February 8, 2025

Odia Express

Leading Odia News Portal of Odisha

ଏହି ଗୋଟେ ଵଟୀକାକୁ ଗରମ ପାଣିରେ ଖାଆନ୍ତୁ ୫ ଦିନରେ ସବୁ ପ୍ରକାରର ସମସ୍ୟା ଦୂର ହେଇଯିବେ..

ଆଜି ଆମେ ଆପଣଙ୍କୁ ଏଭଳି ଏକ ଚମତ୍କାର ବଟିକା ବିଷୟରେ କହିବାକୁ ଯାଉଛୁ ଯେଉଁଟା ଆପଣଙ୍କ ସମ୍ପୂର୍ଣ୍ଣ ଶରୀରର ସବୁ ଆଭ୍ୟନ୍ତରୀଣ ରୋଗ ପାଇଁ ବହୁତ ଲାଭଦାୟକ ଅଟେ ଏବଂ ଆପଣଙ୍କ ଜୀବନରେ କେବେବି କୈାଣସି ପ୍ରକାରର ରୋଗ ହେବ ନାହିଁ। କେବଳ ପାଞ୍ଚ ଦିନ ଏହି ଚମତ୍କାରି ବଟିକା କୁ ଗରମ ପାଣି ସହ ସେବନ କରିବା ପରେ ଆପଣଙ୍କ ସମ୍ପୂର୍ଣ୍ଣ ଜୀବନରେ ମଧୁମେହ, କୋଲେଷ୍ଟ୍ରୋଲ, ପେଟରେ ହେଉଥିବା ବିଭିନ୍ନ ପ୍ରକାରର ରୋଗ, ମୋଟାପଣ, ଆଣ୍ଠୁ ଗଣ୍ଠି ଦରଜ, ଗୋଇଠି ଦରଜ, ହୃତପିଣ୍ଡ ରେ ହେଉଥିବା ରୋଗ ଗୁଡିକ ଯେମିତିକି ହୃଦ୍ଘାତ, ହୃତପିଣ୍ଡର ଆକସ୍ମିକ ଅକ୍ଷମତା, ରକ୍ତ ଚାପ ଏହି ସବୁ ପ୍ରକାରର ବଡ଼ ବଡ଼ ରୋଗ କେବେବି ହେବନାହିଁ।

ଏହା ସହିତ ଆପଣଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଅଧିକ ବଢ଼ିଯିବ ଏବଂ ଏହା ରୋଗ କୁ ସମ୍ପୂର୍ଣ୍ଣ ରୂପେ ଭଲ କରିବାରେ ସକ୍ଷମ ହୋଇଯିବ।ଯାହାଫଳରେ ଆପଣ ସବୁ ପ୍ରକାରର ରୋଗ ରୁ ବଞ୍ଚି ରହିବେ ଏବଂ ଆପଣଙ୍କୁ କେବେବି କୈାଣସି ପ୍ରକାରର ରୋଗ ର ସଂକ୍ରମନ ହେବେ ନାହିଁ। ଆପଣ ପ୍ରତ୍ୟେକ ମୂହୁର୍ତ୍ତ ରେ ସୁସ୍ଥ ଓ ନିରୋଗ ରହିବେ ଏବଂ ଆପଣଙ୍କ ଶରୀରର ଶକ୍ତିଶାଳୀ ହୋଇଯିବ। କେବଳ ଏହି ଗୋଟିଏ ବଟିକା ର ସେବନ ରେ ଏତେ ସବୁ ଚମତ୍କାର ହୋଇଯିବ ଆପଣଙ୍କ ଶରୀର ଏବଂ ଏହି ବଟିକା ଆପଣଙ୍କୁ ସବୁ ଔଷଧ ଦୋକାନରେ ସହଜରେ ମିଳିଯିବ।

