December 8, 2024

Odia Express

Leading Odia News Portal of Odisha

କୁହନ୍ତୁ କିଏ ଏହି ଛୁଆର ଅସଲି ମାଆ ଏବଂ ଜାଣନ୍ତୁ ଏକ ମଜାଦାର କଥା – କେବଳ ବୁଦ୍ଧିମାନ ମଣିଷ ଏହାର ସଠିକ ଉତ୍ତର ଦେଇ ପାରିବେ..

ଆପଣଙ୍କୁ ଏକ ଚିତ୍ର ଦେଖାଯାଉଛି।ଯେଉଁଥିରେ ଦୁଇଜଣ ସ୍ତ୍ରୀ ଲୋକ ପରସ୍ପରର ସାମ୍ନାରେ ବସିଛନ୍ତି।ଏହା ସହ ଏକ ଛୋଟ ଛୁଆ ଚଟାଣ ଉପରେ ବସି ଖେଳୁଛି।ମାତ୍ର ଏହି ଚିତ୍ରରେ ଏକ ମଜାଦାର ପହେଲୀ ଲୁଚିକରି ରହିଛି।ଅତ୍ୟନ୍ତ ସାଧାରଣ ଭାବେ ଦେଖାଯାଉଥିବା ଏହି ଚିତ୍ରରେ ଦେଖାଯାଉଥିବା ଦୁଇଜଣ ସ୍ତ୍ରୀଲୋକଙ୍କ ମଧ୍ୟରୁ ଜଣେ ହେଉଛି ସେହି ପିଲାଟିର ମାଁ।ଆପଣଙ୍କୁ କହିବାକୁ ପଡିବ ଯେ ସେହି ପିଲାଟିର ପ୍ରକୃତ ମାଁ କିଏ।ଏଥିପାଇଁ ଆପଣଙ୍କୁ କିଛି ସମୟ ଦିଆଯିବ।ଯଦି ଆପଣ ସଠିକ ଉତ୍ତର ଦେଇଦେଉଛନ୍ତି ତେବେ ଆପଣ ଅତ୍ୟନ୍ତ ବୁଦ୍ଧିମାନ ଅଟନ୍ତି।ଆପଣଙ୍କର ବୁଝିବା ଶକ୍ତି ଅଧିକ ବୋଲି ପ୍ରମାଣିତ ମଧ୍ୟ ହେଇଯିବ।

ସାଧାରଣତଃ ପହେଲୀ ସମାଧାନ କରିବାକୁ ସମସ୍ତଙ୍କୁ ଭଲ ଲାଗି ନଥାଏ।ମାତ୍ର ଏହା ରୋମାଞ୍ଚକର ହେଇଥାଏ।ଏହି ପହେଲୀ ମଧ୍ୟ ଅତ୍ୟନ୍ତ ରୋମାଞ୍ଚକର ଅଟେ।ପହେଲୀର ଉତ୍ତର ଦେବା ଶୈଳୀରେ ଆପଣଙ୍କର ଭାବିବାର ଶକ୍ତି ମଧ୍ୟ ପରିଲକ୍ଷିତ ହେଇଥାଏ।ଆପଣମାନେ ଭାବନ୍ତୁ ଏବଂ ଏହାର ଉତ୍ତର ଦିଅନ୍ତୁ।ଆପଣଙ୍କର ଉତ୍ତର ଦେବା ଶୈଳୀଦ୍ୱାରା ଆପଣଙ୍କର ବିଚକ୍ଷଣତା ବିଷୟରେ ମଧ୍ୟ ଜଣାପଡିଯିବ।ତେବେ ଏହାର ଉତ୍ତର କୁହନ୍ତୁ।ତେବେ ଆସନ୍ତୁ ଜାଣିବା ଯେ ସଠିକ ଉତ୍ତର କଣ?

