May 20, 2025

Odia Express

Leading Odia News Portal of Odisha

ମାଧୁରୀ ଦୀକ୍ଷିତ୍ ଙ୍କ ସ୍ୱାମୀଙ୍କ ବିଷୟରେ ଏହି କଥା ଜାଣିନଥିବେ ଆପଣ, ଜାଣିଲେ ଚକିତ ହୋଇଯାଈପାରନ୍ତି

ଏହା ତ ସମସ୍ତେ ଜାଣିଛନ୍ତି କି ମାଧୁରୀ ଦୀକ୍ଷିତ ବଲିଉଡ୍ ର ଜଣେ ପ୍ରତିଭାଶାଳୀ ଅଭିନେତ୍ରୀରୁ ଜଣେ ଅଟନ୍ତି  , ଆଜିକାଲି ସେ ଫିଲ୍ମରେ କମ୍ ନଜର ଆସୁଛନ୍ତି , କିନ୍ତୁ ସେ ବଲିଉଡ୍ ରେ ବହୁତ ସୁପରହିଟ୍ ଫିଲ୍ମ ଦେଇଛନ୍ତି , ମାଧୁରୀଙ୍କୁ କିଏ ବା ନଜାଣେ କିନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ବହୁତ କମ୍ ଲୋକ ଜାଣିଛନ୍ତି , ଏବେ ତ ସମସ୍ତଙ୍କୁ ମାଲୁମ୍ ଅଛି କି ମାଧୁରୀ ଦୀକ୍ଷିତ ଏକ ଡାକ୍ତରଙ୍କୁ ହୋଇଥିଲେ , ଯିଏ ଆମେରିକାରେ ରହୁଛନ୍ତି , କିନ୍ତୁ ଏହା ଛଡା ଏମିତି ବହୁତ କଥା ଅଛି ଯାହା ଆପଣ ଜାଣିନଥିବେ , ଆପଣଙ୍କୁ ଜଣେଇଦେବୁ କି ମାଧୁରୀଙ୍କ ସ୍ୱାମୀଙ୍କ ନାଁ ଶ୍ରୀରାମ ନେନେ ଅଟେ , ଶ୍ରୀରାମ ନେବେ ଙ୍କୁ ପୁର୍ବରୁ କିଏ ବି ଜାଣିନଥିଲେ , କିନ୍ତୁ ମାଧୁରୀଙ୍କୁ ବିବାହ କରିବାପରେ ପୁରା ଦୁନିଆଁ ତାଙ୍କୁ ଜାଣିବାକୁ ଲାଗିଲା , ସେମିତି ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଯେଉଁ ବ୍ୟକ୍ତି ମାଧୁରୀ ଙ୍କୁ ବିବାହ କରିବାପରେ ପରିଚୟ ମିଳିଲା , ସେ ନିଜେ ହିଁ ମାଧୁରୀ ଦୀକ୍ଷିତ ଙ୍କୁ ଚିହ୍ନିନଥିଲେ , ହଁ ଆଜ୍ଞା ମାଧୁରୀ ଓ ଡାକ୍ତର ନେନେଙ୍କ ସଂମ୍ପର୍କ ମାଧୁରୀଙ୍କ ମା ବାପା ତୟ କରିଥିଲେ

