February 15, 2025

Odia Express

Leading Odia News Portal of Odisha

ଏହି ଗଛକୁ ଘରେ ଲଗାଇଲେ ଆସିଥାଏ ପଇସା, ମା ଲକ୍ଷ୍ମୀଙ୍କର ମିଳିଥାଏ କୃପା…

ସମସ୍ତଙ୍କୁ ଧନର ଇଚ୍ଛା ହୋଇଥାଏ , କିନ୍ତୁ ଧନ କେବଳ ସଠିକ୍ ତରିକାରେ କମାଯାଇଥିଲେ ଶୁଭ ହୋଇଥାଏ , ଯଦି ଆପଣ ପରିଶ୍ରମ କରି କାମ କରୁଛନ୍ତି ତେବେ ଘରେ ସମୃଦ୍ଧି ହେଉନଥିଲେ ତେବେ ଆପଣଙ୍କୁ କିଛି ଉପାୟ କରିବାର ଅଛି , ଘରେ ଲକ୍ଷ୍ମୀ ଆସିବାପାଇଁ ଆପଣଙ୍କୁ କେଉଁ ବଡ କାମ କରିବା ଦରକାର ନାହିଁ , ବହୁତଥର ଘରର ସାଜସଜ୍ଜାରୁ ବି ଘରେ ଧନ ଆସିବାର ବଡ ପ୍ରଭାବ ପକାଇଥାଏ , ଏମିତିରେ ଆପଣଙ୍କୁ ଧ୍ୟାନ ରଖିବାକୁ ହେବ କି ଆପଣଙ୍କ ଘରେ କେଉଁ ଗଛ ଅଛି, ଆପଣଙ୍କୁ କହୁଛୁ ଗଛ ଲଗାଇବା ବିଷୟରେ ଯାହା ଦ୍ୱାରା ମା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ ।

୧) ମନି ପ୍ଲାଣ୍ଟ୍- ଏହି ଗଛର ନାଁ ହୋଇଥାଏ ମନି ପ୍ଲାଣ୍ଟ ମାନେ ଧନର ଗଛ୍, ଆପଣ ବହୁତ ସାରା ଘରେ ଏହି ମନି ପ୍ଲାଣ୍ଟ ଗଛ ଦେଖିଥିବେ , ଯଦି ଆପଣଙ୍କ ଘରେ ନାହିଁ ତେବେଏହି ଗଛକୁ ଆଗ୍ନେୟ ଦିଗରେ ଲଗାଇଲେ ସଠିକ୍ ହୋଇଥାଏ,  ଏହି ଗଛ ନା କେବଳ ମା ଲକ୍ଷ୍ମୀଙ୍କୁ ଘରକୁ ଆଣିଥାଏ , ବରଂ ଘରର୍ ସୁନ୍ଦରତା ବଢାଇଥାଏ ।

୨) କ୍ରସୁଲା ଓବାଟା- ଏହି ଗଛର ବ୍ୟବହାର ଘରେ ଧନ ଆଣିବାପାଇଁ କରାଯାଇଥାଏ,  ଫେଙ୍ଗସୁଇ ମୁତାବିକ କ୍ରସୁଲା କେବଳ ପଇସା ନୁହେଁ ସକରାତ୍ମକ ଉର୍ଜା ଘରକୁ ଆଣିଥାଏ , ଏହି ଗଛକୁ ଜେଡ୍ ପ୍ଲାଣ୍ଟ୍, ଫ୍ରେଣ୍ତସିପ୍ ଟ୍ରି ,ଲକି ପ୍ଲାଣ୍ଟ୍ କିମ୍ବାମନି ପ୍ଲାଣ୍ଟ ବି କହିପାରିବା,

୩) ଲକ୍ଷ୍ମଣା- ମନି ପ୍ଲାଣ୍ଟ ପରି ଲକ୍ଷ୍ମଣା ଧନ ଲକ୍ଷ୍ମୀ କୁ ଘରେ ପ୍ରବେଶ କରିଲେ ସକ୍ଷମ ହୋଇଥାଏ , ଏହି ଗଛ ଘରେ ରହିଲେ ଲକ୍ଷ୍ମୀ ମାଙ୍କ ବାସହୋଇଥାଏ , ନିଜ ଘରରେ ଧନ ବର୍ଷା ପାଇଁ ଲକ୍ଷ୍ମଣା କିମ୍ବା ପଳାଶ ଗଛ ବ୍ୟବହାର କରିପାରିବେ ।

