February 14, 2025

Odia Express

Leading Odia News Portal of Odisha

ଯାହାର ମୋବାଇଲ୍ ନମ୍ବରରେ ହୋଇଥାଏ ଶୁଭ ଅଙ୍କ ସେ ଲୋକ ରାତାରାତି ହୋଇଯାଏ କୋଟିର ମାଲିକ ଜାଣନ୍ତୁ କେଉଁଠି ଆପଣଙ୍କ ମୋବାଇଲ୍ ନମ୍ବର ଏହା ନୁହେଁ ତ ?

ଆଜିର ସମୟରେ ମୋବାଇଲ୍ ଫୋନ୍ ସବୁ ବ୍ୟକ୍ତିର ବଡ ଦରକାରିତା ଜିନିଷ ହୋଇସାରିଛି ,ଓ ତାହାର ବିନା ଆଜିର ସମୟରେ ଜୀବନରେ ଚଳିବା କଠିନ ହୋଇଯାଇଛି, ଆଜିର ସମୟରେ ଲୋକେ ମୋବାଇଲ୍ ଫୋନ୍ ବିନା ଗୋଟେ ମୁହୁର୍ତ୍ତ ରହିପାରୁନାହାନ୍ତି , ମୋବାଇଲ୍ ଫୋନ୍ ଆଜିର ସମୟରେ ଏକ ବହୁତ ଉପଯୋଗୀ ଗ୍ୟାଜେଟ୍ ପ୍ରମାଣିତ ହୋଇଛି କାରଣ ପୁର୍ବରୁ ଲୋକେ କାମ କରୁଥିଲେ ତାହା ଘଣ୍ଟାଏ ଉପରେ ଲାଗିଯାଉଥିଲା,  ଏବେ ଏହି କାମ ଚୁଟୁକିଏ ସମୟ ମଧ୍ୟରେ ହୋଇପାରୁଛି, ଯେପରି ଯଦି ଆପଣ ଇଲେକ୍ଟ୍ରି ବିଲ୍ ଜମା କରିବାର ଅଛି କିମ୍ବା ବ୍ୟାଙ୍କରେ ଖାତା ଖୋଲିବାର ଅଛି ତେବେ ତାହା ମୋବାଇଲ୍ ର ମାଧ୍ୟମରେ ହୋଇପାରିବ , ଏହା ଛଡା ମୋବାଇଲ୍ ଫୋନ୍ ଆମ ପାଇଁ ବହୁତ କାମରେ ଲାଭକାରୀ ହୋଇଥାଏ । କିନ୍ତୁ ଏବେ ଆମେ ଆପଣଙ୍କୁ ଏମିତି ଏକ ଉପଯୋଗ ବିଷୟରେ କହିବାକୁ ଯାଊଛୁ, ଯାହା ଆପଣ ଚକିତ ହୋଇପାରନ୍ତି , ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଆପଣଙ୍କ ମୋବାଇଲ୍ ରେ କିଛି ଅଙ୍କ ଏପରି ହୋଇଥାଏ ଯାହା ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ବହୁତ ଶୁଭ ହୋଇଥାଏ, ଯଦି ସେହି ନମ୍ବର ଆପଣଙ୍କ ମୋବାଇଲ୍ ରେ ହୋଇଥାଏ ତେବେ କୋଟିପତି ହେବାରେ କେହି ଅଟକାଇପାରିବେ ନାହିଁ , ଏହି ସୁଚନା ଆମେ ଆପଣଙ୍କ ରାଶି ଅନୁସାରେ କହିଦେବୁ  ।

୧) ମେଷ ରାଶି- ଏହି ରାଶିର୍ ଜାତକରେ ଯୋଗାଙ୍କ ୪ ତଥା ୭ ଲକି ନମ୍ବର ମାନାଯାଏ , ଏମିତିରେ ତାଙ୍କୁ ଏହି ଯୋଗାଙ୍କର ମୋବାଇଲ୍ ନମ୍ବର୍ ନେବା ଉଚିତ୍ ।

୨) ବୃଷ ରାଶି- ଏହି ରାଶିର ଜାତକ ପାଇଁ ଯୋଗାଙ୍କ ୫ ଓ ୮ ଲକି ନମ୍ବର ହୋଇଥାଏ , ଏମିତିରେ ଏହି ଯୋଗାଙ୍କର୍ ମୋବାଇଲ୍ ନମ୍ବର ନେବା ଉଚିତ୍ ।

