ବହୁତ ବର୍ଷରୁ ଖୁଚୁରା ଟଙ୍କା ଜମା କରୁଥିଲେ – ଯେବେ ବ୍ୟାଙ୍କରେ ଜମା କରିବାକୁ ପହଞ୍ଚିଲେ ତ ଅସଲ ଦାମ୍ ଜାଣିକରି ନିଜେ ଆଶ୍ଚର୍ଯ୍ୟ ହେଇଗଲେ..

ବହୁତ ଲୋକ ଏମିତି ଅଛନ୍ତି ଯାହାଙ୍କୁ କଏନ୍ ବା ପଇସା ଜମା କରିବାର ସଉକ ଥାଏ, ଆମେ ଛୁଆବେଳେ ଆମ ମାଟିର ତିଆରି ହୁଣ୍ତିରେ ପଇସା ଜମା କରୁଥିଲେ , ଯେପରି ବଡ ହୋଇହୋଇ ଗଲେ ସେଇ ଅଭ୍ୟାସ ଛାଡିଚାଲିଗଲା , ଆଜି ଆମେ ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟର୍ କହିବୁ ଯିଏକି ନିଜ ସଉକକୁ କେବେ ମରିବାକୁ ଦେଲେ ନାହିଁ , ଏହି ବ୍ୟକ୍ତିର ପଇସା ଜମା କରିବାର ସଉକ ଏମିତି ଥିଲା କି ଯିଏ ୪୫ ବର୍ଷ ଯାଏଁ ପଇସା ଜମା କରିଥିଲେ, ଓ ତାପରେ ବ୍ୟାଙ୍କରେ ଜମା କରିବାକୁ ଗଲେ ତେବେ ତାହାର ଦାମ୍ ଜାଣିକରି ସେ ଆଶ୍ଚର୍ଯ୍ୟ ହୋଇଗଲେ , ଆସନ୍ତୁ ବିସ୍ତାରରେ କହିବୁ ଏହି ବ୍ୟକ୍ତିଙ୍କ ଅନୋଖା କାମ ବିଷୟରେ ।ପଇସା ଜମା କରିବାର ସଉକ ଲୁସିଆନା ସହରରେ ରହୁଥିବା ଏକ ବ୍ୟକ୍ତି ଓଥା ଆଣ୍ତର୍ଡ୍ସ ଙ୍କର ଥିଲା, ସେ ପଇସା ଜମା କରିବାର ଅଜବ ସଉକ ଦୀର୍ଘ ୪୫ ବର୍ଷରୁ କରିଆସୁଥିଲେ
ଗତ ୪୫ ବର୍ଷ ମଧ୍ୟରେ ଏହି ବ୍ୟକ୍ତି ୧୨ ଟି ବ୍ୟାରେଲର ପଇସା ଜମା କରିନେଇଥିଲେ, ସେ ଯେବେ ପଇସାକୁ ବ୍ୟାଙ୍କରେ ଜମା କରିବାକୁ ଗଲା ତେବେ ତାହାସହ ପଇସାରେ ଭରା ହୋଇଥିବା ବ୍ୟାରେଲ୍ କୁ ନେଇକରି ଗଲା , ଲୁସିଆନାର ବ୍ୟାଙ୍କ୍ କର୍ମଚାରୀ ଏତେ ସାରା ଜମା ହୋଇଥିବା ପଇସାକୁ ଦେଖିକରି ଚକିତ ହୋଇଗଲେ , ଏହାପରେ ଆଣ୍ତର୍ଡସ୍ ନିଜ ଜମା କରିଥିବା ପଇସା ବ୍ୟାଙ୍କ୍ କର୍ମଚାରୀଙ୍କୁ ବଦଳାଇବାର କହିଲେ , ବ୍ୟାଙ୍କ୍ କର୍ମଚାରୀ କଥା ମାନିନେଲେ କିନ୍ତୁ ଯେବେ ଆଣ୍ତର୍ଡ ଜମା କରିଥିବା ପଇସାକୁ ଦେଖିଲେ ତେବେ ସମସ୍ତେ ଚକିତ ହୋଇଗଲେ ।
କହିଦେବୁ କି ଆଣ୍ତର୍ଡସ୍ ଙ୍କ ବ୍ୟାରେଲ୍ ଭରା ପଇସା ଗଣିବାପାଈଁ ଲୁସିଆନାର ବ୍ୟାଙ୍କ୍ କର୍ମଚାରୀଙ୍କୁ ଘଣ୍ଟେ ନୁହେଁ ବରଂ ପୁରା ପାଞ୍ଚ ଘଣ୍ଟା ଲାଗିଗଲା, ଏତେ ସାରା ପଇସା ଦେଖିକରି ବ୍ୟାଙ୍କ୍ କର୍ମଚାରୀ ଆଣ୍ତର୍ଡସଙ୍କ ଆଗରେ ହାତ ଯୋଡିଦେଲେ, ଓ ଚାକିରିରୁ ରିଜାଇନ୍ ପାଇଁ ପ୍ରସ୍ତୁତ ହୋଇଗଲେ, କହିଦେବୁ କି ଯେବେ ବ୍ୟାଙ୍କ୍ କର୍ମଚାରୀ ତାଙ୍କ ଦିଆଯାଇଥିବା ବ୍ୟାରେଲ୍ ଗଣିବାକୁ ଆରମ୍ଭ କଲେ ତେବେ ପ୍ରାୟ ସାଢେ ତିନି ଲକ୍ଷ ଟଙ୍କା ଥିଲା ମାନେ ୫୨୦୦ ଡଲାର୍ , ଆଣ୍ତର୍ଡସ୍ ଏତେ ବର୍ଷରୁ ଜମା କରିଥିବା ପଇସା ଦାମ୍ ଜାଣିକରି ଖୁସି ହୋଇଯାଇଥିଲେ, ଯଦି ଆପଣ ପଇସାର ହୁଣ୍ତିରେ ଜମା କରିଥିବେ ତେବେ ତାହା ୧୦୦୦ କିମ୍ବା ୨୦୦୦ ହଜାର ଯାଏଁ ହୋଇଥିବ, କିନ୍ତୁ ଏତେ ବଡ ରାଶିର ପଇସା ଦେଖିକରି ଯିଏ ହେଲେ ବି ଚକିତ ହୋଇଯିବ, କିଏ ସତ କହିଥିଲେ ଅପେକ୍ଷାର ଫଳ ମିଠା ହୋଇଥାଏ , ଓ ଏହି ବ୍ୟକ୍ତି ଏହି କଥାକୁ ସତ କରିଦେଖାଇଦେଲେ, ବାସ୍ତବରେ ଯଦି ଆପଣଙ୍କୁ ପଇସା ଜମା କରିବାର ସଉକ ଅଛି ତେବେ ନିଶ୍ଚିତ ଜମା କରନ୍ତୁ ।