ଆସନ୍ତୁ ଜାଣିବା କିଛି ମଜେଦାର ନୂଆ ପଜଲ -ପ୍ରଥମେ ଏକ ମହୁମାଛିର ଚିତ୍ର ଅଛି ଓ ଆଉ ଏକ ଚିତ୍ର ହେଉଛି ସିଟିପିନର – ତେବେ କୁହନ୍ତୁ ପୁଅଟିର ନାମ କଣ ହେବ ? ବୁଦ୍ଧିମାନ ହେଇଥିଲେ ଉତ୍ତର କମେନ୍ଟ କରିବେ ଓ ସଠିକ ଉତ୍ତର ଦେଖନ୍ତୁ
ଓଡ଼ିଆ ମଜାଦାର ପେହେଲି ରେ ଆପଣାକୁ ଆଜି ପୁଣି ଅନେକ ଅନେକ ସ୍ୱାଗତ କରୁଚୁ |ତେବେ ସବୁଦିନ ପରି ଆଜି ମଧ୍ୟ ଏକ ନିଆରା ପ୍ରଶ୍ନ ଉତ୍ତର ପୁତଲୀ ନେଇ ଆମେ ଓଡ଼ିଆ ଏକ୍ସପ୍ରେସ୍ରେ ଟିମ ଆପଣଙ୍କ ପାଖକୁ ଅଶିଚୁ ଓ ଆପଣଙ୍କ କିଛି ଜ୍ଞାନ ବୃଦ୍ଧି କରିବାର ପ୍ରୟାସ ନିଶ୍ଚୟ କରିବୁ |ତେବେ ଆପଣ ଆମର ଏହି ଲେଖା କୁ ଭଲ ପାଇବା ଦେବାରୁ ଆପଣାକୁ ଅନେକ ଅନେକ ଧନ୍ୟବାଦ | ତେବେ ଆଗାମୀ ଦିନରେ ଏପରି ନୂଆ ନୂଆ କଥା ଜାଣିବା ଓ ଶିଖିବା ପାଇଁ ନିଶ୍ଚୟ ଆମକୁ ଲାଇକ ଓ ସେୟାର କରିବେ | ତେବେ ଚାଲନ୍ତୁ ଆଜିର ପ୍ରଶ୍ନ ଉତ୍ତର ଜାଣିବା
ଫଜଲ ନମ୍ବର୧-ପ୍ରଥମ ଚିତ୍ରଟି ହେଉଛି ଚନ୍ଦ୍ର, ଏହା ପର ଚିତ୍ରଟି ଅଟେ ଏକ କାନ ଓ ତା ପର ଚିତ୍ରଟି ହେଉଛି ଟି।ତେବେ କଣ ହୋଇପାରେ ପୁଅଟିର ନାମ?
ଉତ୍ତର- ଚିତ୍ର ଦେଖିଲା ପରେ ଜଣାପଡୁଛି କି ପୁଅଟିର ନାମ ହୋଇଥିବ ଚନ୍ଦକାନ୍ତ।କାରଣ ପ୍ରଥମ ଚିତ୍ରରେ ଚନ୍ଦ୍ର ଏହାପର ଚିତ୍ରରେ କାନ ଓ ଶେଷ ଚିତ୍ରରେ ଟି ଲେଖାଯାଇଛି ଯାହା ମିସିଲେ ନାମଟି ହେଉଛି ଚନ୍ଦ୍ରକାନ୍ତ।
ଫଜଲ ନମ୍ବର୨-ପ୍ରଥମ ଚିତ୍ର ହେଉଛି ଏକ ବିଲେଇର ଏହାପର ଚିତ୍ରଟି ହେଉଛି ଲେଖାଜିଛି ରି ଓ ଶେଷ ଟି ନୁହଁ ଚିନ୍ହ ଅଟେ।ତେବେ କଣ ଅଟେ ଝିଅଟିର ନାମ?
