ଯଦି ଆପଣଙ୍କୁ ବି ଲାଗୁଛି କି ଆପଣଙ୍କ ଦିମାଗ କମଜୋର୍ ହୋଇଯାଇଛି, ତେବେ ଆପଣାନ୍ତୁ କେବଳ ଗୋଟେ ଚାମଚ ଏହି ଘରୋଇ ପ୍ରକିୟା
ପୃଥିବୀରେ ମିଳୁଥିବା ସବୁ ଜୀବରୁ ଗୋଟେ ହି ମଣିଷ ହୋଇଥାଏ ,ଯିଏକି ଭାବିବା ଓ ବୁଝିବାର କ୍ଷମତା ରଖିଥାଏ, ମଣିଷ ପାଖରେ ଭଲ ଦିମାଗ ହୋଇଥାଏ , କିନ୍ତୁ ସବୁ ବ୍ୟକ୍ତିଙ୍କ ଦିମାଗ୍ ଏକା ସମାନ ହୋଇନଥାଏ , କାହାର ତେଜ୍ ହୋଇଥାଏ ,ଓ କାହାର ଦିମାଗ କମଜୋର୍ ହୋଇଥାଏ, ପ୍ରକୃତି ସମସ୍ତଙ୍କୁ ଏକ ସମାନ ଦିମାଗ ଦେଇଛନ୍ତି , କିନ୍ତୁ ବହୁତ ଲୋକ ନିଜ ଦିମାଗକୁ ଠିକ୍ ଭାବେ ଉପଯୋଗ କରିପାରୁନାହାନ୍ତି , ଏମିତି ନୁହେଁ କି ସେ ଉପଯୋଗ କରିବାକୁ ଚାହୁଁନାହାନ୍ତି , କିନ୍ତୁ କିଛି କାରଣରୁ ସେ କରିପାରନ୍ତି ନାହିଁ । ଯଦି ଆପଣଙ୍କୁ ଲାଗୁଛି କି ଆପଣଙ୍କ ଦିମାଗ କମଜୋର୍ ଅଛି ତେବେ ଆପଣ ଜିନିଷକୁ ଜଲଦି ଭୁଲିଯାଉଛନ୍ତି , ଓ ମନେ ରଖିପାରୁନାହାନ୍ତି , ତେବେ ଚିନ୍ତା କରିବାର ଦରକାର ନାହିଁ । ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ ଶସ୍ତା ଓ ଘରୋଇ ଉପାୟ ନେଇକରି ଆସିଛୁ , ଯାହା ଆପଣଙ୍କ ଦିମାଗ ସଂବନ୍ଧି ସବୁ ସମସ୍ୟାର ସମାଧାନ କରିଦେବ, ଏହି ମାଧ୍ୟମରେ ଆପଣଙ୍କ ମଜବୁତି ମିଳିବ , ଓ କେବଳ ଦିମାଗ ନୁହେଁ ବରଂ ଥଣ୍ତା ଓ ଜ୍ୱର ପରି ରୋଗରୁ ଦୁରରେ ରଖିବାରେ ସହାୟକ ହୋଇଯିବ , ଏହାର ସବୁଦିନ ଉପଯୋଗରୁ ମାଇଗ୍ରେନ୍ ଦୁର କରାଯାଈପାରିବ , ଆସନ୍ତୁ ଜାଣିବା କଣ ଅଛି ।
ସାମଗ୍ରୀ- ୩୦ ଗ୍ରାମ୍ ବିନା ଚୋପାର ବାଦାମ, ୩୦ ଗ୍ରାମ୍ ଖସ୍ ଖସ୍, ୧୪ ଗ୍ରାମ ବଡ ଇଲାଇଚିର ମଞ୍ଜି, ୧୪ ଗ୍ରାମ ପ୍ରବାଳ ଭସ୍ମ, ୧୭୫୦ ମିଲି ଗ୍ରାମ ସ୍ୱର୍ଣ୍ଣ ବଂଗ (୧୪ ରତ୍ତି ।
ବନାଇବାର ବିଧି- ଏହାପାଇଁ ଆପଣଙ୍କୁ ଅଧିକା ପରିଶ୍ରମ କରିବାକୁ ପଡିବନାହିଁ , ଏହାକୁ ବନାଇବା ବହୁତ ସହଜ ଅଟେ, ସବୁ ଠାରୁ ପ୍ରଥମେ ବାଦାମ,ଖସଖସ୍, ଓ ବଡ ଇଲାଇଚିକୁ ଭଲ ଭାବରେ ପେଷିଦିଅନ୍ତୁ , ଏବେ ସ୍ୱର୍ଣ୍ଣ ବଂଗ ଓ ପ୍ରବାଳ ଭସ୍ମକୁ ଭଲ ଭାବରେ ମିଶାଇଦିଅନ୍ତୁ ସବୁ ମିଶାଈବାପରେ ଏହିକୁ ଏକ ସଫା କାଚର ଜାରରେ ଭରିକରି ରଖିଦିଅନ୍ତୁ , କିଛି ସମୟ ପରେ ଏହା ଉପଯୋଗ ପାଇଁ ବିଲକୁଲ୍ ପ୍ରସ୍ତୁତ ହୋଇଯିବ ।
ଉପଯୋଗ କରିବାର ତରିକା- ଏହି ମେଡିସିନ୍ କୁ ୨ ଗ୍ରାମ ପ୍ରାତଃ କାଳରେ ଲହୁଣୀ ଓ ମିଶ୍ରୀ ସହ ସେବନ କରିଲେ ବହୁତ୍ ଲାଭ ମିଳିବ , ଏହି ମେଡିସିନ୍ ଲଗାତାର ଏକ ମାସ ଯାଏଁ ସେବନ କରିଲେ ଆପଣଙ୍କୁ ଲାଭ ଜଲଦି ଦେଖିବାକୁ ମିଳିବ ।