December 8, 2024

Odia Express

Leading Odia News Portal of Odisha

ସବୁଦିନ ଖାଲିପେଟରେ ଏହି ଗୋଟେ ଫଳର ସେବନ କରିଲେ ଡାଇବେଟିଜ୍ ଓ ହାର୍ଟ ଆଟାକ୍ ରୁ ରଖିପାରିବେ ନିଜକୁ ଦୁରରେ

ଆଜିକାଲିର କର୍ମବ୍ୟସ୍ତ ଦୁନିଆଁରେ ଡାଇବେଟିଜ୍ ଓ ହାର୍ଟ ଆଟାକ୍ ସହ ଯୋଡି ହୋଇଥିବା ସମସ୍ୟା ପ୍ରାୟତଃ ହେବାରେ ଲାଗିଛି, ଏହାପଛରେ ଏକ ଖାସ୍ କାରଣ ଅଛି ଲୋକେ ଭୁଲ୍ ଖାଦ୍ୟପେୟ ଯାହାକୁ ନେଇ ଏହି ସବୁ ରୋଗର ସାମ୍ନା କରିବାକୁ ପଡିଥାଏ । ଆଜି ଆମେ ଆପଣଙ୍କୁ ଦୁଇଟି ରୋଗରୁ ନିଜକୁ ବଞ୍ଚାଇ ରଖିବାପାଇଁ ଏମିତି ଏକ ଫଳ ବିଷୟରେ କହିବାକୁ ଯାଊଛୁ, ଯାହା ସବୁଦିନ ସେବନ କରିଲେ ଆପଣ ସବୁବେଳେ ନିଜକୁ ଡାଇବେଟିଜ୍ ଓ ହାର୍ଟ ଆଟାକ୍ ପରି ସାଂଘାତିକ ରୋଗରୁ ବଞ୍ଚାଇପାରିବେ , ତେବେ ଆସନ୍ତୁ ଜାଣିବା କେଉଁ ସେହି ଫଳ ଯାହାର ସେବନ କରିଲେ ଆପଣଙ୍କୁ ଏହି ଦୁହେଁ ରୋଗରୁ ସବୁଦିନ ପାଇଁ ମୁକ୍ତି ମିଳିବ ।

ମେଡିକାଲ୍ ରିସର୍ଚ୍ଚରୁ ଜଣାଯାଏ କି ପ୍ରାୟ ସବୁବର୍ଷ ସାତ ଲକ୍ଷ ୯୫ ହଜାର ଲୋକ ହାର୍ଟ୍ ଆଟାକ୍ ର ଶିକାର ହୋଇଥାନ୍ତି , ଓ ପ୍ରାୟ ୬୦ ହଜାର ଲୋକ ହାର୍ଟ ଆଟାକ୍ ସହ କୋଲେଷ୍ଟ୍ରୋଲ୍ ଓ ବ୍ଲଡ୍ ପ୍ରେସର୍ ରୋଗୀ ବି ହୋଇଥାନ୍ତି , ଏହି ସବୁ କାରଣରୁ ଅଧିକାଂଶ ଲୋକଙ୍କର ବ୍ରେନ୍ ଷ୍ଟ୍ରୋକ୍ ସମସ୍ୟା ବି ହୋଇଥାଏ , ଆପଣଙ୍କୁ କହିଦେବୁ କି ଦିମାଗ ଠିକ୍ ସେ କାମ କରିବାପାଇଁ ହଜାର ଲକ୍ଷାଧିକ ଟିଶୁ ହାର୍ଟ୍ ଜରିଆରେ ବ୍ରେନ୍ କୁ ବ୍ଲଡ୍ ପହଞ୍ଚାଇଥାନ୍ତି , କିନ୍ତୁ ଯେବେ ଏହି ଟିଶୁ କୁ ବ୍ରେନ୍ ପର୍ଯ୍ୟନ୍ତ ବ୍ଲଡ୍ ପ୍ରବାହ କରିବାର ବାଧା ଆସ୍ ତେବେ ମଣିଷର ବ୍ରେନ୍ ଷ୍ଟ୍ରୋକ୍ ହୋଇଥାଏ , ଯାହାଦ୍ୱାରା ଜୀବନ ବି ଯାଇପାରେ,  ଏହି ରୋଗରୁ ସବୁ ବ୍ୟକ୍ତି ସହଜରେ ବଞ୍ଚିପାରିବ , କିନ୍ତୁ ତାଙ୍କୁ ଆବଶ୍ୟକତା ହୋଇଥାଏ ନିଜ ଲାଇଫ୍ ଷ୍ଟାଇଲ୍ କୁ ଟିକିଏ ଚେଞ୍ଜ କରିବାରେ