ଉତ୍ତର-ଚିତ୍ର ଦେଖିବା ପରେ ଜଣାପଡୁଛିକି ଝିଅଟିର ନାମ ହୋଇଥିବ କ୍ୟାଟ୍ରିନା ।କାରଣ ପ୍ରଥମ ଚିତ୍ରରେ ବିଲେଇର ଇଂରାଜୀ ନାମ କ୍ୟାଟ ଏହା ପର ଚିତ୍ରରେ ଲେଖାଯାଇଛି ରି ଓ ଶେଷ ଚିତ୍ର ନୁହଁ ବା ନା ଅଟେ ଏହାର ଅର୍ଥ ଝିଅଟିର ନାମ କ୍ୟାଟ୍ରିନା
ଫଜଲ ନମ୍ବର୩-ପ୍ରଥମ ଚିତ୍ରଟି ଅଟେ ଏକ ମହୁମାଛିର ଓ ଆଉ ଏକ ଚିତ୍ର ହେଉଛି ସିଟିପିନର।ତେବେ କଣ ଅଟେ ପୁଅଟିର ନାମ?
ଉତ୍ତର-ଚିତ୍ର ଦେଖି ଜଣାପଡୁଛି ପୁଅଟିର ନାମ ଅଟେ ବିପିନ।କାରଣ ପ୍ରଥମ ଚିତ୍ରରେ ମହୁମାଛିର ଇଂରାଜୀ ନାମ ଅଟେ ବି ଓ ଏହାପର ଚିତ୍ରଟି ତେ ପିନ ଏହାର ଅର୍ଥ ପୁଅଟିର ନାମ ବିପିନ।
ଫଜଲ ନମ୍ବର୪-ପ୍ରଥମ ଚିତ୍ରରେ ଏକ ଆଖି ଅଛି ଓ ଅନ୍ୟଟି ନୁହେଁ ଚିନ୍ହ ତେ।ତେବେ କଣ ଅଟେ ଝିଅଟିର ନାମ?
ଉତ୍ତର-ଚିତ୍ରଦେଖି ଜଣାପଡୁଛି ଝିଅଟିର ନାମ ତେ ନୈନା ।କାରଣ ପ୍ରଥମ ଚିତ୍ରରେ ଆଖିର ଅନ୍ୟନାମ ନୟନ ଓ ଅନ୍ୟ ଚିତ୍ରଟି ଅଟେ ନା ଚିନ୍ହ ।ଏହାର ଅର୍ଥ ଝିଅଟିର ନାମ ନୈନା।
ଫଜଲ ନମ୍ବର୫-ପ୍ରଥମ ଚିତ୍ରଟି ଅଟେ ଏ ଓ ଅନ୍ୟ ଚିତ୍ରଟି ଅଟେ ଏକ କୋଲପର।ତେବେ କଣ ଅଟେ ପୁଅଟିର ନାମ?
ଉତ୍ତର-ଚିତ୍ର ଦେଖି ଜଣାପଡୁଛି ପୁଅଟିର ନାମ ଆଲୋକ।କାରଣ ପ୍ରଥମ ଚିତ୍ର ଅଟେ ଏ ଓ ଅନ୍ୟ ଚିତ୍ର କୋଲପର ଇଂରାଜୀ ନାମ ଲକ ଏହାର ଅର୍ଥ ପୁଅଟିର ନାମ ଆଲୋକ ଅଟେ।
ଫଜଲ ନମ୍ବର ୬-ପ୍ରଥମ ଚିତ୍ରଟି ଅଟେ ପାଞ୍ଚ ଓ ଅନ୍ୟ ଚିତ୍ରଟି ଅଟେ ତାରା।ତେବେ କଣ ଅଟେ ଚକୋଲେଟର ନାମ?
