କଣ ଆପଣ ଜାଣିଛନ୍ତି ସବୁ ମା ବାପା ବାହାଘର ପୁର୍ବରୁ ନିଜ ଝିଅକୁ ଲୁଚାଇଥାନ୍ତି ଏହି ୩ ଟି ଖାସ୍ କଥା…

ଏଥିରେ କୌଣସି ସନ୍ଦେହ ନାହିଁ କି ସବୁ ମା ବାପା ନିଜ ଝିଅ ପାଇଁ ଭଲ ଓ ବଡ୍ଃଇଆ ଜୀବନସାଥୀ ଖୋଜିବାକୁ ଚେଷ୍ଟା କରନ୍ତି , ହଁ ଆଜ୍ଞା ଏକ ଏମିତି ଜୀବନସାଥୀ ଯିଏ ବିବାହ ପରେ ବିଲକୁଲ୍ ତାଙ୍କ ଝିଅର ଦାୟିତ୍ୱ ନେଉ, ଓ ତାଙ୍କ ଝିଅକୁ ନିଜ ପଲକରେ ବସାଇରଖୁ , ଏମିତି ଜୀବନସାଥୀ ମିଳିବା ବହୁତ୍ ମୁସକିଲ୍ ହୋଇଥାଏ , କିନ୍ତୁ ଝିଅର ମା ବାପା ତାଙ୍କ ଝିଅ ପାଇଁ ଏକ ଏମିତି ବର ଖୋଜିବାର ସବୁ ଚେଷ୍ଟା କରିଥାନ୍ତି , ସବୁ ମା ବାପା କେବଳ ଏହି ଇଚ୍ଛାହୋଇଥାଏ , ବିବାହ ପରେ ତାଙ୍କ ଝିଅ ସବୁବେଳେ ଖୁସିରେ ରହୁ , ଓ ତାଙ୍କୁ କେଉଁ ପ୍ରକାରର ଅସୁବିଧା ନହେଉ , ଏବେ ଏମିତି ଆପଣ ବହୁତଥର ନିଜ ମା ବାପା ଏହା କହିଥିବାର ଶୁଣିଥିବେ କି ବିବାହ ସଠିକ୍ ବୟସ ଏହା ହିଁ ଅଟେ, ଓ ଏବେ ତାଙ୍କୁ ନିଜ ଝିଅର ବିବାହ କରିଦେବା ଉଚିତ୍ ।
ହଁ ଆଜ୍ଞା ଯେବେ ବିବାହର କଥା ଆସେ , ତେବେ ସବୁ ମା ବାପା ନିଜ ଝିଅକୁ ଏହା ବିଷୟରେ ନିଶ୍ଚିତ ପଚାରନ୍ତି , କିମ୍ବା ତାର ସାମ୍ନାରେ ଏହି ବିଷୟକୁ ନେଇକରି ଚର୍ଚ୍ଚା କରିଥାନ୍ତି , କିନ୍ତୁ କଣ ଆପଣ ଜାଣିଛନ୍ତି ବିବାହକୁ ନେଇକରି କିଛି କଥା ଏମିତି ହୋଇଥାଏ , ଯାହା ବହୁତଥର ନିଜ ଝିଅକୁ ଲୁଚାଇକରି ରଖନ୍ତି କହିଦେବୁ କି କିଛି କଥା ଏମିତି ହୋଇଥାଏ ଯାହା ମା ବାପା ତାଙ୍କ ଉପରେ ଛାଡିଦିଅନ୍ତି , କାରାଣ କିଛି କଥା ଏମିତି ହୋଇଥାଏ ଯାହା କେବଳ ନିଜେ ହିଁ ସିଖିପାରିବା, ଆଜି ଆମେ ଆପଣକୁ ଏମିତି ତିନୋଟି ମଜାଦାର୍ କଥା ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟର୍ ଜାଣିଲେ ଆପଣ ଚକିତ ହୋଇଯୀବେ , ତେବେ ଆସନ୍ତୁ ଏବେ ଆପଣଙ୍କୁ ଏହି ତିନୋଟି କଥା ବିଷୟରେ ବିସ୍ତାରରେ କହିବୁ ।
