October 15, 2024

Odia Express

Leading Odia News Portal of Odisha

ଯେଉଁ ପୁରୁଷ ମାନଙ୍କ ଭିତରେ ଏହି ଲକ୍ଷଣ ଥାଏ ତାହେଲେ ସେମାନେ ବିବାହ ପାଇଁ ସର୍ବୋତ୍ତମ ହୋଇଥାନ୍ତି..

ନମସ୍କାର, ଆମେ ଆପଣ ମାନଙ୍କୁ ସ୍ୱାଗତ ଜଣାଉଛୁ,ଆଜି ଆମେ ଆପଣ ମାନଙ୍କୁ କେତେକ ନୂତନ ଜ୍ଞାନ ଦେବାକୁ ଜାଉଛୁ।ଦେଖିବାକୁ ଗଲେ ବିବାହ ଜୀବନରେ ଥରେ ହୋଇଥାଏ ଓ ଏହି ବିବାହ ସଠିକ ପୁରୁଷ ସହିତ ହେବା ନିହାତି ଆବଶ୍ୟକ ହୋଇଥାଏ।ଆଉ ଯଦି ଏହି ବାହାଘର ସଠିକ ପୁରୁଷ ସହିତ ହୋଇନଥାଏ ତାହେଲେ ଏହା ଆମ ବୈବାହିକ ଜୀବନକୁ ନଷ୍ଟ କରିବା ସହିତ ଆମ ପରିବାରକୁ ମଧ୍ୟ ନଷ୍ଟ କରି ଦେଇଥାଏ ଆଉ ଯାହାର କୁପ୍ରଭାବ ଆମ ଭଵିଷ୍ୟତ ସହିତ ଆମ ଛୋଟ ଛୋଟ ଛୁଆ ମାନଙ୍କ ଉପରେ ମଧ୍ୟ ପଡିଥାଏ।ଆଉ ବିବାହ କରିଥିବା ଉଭୟ ପୁରୁଷ ଓ ମହିଳା ସୁଖରେ ଓ ଶାନ୍ତିରେ ନିଜ ଜୀବନକୁ ବ୍ୟତୀତ କରିପାରନ୍ତି ନାହିଁ।

ସେଥିପାଇଁ ବିବାହ କରିବା ସମୟରେ ଏହି ସବୁ ଭୁଲ କରିବା ଅନୁଚିତ ଅଟେ।ମହାନ ଆଚାର୍ଯ୍ୟ ଶୁକ୍ରାଚାର୍ଯ୍ୟ ନିଜ ନୀତିରେ କହିଛନ୍ତିକି ବିବାହ କରିବା ସମୟରେ କେଉଁ କେଉଁ କଥାର ବିଶେଷ ଧ୍ୟାନ ଦେବା ଆବଶ୍ୟକ ସେ ବିଷୟରେ ଆମେ ଜାଣିବା ଉଚିତ।ସେମିତିରେ ମା ବାପା ନିଜ ଛୁଆକୁ ପାଳି ପୋଷି ବଡ଼ କରେଥାଆନ୍ତି ଆଉ ତାଙ୍କୁ ବଢେଉବା ପାଇଁ ଆଉ ତାଙ୍କର ଖୁସି ଓ ସବୁ ଇଛା ପୁର୍ଣ୍ଣ କରିବା ପାଇଁ ସବୁ ପ୍ରକାରର ପ୍ରୟାସ କରିଥାନ୍ତି।ଆଉ ତାପରେ ତାଙ୍କ ଛୁଆଙ୍କର ଖୁସି ପାଇଁ ବାହାଘର ସମୟରେ କୌଣସି ପ୍ରକାରର ତର ତର ହେବା ଉଚିତ ନୁହେଁ।ବେଳେବେଳେ ମନୁଷ୍ୟ ନିଜ ବହାଘରକୁ ନେଇ ବହୁତ ତର ତର ହୋଇଥାନ୍ତି।ଆଉ ତାପରେ ତାଙ୍କ ପୁତ୍ରୀଙ୍କର ବିବାହ ଏମିତି ପୁଅ ସହିତ ହୋଇଥାଏ ଯାହାଦ୍ୱାର ସେ ପୁଅ ସେ ଝିଅର ଜୀବନକୁ ନଷ୍ଟ କରିଦେଇଥାଏ।