ଏମିତିରେ ଯେବେ ଡାକ୍ତର ନେନେଙ୍କ ନିର୍ବନ୍ଧ ମାଧୁରୀ ଦୀକ୍ଷିତଙ୍କ ସହ ହୋଇଥିଲା, ତେବେ ତାଙ୍କୁ ଜଣାନଥିଲା କି ମାଧୁରୀ କେତେ ବଡ୍ ଅଭିନେତ୍ରୀ ଅଟନ୍ତି ବୋଲି, ଏକ ଇଣ୍ଟରଭ୍ୟୁରେ ମାଧୁରୀଙ୍କ ଭଉଣୀ କହିଲେ କି ଡାକ୍ତର ନେନେ ମିଡିଆରୁ ବହୁତ ଦୁରରେ ରହୁଛନ୍ତି , ଏଥିପାଇଁ ତାଙ୍କୁ ଏହା ଜଣାନଥିଲା କି ମାଧୁରୀ ଏକ ବଡ ଅଭିନେତ୍ରୀ ବୋଲି, କିନ୍ତୁ ମାଧୁରୀଙ୍କୁ ନିର୍ବନ୍ଧ କରିବାପରେ ସେ ମାଧୁରୀ ଦୀକ୍ଷିତଙ୍କ ଲୋକପ୍ରିୟତା ବିଷୟରେ ଜଣାପଡିଲା । କହିଦେବୁ କି ଯେବେ ଡାକ୍ତର ନେନେଙ୍କୁ ମାଧୁରୀଦୀକ୍ଷିତ ଙ୍କ ବିଷୟରେ ଜଣାପଡିଲା ତେବେ ସେ ମାଧୁରୀଙ୍କୁ କିଛି ଫିଲ୍ମଗୁଡିକ ନିଜ ଘରକୁ ନେଇ ଆସିଲେ , ହଁ ଆଜ୍ଞା ଏହା ସହ ସେ ମାଧୁରୀ ଦୀକ୍ଷିତଙ୍କ ଫିଲ୍ମକୁ ବଡ ଆରାମରେ ବସିକରି ଦେଖିଲେ , ମାନେ ସିଧା ଶବ୍ଦରେ କହିଲେ ମାଧୁରୀ ଦୀକ୍ଷିତଙ୍କ ଫିଲ୍ମ ଦେଖିଲାପରେ ଡାକ୍ତର ନେନେ ଏହି କଥାକୁ ଜଣାପଡିଲା କି ମାଧୁରୀ ଦୀକ୍ଷିତ ପ୍ରକୃତରେ କେତେବଡ ଅଭିନେତ୍ରୀ ଅଟନ୍ତି

ଯେବେ ଦୁନିଆଁ ସାରା ଏହି କଥାକୁ୍ ଜାଣିଥିଲା ତେବେ ଡାକ୍ତର ନେନେ ମାଧୁରୀ ଦୀକ୍ଷିତଙ୍କୁ ଜାଣିନଥିଲେ , ତେବେ ଏହା ଜାଣିବାପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ମାଧୁରୀ ଦୀକ୍ଷିତ ଅନୁପମ୍ ଖେର୍ ଙ୍କ ଏକ ଶୋରେ ଯାଇଥିଲେ , କହିଦେବୁ କି ଏହି ସମୟରେ ସେ ଅନୁପମ୍ ଖେର୍ ନିଜ ଜୀବନ ସହ ଯୋଡି ହୋଇଥିବା କଥା ସେୟାର୍ କରିଥିଲେ,  ଏହି ସମୟରେ ମାଧୁରୀ କହିଲେ କି ଡାକ୍ତର ନେନେଙ୍କୁ ବିବାହ କରିବାପୁର୍ବରୁ ସେ ଏକ ସାଧାରଣ ବ୍ୟକ୍ତି ବୋଲି ଭାବୁଥିଲେ,  ମାନେ ସେ ମାଧୁରୀଙ୍କ ଗୋଟେ ଫିଲ୍ମ ଦେଖିନଥିଲେ

ଯେବେ ମାଧୁରୀ ଡାକ୍ତର ନେନେଙ୍କ ଏହି କଥା ପସନ୍ଦ ଆସିଲା ସେ ପ୍ରକୃତରେ ଏମିତି ପାର୍ଟନର ଚାହୁଁଥିଲେ,  ଯାହାକି ବାସ୍ତବିକ ବ୍ୟକ୍ତିତ୍ୱଙ୍କୁ ଭଲ ପାଇବେ , ନା କି ତାଙ୍କ ଲୋକପ୍ରିୟତା ଦେଖିକରି ତାଙ୍କୁ ବାହାହେବେ । ବୋଧେ ଏଥିପାଇଁ ମାଧୁରୀ ଦୀକ୍ଷିତ ଡାକ୍ତର ନେନେଙ୍କୁ ନିଜ ଜୀବନସାଥୀ ରୁପେ ବାଛିଥିଲେ , ଆଜି ସେ ନିଜ ପରିବାର ସହ ବହୁତ ଖୁସି ଜୀବନ ବ୍ୟତିତ କରୁଛନ୍ତି , କହିଦେବୁ କି ମାଧୁରୀ ଓ ଡାକ୍ତର ନେନେଙ୍କ ଦୁଇଟି ଝିଅ ଅଛନ୍ତି

Leave a Reply

Your email address will not be published. Required fields are marked *