ଏହା ପୂର୍ବରୁ ମୁଁ ଆପଣଙ୍କୁ ଏକ ପ୍ରଶ୍ନ ପଚାରୁଛି କି ଆମ ଶରୀରରେ ଏତେ ସବୁ ରୋଗ କାହିଁକି ହୋଇଥାଏ ? ଏହାର ଗୋଟିଏ ଉତ୍ତର ଆମକୁ ସେତେବେଳେ ରୋଗ ହୋଇଥାଏ ଯେତେବେଳେ ଯେଉଁ ଯେଉଁ ପୋଷାକ ତତ୍ବ ଆମ ଶରୀରକୁ ଦରକାର ହୋଇଥାଏ ଯଦି ତାହା ଠିକ୍ ସମୟରେ ନ ମିଳେ। ଏହା ସହ ଆଜି କାଲି ଆମେ ଯେଉଁ ପ୍ରକାରର ସବୁ ଖାଦ୍ୟ ଖାଉଛନ୍ତି ସେଥିରୁ ଆମ ଶରୀରକୁ ସେହି ସବୁ ପୋଷାକ ତତ୍ବ ଏବଂ ଭିଟାମିନ ଓ ମିନେରାଲ ମିଳିନଥାଏ।ଯେଉଁଥିପାଇଁ ଆମ ଶରୀରର ଦୁର୍ବଳ ହୋଇଯାଇଥାଏ ଅର୍ଥାତ୍ ଭିତରୁ ଦୁର୍ବଳ ହୋଇଯାଇଥାଏ।

ଗୋଟେ ହୋଇଥାଏ ବାହାରକୁ ଦେଖାଯାଉଥିବା ଦୁର୍ବଳତା ଏବଂ ଆଉ ଗୋଟେ ଭିତରର ଦୁର୍ବଳତା।ଏଥିରେ ଆମ ଶରୀର ବାହାରୁ ଠିକଠାକ ଦେଖାଯାଏ ଯେମିତିକି ଆମ ଶରୀରରେ ବହୁତ ବଳ ଅଛି କିନ୍ତୁ ଭିତରୁ ବହୁତ ଦୁର୍ବଳ ହୋଇଯାଇଥାଏ। ଏହି କାରଣରୁ ଆମ ଶରୀରରେ ରୋଗ ଆକ୍ରମଣ କରିଥାଏ ଏବଂ ରୋଗ ଆମ ଶରୀରରେ ଘର କରିଦିଏ କାରଣ ଦୁର୍ବଳ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ ଆଉ ଏହି ସମୟରେ ଆମ ଶରୀର ରୋଗ କୁ ନଷ୍ଟ କରିପାରେ ନାହିଁ। ଯାହାଫଳରେ ଆମ ଶରୀର ରୋଗ ମାନଙ୍କର ଘର ହୋଇଯାଇଥାଏ କିନ୍ତୁ ଏହି ବଟିକା ଆପଣଙ୍କୁ ସବୁ ପ୍ରକାରର ରୋଗ ରୁ ମୁକ୍ତ ରଖିବ।

