January 18, 2025

Odia Express

Leading Odia News Portal of Odisha

ବିବାହ ପରେ ଶଶୁରଘରେ ରାଜ୍ କରନ୍ତି ଏହି ରାଶିର ମହିଳାମାନେ , ଆପଣଙ୍କ ରାଶି ନାହିଁ ଏଥିରେ ତ ସାମିଲ୍

ଯେବେ କେଉଁ ଝିଅର ସାମ୍ନାରେ ବିବାହର କଥା ଆସେ , ତେବେ ବିବାହ କରିବାପୁର୍ବରୁ ଝିଅକୁ ଏହି କଥାର ଡର ରହିଥାଏ କି ତାର ଶଶୁରଘର ଓ ତାର ଜୀବନସାଥୀ ସହ କିପରି ରହିବ,  ଏବେ ଜାହିର୍ କଥା କି ବିବାହ ପରେ ଏକ ଝିଅର ଏକ ଅଜଣା ଘରେ ରହିବା ପଡିଥାଏ  ଏମିତିରେ ତାର ଡର ତ ନିଶ୍ଚିତ ହୋଇଥାଏ କି ତାର ଶାଶୁ କିପରି ହେବ , ତାର ଶଶୁରଘର ଲୋକେ ତାକୁ ଭଲ ପାଇବେ କି ନାହିଁ , କଣ ତାକୁ ଆପଣାଇବେ କି ନାହିଁ, ଏବେ ବହୁତ କମ୍ ଝିଅ ଏପରି ହୋଇଥାନ୍ତି ଯିଏ ବିବାହ ପରେ ନିଜ ଶଶୁରଘରରେ ରାଜ୍ କରନ୍ତି , ଓ ନିଜ ଶଶୁରଘରଲୋକଙ୍କ ମନ ଜିଣିପାରନ୍ତି , କିନ୍ତୁ ଯେଉଁ ଝିଅ ଏହି ସବୁ କରିବାରେ ସଫଳ ହୋଇଯାଏ , ତେବେ ବାସ୍ତବରେ ସେ ଭାଗ୍ୟବାନ ହୋଇଥାଏ ।

କିଛି ଝିଅ ଏମିତି ହୋଇଥାନ୍ତି ଯିଏ ନିଜ ଶଶୁରଘର ଲୋକଙ୍କ ଆଗରେ ନିଜ ମନ କଥା କହିପାରନ୍ତି ନାହିଁ , ଆଜି ଆମେ ଆପଣଙ୍କୁ ଏମିତି ରାଶିର ଝିଅଙ୍କ ବିଷୟରେ କହିବୁ , ଯିଏ ବିବାହର ପରେ ନିଜ ଶଶୁରଘରେ ରାଜ୍ କରିଥାନ୍ତି , ଯଦି ହୋଇପାରିବ ଟିକିଏ ଭଲରେ ଏହି ସୁଚନାକୁ ପଢିବେ , ତେବେ ଆସନ୍ତୁ ବିସ୍ତାରରେ ଜାଣିବା , ଜ୍ୟୋତିଷ୍ୟଶାସ୍ତ୍ର ଅନୁସାରେ ଏମିତି ମାନାଯାଇଛି କି ସିଂହ ରାଶିର ମହିଳା ବହୁତ ଭାଗ୍ୟବାନ ହୋଇଥାନ୍ତି , ଏମିତି କୁହାଯାଏ କି ସିଂହ ରାଶିର ମହିଳା କେବେ ନିଜ ସ୍ୱାମୀଙ୍କ କଥା ମାନନ୍ତି ନାହିଁ ,ଓ ସବୁବେଳେ ନିଜ ସ୍ୱାମୀଙ୍କୁ କ୍ରୁର ବ୍ୟବହାର କରନ୍ତି । ଏହି କାରଣରୁ ତାଙ୍କ ସ୍ୱାମୀ କିଛି ବି କାମ ତାଙ୍କୁ ବିନା ନ ପଚାରି କରନ୍ତି ନାହିଁ ।

ଯଦି ତାଙ୍କ ସ୍ୱାମୀ ତାଙ୍କୁ ବିନା ନ ପଚାରି କିଛି କାମକରିନେଲେ ତେବେ ବହୁତ ଗଣ୍ତଗୋଳ ହୋଇଯାଏ , ଏହା ଛଡା ଏହି ରାଶିର ମହିଳାଙ୍କୁ ଦେଖେଇହେବା ବହୁତ ପସନ୍ଦ ହୋଇଥାଏ, ହଁ ଆଜ୍ଞା ଏହି କାରଣରୁ ଏହି ରାଶିର ମହିଳା ସବୁ କାର୍ଯ୍ୟରେ ଆଗୁଆ ରୁହନ୍ତି  କହିଦେବୁ କି ଏହି ରାଶିର ମହିଳାଙ୍କୁ ଲିଡରସିପ୍ କରିବା ବହୁତ ପସନ୍ଦ ହୋଇଥାଏ, ସେମାନେ ସବୁ ଜାଗାରେ ନିଜର ନେତୃତ୍ୟ ନିଅନ୍ତି , ଏହି ରାଶିର ମହିଳା ନିଜ ଲାଇଫ ପାର୍ଟନରଙ୍କୁ ନିଜ ତଳେ ଦବାଇକରି ରଖିବାକୁ ପସନ୍ଦ କରନ୍ତି , ଏହି ରାଶିର ମହିଳାଙ୍କ ସ୍ୱଭାବ ଏତେ ଭଲ ହୋଇଥାଏ କି ଏମାନଙ୍କ ଆଡକୁ ବ୍ୟକ୍ତି ନିଜେ ଆକର୍ଷିତ ହୋଇଯାଏ ।

ଏମାନେ ସହଜରେ ନିଜ ଶଶୁରଘର ଲୋକଙ୍କ ହୃଦୟ ଜିଣୀପାରନ୍ତି , ଏହା ସହ ଯଦି ଜ୍ୟୋତିଷ୍ୟଶାସ୍ତ୍ର କଥା ମାନିବା ତେବେ ସୁର୍ଯ୍ୟ ସ୍ୱାମୀ ହୋଇଥାନ୍ତି ସିଂହ ରାଶି ଙ୍କ, ଏମାନଙ୍କ ମଧ୍ୟରେ ଏକ ବଡ ଖାସିୟତ୍ ଏହା ହୋଇଥାଏ କି ସେମାଣେ ଜଲଦି ସହଜରେ ନିଜ ଆଡକୁ ଆକର୍ଷୀତ କରିବାର କ୍ଷମତା, ଯଦି ଆମେ ସିଧା ଶବ୍ଦରେ କହିବା ତେବେ ଏହି ରାଶିର ମହିଳା ନିଜ ଶଶୁରଘର ଲୋକଙ୍କ ହୃଦୟ ଜିତିବାରେ ଅଧିକା ସମୟ ଲଗାନ୍ତି ନାହିଁ , ଏହି ରାଶିର ମହିଳା ନିଜ ଶଶୁରଘରେ ରାଜ୍ କରନ୍ତି ।

Leave a Reply

Your email address will not be published. Required fields are marked *