୪) କଦଳୀର ଗଛ- କଦଳୀର ଗଛ ବହୁତ ବ୍ରତରେ ପୁଜା କରାଯାଏ , ଘରେ କଦଳୀର ଗଛ ଲଗାଈବା ଶୁଭ ହୋଇଥାଏ , କଦଳୀର ଗଛକୁ ବୃହସ୍ପତି ଗ୍ରହ କାରକ ହୋଇଥାଏ , ଏହାକୁ ଇଶାନ୍ କୋଣରେ ଲଗାଇବା ଶୁଭ୍ ହୋଇଥାଏ,  ଭଗବାନ ବିଷ୍ଣୁ ଓ ଦେବୀ ଲକ୍ଷ୍ମୀଙ୍କୁ କଦଳୀର ଭୋଗ ଲଗାଯାଏ , ପୁଜା ଓ ଯଜ୍ଞରେ କଦଳିର ଉପଯୋଗ ହୋଇଥାଏ ।

୫) ତୁଳସୀର ଗଛ- ତୁଳସୀର ଗଛ ପ୍ରାୟ ସବୁଘରେ ମିଳିଥାଏ , କୁହନ୍ତି ଯେଉଁ ଘରେ ତୁଳସୀ ମାଙ୍କ ବାସ ହୋଇଥାଏ, ସେଠାରେ ଧନ ମାନେ ଲକ୍ଷ୍ମୀଙ୍କର କେବେ କମି ହୋଇନଥାଏ,  ଏଥିପାଇଁ କହନ୍ତି କି ତୁଳସୀଙ୍କୁ ଲକ୍ଷ୍ମୀଙ୍କର ଦ୍ୱିତୀୟ ରୁପ ବୋଲି ମାନାଯାଇଛି, ତୁଳସୀର ଗଛ ନା କେବଳ ଘରେ ଧନ ଆଣିଥାଏ, ବରଂ ସୁଖ ସଂମ୍ପଦା ସହ ଘରେ ଶାନ୍ତି ଆଣିଥାଏ ।

୬) ଅଶ୍ୱଗନ୍ଧା- ଅଶ୍ୱଗନ୍ଧା ଗଛ ଧନ କମାଇବାରେ କାରଗର ହୋଇଥାଏ , ମାତ୍ର  ଅଶ୍ୱଗନ୍ଧା ସେବନ କରିଲେ ଶରିରରେ ରୋଗଗୁଡୀକ ଦୁର ହୋଇଥାଏ, ଏହାକୁ ଘରକୁ ଆଣିଲେ ନକରାତ୍ମକ ଉର୍ଜା ଦୁର ହୋଇଯାଏ , ଓ ରୋଗରୁ ଦୁର ହୋଇଯାଏ , ୭) ଶ୍ୱେତାଙ୍ଗ ବା ଦୁଦୁରା ଗଛ- ଏହାକୁ ଦୁଦୁରା ଗଛ ବି କୁହାଯାଏ । ଏହା ଭଗବାନ ଗଣେଷଙ୍କ ପ୍ରତିକ ହୋଇଥାଏ,  ସେମିତି କେଉଁ କ୍ଷୀରର ଗଛକୁ ଅଶୁଭ ମାନାଯାଏ , କିନ୍ତୁ ଦୁଦୁରା ନିଜ ମଧ୍ୟରେ ସବୁଠାରୁ ଅଲଗା ହୋଇଥାଏ , ଏହାକୁ ଲଗାଇଲେ ଘରେ ସୁଖ ସମୃଦ୍ଧି ବୃଦ୍ଧି କରାଇଥାଏ,  ତାହା ସହ ଘରେ ଖୁସିମୟ ପରିବେଶ ବି ଆସିଥାଏ ।

Leave a Reply

Your email address will not be published. Required fields are marked *