January 18, 2025

Odia Express

Leading Odia News Portal of Odisha

ଭଗବାନ ଶିବ କଳିଯୁଗକୁ ନେଇକରି କହିଥିଲେ ଏହି ୫ ଟି କଥା, ଯଦି ଜାଣିନେବେ ତେବେ ଜୀବନସାରା ଖୁସିରେ ରହିବେ

ଯଦି ଆମେ ଧାର୍ମିକ ଶାସ୍ତ୍ର ବିଷୟରେ କଥାବାର୍ତ୍ତା ହେବା ତେବେ ଏଥିରେ କୌଣସି ସନ୍ଦେହ ନାହିଁ କି ଧାର୍ମିକ ଗ୍ରନ୍ଥରେ ଭଗବାନ ଶିବଙ୍କ ସ୍ଥାନ ସବୁଠାରୁ ଶୀର୍ଷରେ ଅଛି, ହଁ ଆଜ୍ଞା ଏହି କଥା ସମସ୍ତେ ଜାଣିଛନ୍ତି କି ପାର୍ବତୀ ମା ଶିବଙ୍କର ଅର୍ଦ୍ଧାଙ୍ଗୀନୀ ଅଟନ୍ତି , ଓଏମିତିରେ ଭଗବାନ ଶିବ ପାର୍ବତୀ ମାଙ୍କୁ ବହୁତ ଏମିତି କଥା କହିଥିଲେ,  ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି , ଯଦି ଆପଣ ଏହି କଥାକୁ ଜାଣିନେବେ ତେବେ ସତରେ ଆପଣଙ୍କ ଜୀବନ ସଫଳ ହୋଇଯିବ , ଗ୍ରନ୍ଥର ଅନୁସାରେ ଏହି ଖାସ୍ କଥା ଭଗବାନ ଶିବ ପାର୍ବତୀ ମାଙ୍କୁ କହିଥିଲେ,  ଆଜି ଆମେ ସେହି କଥାକୁ କହିବୁ, କହିଦେବୁ କି କଳିଯୁଗରେ ଏହି କଥା ବହୁତ କାମରେ ଆସିବ, ତେବେ ଆସନ୍ତୁ ଆମେ ସେହି ପାଞ୍ଚଟି କଥା ବିଷୟରେ ବିସ୍ତାରରେ ଜଣାଇବୁ ।

୧) ଜଣେଇଦେବୁ କି ଭଗବାନ ଶିବ ପାର୍ବତୀଙ୍କୁ ଏହା କହିଥିଲେ କି ବ୍ୟକ୍ତିର ସବୁଠାରୁ ବଡ ଧର୍ମ ସତ କହିବା ଓ ସତର ସାଥ୍ ଦେବା ହୋଇଥାଏ, ଏହା ସହ ବ୍ୟକ୍ତି ସବୁଠାରୁ ବଡ ପାପ ମିଛ କହିବା ଓ ମିଛର ସାଥ୍ ଦେବା ଅଟେ,  ଏଥିପାଇଁ ହୋଇପାରେ ଯଦି ଆପଣଙ୍କ ଜୀବନରେ ସେହି ଲୋକଙ୍କୁ ସାମିଲ୍ କରନ୍ତୁ ଯିଏ ସତ କହୁଥିବେ କିମ୍ବା ସତର ସାଥ୍ ଦେଉଥିବେ,  ହଁ ଆଜ୍ଞା ଯଦି ଆପଣଙ୍କ ଜୀବନରେ ମିଛ କହୁଥିବା ଲୋକ ଙ୍କ ସହ ସାଥ୍ ଦେବେ ତେବେ ଆପଣଙ୍କ ଭବିଷ୍ୟ ଅନ୍ଧକାରକୁ ଚାଲିଯିବ ।