ଉତ୍ତର-ଚିତ୍ର ଦେଖି ଜଣାପଡୁଛି ଚକୋଲେଟର ନାମ ଅଟେ ଫାଇପ ଷ୍ଟାର।କାରଣ ପ୍ରଥମ ଚିତ୍ର ପାଞ୍ଚର ଇଂରାଜୀ ନାମ ଫାଇପ ଓ ତାରାର ଇଂରାଜୀ ନାମ ଷ୍ଟାର ଏହାର ଅର୍ଥ ଚକଲେଟର ନାମ ଫାଇପ ଷ୍ଟାର।
ଫଜଲ ନମ୍ବର୭-ପ୍ରଥମ ଚିତ୍ରଟି ଅଟେ ହି ଓ ଅନ୍ୟ ଚିତ୍ରଟି ଅଟେ ନା ଚିନ୍ହ।ତେବେ କଣ ଅଟେ ଝିଅଟିର ନାମ?
ଉତ୍ତର-ଚିତ୍ର ଦେଖି ଜଣାପଡୁଛି ଝିଅଟିର ନାମ ହେଉଛି ହିନା ।କାରଣ ପ୍ରଥମ ଚିତ୍ରରେ ଲେଖାଯାଇଛି ହି ଓ ଅନ୍ୟ ଚିତ୍ରରେ ଅଛି ନା ଏହାର ଅର୍ଥ ଝିଅଟିର ନାମ ହିନା।
ଫଜଲ ନମ୍ବର୮-ପ୍ରଥମ ଚିତ୍ରଟି ଅଟେ ପତ୍ର ,ଏହା ପର ଚିତ୍ର ଟି ଅଟେ ଗୋ ଓ ଶେଷ ଚିତ୍ରଟି ଅଟେ ମହୁମାଛି।ତେବେ କଣ ଅଟେ ପରିବାର ନାମ?
ଉତ୍ତର-ଚିତ୍ର ଦେଖି ଜଣାପଡୁଛି ପରିବାର ନାମ ପତ୍ରଗୋବି।କାରଣ ପ୍ରଥମ ଚିତ୍ର ପତ୍ର ଓ ଏହା ପର ଚିତ୍ର ହେଉଛି ଗୋ ଓ ଏହାପର ଚିତ୍ର ମହୀମାଛିର ଇଂରାଜୀ ନାମ ବି ଅର୍ଥାତ ପରିବାର ନାମ ପତ୍ରଗୋବି।
ଫଜଲ ନମ୍ବର୯-ପ୍ରଥମ ଚିତ୍ରରେ ଅଛି ହୃଦୟର ଚିନ୍ହ ଓ ଅନ୍ୟ ଟି ହେଉଛି ଲିଲି ଫୁଲ।ତେବେ କଣ ଅଟେ ଝିଅଟିର ନାମ?
ଉତ୍ତର-ଚିତ୍ର ଦେଖୀ ଜଣାପଡୁଛି ଝିଅଟିର ନାମ ଲଭଲି।କାରଣ ପ୍ରଥମ ଚିତ୍ର ଟି ହେଉଛି ହୃଦୟର ଯାହା ଲଭର ଚିନ୍ହ ଅଟେ ଏହା ପର ଚିତ୍ରଟି ହେଉଛି ଲିଲି ଫୁଲ ଏହାର ଅର୍ଥ ଝିଅଟିର ନାମ ଲଭଲି।
ଫଜଲ ନମ୍ବର୧୦-ପ୍ରଥମ ଚିତ୍ରଟି ଅଟେ ଚେୟାରର ଓ ଅନ୍ୟଟି ତେ ଇ ।ତେବେ କଣ ଅଟେ ଫଳ ଟିର ନାମ?
ଉତ୍ତର-ଚିତ୍ର ଦେଖି ଜଣାପଡୁଛି ଫଳର ନାମ ଚେରୀ କାରଣ ପ୍ରଥମ ଚିତ୍ର ହେଉଛି ଚେୟାର ଓ ଅନ୍ୟଟି ଅଟେ ଇ ଏହାର ଅର୍ଥ ଫଳର ନାମ ଚେରୀ।