February 8, 2025

Odia Express

Leading Odia News Portal of Odisha

ପ୍ରତିଦିନ ଖାଲି ପେଟରେ ଖାଆନ୍ତୁ କେବଳ ୫ ଟି ବାଦାମ୍ , ଏହି ରୋଗଗୁଡିକରୁ ସବୁଦିନ ପାଇଁ କହିଦିଅନ୍ତୁ ବାଏ ବାଏ

ଆପଣ ବାଦାମ ବିଷୟରେ ନିଶ୍ଚିତ ଶୁଣିଥିବେ , ନିଶ୍ଚିତ ରୁପେ ଖାଇବି ଥିବେ , କୁହାଯାଏ କି ବାଦାମରେ ବହୁତ ପ୍ରକାରର ପୋଷ୍ଟିକ ତତ୍ତ୍ୱ ମିଳିଥାଏ , ଯାହାକୁ ଖାଇଲେ ଆମ ଶରୀରରେ ଶକ୍ତି ଆସିଯାଏ , ଏହା ଛଡା ଆପଣ ଏହା ବି ବହୁତଥର ଶୁଣିଥିବେ କି ବାଦାମ୍ ଖାଇଲେ ଦିମାଗ ତେଜ୍ ହୋଇଥାଏ, ଆପଣଙ୍କୁ କହିବାକୁ ଚାହିଁବୁ କି ବାଦାମ ଏକ ପ୍ରକାରର ସ୍ୱାସ୍ତ୍ୟକର ଖାଦ୍ୟ ଅଟେ ଯାହା ଅଧିକା ପୋଷ୍ଟିକ୍ ଥାଏ , ଯାହା ଆମ ଶରୀର ପାଇଁ ବହୁତ ହିତକାରି, ଆପଣଙ୍କୁ ବାଦାମ ଖାଇବାର କିଛି ଖାସ୍ ଫାଈଦା ବିଷୟରେ କହିବୁ ଯାହା ଦ୍ୱାରା ଆପଣଙ୍କ ଶରିରରୁ ସବୁ ରୋଗ ଦୁର ହୋଇଯିବ ।ସବୁଠାରୁ ପ୍ରଥମେ କହିଦେବୁ କି ବାଦାମକୁ ଖାଲି ପେଟରେ ଖାଇଲେ ବହୁତପ୍ରକାରର ଫାଇଦା ହୋଇଥାଏ, ଯେପରି ଆପଣଙ୍କୁ କହିଦେବୁ କି ବାଦାମରେ ପ୍ରୋଟିନ୍ ମିନେରାଲ୍ସ , ଆଦି ଭରପୁର୍ ହୋଇଥାଏ,  ଯାହା ନିଶ୍ଚିତ ରୁପରେ ଆମ ଶରୀରକୁ ସୁସ୍ଥ୍ୟ ରଖିବାରେ ବହୁତ ଜରୁରୀ ହୋଇଥାଏ

ଏମିତି ମାନାଯାଏ କି ଯଦି ଆପଣ ସକାଳୁ ଖାଲି ପେଟରେ ୪-୫ ଟି ବାଦାମ ଖାଇଦେଉଛନ୍ତି ତେବେ ଆପଣଙ୍କ ଦିମାଗ ତେଜ୍ ହୋଇଯିବ , ଓ ତାହା ସହ ଭୁଲିବାର ରୋଗ ବି ଠିକ୍ ହୋଇଯିବ , ସେଥିପାଇଁ ଆପଣଙ୍କୁ ଖାଲି ପେଟରେ ସବୁଦିନ ୫ ଟି ବାଦାମର ସେବନ କରିବା ଉଚିତ୍ , ଏମିତି କରିଲେ ନାନାପ୍ରକାରର ରୋଗରୁ ମୁକ୍ତି ମିଳିପାରିବ  ଓ ଏହା ତୟ କି ଆପଣଙ୍କୁ ପୁର୍ବ ପ୍ରକାରର ଭୁଲିବା ରୋଗରୁ ମୁକ୍ତି ମିଳିବ । ଏହା ଛଡା ଆପଣଙ୍କୁ କହିବୁ କି ଆପଣ ଯଦି ନୁଆ ନୁଆ ଧାବକ ଅଟନ୍ତି , ଓ ଦୌଡିବା ସମୟରେ ବହୁତ ଜଲଦି ଥକି ଯାଆନ୍ତି , ତେବେ ବହୁତ ଜଲଦି ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ , ତେବେ ଆପଣ ଭଲ ହେବ କି ଆପଣ ନିୟମରେ ବାଦାମ ଖାଆନ୍ତୁ

ଏହାପାଇଁ କିଛି କରିବାକୁ ହେବ ନାହିଁ , ବରଂ ସବୁଦିନ ଯେବେ ଆପଣ ଦୌଡୁଛନ୍ତି ତେବେ ତାହାପରେ ଖାଲି ପେଟରେ କମ୍ ସେ କମ୍ ୫ ଟି ବତୁରାଇଥିବା ବାଦାମକୁ ପେଷି ଏକ ଗିଲାସ କ୍ଷୀରରେ ଏହାର ସେବନ କରିବେ , ଯଦି ଆପଣ ଏମିତି କରୁଛନ୍ତି ତେବେ ଆପଣଙ୍କୁ ଶକ୍ତି ମିଳିବ , ଓ ତାପରେ ଭରପୁର୍ ଏନର୍ଜୀ ପାଇବେ , ଯଦି ଆପଣ ନିୟମରେ କିଛି ସମୟ ପର୍ଯ୍ୟନ୍ତ ଜାରି ରଖିବେ ତେବେ ଆଗାମୀ ଥର ଜଲଦି ଥକିବେ ନାହିଁ< ଆଗକୁ ନିଶ୍ୱାସ ନେବାରେ କୌଣସି ଅସୁବିଧା ହେବ ନାହିଁ ।

ଆପଣଙ୍କୁ ଏହା ବି କହିଦେବୁ କି ଯଦି ବାଦାମ ଖାଈବେ ସେଥିରେ ସୋଡୀୟମ୍ ମାତ୍ରା ଅଧିକା ମିଳିଥାଏ,  ଓ ଯଦି ଏକ ନିୟମ ବନାଇକରି ସେ ଆପଣ ଧାବକ ହେଉ କିମ୍ବା ସାମାନ୍ୟ ଲୋକ ଯଦି ଆପଣ ସବୁଦିନ ସକାଳୁ ଖାଳି ପେଟରେ ପ୍ରାୟ ୫ ଟି ବାଦାମ ସେବନ କରୁଛନ୍ତି , ତେବେ ଏହା ଆପଣଙ୍କ ଶରୀରରେ ରକ୍ତର ସଂଚାର ଏକ ଦମ୍ ଠିକ୍ ରହିବ, ଓ ଭବିଷ୍ୟରେ ଆପଣଙ୍କୁ ଏହି ପ୍ରକାରର ରୋଗର୍ ସାମ୍ନା କରିବାକୁ ହେବ ନାହିଁ

Leave a Reply

Your email address will not be published. Required fields are marked *