ଯଦି ଆପଣଙ୍କର ଉତ୍ତର ହେଇଥାଏ ଯେ ଚିତ୍ରରେ ଦେଖାଯାଇଥିବା ଦୁଇଜଣ ସ୍ତ୍ରୀଲୋକଙ୍କ ମଧରୁ ଡାହାଣ ପଟେ ବସିଥିବା ସ୍ତ୍ରୀଲୋକହିଁ ସେହି ପିଲାର ମାଁ।ତେବେ ଆପଣଙ୍କର ଉତ୍ତର ଭୁଲ ଅଟେ।ବାମପଟେ ବସିଥିବା ସ୍ତ୍ରୀଲୋକହିଁ ସେହି ପିଲାର ପ୍ରକୃତ ମାଁ।ଆପଣ ଯଦି ଦେଖିବେ ଯେ ପିଲାଟି ଯେଉଁ ଖେଳଣାରେ ଖେଳୁଛି ତାହାର ମୁଁହ ସେହି ବାମପଟେ ବସିଥିବା ସ୍ତ୍ରୀଲୋକ ଆଡ଼କୁ ହିଁ ଅଛି।ଏହାହିଁ ପ୍ରମାଣିତ କରୁଛି ଯେ ସେହି ସ୍ତ୍ରୀଲୋକହିଁ ସେହି ପିଲାର ପ୍ରକୃତ ମାଁ।ଆପଣମାନେ ଦେଖିଥିବେ ଯେ ପିଲାମାନେ ଯାହାକିଛି ମଧ୍ୟ କରିଥାନ୍ତି ସେମାନେ ସର୍ବଦା ନିଜ ମାଁ ଏବଂ ବାପାଙ୍କ ଆଗରେ ହିଁ କରିଥାନ୍ତି।ମାଁ ବାପା ମାନେ ମଧ୍ୟ ସର୍ବଦା ନିଜ ପିଲାଙ୍କ ଉପରେ ନଜର ରାଖିଥାନ୍ତି।ଆପଣମାନେ ଦେଖିପାରୁଥିବେ ଯେ ପିଲାଟି ମଧ୍ୟ ବାମପଟେ ବସିଥିବା ସେହି ମହିଳାଙ୍କ ଆଡ଼କୁ ଚାହିଁକାରି ଖେଳୁଛି।ତେଣୁ ଏଥିରୁ ଜଣାଯାଉଛି ଯେ ସେହି ସ୍ତ୍ରୀ ଲୋକହିଁ ପିଲାଟିର ପ୍ରକୃତ ମାଁ।

ଆସନ୍ତୁ ଜାଣିବା ଆପଣଙ୍କର ଉତ୍ତର ଆପଣଙ୍କ ବିଷୟରେ କଣ କହୁଛି।ଯଦି ଆପଣଙ୍କର ଉତ୍ତର ଥିଲା ଯେ ଡାହାଣ ପଟେ ବସିଥିବା ମହିଳା ହେଉଛନ୍ତି ସେହି ପିଲାଟିର ମାଁ।ତେବେ ଏଥିରୁ ଜଣାଯାଉଛି ଯେ ଆପଣ ଅତ୍ୟନ୍ତ କ୍ରିଏଟିଭ ଅଟନ୍ତି।ଆପଣଙ୍କର ସଙ୍ଗୀତରେ ଅନେକ ରୁଚି ରହିଛି।ଆପଣ ଅଧିକ ପଇସା କମେଇ ନଥାନ୍ତି।ମାତ୍ର ଯାହାକିଛି କରିଥାନ୍ତି ମନଖୁସିରେ କରିଥାନ୍ତି।ଲୋକମାନଙ୍କ ମଧ୍ୟରେ ଆପଣଙ୍କର ଏକ ଅନନ୍ୟ ପରିଚୟ ରହିଛି।ଆପଣଙ୍କୁ ସମସ୍ତେ ସମ୍ମାନ ଦେଇଥାନ୍ତି।ସମସ୍ତେ ଆପଣଙ୍କର ପ୍ରଶଂସା କରିଥାନ୍ତି।

ଯଦି ଆପଣ ସଠିକ ଉତ୍ତର ଦେଇଛନ୍ତି ଅର୍ଥାତ ବାମପଟେ ଥିବା ମହିଳାହିଁ ସେହି ଛୁଆର ପ୍ରକୃତ ମା ବୋଲି ଆପଣ କହିଛନ୍ତି ତେବେ ଏଥିରୁ ଜଣାଯାଉଛି ଯେ ଆପଣଙ୍କର ମସ୍ତିଷ୍କର ବାମପଟ ଭଲଭାବେ କାମ କରୁଛି।ଏଭଳିଲୋକ ନିଜ ଜୀଵନରେ ଅତ୍ୟନ୍ତ ପ୍ରାକ୍ଟିକାଲ ହେଇଥାନ୍ତି।ସମସ୍ତ କଥାକୁ ଲଜିକ୍ ସହ କରିଥାନ୍ତି।ଏହି କାରଣରୁ ଲୋକମାନେ ବେଳେବେଳେ ଦୁଖୀ ହେଇଯାଆନ୍ତି।କିନ୍ତୁ କୌଣସି ଲୋକ ଆପଣଙ୍କ ଭାବନାର ଫାଇଦା ଉଠାଇପାରିନଥାଏ।ଆପଣଙ୍କର ବୁଝିବା ଶକ୍ତି ଅଧିକ ହେଇଥାଏ।ଏହା ସହ ଜୀଵନରେ ଆପଣ ଅତ୍ୟନ୍ତ ସଫଳ ହେଇଥାନ୍ତି।ଆପଣ କେବେ ମଧ୍ୟ କୌଣସି ପରିସ୍ଥିତିରେ ପରାଜିତ ହେଇନଥାନ୍ତି।ଯେକୋୖଣସି ସମସ୍ୟା ଆସିଲେ ମଧ୍ୟ ଆପଣ ସେଥିରୁ ବହାରିଆସିଥାନ୍ତି।ଆପଣ ସର୍ବଦା ବିଜୟ ହେଇଥାନ୍ତି।

Leave a Reply

Your email address will not be published. Required fields are marked *