ତାସହିତ ପୁଅ ଯେକୌଣସି ଏମିତି ଝିଅ ସହିତ ବାହା ହୋଇଥାନ୍ତି ଜାହାଦ୍ୱାର ସେ ପୁଅ ମାନଙ୍କ ଜୀବନ ମଧ୍ୟ ନର୍କ ସଦୃଶ ହୋଇଯାଇଥାଏ ଆଉ ପରିବାରକୁ କେବେ ସୁଖ ଶାନ୍ତିରେ ବଞ୍ଚିବାକୁ ଦିଏ ନାହିଁ।ସେଥିପାଇଁ ବାହା ହେବା ପୂର୍ବରୁ ଉଚିତ ବ୍ୟକ୍ତିକୁ ବାଛିବା ଉଚିତ ଅଟେ।ଏହା ସହିତ ଶୁକ୍ରାଚାର୍ଯ୍ୟ ନିଜ ସନ୍ତାନକୁ ପାଳିବା ସମୟରେ ସନ୍ତାନ ମାନଙ୍କ ପ୍ରତି କିଛି ବିଶେଷ ଧ୍ୟାନ ଦେବା ଉଚିତ।ଶୁକ୍ରାଚାର୍ଯ୍ୟ କୁହନ୍ତି ପୁଅକୁ ୧୬ ବର୍ଷର ଆୟୁ ହେବା ପରେ ଛୁଆଙ୍କୁ ମାରିବା ଉଚିତ ନୁହେଁ।ଆଉ ଝିଅକୁ ୧୨ ବର୍ଷ ହେବା ପରେ ତାଙ୍କ ଉପରେ ହାତ ଉଠେଇବା ଉଚିତ ନୁହେଁ।ଏମିତି କରିବା ଦ୍ୱାରା ସେ ବହୁତ ଅପମାନିତ ହୋଇଥାନ୍ତି ଓ ମାନସିକ ସ୍ତରରେ ବହୁତ ପ୍ରଭାବିତ ହୋଇଥାନ୍ତି।

ତାସହିତ ପୁତ୍ର ବହୁତ ଖରାପ ଭାଷାରେ କଥାବାର୍ତ୍ତା କରିବା ଉଚିତ ନୁହେଁ,ଏମିତି କରିବା ଦ୍ୱାରା ଆମ ଦରିଦ୍ରର କାରଣ ହୋଇଥାଏ।ଆସନ୍ତୁ ଜାଣିବା ବର ବାଛିବା ସମୟରେ କେଉଁ କେଉଁ କଥା ଉପରେ ବିଶେଷ ଧ୍ୟାନ ଦେବା ଆସନ୍ତୁ ଜାଣିବା,ଆଉ କେମିତି ଏକ ଉଚିତ ବର ଚୟନ କରିବା ସେ ବିଷୟରେ ଜାଣିବା।ବରର ଚୟନ କରିବା ସମୟରେ ସେ ପୁଅର ପାରିବାରିକ ମାନିହାନ ଓ ପୁଅର ରୋଜଗାର ବିଷୟରେ ମଧ୍ୟ ଜାଣିବା ନିହାତି ଆବଶ୍ୟକ।ଆଉ ତାର ଧନ ସମ୍ପତ୍ତି,ଆଉ ତାର ସ୍ୱାସ୍ଥ୍ୟ ଓ ବୟସ ଦେଖିବା ନିହାତି ଆବଶ୍ୟକ ଅଟେ।ଯଦି ବ୍ୟକ୍ତି ଭିତରେ ଏ ଲକ୍ଷଣ ଭଲ ସ୍ଥିତିରେ ଥାଏ ତାହାଲେ ଆପଣ କନ୍ୟା ଫିଆନ୍ତୁ ନହେଲେ ଦିଅନ୍ତୁ ନାହିଁ।

