ଏମିତି ସ୍ତ୍ରୀ ଲୋକ ଭିକାରୀକୁ ମଧ୍ୟ ରାଜା କରିଦିଏ – ଆପଣଙ୍କ ସ୍ତ୍ରୀ ଭିତରେ ଏହି ଗୁଣ ରହିଛି କି..
ନମସ୍କାର,ଆଜି ଅକେ ଆଚାର୍ଯ୍ୟ ଚାଣକ୍ୟଙ୍କର କେତେକ ନୀତିବାଣୀ ବିଷୟରେ ଜାଣିବାକୁ ଚେଷ୍ଟା କରିବା।ଆପଣ ଜାଣିଥିବେକି ଯେତେବେକଳେ ଗୋଟେ ପୁଅ କିମ୍ବା ଗୋଟେ ଝିଅ ସହିତ ଆପଣଙ୍କର ବାହାଘର ହୋଇଥାଏ ସେତେବେକେ ଆପଣ ଜାଣି ଯିବେକି ସେ ଝିଅର ଭାଗ୍ୟ ଓ ଭବିଷ୍ୟତ ନିଜ ପତି ସହିତ ଯୋଡି ହେଇ ରହିଯାଇଥାଏ।ଏହାର ଅର୍ଥ ଏଇଆ ଅଟେକି ବିବାହ ପରେ ଗୋଟେ ସ୍ତ୍ରୀ ଯେଉଁକାମ କରେ କି ଯାହାବି ଖରାପ କହିଥାଏ ତାର ଭଲ କିମ୍ବା ଖରାପ ପ୍ରଭାବ ସ୍ୱାମୀର ଜୀବନ ଉପରେ ପଡିଥାଏ।ମାନେ ଆମେ କହିବାକୁ ଗଲେ ବିବାହ ପରେ ଗୋଟେ ଝିଅର ଜୀବନ ନିଜ ସ୍ୱାମି ସହିତ ଜଡିତ ହୋଇଯାଏ।ସେମୁତିରେ ଦେଖିବାକୁ ଗଲେ ବାହାଘର ଏକ ଏମିତି ସଂପର୍କ ଅଟେ ଯାହା ଦୁଇଜଣଙ୍କୁ ବାନ୍ଧି ରଖେ।
ଏମିତିରେ ଜଣଙ୍କ ସହିତ କିଛି ଭଲ କିମ୍ବା ଖରାପ ହେଲେ ଏହାର ପ୍ରଭାବ ଦୁଇଜଣଙ୍କ ଉପରେ ପଡିଥାଏ।ଆଉ ଏମିତି କିଛି ସ୍ତ୍ରୀ ଲୋକ ଥାଆନ୍ତି ଯାହା ସେମାନଙ୍କ ପାଇଁ ଭବିଷ୍ୟତରେ ଖୁସି ଆଣିଥାନ୍ତି ଆଉ ସେଠି ଏମିତି କେତେକ ସ୍ତ୍ରୀ ଲୋକ ଅଛନ୍ତି ଯାହା ସେ ନିଜର ସ୍ୱାମୀର ଜୀବନକୁ ଦୁଃଖରେ ଭରି ଦିଅନ୍ତି।ଆମେ ଆପଣଙ୍କୁ ଖୀ ଦେବୁକି ଯେଉଁ ସ୍ତ୍ରୀ ସବୁ ନିଜ ପତି ଜୀବନରେ ସୌଭାଗ୍ୟ ଆଣିଥାଏ ସେମାନଙ୍କୁ ଭାଗ୍ୟଶାଳୀ ପତ୍ନୀ କୁହାଯାଏ।କୁହାଯାଇକି ଏ ଦୁନିଆରେ କିଛି ଗୁଣ ବାନ ସ୍ତ୍ରୀ ଲୋକ ଅଛନ୍ତିତ ଆଉ ସେପଟରେ ଖରାପ ଗୁଣରେ ଭରି ରହିଥାନ୍ତି।ଆଉ ଏମିତି ସ୍ତ୍ରୀ ଲୋକ ନିଜ ସ୍ୱାମୀ ଜୀବନରେ ଦୁଃଖ ଆଉ କଷ୍ଟ ଆଣି ଆସିଥାନ୍ତି।
ଆହୁରି ଏମିତି ପତ୍ନୀ ଥାନ୍ତିକି ନିଜ ସ୍ୱାମୀର ଭାଗ୍ୟ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ କରି ଦିଅନ୍ତି,ଆଉ ସେମାନଙ୍କୁ ଭିକାରୀରୁ ରାଜା କରିଦିଅନ୍ତି।