୩) ମିଥୁନ ରାଶି- ଏହି ରାଶିର ଜାତକରେ ଯୋଗାଙ୍କ ୬ ଓ ୯ ବହୁତ ହିଁ ଲକି ହୋଇଥାଏ , ଏମିତିରେ ଏହି ଯୋଗାଙ୍କ ନମ୍ବର ନେବା ଉଚିତ୍ ।

୪) କର୍କଟ ରାଶି- ଏହି ରାଶିର ଜାତକ ପାଇଁ ଯୋଗାଙ୍କ ୮ଓ ୯ ନମ୍ବର ଲକି ହୋଇଥାଏ, ଏମିତିରେ ଏହି ମୋବାଇଲ୍ ନମ୍ବର ନେବା ଉଚିତ୍ ।

୫) ସିଂହ ରାଶି- ଏହି ରାଶିର ଜାତକ ପାଇଁ ଯୋଗାଙ୍କ ୨ ଓ ୪ ଲକି ମାନାଯାଏ , ଏମିତିରେ ଏହି ମୋବାଇଲ୍ ନମ୍ବର ନେବା ଉଚିତ୍ ।

୬) କନ୍ୟା ରାଶି- ଏହି ରାଶିର ଜାତକରେ ଯୋଗାଙ୍କ ୫ ଓ ୮ ଲକି ନମ୍ବର ହୋଇଥାଏ, ଏମିତିରେ ଏହି ମୋବାଇଲ୍ ନମ୍ବର ନେବା ଉଚିତ୍ ।

୭) ତୁଳା ରାଶି- ଏହି ରାଶିର ଜାତକରେ ଯୋଗାଙ୍କ ୭ ଓ ୧ ଲକି ନମ୍ବର ହୋଇଥାଏ,  ଏମିତିରେ ଏହି ମୋବାଇଲ୍ ନମ୍ବର ନେବା ଉଚିତ୍ , ଯାହା ଦ୍ୱାରା ତାଙ୍କୁ ବହୁତ ମୋବାଇଲ୍ ନମ୍ବର ଫାଈଦା ଦେବ ।

୮) ବିଛା ରାଶି- ଏହି ରାଶିର ଜାତକରେ ଯୋଗାଙ୍କ ୪ଓ ୫ ଲକି ନମ୍ବର ମାନାଯାଏ,  ଏମିତିରେ ଏହି ମୋବାଇଲ୍ ନମ୍ବର ନେବା ଉଚିତ୍ ।

୯) ଧନୁ ରାଶି- ଏହି ରାଶିର ଜାତକ ପାଇଁ ଯୋଗାଙ୍କ ୯ ଓ ୮ ଲକି ନମ୍ବର ହୋଇଥାଏ,  ଏମିତିରେ ଏହି ମୋବାଇଲ୍ ନମ୍ବର ନେବା ଉଚିତ୍ ।

୧୦) ମକର ରାଶି- ଏହି ରାଶିର ଜାତକ ପାଇଁ ଯୋଗାଙ୍କ ୪ ଓ ୯ ଲକି ନମ୍ବର ହୋଇଥାଏ, ଏମିତିରେ ଏହି ମୋବାଇଲ୍ ନମ୍ବର ନେବା ଉଚିତ୍ ।

୧୧) କୁମ୍ଭ ରାଶି- ଏହି ରାଶିର ଜାତକ ପାଇଁ ଯୋଗାଙ୍କ ୨ ଓ ୭ ଲକି ନମ୍ବର ହୋଇଥାଏ , ଏମିତିରେ ଏହି ମୋବାଇଲ୍ ନମ୍ବର ନେବା ଉଚିତ୍ ।

୧୨) ମୀନ ରାଶି- ଏହି ରାଶିର ଜାତକରେ ଯୋଗାଙ୍କ ୬ ଓ ୮ ଲକି ମାନାଯାଏ , ଏମିତିରେ ଏହି ମୋବାଇଲ୍ ନମ୍ବର ନେବା ଦରକାର, ମିତ୍ରଙ୍କୁ ଅଧିକା ରୋଚକ କଥା ସେୟାର୍ କରନ୍ତୁ ।

Leave a Reply

Your email address will not be published. Required fields are marked *