ଯଦି ବରର ବୟସ ବିବାହ ଯୋଗ୍ୟ ହୋଇଥାଏ ତାପରେ ବିଦ୍ୟା ଓ ଧନରେ ପରିପକ୍ୱ ହୋଇଥାଏ ଆଉ ସବୁ ପ୍ରକାରର ସମ୍ପର୍କକୁ ସଠିକ କରି ନବା ଆଣିବା କରିପାରେ,ବିଦ୍ୟା ଓ ରୂପରେ ପରିପକ୍ୱ ହୋଇଥିବ ତାହେଲେ ବାଣୀରେ ମିଠା କହୁ ଥିବ କିନ୍ତୁ ତାପାଖରେ ଧନ ବୈଭଵ ନଥିବ ତାହେଲେ ଏମିତି ଯୋଗ୍ୟ ଓ ସୁଦର୍ଶନୀ ଯୁବକଙ୍କୁ କନ୍ୟା ଦେବାରେ ବିଳମ୍ବ କରିବା ଉଚିତ ନୁହେଁ।କେଵଳ ରୂପ,ଧନ,ବୟସ ଓ ଵୈଭଵ ଥିବା ଲୋକଙ୍କୁ ଦେଖି ନିଜ ଝିଅ ଦେବା ଉଚିତ ନୁହେଁ।ଯୁବକ କେବଳ ଶିକ୍ଷିତ ହେବା ଆଵଶ୍ୟକ ନୁହେଁ କାରଣ ଜଣେ ଶିକ୍ଷିତ ବ୍ୟକ୍ତି ପାରିବାରିକ ଉତ୍ତର ଦାୟିତ୍ୱ ନେବାରେ ନିପୁଣ ହୋଇନଥାଏ।ସେ ନିଜର ସାମର୍ଥ୍ୟ ଲଗେଇ ପରିବାରକୁ ସମ୍ବାଳିବାକୁ ଚେଷ୍ଟା କରିଥାଏ।ତଥା ସେ ନିଜର ବାପାର ପଇସା ଉପରେ କେବେ ନୁର୍ଭର ରହିନଥାଏ ସେ ନିଜେ ରୋଜଗାର କରିବାର ସାମର୍ଥ୍ୟ ରଖିଥାଏ।

ଆସନ୍ତୁ ଜାଣିବା କ୍ରମ ଅନୁସାରେ ଆମେ ଜାଣିବା ଗୋଟେ ବର ଭିତରେ କଣ ଦେଖିବା ଉଚିତ।ସର୍ବପ୍ରଥମେ ବରର କୁଳ ବିଷୟରେ ଜାନିବା ଆଵଶ୍ୟକ ହୋଇଥାଏ।କାହିଁକିନା କୂଳ ଦ୍ୱାରା ବ୍ୟକ୍ତି ଭିତରେ ସଂସ୍କାର ଆସିଥାଏ।ସେଥିପାଇଁ ବରକୁ ଗୋଟେ ଭଲ କୂଳରୁ ଆସିବା ଅଵଶ୍ୟକ ଅଟେ।ଏହା ପରେ ତାର ବିଦ୍ୟା ବିଷୟରେ ଜାଣିବା ଉଚିତ ଅର୍ଥାତ ସେ କେଉଁ ପର୍ଯ୍ୟନ୍ତ ପାଠ ପଢ଼ିଛି ସେ ବିଷୟରେ ମଧ୍ୟ ଜାଣିବା ଉଚିତ।ତାପରେ ତାର ଅଵସ୍ଥା ବିଷୟରେ ଜାଣିବା ଉଚିତ ଅର୍ଥାତ ବୟସ ବିଷୟରେ।ତାପରେ ତାର ଧନ ଆଉ ସମ୍ପତ୍ତି ଦେଖିବା ଉଚିତ।ତାପରେ ତାର ରୂପ ଆଉ ରହୁଥିବା ସ୍ଥାନ ବିଷୟରେ ମଧ୍ୟ ଜାଣିବା ଉଚିତ,ଏହି ପରି କ୍ରମା ନ୍ଵୟରେ ବର କୁ ବାଛିବେ।ଆପଣ ଯଦି କେବଳ ଧନ ବିଷୟରେ ଭାବିବେ ତାହେଲେ ଆପଣଙ୍କ ପୁତ୍ରୀକୁ ଭଲ ପତ୍ନୀ ମିକିବ ନାହିଁ।ଏହା ଥିଲା କେତେକ ମହତ୍ୱ ପୁର୍ଣ୍ଣ କଥା ଯାହା ବର ବାଛିବା ସମୟରେ ଧ୍ୟାନରେ ରଖିବା ଉଚିତ।

Leave a Reply

Your email address will not be published. Required fields are marked *