February 14, 2025

Odia Express

Leading Odia News Portal of Odisha

ଆପଣ ବି ପାଇବାକୁ ଚାହୁଁଛନ୍ତି କ୍ଷୀର ପରି ଚମକଦାର୍ ଚେହେରା ତେବେ ଗାଧୋଇବା ପାଣିରେ କେବଳ ଏହି ଗୋଟେ ଜିନିଷ ମିଶାଇଦିଅନ୍ତୁ , ମିଳିବ ଗୋରାପଣ ଯାହା ଦେଖିଲେ ଚକିତ ହୋଇଯିବେ ଆପଣ

ଗୋରା ଚେହେରା ପାଇବାକୁ କିଏ ବା ନ ଚାହେଁ , ବୋଧେ ଏମିତି କେଉଁ ଲୋକ ଥିବ ଯିଏ ଗୋରା ହେବାକୁ ଚାହେଁ ନାହିଁ, ସେମିତି ଆମର ସମାଜରେ ଲୋକଙ୍କ ମାନସିକତା ସ୍କିନ୍ କଲର୍ ରୁ ହିଁ ପରଖାଯାଏ , ଓ ଏଥିପାଇଁ ଏହି ସମାଜରେ ରହୁଥିବା ଲୋକଙ୍କୁ ଗୋରା, ଶାମଳ, ଓ କଳା ଲୋକଙ୍କ ପ୍ରତି ଏକ କମ୍ପପ୍ଲେକ୍ସ ଫିଲିଙ୍ଗ୍ସ ରହିଛି , କିଛି କଥା ନୁହେଁ ଗୋରା ହେବା କେଉଁ ମୁସକିଲ୍ ଭରା କାମ ନୁହେମ୍ଂ , ଆଜି ଆମେ ଆପଣଙ୍କୁ କିଛି ଟିପ୍ସ ସେୟାର୍ କରିବୁ, ଯାହାର ବ୍ୟବହାର କରି ଆପଣ କିଛି ଦିନରେ ଗୋରା ହୋଇପାରିବେ , ଖାଲି ଆପଣଙ୍କୁ ଦରକାରପଡିବ ସବୁଦିନ ଗାଧୋଇବାପାଣିରେ ଏକ ଜିନିଷ ମିଶାଇବାର ଯାହା ଆପଣଙ୍କ ରଙ୍ଗ କିଛି ଦିନରେ ଚମକ ଆଣିଦେବ । ସେମିତି ଆଜିକାଲି ମାର୍କେଟ୍ ରେ ଏମିତି ବହୁତ ସାରା ଜିନିଷ ମିଳିଯିବ ଯାହା ଗୋରା ହେବାର ଦାବି କରନ୍ତି , କିନ୍ତୁ ତାହା ଚେହେରାର ଦାଗକୁ ଦୁର୍ କରିପାରନ୍ତି ନାହିଁ  କିନ୍ତୁ କିଛି ବ୍ୟୁଟି ପ୍ରଡକ୍ସ ଅଛି ଯାହା କିଛି ପରିମାଣରେ କାମରେ ଆସିଯାଏ , କିନ୍ତୁ ସେତେ ଅଧିକା ନୁହେଁ , କିନ୍ତୁ ଏହା କଥାକି ତାହାକୁ କିଣିବାକୁ ସମସ୍ତଙ୍କ ଦ୍ୱାରା ସାମର୍ଥ୍ୟ ହୋଇପାରେନାହିଁ ।

