February 14, 2025

Odia Express

Leading Odia News Portal of Odisha

ଆପଣ ଯଦି ବାରମ୍ବାର ପିଅନ୍ତି ଚାହା , ତେବେ ଏହି ଖବର ଆପଣଙ୍କ ପାଇଁ ଅଟେ ,ପଢିନିଅନ୍ତୁ ନହେଲେ ହୋଇପାରନ୍ତି ପଛରେ ହଇରାଣ

ବହୁତଥର ଦେଖାଯାଇଛି କି ଭାରତୀୟ ଲୋକଙ୍କୁ ଚାହା ପିଇବା ବହୁତ ଅଧିକା ପସନ୍ଦ ହୋଇଥାଏ , ଆପଣ ଯଦି ଧ୍ୟାନ ଦେଇଥିବେ ତେବେ ଦେଖିଥିବେ କି ଆପଣ ଯେବେ ବି କାହା ଘରକୁ ଯାଆନ୍ତି ତେବେ କିଏ କିଛି ନା କିଛି ପଚାରିବାପୁର୍ବରୁ ଚାହା ନେବାପାଇଁ ନିଶ୍ଚିତ ପଚାରନ୍ତି , ସେ ଆପଣଙ୍କ ଆଲିଶାନ୍ ଘରେ ଆସନ୍ତୁ କି କିମ୍ବା ଛୋଟ ଚାଳଘରକୁ , ସମସ୍ତଙ୍କ ଚାହାର ସ୍ୱାଦ ଅଲଗା ଅଲଗା ହୋଇଥାଏ , ଯେଉଁ ଲୋକ ଏହାକୁ ଅଧିକା ପସନ୍ଦ କରନ୍ତି , ସେ ତାର ସ୍ୱାଦ ବାରମ୍ବାର ନେବାକୁ ପସନ୍ଦ୍ କରନ୍ତି । ଦେଖାଯାଏ କି ଚାହାକୁ ନେଇକରି ବହୁତପ୍ରକାର ଭ୍ରମିତ କଥା ହୋଇଛି, ଯେଉଁଠି ଅଧିକାଂଶ ଲୋକଙ୍କ ଅନୁସାରେ ଚାହା ପିଇଲେ ବହୁତ ଫାଇଦା କଥା କୁହାଯାଏ , ସେମିତି କିଛି ଲୋକଙ୍କ ଅନୁସାରେ ଏହା କ୍ଷତିକାରକ ବି ହୋଇଥାଏ , ଆପଣଙ୍କୁ କହିଦେବୁ କି ଯଦି ଆପଣ ଏମିତି ଭାବୁଛନ୍ତି ତେବେ ଚାହା ପିଇବା ବହୁତ ଫାଈଦାଦାୟକ ହୋଇଥାଏ , ତେବେ କହିଦେବୁ କି ଆପଣ ବିଲକୁଲ୍ ଭୁଲ୍ ଭାବୁଛନ୍ତି , କାରଣ ଚାହା ପିଇବା ବହୁତ କ୍ଷତି କାରକ ହୋଇଥାଏ , ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ସବୁଠାରୁ ପ୍ରଥମେ ଆପଣଙ୍କୁ କହିଦେବୁ କି ଅଧିକାଂଶ ଲୋକ କ୍ଷୀରରୁ ତିଆରି ଚାହା ପିଇବା ଅଧିକା ପସନ୍ଦ କରନ୍ତି , ସେ ସକାଳୁ ସକାଳୁ ଉଠିବାପରେ , କିନ୍ତୁ ବୋଧେ ଆପଣ ଏହି କଥାକୁ ଏବେ ପର୍ଯ୍ୟନ୍ତ ଅଜଣା ହୋଇଥିବେ କି ଖାଲି ପେଟରେ କ୍ଷୀରରୁ ତିଆରି ଚାହା ପିଇଲେ ଆପଣଙ୍କ ଅଳସୁଆପଣ ବଢିବାରେ ଲାଗିଥାଏ , ଓ ଏହାର ସେବନରୁ ଆପଣଙ୍କ ବ୍ୟବହାର ବି ପରିବର୍ତ୍ତନ ଦେଖିବାକୁ ଲାଗେ,  ଯେପରି ଚିଡଚିଡାପଣ ଯାହା ତୁରନ୍ତ ନୁହେଁ କିନ୍ତୁ ଧୀରେ ଧୀରେ ଆପଣଙ୍କ ସାଥିରେ ରହୁଥିବା ଲୋକଙ୍କୁ ବୁଝିବାକୁ ଲାଗିଥାଏ, ଏହା ଛଡା ଆପଣଙ୍କୁ କହିଦେବୁ କି ଯେଉଁ ଲୋକ କଡା ଚାହା ପିଇବାକୁ ପସନ୍ଦ କରନ୍ତି , ତାଙ୍କୁ ଏହାର ଲଗାତାର ପିଇଲେ ଅଲସର୍ ହେବାର ବିପଦ ବଢିଯା ଏ , କାରଣ କଡା ଚାହାରେ ନାନାପ୍ରକାରର ମସଲା ପକାଯାଏ , ଯାହା ଲଗାତାର ଶରୀରରେ କ୍ଷତି ପହଞ୍ଚାଇଥାଏ ।

ଏହା ଛଡା ଏହା ସବୁଠାରୁ ମହତ୍ତ୍ୱପୁର୍ଣ୍ଣ କଥା ଅଟେ ଯାହା ଆପଣ ଜାଣିନିଅନ୍ତୁ କି ଥରେ ତିଆରି ହୋଇଥିବା ଚାହାକୁ ଯଦି ବାରମ୍ବାର ଗରମ କରି ପିଅନ୍ତି ତେବେ ଏମିତି ବିଲକୁଲ୍ ଭୁଲ୍ ହୋଇଥାଏ , ଆପଣଙ୍କୁ ଜଣେଇଦେବୁ କି ଲମ୍ବା ସମୟରୁ ଏହି ତରିକାରେ ତିଆରି ହୋଇଥିବା ଚାହା ପିଇଲେ ଆପଣଙ୍କ ପେଟ ସମସ୍ୟା ଉତ୍ପନ୍ନ ହୋଇଯାଏ , ଯାହା ଆପଣଙ୍କୁ ବହୁତ ପିଡା ଦେଇଥାଏ , ଓ ଲମ୍ବା ସମୟପରେ ଆପଣଙ୍କୁ ବଡ ସମସ୍ୟାରେ ପକାଇପାରେ

Leave a Reply

Your email address will not be published. Required fields are marked *