December 5, 2024

Odia Express

Leading Odia News Portal of Odisha

୪୦ ଇଞ୍ଚର ଅଣ୍ଟା କିଛି ଦିନରେ ଦେଖୁ ଦେଖୁ ହୋଇଯିବ ୩୨ ଇଞ୍ଚ, ଖାଲି ଗରମ ପାଣିରେ ମିଶାଇଦିଅନ୍ତୁ ଏହି ଜିନିଷ…

ଦେଖାଯାଏ ଆଜିର ସମୟରେ ସମସ୍ତେ ନିଜ ଓଜନ ବଢିବାକୁ ନେଇ ଚିନ୍ତିତ ଅଛନ୍ତି , ଓ ଏହାକୁ ନେଇକରି ବହୁତ ସାରା ଲୋକ ଚିନ୍ତିତ ବି ରୁହନ୍ତି , ବହୁଥର ନିଜ ବଢୁଥିବା ଓଜନକୁ କମ୍ କରିବାପାଇଁ ପଇସା ବି ଖର୍ଚ୍ଚ କରନ୍ତି , କିନ୍ତୁ କିଛି ଫଳ ବାହାରେ ନାହିଁ , କହିବାକୁ ଚାହିଁବୁ କି ଆପଣଙ୍କୁ ଅଧିକା ଡରିବାର ଆବଶ୍ୟକତା ନାହିଁ, କାରଣ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ, କେଉଁ ପ୍ରକାରରେ ବଡ ସହଜରେ ଆପଣ ନିଜ ଚଉଡା ହୋଇସାରିଥିବା ଅଣ୍ଟାକୁ କମ୍ କରିପାରିବେ , ଯାହା ପରେ ଆପଣ ୪୦ ଇଞ୍ଚର ଅଣ୍ଟା ଗୋଟେ ଥରରେ ୩୨ର ଅଣ୍ଟା ହୋଇଯିବ । କହିଦେବୁ କି ଏମିତି କରିଲେ ଆପଣଙ୍କୁ ଅଧିକା ପରିଶ୍ରମ କରିବା ଦରକାର ପଡିବ ନାହିଁ , କିଛି ସାମାନ୍ୟ ଜିନିଷକୁ ନେଇକରି ଆପଣଙ୍କ ଶରୀରରେ ବଢୁଥିବା ଚର୍ବିକୁ କମ୍ କରିପାରିବେ

ଏହାପାଇଁ ଆପଣଙ୍କୁ ପ୍ରଥମେ ଏକ ଲେମ୍ବୁର ଚୋପାରୁ କାଢା ସହ୍ ଏକ ଚାମଚ ଅଦାର ରସ ପିଇବାକୁ ପଡିବ , ଯାହା ବହୁତ ପ୍ରଭାବକାରୀ ହୋଇଥାଏ , ଓ ଏହା ପେଟ ଓ ଅଣ୍ଟାର ଚର୍ବୀକୁ କମ୍ ସମୟରେ କମ୍ କରିଦେଇଥାଏ,  ଏହାକୁ କିପରି ବ୍ୟବହାର କରିବାର ଅଛି ଓ କେବେ ଓ କେତେ ମାତ୍ରର କରିବାର ଅଛି ଏହି ବିଷୟରେ ବିସ୍ତାରରେ କହିବୁ, ଏହାପାଇଁ ଆପଣଙ୍କୁ କହିଦେବୁ କି ଆପଣଙ୍କୁ ୪-୫ ଟି ଲେମ୍ବୁର ରସ ବାହାର କରି ବଞ୍ଚିଯାଇଥିବା ଚୋପାରୁ ପ୍ରାୟ ଏକ ଲିଟର ପାଣି ଯାହାକୁ ଗରମ କରି ନିଅନ୍ତୁ , ଓ ପରେ ପକାଇ ତାକୁ ସିଝାଇଦିଅନ୍ତୁ , ଓ ପରେ ତାର ଚୋପାକୁ ବାହାର କରିଦିଅନ୍ତୁ , ଏହାପରେ ତାହାର ଘୋଳରେ ୧ ଚାମଚ ଅଦାର ରସ ବି ମିଶାଇଦିଅନ୍ତୁ , ଓ ସବୁକୁ ଭଲରେ ମିଶାଇକରି ଏକ ନୁଆ ମିଶ୍ରଣ ମିଶାଇନିଅନ୍ତୁ , ଏହି ପରି ଘୋଳ ପ୍ରସ୍ତୁତ ହୋଇଯାଏ , ଏବେ ଏହାପରେ ସବୁଠାରୁ ଜରୁରୀ ହୋଇଥାଏ କି ଏହାର ସେବନ କିପରି ଓ କେବେ କରିବାର ଅଛି । ଯାହାକି ପୁରା ଭାବେ ପ୍ରଭାବ ପକାଇବ ।

ଏହାପାଇଁ ଆପଣଙ୍କୁ କହିଦେବୁ କି ଏହାକୁ ସେତେବେଳେ ପିଇବେ ଯେବେ ପେଟ ଖାଲିଥିବ , କହିଦେବୁ କି ଆପଣ ଖାଲି ପେଟରେ ଏହି ମିଶ୍ରଣକୁ ଅଧା ଗିଲାସ ପିଇବେ,  ଓ ପ୍ରାୟ ଏକ ଘଣ୍ଟାପର୍ଯ୍ୟନ୍ତ କିଛି ଖାଇବେ ନାହିଁ , ଏହିପରି ଅଧା ଗିଲାସ ରାତିରେ ଖାଲି ପେଟରେ ପିଇବାର ଅଛି , ଓ ଏକ ଘଣ୍ଟା ପର୍ଯ୍ୟନ୍ତ କିଛି ଖାଇବେ ନାହିଁ , ଏହି କଥାର୍ ବିଶେଷ ଧ୍ୟାନ ରଖିବେ କି ଯେବେ ଏହି ମିଶ୍ରଣକୁ ପିଇବେ ତେବେ ଗରମ କରି ପିଇବେ , କିଛି ଦିନ ଲଗାତାର ଏହି ମିଶ୍ରଣର ସେବନରେ ଆପଣଙ୍କ ମୋଟାପା କିଛି ଦିନରେ କମ୍ ହୋଇଯିବ,  ଓ ଆଉଥରେ ସାମାନ୍ୟ ଜୀବନକୁ ଫେରିଆସିବେ

Leave a Reply

Your email address will not be published. Required fields are marked *