କିନ୍ତୁ ଆଜି ଆମେ ଏକ ଜିନିଷ ବିଷୟରେ କହିବୁ ଯାହାକୁ ଆପଣ ସହଜରେ କିଣିପାରିବେ,  ଓ ଏହା ଏମିତି ଜିନିଷ ଅଟେ ଯାହା ସମସ୍ତଙ୍କ ଘରେ ସହଜରେ ମିଳିପାରିବ,  ତେବେ ଆସନ୍ତୁ କହିବୁ ସେ ଜିନିଷଟି କଣ , ଆଜି ଆମେ ଯେଉଁ ଜିନିଷ ବିଷୟରେ କହିବାକୁ ଯାଊଛୁ , ତାହା ଆଉ କିଛି ନୁହେଁ ଏକ ଲେମ୍ବୁ ଅଟେ, ଲେମ୍ବୁରେ ଭିଟାମିନ୍ ସି ମିଳିଥାଏ, ଯାହା ରଙ୍ଗକୁ ସଫା କରିବାରେ ସାହାଯ୍ୟ କରେ ।

ଏହା ଛଡା ଆପଣଙ୍କୁ କହିଦେବୁ କି ଲେମ୍ବୁରେ ଏମିତି ବ୍ଲିଚିଙ୍ଗ୍ ଅଛି ଯାହା ରଙ୍ଗକୁ ସଫା କରିଥାଏ,  ଆପଣଙ୍କୁ କହିଦେବୁ କି ଯଦି ଆପଣ ସବୁଦିନ ଗାଧୋଇବା ପାଣିରେ ଏକ କଟା ହୋଇଥିବା ଲେମ୍ବୁର ରସ ମିଶାଇଦେବେ ତେବେ ଆପଣଙ୍କ ରଙ୍ଗ କିଛି ଦିନରେ ପରିବର୍ତ୍ତନ ହୋଇଯୀବ,  ଲେମ୍ବୁରେ ଏକ ବ୍ଲିଚିଙ୍ଗ୍ ଏଜେଣ୍ଟ ହୋଇଥାଏ,  ଯାହା ବହୁତ ତରିକାରେ ବ୍ୟବହାର୍ କରାଯାଇପାରିବ,  କିନ୍ତୁ ଏହାର ବ୍ୟବହାର ଯଦି ଗାଧୋଇବା ପାଣିରେ କରନ୍ତି ତେବେ ଏହା କାମ ଦେବ, ଲେମ୍ବୁର୍ ପ୍ରୟୋଗ ଆମେ ନିଜ ଚେହେରା କିମ୍ବା ଫେସ୍ ମାକ୍ସ ରୁପେ ବେସନ ମିଶାଇକରି କରିଥାଉ ।

ଲେମୁ ଆପଣଙ୍କ ଘରେ ମିଳୁଥିବା ଏକ ଏମିତି ପଦାର୍ଥ ଅଟେ ଯାହାର ବ୍ୟବହାରରୁ ଆପଣ କିଛି ହିଁ ଦିନରେ ନିଜ ତ୍ୱଚାରେ ରଙ୍ଗରେ ପରିବର୍ତ୍ତନ ଆଣିପାରିବେ , ଏଥିରେ ଭଲ ବେନିଫିଟ୍ ବାଲା ନ୍ୟାଚୁରାଲ୍ ବ୍ଲିଚିଙ୍ଗ୍ ପ୍ରଡକ୍ଟ୍ ଆଉ କିଛି ନାହିଁ , ଏହା ବଜାରରେ ମିଳୁଥିବା ମହଙ୍ଗା କସମେଟିକ୍ ଯାହା ଗୋରା ବନାଇବାର ଦାବି କରନ୍ତି , ସେଥିରୁ ବହୁତ ଗୁଣାରେ ଶସ୍ତା ଓ ପ୍ରଭାବଶାଳୀ ଅଟେ, ତେବେ ଆଉ ଡେରି କଣ ପାଇଁ ଆପଣ ଯଦି ନିଜ ରଙ୍ଗରେ ପରିବର୍ତ୍ତନ ଆଣିବାକୁ ଚାହୁଁଛନ୍ତି ତେବେ ସବୁଦିନ ଗାଧୋଇବା ପାଣିରେ ଏକ ଲେମ୍ବୁର ରସ ନିଶ୍ଚିତ୍ ମିଶାଇଦିଅନ୍ତୁ

Leave a Reply

Your email address will not be published. Required fields are marked *