୧) ସବୁଠାରୁ ପ୍ରଥମେ ଆମେ ଆପଣଙ୍କୁ ଏହା କହିଦେବୁ କି ବିବାହକୁ ସଫଳ ବନାଇବା ପାଇଁ ଦୁହେଁ ଯୋଡିଙ୍କୁ ମିଶିକରି ଚେଷ୍ଟା କରିବାକୁ ପଡିଥାଏ , ଓ ତେବେ ଯାଇକରି ଏହି ସଂମ୍ପର୍କ ସଫଳ ହୋଇଥାଏ, ଏବେ ଜାହିର୍ କଥା ଏକ ସଫଳ ସଂମ୍ପର୍କ ପାଇଁ ଜରୁରୀ ହୋଇଥାଏ , ଏଥିରେ କୌଣସି ସନ୍ଦେହ ନାହିଁ କି ଯେବେ ଦୁଇ ଅଜଣା ଲୋକ ପୁରା ଜୀବନ ଏକା ସାଙ୍ଗେ କଟାଇଥାନ୍ତି , ତେବେ ଏହି ସମୟରେ ସେ ବହୁତ ବୁଝାମଣା ବି କରିବାକୁ ପଡିଥାଏ , ଏମିତିରେ କେଉଁ ଝିଅକୁ ନିଜ ଆତ୍ମସମ୍ମାନ ସହ କେବେ ବୁଝାମଣା କରିବା ଉଚିତ୍ ନୁହେଁ , ହଁ ଆଜ୍ଞା କଥା ଯେବେ ଝିଅର ଆତ୍ମସମ୍ମାନ କଥା ଆସେ , ତେବେ ତାକୁ କେବଳ ସେହି ବିଷୟରେ ଭାବିବା ଉଚିତ୍ ।
୨) ସବୁ ମା ବାପା ନିଜ ଝିଅ ପାଇଁ ଭଲ ବୈବାହିକ ଜୀବନ କାମନା କରିଥାନ୍ତି , ଓ ଏମିତିରେ ନିଜ ଝିଅର ସାମ୍ନାରେ ଛାଡପତ୍ର ଶବ୍ଦର ବ୍ୟବହାର କରିନଥାନ୍ତି , କିନ୍ତୁ ଯଦି ଆପଣଙ୍କ ବୈବାହିକ ଜୀବନ ସଠିକ୍ ତରିକାରେ ଚାଲି ପାରୁନାହିଁ ଓ ନାନା ଅସୁବିଧା ସହିବାକୁ ପଡୁଛି, ତେବେ ଆପଣଙ୍କୁ ଛାତ୍ର ନେବାର ପୁରା ଅଧିକାର ଅଛି, ହଁ ଆଜ୍ଞା , ନିଜ ମା ବାପାଙ୍କର ପ୍ରେସରେ ଆସିକରି ନିଜ ସହ୍ ଅନ୍ୟାୟ କରନ୍ତୁ ନାହିଁ , ଯଦି ଆପଣଙ୍କ ପାର୍ଟନର ଆପଣଙ୍କ ସହ ବୁଝାମଣା ନକରେ ।
୩) ଏହା ଛଡା ସବୁ ସଂମ୍ପର୍କରେ କିଛି ଟା ଦୁରତା ରହିବା ଦରକାର, କିନ୍ତୁ ଝିଅର ମା ବାପା ଏହି କଥା କହନ୍ତି ନାହିଁ ହଁ ଆଜ୍ଞା ବହୁତଥର ଝିଅମାନେ ଏହା ଭାବନ୍ତି କି ବିବାହ ପରେ ତାଙ୍କୁ ନିଜ ସହ୍ ସମୟ ବିତାଇବା ମଉକା ମିଳିବ ନାହିଁ , ମାନେ ତାଙ୍କୁ ପୁରା ଜୀବନ ନିଜ ପାର୍ଟନର ସହ ଗୋଟେ ରୁମ୍ ରେ ହିଁ ବେଡ୍ ରେ ବିତାଇବାକୁ ହେବ , ଯେବେ ଏମିତି ହୋଇନଥାଏ ।