ଆଜି ଆମେ ଏଠାରେ ସେମାନଙ୍କ ଭିତରେ ଥିବା ଏହି ଗୁଣ ସବୁ ବିଷୟରେ ଜଣେଇବୁ ଯାହା ସେ ପୁଅ ଭିତରେ ଥିବ ତାହାଲେ ସେ ସ୍ୱାମୀର ଗୁଣ ଚମକେଇ ବାରେ କେହି ଅଟକେଇ ପାରିବେ ନାହିଁ।ଆଜ୍ଞା ହଁ ଯେଉଁ ସ୍ତ୍ରୀ ଭିତରେ ଏହି ଗୁଣ ଦେଖାଯାଏ ତାଙ୍କୁ ବେଶି ରୁ ବେଶି ପରିଶ୍ରମ କରିବାର ଆଵଶ୍ୟକତା ହିଁ ନଥାଏ।ଏହାର ଅର୍ଥ ଯଦି ଆପଣଙ୍କ ସ୍ତ୍ରୀ ଭିତରେ ଏ ସବୁ ଗୁଣ ଅଛି ତାହେଲେ ଆପଣଙ୍କ ଭାଗ୍ୟ ମଧ୍ୟ ଉଜ୍ଜ୍ୱଳ ହୋଇପାରେ।ଏବେ ଆସନ୍ତୁ ଜାଣିବା ଏହି ଗୁଣ ଗୁଡିକ ବିଷୟରେ।
କୁହାଯାଏ କି ଯେଉଁ ସ୍ତ୍ରୀ ସଚ୍ଚୋଟ ହୃଦୟ ଓ ସଚ୍ଚୋଟ ନିଷ୍ଠା ରେ ଭଗବାନଙ୍କ ଆରାଧନା କରେ ତାର ପତି ସଦା ସର୍ବଦା ଧନ ବାନ ରହିଥାଏ।ସେମିତିରେ ବି ଯେଉଁ ଘରେ ଭଗବାନଙ୍କର ଆରାଧନା ସଚ୍ଚୋଟ ହୃଦୟ ଓ ନୁଷ୍ଠାରେ କରାଯାଏ ତାହେଲେ ସେ ଘରେ ଧନର କୌଣସି ଅଭାବ ରହିନଥାଏ।ଏହା ବ୍ୟତୀତ ଘରର ବାଟାଵରଣ ମଧ୍ୟ ଭଲ ରହିଥାଏ।ତାପରେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେଉଁ ସ୍ତ୍ରୀ ଲୋକ ନିଜ ଘରର ଯତ୍ନ ନିଅନ୍ତି,ଆଉ ଘରର ସବୁ ପ୍ରକାରର କାର୍ଯ୍ୟ ସାନ୍ତୁର ସହିତ ନିର୍ବାହ କରିଥାଏ।ଆଉ ତାସହିତ ନିଜ ସ୍ୱାମୀର ଦିନରାତି ସେବା କରିଥାଏ ତାହେଲେ ତାଉପରେ ମା ଲକ୍ଷ୍ମୀ ବହୁତ ପ୍ରସନ୍ନ ରହିଥାନ୍ତି ଆଉ ଆମେ ଆପଣଙ୍କୁ କହି ଦବୁକି ମା ଲକ୍ଷ୍ମୀ ନିଜେ ସ୍ଵୟଂ ତାଙ୍କ ଉପରେ କୃପା ଦୃଷ୍ଟି ରଖିଥାଏ।
ଯେଉଁ ସ୍ତ୍ରୀ କୌଣସି ଗରିବକୁ ଖାଲି ହାତରେ ଫେରେଇ ନଥାଏ ଆଉ ଦାନରେ କିଛିନା କିଛି ଦେଇଥାଏ ସବୁବେଳେ ସେ ସ୍ତ୍ରୀର ଘର ଧନ ଧାନ୍ୟରେ ପୁରୀ ରହିଥାଏ।ସେମିତିରେ କୁହାଯାଏ ଯେକୌଣସି ଗରିବକୁ ଯଦି ଦାନ ଦିଆଯାଏ ତାହେଲେ ମାତା ରାଣୀ ଆପଣଙ୍କ ଅଣ୍ଟି ଆପେ ଆପେ ଭରି ଦେଇଥାଏ।ଆଉ ସେ ପର୍ଯ୍ୟନ୍ତ କୁହାଯାଏକି ଯେଉଁ ଘରର ସ୍ତ୍ରୀ ଏମିତି ହୋଇଥାନ୍ତି ସେ ଘରକୁ ଦରିଦ୍ରତା କେବେ ଆସିନଥାଏ।ଆଉ ତାଙ୍କର ପତିକୁ ବହୁତ ଧନ ଲାଭ ହୋଇଥାଏ।ଆଗକୁ ଆଚାର୍ଯ୍ୟ ଚାଣକ୍ୟ କହିଥାନ୍ତିକି ଗରିବ,ଦୁଃଖ ଓ ବନ୍ଦୀ ଜୀବନ ଏହା ଶଭୁ ବ୍ୟକ୍ତି ଦ୍ୱାରା କରାଯାଇଥିବା ପାପର ହିଁ ଫଳ ଅଟେ।ଆପଣ ଦୋୖଲତ,ମିତ୍ର,ରାଜ୍ୟ ହରେଇ ପାଇ ପାରିବେ କିବଟୁ ଆପଣ ଯଦି ନିଜର କାୟା ହରେଇ ଦେବେ ତାହେଲେ ତାହା ଆପଣଙ୍କୁ ପୁନର୍ବାର ମିଳିବ ନାହିଁ।
ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ଯଦି ଆମେ ବଡ଼ ସଂଖ୍ୟାରେ ଏକତ୍ରୀତ ହୋଇଯିବା ତାହେଲେ ଆମେ ଅତି ସହଜରେ ନିଜ ଶତୃକୁ ହରେଇ ପାରିବା।ଯେମିତି ଘାସ ବିଡା ଏକାଠି ରହିବା କାରଣରୁ ପ୍ରବଳରୁ ଅତି ପ୍ରବଳ ବର୍ଷାରେ ମଧ୍ୟ ଅଲଗା ହୁଅନ୍ତି ନାହିଁ।ପାଣି ଉପରେ ତେଲ ଗୋଟେ ଅବିଶ୍ଵସନିୟ ଲୋକକୁ କୁହାଯାଇଥିବା ଗୋପନୀୟ କଥା ଆଉ ଯୋଗ୍ୟଥିବା ବ୍ୟକ୍ତିକୁ ଦିଆ ହେଇଥିବା ଦାନ,ଆଉ ବୁଦ୍ଧିମାନ ବ୍ୟକ୍ତିକୁ ପଢ଼ାଯାଇଥିବା ଶାସ୍ତ୍ରର ଜ୍ଞାନ ନିଜ ସ୍ଵଭାଵ କାରଣରୁ ବହୁତ ଶୀଘ୍ର ଶିଘ୍ର ବାଣ୍ଟିହୋଇଥାଏ।ଆଚାର୍ଯ୍ୟ ଚାଣକ୍ୟ ଆଗକୁ କୁହନ୍ତି ସେ ଯିଏ ଆମ ହୃଦୟରେ ବାସ କରିଥାଏ ଆମ ନିକଟରେ ଥାଏ ହଁ ହୋଇପାରେ ସେ ବାସ୍ତବରେ ଦୂରରେ ଥାଉ କିନ୍ତୁ ସେ ବ୍ୟକ୍ତି ଯିଏ ଆମ ନିକଟରେ ଥାଏ କିନ୍ତୁ ଆମ ମନରେ ନଥାଏ ଆମ ପାଖରେ ଥାଇ ମଧ୍ୟ ଆମ ମନରେ ରହିନଥାଏ।
ଯଦି ଆମେ କାହା ପାଖରୁ କିଛି ପାଇବାକୁ ଚାହୁଁଛନ୍ତି ତାହେଲେ ତାଙ୍କୁ ଏମିତି କିଛି କଥା କହିବା ଯାହାଦ୍ୱାର ସେ ଅତି ପ୍ରସନ୍ନ ହୋଇଯିବେ।ସେହି ପ୍ରକାରର ଯେମିତି ଗୋଟେ ଶିକାରୀ ମଧୁର ଗୀତ ଗାଇ ଥାଏ,ଯେତେବଳେ ସେ ଗୋଟେ ହରିଣ ଉପରେ ତିର ଚଲେଇବାକୁ ଚାହେଁ।ଯେଉଁ ବ୍ୟକ୍ତି ରାଜାଙ୍କ ଠାର,ଧର୍ମ ଗୁରୁଠାରୁ ଆଉ ସ୍ତ୍ରୀ ଠାରୁ ବହୁତ ପରିଚୟ ବୃଦ୍ଧି କରିଥାଏ ସେ ବିନାଶକୁ ପ୍ରାପ୍ତ ହୋଇଥାଏ।ଯେଉଁ ବ୍ୟକ୍ତି ଏ ସବୁ ଜିନିଷରେ ସମ୍ପୂର୍ଣ୍ଣ ଭାବରେ ଲିପ୍ତ ରହିଥାଏ ତାହେଲେ ସେ ନିଜର ଲାଭ କରିବାରେ କୌଣସି ଅବସର ମିଳିନଥାଏ ସେଥିପାଇଁ ଏମାନଙ୍କ ଠାରୁ ସୁରକ୍ଷିତ ଅନ୍ତର ରଖି ଏମାନଙ୍କ ସହିତ ସମ୍ଵନ୍ଧ ରଖିବା ଉଚିତ।ଏହା ଥିଲା ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ଵାରା କୁହାଯାଇଥିବା ବହୁତ ଅମୂଲ୍ୟ ବିଚାର ଗୁଡିକ।