣିବା ଏକୋଇଶି ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୨୧:-କେଉଁ ଦେଶରେ ଗୋଟେ ହେଲେବି ଛୁଆର ଜନ୍ମ ହୋଇନଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଭେଟୀକାନ ସିଟି।

ଏବେ ଆସନ୍ତୁ ଜାଣିବା ବାଇଶି ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୨୨:-ସବୁ ଠାରୁ ଚାଲାଖ ମାଛ କିଏ ଅଟେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଡ଼ଲଫିନ।

ଏବେ ଆସନ୍ତୁ ଜାଣିବା ତେଇସି ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୨୩:-ଗଛରେ ଲାଗୁଥିବା ବିଶ୍ୱର ସବୁତଗାରୁ ବଡ଼ ଫଳ କଣ ଅଟେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା କଟହେଲ।

ଏବେ ଆସନ୍ତୁ ଜାଣିବା ଚବିଶି ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୨୪:-ସେ କେଉଁ ଜୀଵ ଅଟେ ଯିଏ ପଥର ଖାଇ ଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ସୁତୁର ମୁର୍ଗ।

ଏବେ ଆସନ୍ତୁ ଜାଣିବା ପିଚିସି ନମ୍ବର ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୨୫:-ତାଜମହଲ ତିଆରି କରିବା ପାଇଁ ସର୍ଵମୋଟ କେତେ ସମୟ ଲାଗିଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ୨୨ ବର୍ଷ।

ଏବେ ଆସନ୍ତୁ ଜାଣିବା ଚବିଶି ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୨୬:-ସୋନେ ର ଏମିତି କେଉଁ ଜିନିଷ ଅଛି ଯାହାକୁ ସୁନାର ବିକି ନଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଖଟ ବା ଚାରପାଇ।

ଏବେ ଆସନ୍ତୁ ଜାଣିବା ସତେଇସି ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୨୭:-ଏମିତି କେଉଁ ଜିନିଷ ଅଛି ଯାହା ସବୁବେଳେ ଓଦା ଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଜିଭ।

ଏବେ ଆସନ୍ତୁ ଜାଣିବା ଅଠେଇଶି ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୨୮:-କେଉଁ ଦେଶରେ ସବୁଠାରୁ ଅଧିକ ଚଳଚ୍ଚିତ୍ର ତିଆରି କରାଯାଇ ଅଛି ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଭାରତ ଠାରେ।

ଏବେ ଆସନ୍ତୁ ଜାଣିବା ଅଣତିରିଶି ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୨୯:-ଏମିତି କେଉଁ ଦେଶ ଅଛୁ ଯେଉଁଠାରେ ଗୋଟେବି କ୍ଷେତ ନାହିଁ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ସିଙ୍ଗାପୁର ଠାରେ।

ଏବେ ଆସନ୍ତୁ ଜାଣିବା ତିରିଶି ନମ୍ବର୍ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୩୦:-ମହୁ ଠାରୁ ଅଧିକ ମିଠା _ ଅଟେ। ସୁର୍ଯ୍ୟ ଠାରୁ ଅଧିକ ଗରମ_ ଅଟେ। ଵାଦସାହା ଙ୍କୁ _ ଦରକାର। ଫକୀର ପାଖରେ_ ଅଛି। ଯିଏ _ ଖାଇବ ସିଏ ମରିଯିବ ଏଠାରେ କେବଳ ଗୋଟେ ଶବ୍ଦ ଆସିବ ତାହା କଣ ?

ଉତ୍ତର:- ଏହାର ସଠିକ ଉତ୍ତର ହେଲା କିଛିନାହିଁ।

ଏହା ଥିଲା କେତେକ ସାଧାରଣ ଜ୍ଞାନ ଭିତ୍ତିକ ପ୍ରଶ୍ନ ଓ ଉତ୍ତର।

Leave a Reply

Your email address will not be published. Required fields are marked *