ଏହା ସହିତ ଆପଣଙ୍କ ଶରୀରକୁ ଭିତରରୁ ଶକ୍ତ ଏବଂ ମଜବୁତ କରିଦେବ। ଯାହାଫଳରେ ଆପଣଙ୍କୁ ସମ୍ପୂର୍ଣ୍ଣ ଜୀବନରେ ମଧୁମେହ, କୋଲେଷ୍ଟ୍ରୋଲ, ପେଟରେ ହେଉଥିବା ବିଭିନ୍ନ ପ୍ରକାରର ରୋଗ, ମୋଟାପଣ, ଆଣ୍ଠୁ ଗଣ୍ଠି ଦରଜ, ଗୋଇଠି ଦରଜ, ହୃତପିଣ୍ଡ ରେ ହେଉଥିବା ରୋଗ ଗୁଡିକ କେବେବି ହେବ ନାହିଁ।ଏହି ବଟିକା ଟି ହେଉଛି ମଲ୍ଟି ଭିଟାମିନ ବଟିକା। ଏହି ବଟିକା ସେବନ କରିବା ଦ୍ଵାରା ଆପଣଙ୍କୁ ସେହି ସବୁ ଭିଟାମିନ ଏବଂ ମିନେରାଲ ମିଳି ଯାଇଥାଏ ଯାହା ଆପଣଙ୍କ ଶରୀର ପାଇଁ ଆବଶ୍ୟକ ଅଟେ।ଯଦି ଆପଣଙ୍କ ଶରୀରକୁ ସେହି ସବୁ ତତ୍ବ ମିଳିଯିବ ଯାହା ଆପଣଙ୍କ ଶରୀର ପାଇଁ ଆବଶ୍ୟକ ଅଟେ ତେବେ ଆପଣଙ୍କ ଶରୀର ଭିତରୁ ମଜବୁତ ହୋଇଯିବ ଏବଂ ଆପଣଙ୍କ ଶରୀରକୁ ସମ୍ପୂର୍ଣ୍ଣ ପୋଷଣ ମିଳିବ ଯଦି ଆପଣଙ୍କ ଶରୀର ଭିତରୁ ମଜବୁତ ଅଟେ ଓ ତାର ରୋଗ ପ୍ରତିରୋଧକ ଶକ୍ତି ଅଧିକ ଅଟେ ତେବେ ଆପଣଙ୍କୁ କୈାଣସି ରୋଗ ହେବ ନାହିଁ କି କୈାଣସି ଭାଇରସ୍ ଆକ୍ରମଣ କରି ପାରିବ।

ଏହି ବଟିକା ର ସେବନ ଆପଣଙ୍କୁ ରାତିରେ ଶୋଇବା ପୂର୍ବରୁ କରିବାକୁ ହେବ ଆପଣ ଏଥିରୁ କେବଳ ଗୋଟିଏ ବଟିକା ଖାଇବେ। ଆପଣଙ୍କୁ ୫ମ ଦିନ ଏହାର ଚମତ୍କାରୀ ଫଳ ଦେଖିବାକୁ ମିଳିବ। ଯଦି ଆପଣଙ୍କ ଶରୀରରେ କୈାଣସି ସ୍ଥାନରେ ବିନ୍ଧା ଦରଜ ହେଉଥାଏ ତେବେ ପ୍ରଥମ ଦିନ ଗୋଟିଏ ବଟିକା ଖାଇ ସାରିବା ପରେ ଦ୍ଵିତୀୟ ଦିନ ଏହା କମ୍ ଅନୁଭବ ହେବ ଏବଂ ୫ମ ଦିନରେ ଏହା ସମ୍ପୂର୍ଣ୍ଣ ଭଲ ହୋଇଯିବ। ଆପଣଙ୍କ ଶରୀରରେ ଯେଉଁ ଅଳସୁଆ ଅନୁଭୂତ ହେଉଥିଲା ପ୍ରଥମ ଦିନ ଗୋଟିଏ ବଟିକା ଖାଇ ସାରିବା ପରେ ଦ୍ଵିତୀୟ ଦିନ ଆପଣଙ୍କ ଶରୀର ଚଞ୍ଚଳ ଓ କ୍ରିୟାଶୀଳ ହୋଇଯିବ ଅର୍ଥାତ୍ ଆପଣଙ୍କୁ କେବେବି ଅଳସୁଆ ଅନୁଭୂତ ହେବ ନାହିଁ। ଆପଣ ଯେଉଁ ଦିନ ସାରା ଦୁର୍ବଳ, ହାଲିଆ ଏବଂ ମୁଣ୍ଡରେ ଚାପ ରହୁଥିଲା ଏ ସବୁ ରହିବ ନାହିଁ। ଏହି ବଟିକା ସେବନ କରିବା ପରେ ଆପଣ ଏକ ନୂତନ ଶକ୍ତିର ଅନୁଭବ କରିବେ ଏବଂ କର୍ମତତ୍ପର ହୋଇଯିବେ।