ଆଜିକାଲି ଲୋକେ ପଇସା ପଛରେ ଦୌଡିଥାନ୍ତି , କିନ୍ତୁ ଭୁଲିଯାଆନ୍ତି ପଇସାର କଣ ହେବ , ଯେବେ ନିଜେ ତାହାର ଲାଭ ଉଠାଇବାପାଇଁ ସୁସ୍ଥ୍ୟ ନଥିବେ , ଏହି ସବୁ କାରଣରୁ ଆଜିକାଲି ଲୋକେ ଅନେକ ପ୍ରକାରର ରୋଗ ଦ୍ୱାରା ଘେରେଇ ହୋଇଯାଆନ୍ତି , ଓ ଜୀବନ ସାରା ଆୟ ହୋଇଥିବା ପଇସା ଡାକ୍ତର ଓ ମେଡିକାଲ୍ ଚକ୍କର କାଟିବାର ଖର୍ଚ୍ଚ ହୋଇଯାଏ , ଯେବେ କି ଆପଣ କେବଳ ଡେଲି ରୁଟିନ୍ ପରିବର୍ତ୍ତନ କରି ଏହି ସବୁ ରୋଗରୁ ନିଜକୁ ବଞ୍ଚାଇପାରିବେ ।

ଯଦି ଆପଣ ସବୁଦିନ ଏକ ହେଲଦି ଲାଇଫ୍ ଷ୍ଟାଇଲ୍ ପାଇପାରୁନାହାନ୍ତି , ତେବେ କମ୍ ସ୍ କମ୍ ଏକ ଫଳର ସେବନ କରନ୍ତୁ , ଆପଣଙ୍କୁ କହିଦେବୁ କି ଆଜି ଆମେ ଯେଉଁ ଫଳ ବିଷୟରେ ଆଲୋଚନା କରିବାକୁ ଯାଉଛୁ ତାହା ହେଲା ଖଜୁରୀ କୋଳି, ସକାଳୁ ଉଠିକରି ଖାଲି ପେଟରେ ଏକ ଖଜୁରକୋଳିର ସେବନ କଲେ ହାର୍ଟ୍ ଆଟାକ୍, ଡାଇବେଟିଜ୍, ଓ ବ୍ରେନ୍ ଷ୍ଟ୍ରୋକ୍ ପରି ସାଂଘାତିକ ରୋଗରୁ ବଞ୍ଚାଇପାରିବ , କହିଦେବୁ କି ଖଜୁରୀ କୋଳିରେ ପ୍ରଚୁର ପରିମାଣରେ କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ , ମାଗ୍ନେସିୟମ୍ ମିଳିଥାଏ , ଯାହା ଆପଣଙ୍କୁ ସବୁପ୍ରକାରର ରୋଗରୁ ରକ୍ଷା କରିପାରିବ

ଏଥିରୁ ରୁ ହାଡ ଗୁଡିକ ମଜବୁତ୍ ହୋଇଥାଏ,  ବ୍ଲଡ୍ ଟିଶୁ କୁ ବି ଦୃଢ ରଖିଥାଏ , ଓ ବ୍ଲକ୍ ପ୍ରବାହରେ କୌଣସି ବାଧା ଆସେ ନାହିଁ , ଓ ବ୍ରେନ୍ ଷ୍ଟ୍ରୋକ୍ ହେବାର ଚାନ୍ସ ନଥାଏ , ମାଗ୍ନେସିୟମ୍ ବ୍ଲଡ୍ ରେ ମିଳୁଥିବା ସୁଗର୍ ଓ ଇନସୁଲିନ୍ କୁ ଅନ୍ତରକୁ କଣ୍ଟ୍ରୋଲ୍ କରିଥାଏ , ଯେଉଁଥିରେ ଡାଇବେଟିଜ୍ ସବୁବେଳେ କଣ୍ଟ୍ରୋଲ୍ ରଖିଥାଏ , ଓ ଏହା ଛଡା ଏଥିରୁ ମିଳୁଥିବା ପୋଟାସିୟମୋ ଜିଙ୍କ୍ ମାଂସପେଶୀକୁ ଓ ହାଡକୁ ମଜବୁତ୍ ବନାଇବାରେ ଇମ୍ୟୁନୋ ସିଷ୍ଟମକୁ ମଜବୁତ୍ କରିଥାଏ , ଯାହା ଦ୍ୱାରା ଶରୀରରେ ରୋଗକୁ ଲଢିବାରେ କ୍ଷମତା ଦେଇଥାଏ

Leave a Reply

Your email address will not be published. Required fields are marked *