January 25, 2025

Odia Express

Leading Odia News Portal of Odisha

ସକାଳୁ ସକାଳୁ ଖାଲି ପେଟରେ ଏହାକୁ ପିୟନ୍ତୁ ପେଟ ଭିତରେ ଯଦି ଆପଣଙ୍କର ପଥର ଥିବା ତାହେଲେ ତାହା ବରଫ ପରି ତରଳି ଯିବ..

ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଉପାୟ କହିବାକୁ ଯାଉଛୁ ଯାହାକୁ ଆପଣେଇ ଆପଣ ନିଜ ଶରୀର ମଧ୍ୟରେ ଯଦି କୌଣସି ପଥର ଟିକେ ହିଁ ରହିଯାଇଥିବା ତାକୁ କିପରି କାଢି ପାରିବେ ଆସନ୍ତୁ ଜାଣିବା । ଶରୀର ମଧ୍ୟରେ ଯଦି କୌଣସି ଏକ ପଥର ରହିଯାଇଛି ତାହେଲେ ଆମେ। ତାହାକୁ ଷ୍ଟୋନ ହୋଇଛି ବୋଲି କହିଥାଉ । ଯଦି ଆପଣଙ୍କ ଶରୀର ମଧ୍ୟରେ ଏକ ପଥର ରହିଯାଇଛି ତାହେଲେ ତାହାକୁ ଆପଣ କିପରି ବିନା ଅସ୍ତ୍ର ଉପଚାର ରେ ଭଲ କରିପାରିବେ ଆସନ୍ତୁ ଦେଖିବା । କିପରି କରିବେ ଷ୍ଟୋନ ର ଉପଚାର ଆସନ୍ତୁ ଜାଣିବା ।

ଶରୀର ମଧ୍ୟରେ ପଥର ରହିଗଲେ ଅଥବା ଆପଣଙ୍କୁ ଷ୍ଟୋନ ହୋଇଥିଲେ ଏହା ଏକ ଭୟଙ୍କର ରୋଗ ର ରୂପ ନେଇଥାଏ ଯାହାକୁ ଆମ ଶରୀର କୁ ବହୁତ୍ ପୀଡ଼ା ଦେଇଥାଏ ଯାହାକୁ ଆମ ଶରୀର ସମ୍ଭାଳି ପାରେନାହିଁ । ଯଦି ଠିକ୍ ସମୟରେ ଆପଣ ଏହାର ଉପଚାର କରନ୍ତି ନାହିଁ ତାହେଲେ ଏକ ଗମ୍ଭୀର ସମସ୍ୟା ମଧ୍ୟ ହୋଇପାରେ ସେଥି ପାଇଁ ଆମକୁ ଏହାକୁ ଠିକ୍ ସମୟରେ ଉପଚାର କରିବାକୁ ହୋଇଥାଏ । ଆସନ୍ତୁ ଜାଣିବା କିପରି କରିବା ଏହି ଷ୍ଟୋନ ର ଉପଚାର ।

ଏଥିପାଇଁ ପ୍ରଥମେ ଆପଣ ଙ୍କୁ କିଛି ଜଅ ଦରକାର ହେବ । ଜଉ ତ ସାଧାରଣତଃ ସବୁବେଳେ ସବୁଆଡେ ମିଳିଯାଏ । ଆପଣ ଗୋଟେ ତୁ ଦୁଇ ଚାମଚ୍ ଜଉ ନିଅନ୍ତୁ । ପ୍ରଥମ ରେ ଆପଣଙ୍କୁ ଗୋଟେ ଗ୍ଲାସ ପାଣିରେ ଦୁଇ ଚାମଚ ଜଅ ପକାଇ ଦିଅନ୍ତୁ ଏବଂ ଏହାକୁ କିଛି ସମୟ ରଖି ଦିଅନ୍ତୁ । ରାତି ରେ ଶୋଇବା ଆଗରୁ ଏହି ଜଅ କୁ ପାଣିରେ। ପକାଇ ରଖନ୍ତୁ । ଏହା ପରେ ଆମକୁ କିଛି ଜିରା ଦରକାର ହେବ । ଷ୍ଟୋନ ର ଉପଚାର ପାଇଁ ଜିରା ବି ବହୁତ୍ ବ୍ୟବହୃତ ହୋଇ ଥାଏ । ସେହି ପାଣିରେ ଆପଣ ଏକ ଚାମଚ କିମ୍ବା ଅଧା ଚାମଚ୍ ଜିରା ପକାଇ ଦିଅନ୍ତୁ ।

ଏହା ପରେ ଆମକୁ ସେହିଥିରେ ଗୋଟେ ଚାମଚ ରେ ଟିକେ ମାନେ ଅଧା ରୁ ଟିକେ କମ କଲା ଲୁଣ ପକାଇ ଦିଅନ୍ତୁ। ଏହା ପରେ ସବୁ ପକାଇ ସରିବା ପରେ ତାକୁ ଟିକେ ଗୋଳାଇ ଦିଅନ୍ତୁ । ଶୋଇବା ଆଗରୁ ଆପଣ ଏହି କାର୍ଯ୍ୟ କୁ ଭଲ ଭାବରେ କରିଦିଅନ୍ତୁ । ଏହାକୁ ସେମିତି ରାତି ସାରା ସେଇଥିରେ ଭିଯାଇକି ରଖି ଦିଅନ୍ତୁ ଏବଂ ସକାଳୁ ଉଠି ଖାଲି ପେଟ ରେ ଏହାକୁ ବ୍ୟବହାର କରନ୍ତୁ ।

ସକାଳେ ଯେତେବେଳେ ଆପଣ ଉଠନ୍ତି ସେହି ସେମୟର ଆପଣଙ୍କ ପେଟ ପୁରା ଖାଲି ଥାଏ । ସେହି ସମୟର ସେହି ମିଶ୍ରଣକୁ ଅନ୍ୟ ଏକ ଗ୍ଲାସ ରେ ଛନିକି ପୁରାଇ ଦିଅନ୍ତୁ ଏବଂ ଏହା ପରେ ତାହାକୁ ପିଅନ୍ତୁ । ସକାଳେ ଆପଣ ଯଦି ବ୍ୟାୟାମ କରନ୍ତି ତାହେଲେ ଏହାକୁ ପିବା ର ୩୦ ମିନିଟ ପର୍ଯ୍ୟନ୍ତ କିଛି ଖାଆନ୍ତୁ ନାହିଁ ଏବଂ କିଛି ସମୟ ପରେ ଆପଣ ବ୍ୟାୟାମ କରିପାରନ୍ତି । ଏହିପରି କିଛି ଦିନ କରନ୍ତୁ ଯଦି ଆପଣଙ୍କର ଷ୍ଟନ ହୋଇଛି ତାହେଲେ ତାହା କିଛି ଦିନ ପରେ ଆପଣଙ୍କ ଶରୀର ରୁ ବାହାରକୁ ବାହାରି ଯିବ ଏବଂ ଆପଣଙ୍କର ଯଦି ବି ଷ୍ଟନ୍ ହୋଇନି ତାହେଲେ ବି ଏହାକୁ ସେବନ କଲେ ଭଲ କଇଁଙ୍କି ନା ଏହା ଆମ ବୃକକ କୁ ସଫା କରିଦିଏ ।

Leave a Reply

Your email address will not be published. Required fields are marked *