ଆପଣଙ୍କ ଶରୀର ସମ୍ପୂର୍ଣ୍ଣ ନିରୋଗ ହୋଇଯିବ କିନ୍ତୁ ଆପଣଙ୍କୁ ଏହାର ପ୍ରଭାବ ପ୍ରଥମ ବଟିକା ସେବନ କରିବା ପରେ ଅନୁଭବ ହେବ ଏବଂ ୫ମ ଦିନ ଆପଣଙ୍କ ଉପରେ ବହୁତ ଭଲ ପ୍ରଭାବ ପକାଇବ। ଯଦି ଆପଣ ଏହାର ଭଲ ପରିଣାମ ପାଇବାକୁ ଚାହାଁନ୍ତି ତେବେ ଆପଣଙ୍କୁ ଲଗାତାର ୩୦ ଦିନ ପର୍ଯ୍ୟନ୍ତ ଏହାର ସେବନ କରିବାକୁ ପଡ଼ିବ। ଏହି ୩୦ ଦିନ ପରେ ଆପଣଙ୍କୁ ଏକ ଚମତ୍କାର ଫଳ ଦେଖିବାକୁ ମିଳିବ। ଏବେ ଆପଣମାନଙ୍କୁ ଜଣାଇବୁ କେଉଁ କମ୍ପାନୀ ର ଔଷଧ ନେବା ଉଚିତ୍ ଏବଂ ଏହି ବଟିକା ମିଳିବ କେଉଁଠି। ଆମେ ଆପଣଙ୍କୁ ପ୍ରଥମରୁ କହିଚୁ କି ଏହି ବଟିକା ଆପଣଙ୍କୁ ସବୁ ଔଷଧ ଦୋକାନରେ ସହଜରେ ମିଳିଯିବ। ଆପଣ ସେହି ଔଷଧ ଦୋକାନରେ ମଲ୍ଟି ଭିଟାମିନ ବଟିକା ଔଷଧ ବିଷୟରେ କହିବେ ତେବେ ସେ ଆପଣଙ୍କୁ ୭ଟି ବଟିକା ଦେଇଦେବେ।

ଏହାର କୈାଣସି ଗୋଟିଏ କମ୍ପାନୀ ନାହିଁ ଏହାର ବହୁତ ଔଷଧୀୟ କମ୍ପାନୀ ଅଛି। ଆଜିର ଦିନରେ ଏହାର ବହୁତ ଡିମାଣ୍ଡ ରହିଛି। ବହୁତ ଲୋକ ଏହାକୁ ସେବନ କରନ୍ତି। ଯଦି ଆପଣଙ୍କ ବୟସ ୩୫ ବର୍ଷ ଉପରେ ତେବେ ଆପଣ ଏହି ବଟିକା ନିଶ୍ଚୟ ଖାଆନ୍ତୁ। ଏ‌ହି ବୟସରେ ଆପଣଙ୍କ ଶରୀରରେ ବହୁତ ଭିଟାମିନ ଏବଂ ମିନେରାଲ ର ଅଭାବ ରହିଥାଏ ଯାହା ଏହି ବଟିକା ସେହି ସବୁ ଅଭାବକୁ ପୂର୍ଣ୍ଣ କରିଥାଏ ଏବଂ ଆପଣଙ୍କ ଶରୀରକୁ ସମ୍ପୂର୍ଣ୍ଣ ନିରୋଗ କରିଦିଏ। ଆଉ ଏକ ମୂଖ୍ୟ କଥା ହେଲା ଏହି ବଟିକା ର କୈାଣସି ପାର୍ଶ୍ଵ ପ୍ରତିକ୍ରିୟା ନାହିଁ।

Leave a Reply

Your email address will not be published. Required fields are marked *