ବିବାହ ପାଇଁ ସର୍ବୋତ୍ତମ ଜଣାଯାଉଥିବା ଏହି ପ୍ରକାରର ଗୁଣ ବାଲି ଝିଅଗୁଡିକ – ଏ ବିଷୟରେ ନିଶ୍ଚୟ ଜାଣିରଖନ୍ତୁ
ହିନ୍ଦୁ ଧର୍ମ ଶାସ୍ତ୍ରରେ ମନୁଷ୍ୟ ଜୀବନ ବିଷୟରେ ବହୁତ ସାରା କଥା କୁହାଯାଇଛି, ଖାସ୍ କରି ଚାଣକ୍ୟ ନୀତି, ଶୁକ୍ର ନୀତି, ଓ ବିଦୁର ନୀତି ରେ ପୁରୁଷ ଓ ସ୍ତ୍ରୀ ଦୁହେଁଙ୍କ କଥା କୁହାଯାଇଛି, ଯାହା ଦ୍ୱାରା ଆମେ କେଉଁ ବି ପୁରୁଷ ଓ ସ୍ତ୍ରୀର ସ୍ୱଭାବ ଓ ତାଙ୍କ ଚରିତ୍ର ବିଷୟରେ ଜାଣିପାରିବା, ଆପଣଙ୍କ ପାଇଁ କେଉଁ ପ୍ରକାରର ଝିଅ ଠିକ୍ ରହିବେ , ଅର୍ଥାତ୍ ଯଦି ଆପଣଙ୍କୁ ଏହି କଥା ଜାଣିପାରିବେ , ତେବେ ଆପଣଙ୍କ ପାଇଁ ଏକ ଭଲ ଝିଅ ଖୋଜିବାରେ ଓ ସର୍ବଗୁଣ ସଂପର୍ଣ୍ଣା ଝିଅ ଖୋଜିବାରେ ଜାଣିପାରିବେ , ଶାସ୍ତ୍ରରେଏହି କଥାକୁ ଉଲ୍ଲେଖ କରାଯାଇଛି ସବୁ ମନୁଷ୍ୟର କେଉଁଠି ନା କେଉଁଠି ଏକ ଚିହ୍ନ ନିଶ୍ଚିତ ଥାଏ , ଯଦି ଆପଣ ତାକୁ ଚିହ୍ନିପାରିଲେ ତେବେ ଏକ ଭଲ ଜୀବନସାଥୀ ପାଇପାରିବେ , ଯଦି ଆପଣ ନିଜ ବିବାହ ପାଇଁ ଏକ ଝିଅ ଖୋଜୁଛନ୍ତି ତେବେ ଆପଣ ଏହି କଥାକୁ ଜାଣିନିଅନ୍ତୁ, ଓ ଆପଣଙ୍କ ପାଇଂମ୍ ଏକ ଯୋଗ୍ୟ ସ୍ତ୍ରୀ ବି ଖୋଜିନିଅନ୍ତୁ ।
ଏମିତି ମାନ୍ୟତା ଅଛି କି ଯେଉଁ ବି ବ୍ୟକ୍ତିର ପାଦର ତଳ ଅଂଶ ତ୍ରିକୋଣ ଚିହ୍ନ ହୋଇଥାଏ, ସେ ବ୍ୟକ୍ତି ବହୁତ ବୁଦ୍ଧିମାନ ଓ ବୁଦ୍ଧିମାନ ବ୍ୟକ୍ତି ହୋଇଥାଏ, ଏତିକି ନୁହେଁ ଏହି ଲୋକ ନିଜ ଜୀବନରେ ସାଥୀପାଇଁ କିଛି ବି କରିପାରନ୍ତି , ଏହା ଛଡା ଯାହାଙ୍କ ପାଦର ତଳ ଅଂଶ ଶଙ୍ଖ ଚିହ୍ନ ଥାଏ, ସେମାନେ ଭାଗ୍ୟଶାଳି ହୋଇଥାନ୍ତି , ଖାସ୍ କରି ଏହି ଚିହ୍ନ ଝିଅମାନଙ୍କର ହେବା ଦ୍ୱାରା ଜୀବନସାଥୀଙ୍କ ଭାଗ୍ୟ ଖୋଲିଯାଏ , ଯାହାଙ୍କ ପାଦ ଗୋଲାପି ଚମକ ଓ ନରମ ହୋଇଥାଏ ,
ଏମିତି ଲୋକ ସବୁବେଳେ ଖୁସିରେ ରୁହନ୍ତି , ଓ ସବୁ ପରିସ୍ଥିତିରେ ଆପଣଙ୍କ ସାଥ୍ ଦିଅନ୍ତି । କେଉଁ ବି ବ୍ୟକ୍ତିର ନାକରେ କଳାଜାଇ ରହିଲେ ବହୁତ ଭାଗ୍ୟବାନ ହୋଇଥାଏ ଏହା ଯଦି କେଉଁ ଝିଅ ମଧ୍ୟରେ ଦେଖିବାକୁ ମିଳିଯାଏ , ତେବେ ଏହା ଭାଗ୍ୟର କବାଟ ଖୋଲିପାରେ , ଏତିକି ନୁହେଁ ଯାହାଙ୍କ ଗାଲରେ କଳାଜାଇ ହୋଇଥାଏ, ସେମାନେ ଖାଇବା ପିଇବାର ସଉକିନ୍ ହୋଇଥାନ୍ତି , ଓ ତାଙ୍କୁ ଖାଇବା ବନାବିବା ବହୁତ ପସନ୍ଦ ହୋଇଥାଏ , ଏମିତି ଝିଅ ଆପଣଙ୍କ ଘର ପରିବାରରେ ସବୁବେଳେ ଖୁସିରେ ରଖିପାରନ୍ତି ।
ଯଦି ଆପଣଙ୍କ ନିଜ ଜୀବନସାଥିଙ୍କ ପାଇଁ ଏମିତି ଏକ ଝିଅ ଖୋଜୁଛନ୍ତି ଯାହାଙ୍କ ଆସିଲେ ଆପଣଙ୍କ ଭାଗ୍ୟ ଚମକିଯାଉ, ତେବେ ଆପଣଙ୍କୁ ସର୍ବପ୍ରଥମେ ସେହି ଝିଅର ଆଖିକୁ ନଜର କରିବାକୁ ଅଛି, ଏମିତି କୁହାଯାଏ କି ଯେଉଁ ଝିଅଙ୍କ ଆଖି ହରିଣ ପରି ସୁନ୍ଦର ଓ ବଡ ହୋଇଥାଏ , ଏମିତି ଝିଅଙ୍କ ଘର ପ୍ରବେଶ ବହୁତ ଶୁଭ ହୋଇଥାଏ , ଏମିତି ଝିଅଙ୍କ ପାଦ ଆପଣଙ୍କ ଘରେ ଭାଗ୍ୟୋନ୍ନତି ଆଡକୁ ନେଇଯାଏ , ଏହା ଛଡା ବଡ ଆଖି ହେବା କାରଣରୁ କଳା ରଙ୍ଗ ଓ ପଲକ ଛୋଟ ଛୋଟ ହୋଇଥାଏ , ସେ ଝିଅ ବହୁତ ଶୁଭ ଜଣାଯାଆନ୍ତି ଏହି କଥାକୁ ଧ୍ୟାନରେ ରଖି ଆପଣ ନିଜ ପାଇଁ ଏକ ଭଲ ଜୀବନସାଥୀ ବାଛି ପାରିବେ