୨)ଏହାପରେ ଶିବ କହିଲେ କି ବ୍ୟକ୍ତି ନିଜ ସବୁ କାର୍ଯ୍ୟର ପ୍ରମାଣ ନିଜେ ହିଁ ହେବା ଉଚିତ୍ , ହଁ ଆଜ୍ଞା ସେମିତି ସେ କାମ ଭଲ ହେଉ କିମ୍ବା ଖରାପ, ତାହାର ସାକ୍ଷୀ ନିଜେ ବ୍ୟକ୍ତି ରହିବା ଜରୁରୀ, ସେ ଏଥିପାଇଁ ବହୁତ ଲୋକଙ୍କ ମନରେ ଖରାପ କାମ କରିବା ସମୟର୍ ବିଚାରରେ ଆସିବାକୁ ଲାଗେ, ଓ ଖରାପ କାମ କରୁଥିବା ସମୟରେ କେହି ଦେଖିନାହିଁ , ଯାହାର କାରଣରୁ ଏହି ଲୋକ ଭୁଲ୍ କାମ ଆଡକୁ ଓ ପାପର ଆଡକୁ ବଢିବାରେ ଲାଗିଥାନ୍ତି , ଏଥିପାଇଁ ଏହି ଲୋକଙ୍କୁ ନିଜ ଖରାପ ଓ ଭଲ କାମରେ ସାକ୍ଷୀ ନିଜେ ହେବା ଉଚିତ୍ , ଯାହାଦ୍ୱାରା ଭୁଲ୍ କାମ କରିବା ସମୟରେ ତାଙ୍କ ମନ ତାଙ୍କୁ ଅଟକାଇଦେବ ।

୩) ଭଗବାନ ଶିବଙ୍କ କହିବା କଥା କି ବ୍ୟକ୍ତି ଯେପରି କର୍ମ କରିଥାଏ, ତାହାର ଫଳ ଭୋଗିବାକୁ ପଡେ, ଏଥିପାଇଁ ଭୁଲରେ ବି ନିଜ ମନରେ ଏମିତି କଥା ଆଣିବାକୁ ଦିଅନ୍ତୁ ନାହିଁ  ଯାହା ଆପଣଙ୍କୁ କିଛି ଏମିତି କାମ କରିବାକୁ ନଦିଏ ଯାହା ଆପଣଙ୍କ ଅସୁବିଧା ହିଁ ହେଉ ।

୪) ଏହା ସହ ଭଗବାନ ଶିବ ଏହା ବି କହିଥିଲେ କି ବ୍ୟକ୍ତିକୁ କେଉଁ ବି ଜିନିଷକୁ ନେଇ ଅଧିକା ପ୍ରେମ ଥା,ଏ ହଁ ଆଜ୍ଞା ଭଗବାନ ଶିବ କହିବା କଥା କି ଭଲ ପାଇବା ଏମିତି ଏକ ଜାଲ ଅଟେ ,ଯାହାଠାରୁ ଦୁରେଇକରି ବାହାରିଆସିବା ମୁସକିଲ୍ ହୋଇଥାଏ,  ଏମିତିରେ ଯେଉଁ ବ୍ୟକ୍ତି ଏଥିରୁ ମୁକ୍ତି ପାଇନଥା,ଏ ସେ ଜୀବନରେ କେବେ ସଫଳ ହୋଇପାରେନାହିଁ ।

୫) ଏବେ ଶେଷରେ ଭଗବାନ ଶିବ କହିଥିଲେ କି ମନୁଷ୍ୟ ନିଜ ଇଚ୍ଛାର୍ କୌଣସି ସୀମା ନଥାଏ, ହଁ ଆଜ୍ଞା ବାସ୍ତବରେ ମନୁଷ୍ୟର ନିଜ ମନ ଉପରେ କେଉଁ ଆୟତ ନଥାଏ ମାନେ ସିଧା ଶବ୍ଦରେ କହିଲେ ତାଙ୍କ ଅଦରକାରୀ ଇଚ୍ଛାର କାରଣରୁ ବ୍ୟକ୍ତି ଜୀବନରେ ଦୁଃଖ ରହିଥାଏ, ଏମିତିରେ ଭଗବାନ ଶିବଙ୍କର କହିବା କଥା କି ବ୍ୟକ୍ତି ନିଜ ଇଚ୍ଛାକୁ ଓ ଦରକାରର ଫରକ କୁ ବୁଝିବା ଦରକାର ଓ ଶାନ୍ତିରେ ନିଜ ଜୀବନ ଅତିବାହିତ କରିବା ଉଚିତ୍

Leave a Reply

Your email address will not be published. Required fields are marked *